February 26, 2024

Odia Express

News For Public

ମଜାଦାର ଜୋକ୍ସ – ନୁଆ ନୁଆ ସେକ୍ରେଟେରି ନିଜ ଅଫିସ୍ ବସ୍ କୁ ପଚାରିଲେ , ଆପଣଙ୍କ ସ୍ତ୍ରୀ ମୋତେ ଏତେ ସନ୍ଦେହ ଦୃଷ୍ଟିରେ ଦେଖୁଛନ୍ତି – ତେବେ ବସ କହିଲେ ଏଭଳି କଥା ଯେ ଆପଣ ହସ ଅଟକେଇପାରିବେ ନାହିଁ….

ଆଜି କାଲି କର୍ମବ୍ୟସ୍ତ ଜୀବନ ମଧ୍ୟରେ ବ୍ୟକ୍ତି ହସିବା ଭୁଲିଗଲାଣି , ସେ କାମରେ ଏତେ ମସଗୁଲ୍ ହୋଇଯାଇଛି କି ସେ ନିଜ ପାଇଁ ସମୟ ବାହାର କରିପାରୁନାହିଁ , ଯଦି ଆପଣ ଏପରି କରିବେ ତେବେ ନାନା ପ୍ରକାରର ରୋଗ ଆପଣଙ୍କୁ ହୋଇପାରେ,  ଏଥିପାଇଁ ସୁସ୍ଥ୍ୟ ରହିବାପାଇଁ ପ୍ରଥମ ମନ୍ତ୍ର ହେଲା ନିଜକୁ ଟିକିଏ ସମୟ ବାହାର କରି ମନକୁ ଖୁସି ରଖିବା , ଯଦି ଆପଣଙ୍କ ମନ ପ୍ରସନ୍ନ ରହିବ , ତେବେ ସୁସ୍ଥ୍ୟ ରହିବେ , ସେଥିପାଇଁ ଦିନ ଯାକର ଥକାପଣକୁ ଦୁର୍ କରିବାକୁ ଯାଇ ଚେହେରାରେ ହସ ରଖିବା ଉଚିତ୍ , ଯଦି ଆପଣ ଦିନସାରା ସମୟ ମଧ୍ୟରେ ୧୫ ମିନିଟ୍ ବାହାର କରି ଇଣ୍ଟରନେଟ୍ ରେ ଭାଇରାଲ୍ ଜୋକ୍ସ ପଢିବେ ତେବେ ଆପଣଙ୍କ ଦିନ ସାରା ଥକାପଣ ଦୂର ହୋଇଯିବ , ମନ ବି ପ୍ରସନ୍ନ ରହିବ , ଆଜି ଆମେ ଏହି ପୋଷ୍ଟରେ କିଛି ମଜାଦାର୍ ଜୋକ୍ସ ନେଇକରି ଆସିଛୁ ଯାହା ଆପଣଙ୍କୁ ହସାଇବାରେ ସହାୟକ ହେବ , ଆସନ୍ତୁ ନଜର ପକାଇବା ସେହି ମଜାଦାର୍ ଜୋକ୍ସ ବିଷୟରେ ।

୧) ପପୁ ପ୍ରଥମଥର ଉଡାଜାହାଜରେ ବସିଲା , ଯେବେ ଉଡାଜାହାଜ ଉଡିବାକୁ ଲାଗିଲା ତେବେ ଏୟାରହୋଷ୍ଟେସ୍ କହିଲା,  ସାର୍ ଆପଣଙ୍କ ସିଟ୍ ବେଲଟ୍ ବାନ୍ଧିଦିଅନ୍ତୁ , ପପୁ : କିନ୍ତୁ ମ୍ୟାଡମ୍ ମୁଁ ତ ପାଇଜାମା ପିନ୍ଧିକରି ଆସିଛି , ମୁଁ କଣ କରିବି ।

୨) ପ୍ରେମୀ : କଣ ତୁମେ ଜାଣିଛ ସଙ୍ଗୀତରେ ଏତିକି ଯାଦୁ ଅଛି କି ପାଣିକୁ ବି ଗର୍ମ କରିଦେବ , ପ୍ରେମିକା , ହଁ ନିଶ୍ଛିତ ଭାବେ କଣ ପାଇଁ ହେବନି , ଯେବେ ତୁମ ଗୀତ ଶୁଣିକରି ମୋର୍ ରକ୍ତ ଫୁଟିଯାଉଛି , ତେବେ ପାଣି କଣ ପାଇଁ ନୁହେଁ ।

୩) ମ୍ୟାଡାମ୍ : ପୁଅ ମାନିନିଅ ଯଦି ଚୋର ପଛ ପଟ ବାଟ ଦେଇ ଘରେ ପଶିଆସେ ତେବେ ତୁମେ କଣ କରିବ , ଛୁଆ : ଏମିତି ସ୍ଥିତିରେ ୧୦୦ ନମ୍ବର ପଛରୁ ଆରମ୍ଭ କରିବି , ହେଲେ ୦୦୧ କୁ କଲ୍ କରିବି , ଯାହା ଦ୍ୱାରା ପୋଲିସ୍ ପଛ ପଟୁ ବାଟ ଦେଇ ଆସିବ , ମ୍ୟାଡାମ୍ ବୋହେସ୍ ।

୪) ଅଧା ରାତିରେ ଫୋନ୍ ବାଜିବା ଦ୍ୱାରା ସ୍ୱାମୀ ସ୍ତ୍ରୀକୁ କହେ କି ଯଦି କିଏ ପଚାରିବ ମୋର ବିଷୟରେ ତେବେ କହିଦେବ କି ମୁଁ ଘରେ ନାହିଁ , ସ୍ତ୍ରୀ : ମୋର ସ୍ତ୍ରୀ ଘରେ ହିଁ ଅଛନ୍ତି , କହିକରି ଫୋନ୍ କାଟିଦେଲା , ସ୍ୱାମୀ : ମୁଁ କହିଥିଲି କି ମୋ ବିଷୟରେ କିଏ ପଚାରିଲେ ମନା କରିବ ମୁଁ ଘରେ ନାହିଁ ସ୍ତ୍ରୀ : ଶାନ୍ତ ରୁହ, ସବୁବେଳେ ଏହା ହେବନି କି ତୁମର ଫୋନ୍ ଆସିଥିବ ।

୫) ସ୍ତ୍ରୀର ଚିନ୍ତାରେ ଜଣେ ସ୍ୱାମୀ ଆତ୍ମହତ୍ୟା କରିବାର ଯୋଜନା କରେ , ଓ ପଞ୍ଚମ ମହଲାର ବାଲକୋନିରୁ ଡେଇଁବାର୍ ଥିଲା ତେବେ ତାର ସ୍ତ୍ରି ଭିତରୁ ଆବାଜ୍ ଦିଏ , ଆରେ ଶୁଣୁଛ ମୋର୍ କିଛି ସାଙ୍ଗ ଆସିଛନ୍ତି , ଭିତରକୁ ଆସିଯାଅ ,ତୁମ ସହ ଚିହ୍ନା କରୁଛି , ତାପରେ କଣ , ସ୍ୱାମୀ ତୁରନ୍ତ ଆତ୍ମହତ୍ୟା କରିବାର ମନରେ ହୃଦୟରୁ ବାହାର କରିଦେଲା ।

୬) ସ୍ୱାମୀ ନିଜ ସ୍ତ୍ରୀକୁ ରାଗରେ କହିଥାଏ କି ସ୍ୱାମୀ : ତୋର ବାପାଙ୍କ ଆଙ୍ଗୁଠି କରିବାର ଅଭ୍ୟାସ ଗଲାନି ଆଉ , ସ୍ତ୍ରୀ : କଣ ହେଲା ଏବେ , କଣ କଲେ ମୋର ବାପା ? ସ୍ୱାମୀ : ଆଜି ଆଉଥରେ ପଚାରୁଥିଲେ,  ମୋର ଝିଅ ସହ ବିବାହ କରି ଖୁସି ଅଛ ତ ?

୭) ମୋର ଜଣେ ପଡୋଶୀ ଅଛନ୍ତି ଯାହାଙ୍କ ନାଁ ଭଗବାନ , ଓ ଝିଅର ନାଁ ଭକ୍ତି ଅଟେ । ମା କହେ କି ପୁଅ ଭଗବାନଙ୍କ ଭକ୍ତିରେ ମନ ଲଗା , ଏବେ ମାଙ୍କୁ କିପରି ଭକ୍ତିରେ ମନ ଲଗାଊଛି , କିନ୍ତୁ ଭଗବାନ ମାନୁନାହାନ୍ତି ।

୮) ଶାଳୀ ନିଜ ଭିଣେଇଙ୍କୁ ପଚାରେ କି ଗୋଟେ କଥା କୁହନ୍ତୁ , ଶଶୁରଘରେ ଜ୍ୱାଇଁ ର ଏତେ ସମ୍ମାନ କଣ ପାଇଁ ହୋଇଥାଏ , ଭିଣେଇ କାରଣ ସେ ଲୋକ ଜାଣୀଛନ୍ତି କି ଏହା ସେ ମହାନ୍ ବ୍ୟକ୍ତି ଅଟନ୍ତି , ଯିଏକିଆମର ଘରେ ତୋଫାନ୍ କୁ ସଂମ୍ଭାଳିଛନ୍ତି ।

୯) ଗାଁ ର ଏକ ବାଟୋଇ ଯାଉଥିଲା , ସେ ଏକ ଛୁଆକୁ ଖେଲୁଥିବାର ଦେଖିଲେ ଓ କହିଲେ , ବାଟୋଇ : ପୁଅ ମୋତେ ଟିକିଏ ପାଣି ପିଆଇବ , ଛୁଆ : ଯଦି ଲସି ହେଲେ କିପରି ହେବ , ବାଟୋଇ ବହୁତ ଭଲ ହେବ , ଛୁଆଟୀ ଦୌଡି ପଳାଇଲା , ଓ ଲସି ନେଇକରି ଆସିଲା<  ବାଟୋଇ ଲସି ପାଞ୍ଚଟି ଗ୍ଲାସ୍ ପିଇକରି କହିଲା , କଣ ତୁମଘରେ କେହି ଲସି ପିଉନାହାନ୍ତି କି ଛୁଆ ପିଅନ୍ତି ତ ସମସ୍ତେ , କିନ୍ତୁ ଆଜି ଲସିରେ ମୁଷା ପଡିଯାଇଥିଲା,  ଓ ସେଥିରେ ମରିଗଲା । ବାଟୋଇ ଲସି ଗ୍ଲାସ୍ କୁ ତଳେ ପକାଇଦେଲା,  ଛୁଆକୁ କାନ୍ଦିକରି କହିଲା,  ମା ସେ ଗ୍ଲାସକୁ ତଳେ ପକାଇଦେଲେ,  ଏବେ ଟୟଲେଟ୍ କଣ ନେଇକରି ଯିବେ ।

୧୦) ସ୍ୱାମୀ : ମୋର ଅନ୍ଦାଜା ଏହା କହୁଛି କି  ଏହି ଡବାରେ କିଛି ଖାଇବା ଜିନିଷ ଅଛି , ସ୍ତ୍ରୀ : ଆରେ ବାଃ ମୋର ପତି ପରମେଶ୍ୱର ତୁମେ ଠିକ୍ କହିଛ , ଏଥିରେ ମୋର ସାଣ୍ତାଲ୍ ଅଛି ,

୧୧) ଅଫିସ୍ କୁ ନୁଆ ନୁଆ ସେକ୍ରେଟାରି ନିଜ ବସ୍ କୁ ପଚାରିଲେ , ସାର୍ ଆପଣଙ୍କ ସ୍ତ୍ରୀ ମୋତେ ସନ୍ଦେହ ଦୃଷ୍ଟିରେ ଦେଖୁଛନ୍ତି , ବସ୍ ନରମ ନିଶ୍ୱାସ ନେଲେ ଓ କହିଲେ କାରଣ ତମ ପୂର୍ବରୁ ମୋର ଆଉଜଣେ ସେକ୍ରେଟେରି ଥିଲେ ।

Leave a Reply

Your email address will not be published. Required fields are marked *