June 20, 2024

Odia Express

Here, There and Everywhere

ଆପଣ ଜୀବନରେ ଧନୀ ହୋଇପାରନ୍ତି କିମ୍ବା ନୁହେଁ ଏମିତି ଜାଣିପାରିବେ , ଏବେ ଜାଣନ୍ତୁ ଏହି ସହଜ ତରିକା…

ମନୁଷ୍ୟର ହାତରେ ଯେଉଁ ରେଖା ହୋଇଥାଏ ତାହା ତାର ଜୀବନରେ ପ୍ରଭାବ ପକାଇଥାଏ , କିନ୍ତୁ ସେହି ରେଖାର ଚିହ୍ନଟ ଆମେ କିମ୍ବା ଅନ୍ୟ କେହି କରିପାରିବେ ନାହିଁ , ବରଂ ଏହି କାମ ଖାସ୍ ପ୍ରକାରର ବିଶେଷଜ୍ଞଙ୍କ ଦ୍ୱାରା ହୋଇଥାଏ,  ଯାହାଙ୍କୁ ହସ୍ତରେଖା ବିଶେଷଜ୍ଞ କୁହାଯାଏ । ଆମର ମଧ୍ୟରେ ବହୁତ ସାରା ଜ୍ୟୋତିଷ୍ୟ, ପଣ୍ତିତ, ବିଦ୍ୟାନ ଅଛନ୍ତି , ଯେଉଁମାନେ ହାତର ରେଖାକୁ ଦେଖିକଇର୍ ତାଙ୍କ ଭବିଷ୍ୟ ବିଷୟରେ କଳ୍ପନା କରିପାରନ୍ତି , ହସ୍ତରେଖା ସୁଚନାଦେଉଥିବା ଲୋକଙ୍କ ସାହାଯ୍ୟରେ ଆପଣଙ୍କ ଜୀବନ ସହ ଯୋଡିହୋଇଥିବା ସବୁ କଥା କହିଥାନ୍ତି , କିନ୍ତୁ ଏହାପାଇଁ ସେ ଆପଣଙ୍କ ଠାରୁ ପଇସା ନେଇଥାନ୍ତି ।

କିନ୍ତୁ ଆଜି ଆପଣ କିଛି ଏପରି ସୁଚନାପାଇବେ ଯାହାର ସାହାଯ୍ୟରେ ଆପଣ ନିଜ ରେଖାକୁ ଯାଞ୍ଚ କରି ଭବିଷ୍ୟର ପରିକଳ୍ପନା କରିପାରିବେ , ନିଜ ରେଖାର ମାଧ୍ୟମରେ ଆପଣ ଏହି କଥାକୁ ପତ୍ତା ଲଗାଇପାରିବେ କି ଆସୁଥିବା ସମୟ ଆପଣଙ୍କର କିପରି ରହିବ , ଏହି ସମୟରେ ଆପଣଙ୍କୁ କଣ କରିବା ଉଚିତ୍ , କଣ ନ କରିବା ଉଚିତ୍ ଏମିତି ସବୁ କଥା ଏହି ରେଖା ବିଜ୍ଞାନ ଦ୍ୱାର ଜଣାପଡିଯାଏ ।

ଆମେ ଏଠାରେ କହିରଖିବୁ କି ହାତରେ ମହଜୁତ୍ ରେଖା କିପରି ଆର୍ଥିକ ଲାଭର ଯୋଗ ବନାଇଥାଏ , ହସ୍ତରେଖା ବିଜ୍ଞାନ ଅନୁସାରେ ସୁଚନା ଦେଉଥିବା ଜ୍ୟୋତିଷ୍ୟଙ୍କ ମାନିବାକଥା କି ଯେଉଁ ବ୍ୟକ୍ତିଙ୍କ ହାତ କୋମଲ ହେବା ସହ ଭାରି ଆକାରର ଚଉଡା ହୋଇଥାଏ , ତାଙ୍କୁ ଧନର ସମସ୍ୟା ରୁହେ ନାହିଁ , କୁହାଯାଏ କି ଶନିରଗ୍ରହ ଉତ୍ତମ ହେବା , ଓ ଜୀବନ ରେଖା ଘୁମାବଦାର୍ ହେବ୍ ତେବେ ଲୋକଙ୍କ ପାଖରେ ଧନର ଅଭାବ ରୁହେ ନାହିଁ ।

ଏହା ଛଡା ଯାହାଙ୍କ ଡାହାଣ ହାତରେ ବୁଧ ରୁ ବାହାରୁଥିବା ରେଖା ଚନ୍ଦ୍ରମା ପର୍ବତରୁ ମିଶିଥାଏ , ସେମାନଙ୍କ ଜୀବନରେଖା ଚନ୍ଦ୍ର ପର୍ବତରେ ଯାଇକରି ଅଟକିଯାଏ , ଏମିତି ଲୋକଙ୍କ ଭାଗ୍ୟ ଅଚାନକ ମୋଡ୍ ନେଇଥାଏ, ଓ ତାଙ୍କୁ ଧନ ପ୍ରାପ୍ତି ହୋଇଥାଏ , ଜୀବନ ରେଖା ସହ ମଙ୍ଗଳ ରେଖା ଅନ୍ତିମ ସମୟ ନଜର ଆସିଲେ ପୈତୃକ ସଂମ୍ପତ୍ତିର ଆୟରେ ବିକାଶ ହୋଇଥାଏ । ସେମିତି ଯେଉଁ ଲୋକଙ୍କର ଆଙ୍ଗୁଠି ସିଧା ଓ ପତଳା ହୋଇଥାଏ , ଓ ହୃଦରେଖା ବୃହସ୍ପତି ମଧ୍ୟରେ ଯାଇକରି ଶେଷ ହୋଇଥାଏ , ଏମିତି ଲୋକଙ୍କ ପାଖରେ କେବେ ଧନର ଅଭାବ ହୁଏ ନାହିଁ ।

Leave a Reply

Your email address will not be published. Required fields are marked *