March 3, 2024

Odia Express

News For Public

ବୃଦ୍ଧ ବୟସ ଚେହେରାରେ ,ମଧ୍ୟ ରହିବ ଯୁବାବସ୍ଥା, ଏମିତି ଜାଦୁ କରିବ କେବଳ ଏହି ଗୋଟେ ପତ୍ର – ଖାଲି ବ୍ୟବହାର କରିବା ପ୍ରଣାଳୀ ଜାଣିରଖନ୍ତୁ…

ଆପଣ ସମସ୍ତେ ପିଜୁଳିର ଫାଈଦା ବିଷୟରେ ଜାଣିଥିବେ କିନ୍ତୁ କେବେ ଭାବିଛନ୍ତି କି ପିଜୁଳିର ପତ୍ର ସ୍ୱାସ୍ଥ୍ୟ ପାଇଁ କେତେ ହିତକାରୀ ହୋଇଥାଏ , ଆପଣଙ୍କୁ ଏହା ଜାଣିଲେ ଆଶ୍ଚର୍ଯ୍ୟା ଲାଗିବ କି ପିଜୁଳିର ପତ୍ର ସବୁ ରୋଗର ଚିକିତ୍ସା କରାଯାଇପାରିବ , ପିଜୁଳି ସ୍ୱାସ୍ଥ୍ୟ ପାଇଁ ଯେତେ ହିତକାରୀ ହୋଇଥାଏ ସେତିକି ତାର ପତ୍ର ବି ଫାଇଦା ଦେଇଥାଏ , ପିଜୁଳିର ପତ୍ର ତ୍ୱଚାରୁ ନେଇକରି ବାଳ ପର୍ଯ୍ୟନ୍ତ ହିତକାରୀ ହୋଇଥାଏ , ପିଜୁଳିର ପତ୍ରରେ ବହୁତ ସାରା ଔଷଧୀୟ ଗୁଣ ମହଜୁତ୍ ଥାଏ , ତେବେ ଆସନ୍ତୁ ଜାଣିବା ପିଜୁଳିର ପତ୍ରରୁ ମିଳୁଥିବା ଫାଈଦା ସଂମ୍ପର୍କିତ ଖବର ଉପରେ ।

ପିଜୁଳିର ପତ୍ରକୁ ଚୁର୍ଣ୍ଣ ବନାଇ ଖାଇଲେ ଆପଣଙ୍କ ଓଜନ କମ୍ ହୋଇପାରିବ , ଏହାର ପତ୍ରକୁ ବାଟି ଆଣ୍ଠୁଗଣ୍ଠିରେ ଲଗାଇଲେ ପୀଡା କିମ୍ବା ଫୁଲିବା ଦୁର ହୋଇଯାଏ , ପିଜୁଳିର ପତ୍ରର ରସକୁ ପିଇଲେ ସ୍ୱପ୍ନଦୋଷ ଦୁର ହୋଇଯାଏ , ସବୁଦିନ ସକାଳୁ ଓ ସଂନ୍ଧ୍ୟାରେ ପିଜୁଳିର ପତ୍ରର ୧୦ ରୁ ୨୦ ମିଲିଲିଟର ରସ ପିଇଲେ ଲ୍ୟୁକୋରିଆ ନାମକ ରୋଗରୁ ଆଶ୍ୱସ୍ତି ମିଳେ ।

ପିଜୁଳିର ରସକୁ ପିଇଲେ ଲିବର ସଫା ହୋଇଥାଏ , ଓ କୋଲେଷ୍ଟ୍ରୋଲ୍ ବି କମ୍ କରିଥାଏ , ପିଜୁଳିର ପତ୍ରରୁ ବାଳ ଗ୍ରୋଥ୍ ହୋଇଥାଏ ।

ପିଜୁଳିର ପତ୍ରର ରସକୁ ପିଇଲେ ପାଚନକ୍ରିୟା ମଜବୁତ୍ ହୋଇଥାଏ,  ଦାନ୍ତର ପିଡା , ଗଳାରେ ପିଡା , ମାଢି ଜନିତ ରୋଗ ଓ ପିଜୁଳିର ପତ୍ରର ରସକୁ ପିଇଲେ ସବୁଦୁର ହୋଇଯାଏ । ପିଜୁଳିର ପତ୍ରକୁ ସୁପାରୀ ସହ ଲଗାଇକରି ଖାଈଲେ ମୁହଁରୁ ଛାଲ ଦୁର ହୋଈଯାଏ , ପିଜୁଳିର ପତ୍ରକୁ ପେଶିକରି ବ୍ରଣ ହେଉଥିବା ସ୍ଥାନରେ ଲଗାଇଲେ ବ୍ରଣ ଦୂର ହୋଇଯାଏ ।

Leave a Reply

Your email address will not be published. Required fields are marked *