March 3, 2024

Odia Express

News For Public

ବଲିଉଡ୍ ର ପ୍ରସିଦ୍ଧ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ଚଳୁଛନ୍ତି ଏପରି ରୟାଲ୍ ଲାଇଫ୍ , ଜାଣନ୍ତୁ କେତେ ଅଛି ତାଙ୍କର ସମୁଦାୟ ସଂମ୍ପତ୍ତି – ଜାଣିଲେ ଆପଣ ମଧ୍ୟ ଚମକି ପଡିବେ ….

ଆଜିର ସମୟରେ ଐଶ୍ୱର୍ଯ୍ୟା ରାୟଙ୍କୁ ବି ସେମିତି କିଏ ବା ନଜାଣେ , ସେ ବଲିଉଡ୍ ରେ ଏମିତି ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି ଯାହାଙ୍କ ପରିଚୟ ଦେବାପାଇଁ ଆବଶ୍ୟକତା ପଡୁନାହିଁ । ଆପଣ ଏହା ତ ସମସ୍ତେ ଜାଣିଥିବେ କି ବିଶ୍ୱର ସବୁଠାରୁ ସୁନ୍ଦର ମହିଳା ହିସାବରେ ଐଶ୍ୱର୍ଯ୍ୟାଙ୍କୁ ସମ୍ମାନିତ କରାଯାଇଛି , ଏମିତି ତ ଏହି କଥା ସତ କି ଯେତେ ସୁନ୍ଦରତା ମାମଲାରେ ଆଗକୁ ସେତିକି ମହାରାଣୀ ମାମଲାରେ କମ୍ ନୁହନ୍ତି ।ହଁ ଆଜ୍ଞା କହିଦେବୁ କି ଆଜିର ସମୟରେ ଐଶ୍ୱର୍ଯ୍ୟା ରାୟ ଯେଉଁ ସଫଳତା ପହଞ୍ଚି ଯାଇଛନ୍ତି ସେଠାରେ ପହଞ୍ଚିବା ବହୁତ ମୁସକିଲ୍ ଅଟେ । ସେ ନିଜ ପରିଶ୍ରମ ବଳରେ ଏହି ସଫଳତା ହାସିଲ୍ କରିଛନ୍ତି , ଆଜି ପୁରା ଇଣ୍ତଷ୍ଟ୍ରି ନୁହେଁ ବରଂ ପୁରା ଦେଶ ତାଙ୍କର ସୁନ୍ଦରତା ପାଇଁ ଦିୱାନା ହୋଇଛନ୍ତି , ଆଜି ଐଶ୍ୱର୍ଯ୍ୟା ରାୟ ଭାରତୀୟ ସିନେମାର ସବୁଠାରୁ ମହଙ୍ଗା ଅଭିନେତ୍ରୀରୁ ଜଣେ ଅଟନ୍ତି , ଭାରତର ସବୁଠାରୁ ଧନୀ ମହିଳାଙ୍କ ରେ ସେ ସାମିଲ୍ ହୋଇଛନ୍ତି ।

ତାଙ୍କର ସୁନ୍ଦରତାର ଚର୍ଚ୍ଚା ଦେଶ ସାରା ନୁହେଁ ବରଂ ଦୁନିଆଁରେ ପ୍ରଚାର ହୋଇଛି । କିନ୍ତୁ ଆଜି ଆମେ ଐଶ୍ୱର୍ଯ୍ୟା ରାୟଙ୍କ ବିଷୟରେ ନୁହେଁ ବରଂ ତାଙ୍କ ଜୀବନ ସହ ଯୋଡି ହୋଇଥିବା କିଛି କଥା କହିବୁ , ଯାହା ବିଷୟରେ କେହି ଜାଣିନଥିବେ , ଐଶ୍ୱର୍ଯ୍ୟା ରାୟ ନିଜ ଜୀବନରେ ବହୁତ ଲକଜୁରି ମହଙ୍ଗା ଲାଇଫ୍ ବଞ୍ଚିଛନ୍ତି । ସବୁଠାରୁ ପ୍ରଥମେ ଆପଣଙ୍କୁ କହିଦେବୁ କି ଐଶ୍ୱର୍ଯ୍ୟା ରାୟଙ୍କୁ ମହଙ୍ଗା ମହଙ୍ଗା ଗାଡି କାର୍ ବହୁତ୍ ସଉକ ଅଛି , ଦେଖିଲେ ତାଙ୍କ ପାଖରେ ଲକଜୁରି କାର୍ ର ନୁଆ କଲେକ୍ସନ୍ ଅଛି , ଯାହାଙ୍କ ଦାମ୍ କୋଟିଏ ଉପରେ ଅଛି , ତାଙ୍କର ସମୁଦାୟ ସଂମ୍ପତ୍ତିର ଆକଳନ କଲେ ପ୍ରାୟ ୨୩୬ କୋଟି ପାଖାପାଖି ହେବ , ସେ ଏତେ ବୟସର ହେବାପରେ ବି ନିଜ ଫିଟନେସ୍ ର ଦାୟିତ୍ୱ ନିଅନ୍ତି ।

ଏହା ତ ସମସ୍ତେ ଜାଣିଛନ୍ତି କି ଐଶ୍ୱର୍ଯ୍ୟା ରାୟ ଏବେ ବଚ୍ଚନ ପରିବାରର ବୋହୁ ହୋଇସାରିଛନ୍ତି , ଓ ଅଭିଷେକ ବଚ୍ଚନଙ୍କ ସ୍ତ୍ରୀ ବି ଅଟନ୍ତି ତାଙ୍କର ବୟସ ଏବେ ୪୪ ବର୍ଷ ହୋଇସାରିଛି , କିନ୍ତୁ ଆଜି ସେ ବହୁତ ଯୁବା ଓ ସୁନ୍ଦର ଦେଖାଯାଉଛନ୍ତି , ଏତିକି ନୁହେଁ ସୁନ୍ଦରତା ସେ ମା ହେବାପରେ ବି ସେପରି ଅଛନ୍ତି , ସେମିତି ଐଶ୍ୱର୍ଯ୍ୟାଙ୍କ ପ୍ରେଗନେନ୍ସି ପରେ ଟିକିଏ ମୋଟା ହୋଇଯାଇଥିଲେ,  କିନ୍ତୁ ପରେ ସେ ନିଜ ପ୍ରଥମରୁ ଫିଟ୍ କରିଦେଲେ ।

ନିଜକୁ ଫିଟ୍ ରଖିବାପାଇଁ ଐଶ୍ୱର୍ଯ୍ୟା ରାୟ ବହୁତ କଡା ପରିଶ୍ରମ କରିଥିଲେ , ଓ ଯୋଗା ଏକ୍ସରସାଇଜ୍ କରିଥିଲେ , ଐଶ୍ୱର୍ଯ୍ୟା ଯେଉଁଆଡେ ଯାଆନ୍ତି ତାଙ୍କ ଝିଅ ଆରାଧ୍ୟା ଦେଖାଯାଆନ୍ତି , ଐଶ୍ୱ ନିଜ ଝିଅଙ୍କୁ ଲାଇମ୍ ଲାଇଟ୍ ରୁ ଦୁରେଇକରି ଏକ ସାଧାରଣ ଛୁଆ ଭଳି ଲାଳନ ପାଳନ କରନ୍ତି । କହିଦେବୁ କି ଆଜି ଐଶ୍ୱର୍ଯ୍ୟା ବଡ ପର୍ଦାରେ ନିଜର ଜଲୱା ଦେଖାଉଛନ୍ତି ,

Leave a Reply

Your email address will not be published. Required fields are marked *