March 3, 2024

Odia Express

News For Public

ଆମ୍ବର ଟାକୁଆ ଦ୍ୱାରା ଏହି ରୋଗଗୁଡିକରୁ ମିଳିଥାଏ ମୁକ୍ତି , ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ…

ଆମ୍ବ ଖାଇବା ସମସ୍ତଙ୍କୁ ପସନ୍ଦ ହୋଇଥାଏ , ସାଧାରଣତଃ ଆମ୍ବକୁ ଫଳଙ୍କର ମଧ୍ୟରେ ରାଜା କୁହାଯାଏ , ଅଧିକାଂଶ ଲୋକେ ଖରାଦିନରେ ଏହି ଫଳକୁ ଖାଇବାକୁ ପସନ୍ଦ କରନ୍ତି , ଏହା ବହୁତ ସ୍ୱାଦିଷ୍ଟ ଓ ସ୍ୱାସ୍ଥ୍ୟ ପାଈଁ ଲାଭକାରୀ ମାନାଯାଏ , କିନ୍ତୁ କଣ କେବେ ଆପଣ ଆମ୍ବର ଟାକୁଆ ଦ୍ୱାରା ହେବାକୁ ଥିବା ଫାଇଦା ବିଷୟରେ ଅବଗତ ହୋଇଛନ୍ତି , ତେବେ ଆସନ୍ତୁ କହିବୁ ଆମ୍ବର ଟାକୁଆରୁ ହେଉଥିବା ଫାଈଦା ବିଷୟରେ । ଫଳର ରାଜା ଆମ୍ବ ନାଁ ଶୁଣିଲେ ସମସ୍ତଙ୍କ ମନରେ ଏକ ଅଲଗା ଖୁସି ଆସିଯାଏ , ଯେଉଁ ଫଳ ଯାହାର ହେଲେବି ପସନ୍ଦର ହୋଇଥାଏ,  ଏହା ଏକ ରସଯୁକ୍ତ ଓ ସ୍ୱାଦିଷ୍ଟ ଫଳ ଅଟେ,  ଆମ୍ବ ବହୁତ ପ୍ରକାରର ହୋଇଥାଏ,  ଓ ଏହାର ଅଲଗା ଅଲଗା ପ୍ରଜାତିରେ ସ୍ୱାଦ ଅଲଗା ଅଲଗା ହୋଇଥାଏ

ଆମ୍ବ ଖାଇକରି ନିଜ ମୁଡ୍ କୁ ଭଲ କରିପାରିବା , ସେମିତି ଆମ୍ବର ଟାକୁଆରେ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ , ଆଜି ଆମେ ସେହି ଆମ୍ବର ଟାକୁଆ ବିଷୟରେ କହିବୁ । ଝିଅଙ୍କର ମାହବାରୀ ସମୟରେ ଅଧିକା ବ୍ଲିଡିଙ୍ଗ୍ ହୋଇଥାଏ , ତେବେ ଆମ୍ବର ଟାକୁଆ ବ୍ୟବହାର କରନ୍ତୁ , ଆମ୍ବର ଟାକୁଆ ପାଉଡର୍ କରି ଥଣ୍ତା ଦହିରେ ମିଶାଇକରି ଖାଇଲେ ମାସିକ ଧର୍ମ ସମୟରେ ବ୍ଲିଡୀଙ୍ଗ୍ କମ୍ ହୋଇଯାଏ ।

ଯଦି ଆପଣ ପତଳାଝାଡାରେ ପିଡୀତ ତେବେ ଆମ୍ବର ଟାକୁଆ ସହ ବେଲିଗିରି ଓ ମିଶ୍ରୀକୁ ଭଲ ଭାବେ ପେଶି ଏକା ସାଙ୍ଗେ ଦିନରେ ୩ ଥର ସେବନ କରିଲେ ସମସ୍ୟାରୁ ମୁକ୍ତି ମିଳିପାରିବ , ପ୍ରତିଦିନ ସକାଲୁ ଖାଲି ପେଟରେ ଏକ ଗିଲାସ ନଖ ଉସୁମ ପାଣିର ସହ ଏକ ଚାମଚ ପେଶି ଥିବା ଆମ୍ବର ଟାକୁଆ ସେବନ କରିଲେ ୧ ସପ୍ତାହରେ କୋଲେଷ୍ଟ୍ରୋଲ୍ ରୁ ହ୍ରାସ ହୋଇଥାଏ , ଆମ୍ବର ଟାକୁଆକୁ ପାଉଡର୍ ସେବନ କରିଲେ ହାଇ ବ୍ଲଡ୍ ପ୍ରେସରରୁ ହେଉଥିବା ହୃଦଘାତରୁ ବଞ୍ଚିପାରିବେ ।

Leave a Reply

Your email address will not be published. Required fields are marked *