June 20, 2024

Odia Express

Here, There and Everywhere

୧୦୧ ପ୍ରତିଶତ ରେଜଲ୍ଟ ଦେଇଥାଏ ଏହି ପ୍ରକିୟା , ସବୁ ଧଳା ବାଳ ହୋଇଯିବ କଳା – କେବଳ ବ୍ୟବହାର ତରିକା ଜାଣିବା ଦରକାର…

କଳା ଓ ମଜବୁତ୍ ବାଳ ସମସ୍ତଙ୍କୁ ପସନ୍ଦ ହୋଇଥାଏ , ସେ ପୁଅ ହେଉ କିମ୍ବା ଝିଅ ହେଉ , ସମସ୍ତେ ଚାହନ୍ତି କି ତାଙ୍କ ବାଳ  କଳା ଓ ମଜବୁତ୍ ହେଉ , କାରଣ ଯଦି ବାଳ କଳା ଓ ମଜବୁତ୍ ହେବ , ତେବେ ସୁନ୍ଦରତା ଆହୁରି ବଢିଯିବ , କିନ୍ତୁ ନ ଚାହିଁଲେ ପୋଷକ ତତ୍ତ୍ୱ କମ୍ ହେବା କାରଣରୁ ବାଳ କମଜୋର୍ ହୋଇଯାଏ , ବାଳ କମଜୋର୍ ଓ ଧଳା ହେବା କାରଣରୁ ଏହାର ସୁନ୍ଦରତା ଖରାପ ହୋଇଯାଏ ।ଧଳା ଓ ଝଡୁଥିବା ବାଳର ସମସ୍ୟାରୁ ମୁକ୍ତିପାଇବାପାଇଁ ବହୁତ ସାରା ଲୋକେ ଅଲଗା ଅଲଗା ତେଲ ବ୍ୟବହାର କରିଥାନ୍ତି , କିନ୍ତୁ ସେହି ତେଲରେ ବାଳ କିଛି ଫାଇଦା ହୋଇନଥାଏ । ବରଂ କ୍ଷତି ହୋଇଥାଏ । କାରଣ ଅଲଗ୍ ଅଲଗା ତେଲର ବ୍ୟବହାର କରିବା କାରଣରୁ ବାଳ ଆହୁରି ଖରାପ ହୋଇଯାଏ , ଯାହାକି ଅଧିକା ତେଲ ବ୍ୟବହାର କରିବା ଉଚିତ୍ ନୁହେଁ ।

ବାଳକୁ କଳା ଓ ମଜବୁତ୍ କରିବାପାଇଁ ଆଜି ଆମେ ଆପଣଙ୍କୁ ଏମିତି ଏକ ଜିନିଷ ନେଇକରି ଆସିଛୁ , ଯାହାକୁ ବ୍ୟବହାର କରି ଆପଣଙ୍କ ବାଳକୁ କଳା ଓ ମଜବୁତ୍ କରିପାରିବେ , ଆମେ ଯେଉଁ ଜିନିଷ ବିଷୟରେ କହିବାକୁ ଯାଉଛୁ ତାହା ହେଲା ନିମ୍ବର ପତ୍ର , ଜଣେଇଦେବୁ କି ୨୫ ଗ୍ରାମ ନିମ୍ବର ପତ୍ରକୁ ଭଲ ଭାବେ ଖରାରେ ସୁଖାଇଦିଅନ୍ତୁ , ଓ ସୁଖିବାପରେ ଏହି ପତ୍ରକୁ ମିକ୍ସରରେ ପେସିକରି ପାଉଡର୍ ବନାଇଦିଅନ୍ତୁ ।

ନିମ୍ବର ପତ୍ରକୁ ପାଉଡର୍ ବନାଇବାରେ ୨୫୦ ଗ୍ରାମ ନଡିଆ ତେଲ ଲେମ୍ବୁର ପତ୍ର ପାଉଡର୍ ମିଶାନ୍ତୁ , ଓ ଦୁହେଁଙ୍କୁ ଭଲ ଭାବେ ଗରମ କରିଦିଅନ୍ତୁ , ଓ ଏହାକୁ ଏକ ଶିଶିରେ ଭରି କରି ସବୁ ଦିନ ରାତିରେ ଶୋଇବାସମୟରେ ତେଲକୁ ନିଜ ବାଳରେ ଲଗାନ୍ତୁ , ଏମିତି ସବୁଦିନ ୨୦ ଦିନ ଯାଏଁ କରିଲେ ନିଜ ଧଳା ବାଳକୁ କଳା କରିବା ସହ ବାଳ ବି ମଜବୁତ୍ ହୋଇଯିବ ।

 

 

Leave a Reply

Your email address will not be published. Required fields are marked *