November 26, 2023

Odia Express

News For Public

ଅନେକ ବର୍ଷ ପରେ କିଛି ଏହିପରି ଐଶ୍ୱର୍ଯ୍ୟା ରାୟ ବଞ୍ଚାଇଥିଲେ ସଲମାନ ଖାନ୍ ଙ୍କ ସମ୍ମାନ , ଜାଣନ୍ତୁ କଣ ଥିଲା ପୁରା ଘଟଣା..

୧୦ ବର୍ଷ ପୁର୍ବରୁ ସୋନୀ ଟିଭିରେ ପ୍ରସାରିତ ହେଉଥିବା ଟିଭି ଶୋ ଦସ୍ କା ଦମ୍ ଆଉଥରେ ଆରାମ୍ଭ ହୋଇଥିଲା,  ଯେବେ ଏହି ଶୋ ୧୦ ବର୍ଷ ପୁର୍ବରୁ ଆସିଥିଲା , ତେବେ ଏହି ଶୋରେ ବହୁତ ନାଁ କମାଇଥିଲା,  ଏଇ ଶୋରେ ହୋଷ୍ଟ ସଲମାନ ଖା ଥିଲେ , ୧୦ ବର୍ଷ ପରେ ଏହି ଶୋ ଆଉଥରେ ସୋନି ଟିଭିରେ ପ୍ରସାରିତ ହୋଇଥିଲା,  କିନ୍ତୁ ଏହିଥର ଏହି ଶୋରେ କିଛି ଖାସ୍ କମାଲ୍ ଦେଖାଇପାରିଲା ନାହିଁ । ସେମିତି ସଲମାନ ଖାନ୍ ଯେଉଁ ବି ଶୋକୁ ହୋଷ୍ଟ କରନ୍ତି ସେହି ଶୋ ବହୁତ ହିଟ୍ ହୋଇଥାଏ , କିନ୍ତୁ ଏହିଥର ବଲିଉଡ୍ ଦବଙ୍ଗ ଖାନ୍ ସଲମାନ କିଛି ଖାସ୍ ଜଲୱା ଶୋରେ ଦେଖାଇପାରିନଥିଲେ , ଏହି ଶୋରେ ସଲମାନଙ୍କୁ ଏକ ନୁଆ ଏଡିସନ୍ ରେ ଲଞ୍ଚ କରାଗଲା , ତେବେ ଲାଗୁଥିଲା କି ଏହି ଶୋ ଟିଆର୍ ପି ଭଲ ହାସିଲ୍ କରିବ , କିନ୍ତୁ ଏମିତି ହୋଇପାରିଲା ନାହିଁ । ଦଶ୍ କା ଦମ୍ ଶୋର ଟିଆର୍ ପି ବଢାଇବା ପାଇଁ ମେକର୍ସ ମାନେ ଏବେ ଏହି ଶୋକୁ ସେଲିବ୍ରେଟିଜ୍ ଙ୍କୁ ଡକାଇବା ଆରମ୍ଭ କରିଦେଇଥିଲେ,

ଏହା ସହ ଏହି ଶୋକୁ ଆସେଣ୍ତ କରିଦିଆଗଲା , ଶୋ ଆରମ୍ଭ ହେବାର୍ କିଛି ସପ୍ତାହ ମଧ୍ୟରେ ସେଲିବ୍ରେଟିଜ୍ ଆସିବାକୁ ଲାଗିଥିଲେ,  ଯାହାପରେ ଏହି ଶୋ ଟିଆର୍ ପି ବଢିଥିଲା,  ଏବେ ଏହି ଶୋରେ ଦମ୍ ଆସିବାକୁ ଲାଗିଲା,  ଟିଆର୍ ପି ଶୋରେ ଏହି ଶୋ ସାମିଲ୍ ହୋଇଗଲା , ଏହି ଶୋ ଏବେ ୨୦ତମସ୍ଥାନ ଅଛି , ଆପଣଙ୍କୁ ଜଣେଇଦେବୁ କି ଏହି ଶୋ ଆରମ୍ଭ ହେବାର ପୁର୍ବରୁ ଲୋକେ ଏହି ଶୋ ବହୁତ ଆଶା କରିଥିଲେ,  ସଲମାନଙ୍କ ଫ୍ୟାନ୍ସଙ୍କୁ ଲାଗିଥିଲା କି ଦସ୍ କା ଦମ୍ ବିଗ୍ ବସ୍ ପରି ପ୍ରଶଂସା ପାଇବ , କିନ୍ତୁ ଏହି ଶୋ ବିଗ୍ ବସ୍ ପରି ସେତେ ଭଲ ଫଳାଫଳ କରିପାରିନଥିଲା ।

ଏବେ ଏହି ଶୋକୁ ମେକର୍ସମାନେ ସପ୍ତାହର ଶେଷ ଦିନଗୁଡିକରେ ସିଫ୍ଟ କରିବାର ଫଇସଲା ନେଇଥିଲେ,  ଏହା ସହ ଶୋରେ ଏବେ ସାଧାରଣ ବ୍ୟକ୍ତିଙ୍କ ଜାଗାରେ କନେଣ୍ଟଷ୍ଟାଣ୍ତମାନଙ୍କୁ ଜାଗା ଦିଆଯିବ , ଏହି ଫଇସଲା ଶୋର ମେକର୍ସ ପାଇଁ ଫାଈଦାଦାୟକ ହେବ , କିଛି ଦିନ ପୁର୍ବରୁ ଦଶ କା ଦମ୍ ରେ ଅନିଲ୍ କାପୁର ନିଜ ଫିଲ୍ମ ଫନ୍ନା ଖାନ୍ ପ୍ରମୋଶନ୍ ପାଇଁ ଆସିଥିଲେ,  ଏହି ଫିଲ୍ମରେ ଐଶ୍ୱର୍ଯ୍ୟା ରାୟ ଓ ରାଜକୁମାର ଥିଲେ,  ଯାହାର କାରଣରୁ ଦଶ କା ଦମ୍ ଶୋରେ ଐଶ୍ୱର୍ଯ୍ୟା ରାୟଙ୍କ ବହୁତ କଥା ଆଲୋଚନା ହୋଇଥିଲା,  ଏହା ସହ ଏହା ମିଥ୍ୟା ପ୍ରବାଦ ହୋଇଥିଲା କି ଐଶ୍ୱର୍ଯ୍ୟା ରାୟ ବଚ୍ଚନ ସଲମାନ ଖାନ୍ ଙ୍କ ଶୋରେ ପହଞ୍ଚିସାରିଛନ୍ତି ,

ଏହି କାରଣରୁ ମିଡୀଆ ବହୁତ ଚର୍ଚ୍ଚିତ ହୋଇଥିଲା,  ଏହା ସହ ଦର୍ଶକମାନେ ଏହି ଏପିସୋଡ୍ ବହୁତ ପସନ୍ଦ କରିଥିଲେ  ଏମିତିରେ ଯଦି କେଉଁ ଆଡେ ଯିବେ ତେବେ ଐଶ୍ୱର୍ଯ୍ୟାସଲମାନଙ୍କୁ ଶୋରେ ସମ୍ମାନ ବଞ୍ଚାଇଦେଲେ,  ଆମେ ଆପଣଙ୍କୁ କହିଦେବୁ କି ସଲମାନ ଓ ଐଶ୍ୱର୍ଯ୍ୟାଙ୍କ ଆଫେୟାର୍ ଥିଲା,  କିନ୍ତୁ କିଛି ଖାସ୍ କାରଣରୁ ଦୁହେଁ ଅଲଗା ହୋଇଯାଇଥିଲେ,  ଏହି ଦୁହେଁଙ୍କ ଆଫେୟାର୍ ବହୁତ ଚର୍ଚ୍ଚିତ ହୋଇଥିଲା,  ଯେବେ ଏହି ଦୁହେଁ ଅଲଗା ହୋଇଥିଲେ,  ତେବେ ଠାରୁ ନେଇକରି ଏବେ ପର୍ଯ୍ୟନ୍ତ ଦୁହେଁ ଜଣେ ଅନ୍ୟ ଜଣଙ୍କୁ କେବେ ସାମ୍ନାସାମ୍ନି ହୋଇନାହାନ୍ତି , ଓ ଆଜି ବି ସେମାନେ ଚର୍ଚ୍ଚିତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *