February 28, 2024

Odia Express

News For Public

ଡ୍ୟାନ୍ସ ଇଣ୍ତିଆ ଡ୍ୟାନ୍ସର ଜର୍ଜ ଗୀତା କାପୁର୍ ଙ୍କୁ ୪୪ ବର୍ଷ ବୟସରେ ହେଲା ପ୍ରେମ, ବୟଫ୍ରେଣ୍ତ ଫଟୋ ଦେଖି ଚକିତ ହୋଇଯିବେ ଆପଣ….

ଆପଣ ବହୁତଥର ଶୁଣିଥିବେ କି ପ୍ରେମ କରିବାର କୌଣସି ବୟସ ହୋଇନଥାଏ। ପ୍ରେମ କାହାକୁ କେବେ ବି ହୋଇଯାଏ , ସେମିତି ଆପଣ ଦେଖିଥିବେ କି ବଲିଉଡ୍ ରେ ବହୁତ ଲୋକ ୬୦ ବର୍ଷ ବୟସ ହେବାପରେ ବିବାହ କରିନିଅନ୍ତି , ଆଜି ଆମେ ଆପଣଙ୍କୁ ଏମିତି ଏକ କୋରିଓଗ୍ରାଫରଙ୍କ ବିଷୟରେ କହିବାକୁ ଯାଉଛୁ । ଯାହାଙ୍କ ବୟସ ୬୦ ବର୍ଷ ହେଲା ପରେ ବି ସେ ଏବେ ୪୪ ବର୍ଷିୟ ହୋଇସାରିଛନ୍ତି , ହଁ ଆଜ୍ଞା କହିଦେବୁ କି ଆମେ ଆଉ କାହାର ନୁହେଁ ବରଂ ଗୀତା କାପୁରଙ୍କ ବିଷୟରେ କହୁଛୁ , ଯେଉଁ ଗୀତା ସମସ୍ତଙ୍କ ମୁହଁରେ ଗୀତା ମା ହିସାବରେ ଜଣାଯାଆନ୍ତି । ଗୀତା କାପୁର ବଲିଉଡ୍ ରେ ଏକ ଲୋକପ୍ରିୟ କୋରିଓଗ୍ରାଫର୍ ଅଟନ୍ତି , ସେ କିନ୍ତୁ ବଲିଉଡ୍ ରେ ଏହି ସ୍ଥାନ ପାଇବା ଏତେ ସହଜ ନଥିଲା ,ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଗୀତାଙ୍କ ଅସଲ ପରିଚୟ ବଲିଉଡ୍ ରେ ନୁହେଁ ବରଂ ରିଆଲିଟି ଶୋ ଡ୍ୟାନ୍ସ ଇଣ୍ତିଆ ଡ୍ୟାନ୍ସରୁ ମିଳିଥିଲା,

ଏବେ ଗୀତା ବହୁତ ଅଭିନେତ୍ରୀଙ୍କ ସହ ନିଜ କୋରିଓଗ୍ରାଫର୍ କାମ କରିଛନ୍ତି , କିନ୍ତୁ ତାଙ୍କୁ ବଲିଉଡ୍ ରେ କୋରିଓଗ୍ରାଫର ରୁପରେ ଲୋକପ୍ରିୟତା ମିଳିପାରିନାହିଁ । ଯାହା ତାଙ୍କୁ ରିଆଲିଟି ଶୋରେ ମିଳିଥିଲା,  କହିଦେବୁ କି ଡ୍ୟାନ୍ସ ଇଣ୍ତିଆ ଡ୍ୟାନ୍ସ ଶୋରେ ଜର୍ଜ ହେବାପରେ ଗୀତାଙ୍କୁ ଏକ ଅଲଗା ପରିଚୟ ମିଳିଥିଲା । ଏହା ସହ ତାଙ୍କ ପ୍ରଶଂସକ ତାଙ୍କୁ ଗୀତା ମା ବୋଲି ଜାଣିଥିଲେ , ସେମିତି ଆପଣ ଭାବୁଥିବେ କି ଅଚାନକ ଆମେ ଗୀତା କାପୁରଙ୍କ ବିଷୟରେ କଥା କଣ ପାଇଁ ହେଉଛେ । ଗୀତା କାପୁର୍ ଯେତେ ରିଆଲିଟି ଶୋରେ ଜର୍ଜ ହୋଇ ଆସନ୍ତି ତେବେ ଲୋକେ ତାଙ୍କୁ ଏହି ପ୍ରଶ୍ନ କରନ୍ତି କି ସେ କେବେ ବିବାହ କରିବେ , ଏମିତିରେ ଗୀତା ଏହି କଥା ଶୁଣି ବହୁତ ଚିନ୍ତିତ ହୋଇସାରିଛନ୍ତି , କହିଦେବୁ କି ଏବେ ଗୀତା ଏହି ବିଷୟରେ ନେଇ ଏବେ ଟିକିଏ ଅଧିକା ଭାବିବସିଛନ୍ତି  ଓ ଏବେ ସେ ଜଣେ ବ୍ୟକ୍ତିଙ୍କୁ ବିବାହ କରିବାକୁ ନିଷ୍ପତ୍ତି କରିସାରିଲେଣି ।

ଆପଣଙ୍କୁ ଜଣେଇଦେବୁ କି ଏହି ବ୍ୟକ୍ତି ଆଉ କେହି ନୁହେଁ ବରଂ ତାଙ୍କର ବୟଫ୍ରେଣ୍ତ ଅଟେ, ଜଣେଇଦେବୁକି ଗୀତାଙ୍କର ସ୍ୱଭାବ ଓ ତାଙ୍କର ବ୍ୟବହାର କେତେ ଭଲ ଅଟେ । ସେ ନା କେବଳ ନିଜ ସାଙ୍ଗସାଥୀ ତାଙ୍କ ଛାତ୍ରଛାତ୍ରୀ ତାଙ୍କୁ ବହୁତ ପସନ୍ଦ କରନ୍ତି , ବିବାହକୁ ନେଇକରି ସବୁ ରିଆଲିଟି ଶୋରେ ତାଙ୍କୁ ବହୁତ ଲୋକ କହିଥାନ୍ତି , ବୋଧେ ଏହି କାରଣରୁ ଗୀତା କାପୁର ନିଜ୍ ଜୀବନସାଥୀ ବାଛିନେଲେ ,

କହିଦେବୁ କି ଏବେ ଗୀତା ଓ ତାଙ୍କର୍ ବୟଫ୍ରେଣ୍ତଙ୍କ ଆଫେୟାର୍ ଖବର ବହୁତ ଚର୍ଚ୍ଚିତ ହୋଇଥିଲା, ଖବରରୁ ମାନିଲେ ଏମିତି ଶୁଣିବାକୁ ଆସିଛି କି ଗୀତା ଏବେ ଲୋକପ୍ରିୟ କୋରିଓଗ୍ରାଫରଙ୍କୁ ଡେଟ୍ କରୁଛନ୍ତି , ଏବେ ଏହି କଥାରେ କେତେ ସତ୍ୟତା ଲୁଚି ରହିଛି , କେତେ ମିଥ୍ୟା ଏହି ଫଟୋ ଦେଖିଲେ ଜାଣିପାରିବେ , ସେମିତି କହନ୍ତି ନା ନିଆଁ ନଥିଲେ ଧୁଆଁ ବାହାରେ ନାହିଁ , ଆମେ ଏଠାରେ ଗୀତା କାପୁର ଓ ତାଙ୍କ ବୟଫ୍ରେଣ୍ତଙ୍କ କିଛି ବଛା ବଛା ଫଟୋ ଏଠାରେ ସେୟାର୍ କରିଛୁ , ବିଶ୍ୱାସ କରନ୍ତୁ ଏହି ଫଟୋକୁ ଦେଖିଲେ ଆପଣ ବି ଚକିତ ହୋଇଯିବେ ।

Leave a Reply

Your email address will not be published. Required fields are marked *