June 19, 2024

Odia Express

News For Public

୭୦ ବର୍ଷର ବୟସରେ ଗଜବର ଷ୍ଟାଇଲିଷ୍ଟ ଓ ସୁନ୍ଦର ଦେଖାଯାଉଛନ୍ତି ଡ୍ରିମ୍ ଗାର୍ଲ ହେମା ମାଳିନୀ, ଫୋଟୋ ଦେଖିଲେ ଆପଣ କହିବେ ୟେ ତା ୨୫ ବର୍ଷ ବୟସ ପରି ଲାଗୁଛନ୍ତି…

ବଲିଉଡ୍ ରେ ବହୁତ ଷ୍ଟାର୍ ଅଛନ୍ତି ଯିଏକି ବହୁତ ନାଁ କମାଇସାରିଛନ୍ତି , କିନ୍ତୁ ଆଜିର ସମୟରେ ସେମାନେ ପୁରା ଗୁମନାମ୍ ହୋଇସାରିଛନ୍ତି , କିନ୍ତୁ ଆଜି ଯାହାଙ୍କ ବିଷୟରେ କହିବାକୁ ଯାଊଛୁ , ସେ ଏଭରଗ୍ରୀନ୍ ଅଭିନେତ୍ରୀ ଅଟନ୍ତି , ଆମେ କଥା ହେଉଛୁ ହେମା ମାଳିନୀଙ୍କର, ଯିଏକି ଭାରତୀୟ ଅଭିନେତ୍ରୀ ହେବା ସହ ଆଜିର ସମୟରେ  ନିର୍ଦ୍ଧେଶକ, ନିର୍ମାତା, ନର୍ତ୍ତକ ଓ ରାଜନୈତିକ ଅଛନ୍ତି , ୧୯୬୩ ରେ ସେ ତାମିଲ୍ ଫିଲ୍ମ ଇଥୁ ସଥିୟାମ ରେ ଏକ ନୃତ୍ୟଙ୍ଗନା ରୁପରେ ଅଭିନୟ କରିଥିଲେ ,ଆପଣଙ୍କୁ ଜଣେଇଦେବୁ କି ହେମା ମାଳିନୀ ସର୍ବପ୍ରଥମେ ସପନୋ କା ସୌଦାଗର ୧୯୬୮ ରେ ମୁଖ୍ୟ ଭୁମିକା ନିଭାଇଥିଲେ,  ଓ ବହୁତ ବଲିଉଡ୍ ଫିଲ୍ମରେ ମୁଖ୍ୟ ରୁପରେ ପ୍ରମୁଖ ଅଭିନେତ୍ରୀ ରୁପରେ କାମ କରିଥିଲେ , ନିଜ ଅଧିକାଂଶ  ଫିଲ୍ମରେ ସେ ନିଜ ସ୍ୱାମୀଙ୍କ ସହ ଅଭିନୟ କରିଥିଲେ ।

ଆପଣଙ୍କୁ କହିଦେବୁ କି ହେମା ନିଜ କ୍ୟାରିୟରର ଆରମ୍ଭରେ ଧର୍ମେନ୍ଦ୍ରଙ୍କ ସହ ତୁମ୍ ହଁସି ମୈ ଜବାଁ (୧୯୬୯) ଶରାଫତ୍ (୧୯୬୯) ନୟା ଜମାନା(୧୯୭୧) ପରି ଫିଲ୍ମରେ କାମ କରିଥିଲେ , ଯାହା ପରେ ସେହି ଫିଲ୍ମଗୁଡିକ ଅଧିକା ଚାଲିପାରିଲା ନାହିଁ , ଏହି ଫିଲ୍ମର ସମୟରେ ତାଙ୍କ ଫିଲ୍ମ ପ୍ରତି ଭଲ ଅଭିନୟ ସମସ୍ତଙ୍କ ମନରେ ଚାଲିଆସିଲା , ଓ ଲୋକେ ତାଙ୍କୁ ବହୁତ ପସନ୍ଦ କରିବାକୁ ଲାଗିଲେ , ତାପରେ ଏହି ଯୋଡିଙ୍କୁ ଲୋକେ ବହୁତ ପସନ୍ଦ କଲେ , ଓ ବହୁତ ସଫଳ ଫିଲ୍ମ ସେ ଦେଲେ , ଓ ବଲିଉଡ୍ ରେ ସର୍ବାଧିକ ସଫଳ ଯୋଡି ଭାବେ ଜଣାଗଲେ , ସେମିତି ଆପନଙ୍କୁ କହିଦେବୁ କି ଏହି ସଫଳତା ପରେ ଧର୍ମେନ୍ଦ୍ର ଓ ରାଜେଶ୍ ଖାନ୍ନା, ଓ ଦେବାନନ୍ଦଙ୍କ ସହ ହେମା ମାଳିନୀ ଆରମ୍ଭରୁ ଡ୍ରିମ୍ ଗାର୍ଲ ରୁପରେ ପଦୋନ୍ନତ କରିଥିଲେ ,

ଯେଉଁଥିରେ ଅଧିକା କମିକ୍ ଓ ନାଟକିୟ ଦୁହେଁ ଭୁମିକା ନିଭାଯାଇଥିଲା , ଓ ଏହା ଛଡା ଏକ ନର୍ତ୍ତକ ବି ଅଛନ୍ତି , ଏବେ ପର୍ଯ୍ୟନ୍ତ ହେମା ପ୍ରାୟ ୧୫୦ ରୁ ଅଧିକା ଫିଲ୍ମରେ କାମ କରିସାରିଛନ୍ତି , ହେମା କିଛି ବର୍ଷରୁ ବହୁତ ସୁନ୍ଦର ଦେଖାଯାଉଛନ୍ତି , ଯେପରି ସୀତା ଔର ଗୀତା ୧୯୭୨ ମସିହାରେ ଫିଲ୍ମ ସବୁଠାରୁ ହିଟ୍ ହୋଇଥିଲା,  କହିଦେବୁ କି ଏହି ଫିଲ୍ମରେ ହେମା ମାଳିନୀ ଡବଲ୍ ରୋଲ୍ ରେ ଅଭିନୟ କରିଥିଲେ,  ଏହି ଫିଲ୍ମରେ ସଫଳତା ପାଇବା ପରେ ହେମା ଟପ୍ ଅଭିନେତ୍ରୀ ହିସାବରେ ଜଣାଗଲେ ,

ସେମିତି ତାଙ୍କର ସୁନ୍ଦରତା କାରଣରୁ ଏହି ଡ୍ରିମ୍ ଗାର୍ଲ ନାଁରେ ଜଣାଗଲା , ଯାହାପରେ ତାଙ୍କ ନାଁ ଏକ ଫିଲ୍ମ ହେମାଙ୍କୁ ମା କରାଗଲା , ମାନାଯାଏ କି ସେହି ସମୟରେ ସେ ଏକ ବଡ ଅଭିନେତ୍ରୀ ହିସାବରେ ଜଣାଯାଇଥିଲେ , ଏହି କାରଣରୁ ବଲିଉଡ୍ ରେ ଜିତେନ୍ଦ୍ର ଓ ସଂଞ୍ଜିବ କୁମାର୍ ପରି ବହୁତ ବଡ ଷ୍ଟାର୍ ଙ୍କ ସହ ବିବାହ କରିବାକୁ ଚାହୁଁଥିଲେ , କିନ୍ତୁ ଆମେ ହେମାଙ୍କ ହୃଦୟରେ ଧର୍ମେନ୍ଦ୍ର ଙ୍କୁ ଭଲ ପାଇବସିଥିଲେ  ଓ ଆଜି ହେମା ସୁନ୍ଦରତା ଆଜି ବି ତାଙ୍କର ସୁନ୍ଦରତା ମଧ୍ୟରେ ତାଙ୍କର ବୟସ କମ୍ ଆସିଲା ନାହିଁ , ଆଜି ବି ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି , କହିଦେବୁ କି ହେମାଙ୍କ ବୟସ ୭୦ ବର୍ଷ ବୟସ ହୋଇସାରିଛି ,

କିନ୍ତୁ ଆଜି ବି ଡ୍ରିମ୍ ଗାର୍ଲ କମ୍ ଲାଗନ୍ତି ନାହିଁ , ହଁ ଆଜ୍ଞା, ତାଙ୍କର କିଛି ଫଟୋ ଦେଖିବାକୁ ଯାଊଛୁ , ଯାହାକୁ ଦେଖିଲା ପରେ ଆପଣ ବି ମାନିଯିବେ ତାଙ୍କର ସୁନ୍ଦରତା ତାଙ୍କର ବୟସ ଉପରେ କିଛି ପ୍ରଭାବ ପଡିଲା ନାହିଁ , ସେମିତି ସେ ଏବେ ଧର୍ମେନ୍ଦ୍ରଙ୍କ ସହ ଖୁସିମୟ ଜୀବନ ଅତିବାହିତ କରୁଛନ୍ତି , କହିଦେବୁ କି ହେମା ଧର୍ମେନ୍ଦ୍ରଙ୍କ ଦ୍ୱିତୀୟ ସ୍ତ୍ରୀ ଅଛନ୍ତି , ଓ ତାଙ୍କର ଦୁଈଟି ଝିଅ ଅଛନ୍ତି , ଯାହାଙ୍କର ବିବାହ ହୋଇସାରିଛି , ଓ ବହୁତ ଖୁସିମୟ ଜୀବନ ଅତିବାହିତ କରୁଛନ୍ତି ।

Leave a Reply

Your email address will not be published. Required fields are marked *