June 20, 2024

Odia Express

Here, There and Everywhere

IPL ପୁର୍ବରୁ ଚେନ୍ନାଇ ସୁପର କିଙ୍ଗ୍ ସାମ୍ନାରେ ଦଳ ଚୟନରେ ହେବ ୩ ଟି ବଡ ସମସ୍ୟା , ମୁସକିଲ୍ ରେ ରହିବେ ମହେନ୍ଦ୍ର ସିଂ ଧୋନୀ…

ଆଇପିଏଲ୍ ୨୦୨୦ ପାଇଁ ସବୁ ଟିମ୍ ନିଜର ପ୍ରସ୍ତୁତି କରିସାରିଲେଣି , ଯେଉଁଥିରେ ଚେନ୍ନାଇ ସୁପର କିଙ୍ଗ୍ ନାଁ ବି ଅଛି  ଏହି ଟୀମ୍ ଲଗାତାର ସିଜିନ୍ ରେ ବହୁତ ଭଲ ଖେଳ ପ୍ରଦର୍ଶନ କରିଛନ୍ତି , ଗତ ସିଜିନ୍ ରେ ଫାଇନାଲ୍ ରେ ସେ ମାତ୍ର ୧ ରନ୍ ରେ ହାରିଗଲେ , କିନ୍ତୁ ଏହି ଥର ସେ ଏହି ଚ୍ୟାମ୍ପିୟନ୍ ସିପ୍ ନିଶ୍ଚିତ ଜିତିବାକୁ ଚାହିଁବେ । ନିଲାମୀ ସମୟରେ ଚେନାଇ ସୁପର କିଙ୍ଗ୍ ଟିମ୍ ନିଜ ସହ ଜୋଶ୍ ହେଜଲହୁଡ୍ ଙ୍କୁ ଯୋଡିଛନ୍ତି , ଏହା ଛଡା ଇଂଲଣ୍ତରେ ଦ୍ରୁତ ବୋଲର୍ ଅଲରାଉଣ୍ତର ସ୍ୟାନ୍ କରନ ଏବେ ଏହି ଟୀମ୍ ରେ ଅଛନ୍ତି , ଯେବେ କି ଭାରତୀୟ ଟିମ୍ ରେ ପିୟୁଶ୍ ଚାୱଲା ଓ ଆର୍ ସାଇ କିଶୋର୍ ଙ୍କୁ ବି ଟୀମ୍ କିଣିଛନ୍ତି , ଦିଗଜ୍ ଖେଳାଳୀଙ୍କର ମଜଜୁଦି କାରଣରୁ ଏବେ ଚୟନରେ ଚେନ୍ନାଇ ସୁପର କିଙ୍ଗ୍ ଟୀମ୍ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସାମ୍ନାରେ ବଡ ସମସ୍ୟା ଆସିପାରେ,  ଏହି ସମସ୍ୟା ଚେନ୍ନାଇ ସୁପର କିଙ୍ଗ୍ ଟିମ୍ ପାଇଁ ବହୁତ ଅଧିକା ଭଲ ହେବାର ଅଛି , ଧୋନୀ ଏହାକୁ ନିପଟାଇବାରେ ଅନୁଭବି ଅଟନ୍ତି ।

୩) ଇମରାନ୍ ତାହିର୍ , ଲୁଙ୍ଗି ଏଂଗଡି, କିମ୍ବା ଜୋସ୍ ହେଜଲହୁଡ୍ : ଦିଗଜ୍ ଅଲରାଉଣ୍ତର ହେବା କାରଣରୁ ଯଦି ଟିମ୍ ରେ ଡ୍ରେନ୍ ବ୍ରୋଭୋ ଙ୍କ ଜାଗାରେ ଶୁନିଶ୍ଚିତ ହୋଇଛନ୍ତି , କିନ୍ତୁ ବହୁତ ଭାରତୀୟ ସ୍ପିନର୍ ମହଜୁତ୍ ହେବା କାରଣରୁ ଇମରାନ୍ ତାହିର୍ ଜାଗାରେ ପ୍ରଶ୍ନ ଉଠିବାକୁ ଲାଗିଲେ , ଯାହାର କାରଣରୁ ଯେବେ ଚେନ୍ନାଇ ଘରେ ବାହାରେ ଖେଳିବେ ତେବେ ତାଙ୍କୁ ଏକ ଭଲ ବିଦେଶୀ ଦ୍ରୁତ ବୋଲର୍ ଦରକାର ପଡିବ । ଲୁଙ୍ଗି ଏଙ୍ଗିଡି ପୁର୍ବରୁ ଚେନ୍ନାଇ ସୁପର କିଙ୍ଗ୍ ଟିମ୍ ପାଇଁ ଖେଳିସାରିଛନ୍ତି , ତାଙ୍କର ଭଲ ପ୍ରଦର୍ଶନ ରହିଛି , ଯାହାର କାରଣରୁ ଟୀମ୍ ରେ ଫୀଟ୍ ହୋଇକରି ଫେରିବାପରେ ଧୋନୀ ତାଙ୍କୁ ପ୍ଲେଇଙ୍ଗ୍ ଇଲେଭେନ୍ ରେ ଜାଗା ଦେବାକୁ ପଡିବ , ଯେଉଁଥିରେ ଦ୍ରୁତ ବୋଲର୍ ମଜବୁତ୍ କରାଯାଇପାରିବ । ଯେବେ କି ଅଷ୍ଟ୍ରେଲିଆର ଜୋଶ୍ ହେଜଲହୁଡ୍ ମହଜୁଦା ସମୟରେ ବହୁତ ଶାନଦାର୍ ଲୟରେ ଚାଲୁଛନ୍ତି , ଯାହାର କାରଣରୁ ସେ ଟିମ୍ ରେ ବାହାର ଖେଳିବାର ଫଇସଲା କରାଯାଈପାରିବ ନାହିଁ , ଏବେ ମହେନ୍ଦ୍ର ସିଂ ଧୋନୀ ଏଥିରେ ଏକ ବଡ ଫଇସଲା ନେବାକୁ ହେବ ।

୨) ହରଭଜନ ସିଂ କିମ୍ବା ପିୟୁଶ୍ ଚାୱଲା : ଗତ ଦୁଇ ସିଜିନ୍ ରୁ ଏହି ଟୀମ୍ ରେ ଭାଗରେଥିବା ହରଭଜନ ସିଂ ଏବେ ବହୁତ ଭଲ ପ୍ରଦର୍ଶନ୍ କରିଛନ୍ତି , କିନ୍ତୁ ନିଲାମୀରେ ଚେନ୍ନାଇ ସୁପରକିଙ୍ଗ୍ ଟିମ୍ ପିୟୁଶ ଚାୱଲାଙ୍କୁ ନିଜ ସହ ଯୋଡିଥିଲେ,  ଯାହାର କାରଣରୁ ଏହି ଦୁହେଁ ଏକ ମାତ୍ର ଖେଳାଳୀ ଅଛନ୍ତି ଯାହାଙ୍କୁ ପ୍ଲେଇଙ୍ଗ୍ ଇଲେଭେନରେ ମଉକା ଦିଆଯାଇପାରିବ । ହରଭଜନ ସିଂ ନିଜ ଅଫ୍ ସ୍ପିନର୍ ରୁ ରନ୍ ଅଟକାଈ ଟୀମ୍ କୁ ଜିତ୍ ଦେବାରେ ଅହମ ଭୁମିକା ନିଭାଇପାରିବେ , ଯେବେ କି ପିୟୁଶ ଚାୱଲା ବି ନିଜ ଲେଗ୍ ସ୍ପିନର୍ ମଧ୍ୟରେ ଓଭରରେ ୱିକେଟ୍ ନେବାର କ୍ଷମତା ରଖିଥାନ୍ତି , ଯାହାର କାରଣରୁ ଧୋନୀଙ୍କ ପାଇଁ ବହୁତ ମୁସକିଲ୍ ହୋଇପାରେ । ପିୟୁଶ ଚାୱଲା ଓ ଭଜିଙ୍କ ମଧ୍ୟରେ ବହୁତ ଅନୁଭବ ଅଛି  ଯାହାର କାରଣରୁ ନିଜ ଅନୁଭବରୁ କିଛି ଅଲଗା କରି ଜିତ୍ ଦେବାରେ କ୍ଷମତା ରଖନ୍ତି , ପିୟୁଶ ଚାୱଲା କୋଲକାତା ନାଇଡ୍ ରାଇଡର୍ସ ପାଇଁ ଖେଳିବାର ନଜର ଆସୁଥିଲେ ।

୧) ସ୍ୟାମ୍ କରନ୍ ଫାଡ୍ ଡୁ ପ୍ଲେସି, କିମ୍ବା ଶେନ୍ ୱାଟସନ୍ : ଗତ ସିଜିନ୍ ରେ ଚେନ୍ନାଇ ସୁପର କିଙ୍ଗ୍ ଟୀମ୍ ପାଇଁ ବ୍ୟାଟୀଙ୍ଗ୍ କରି ଫାଡ୍ ଡୁପ୍ଲେସି ଓ ସେନ୍ ୱାଟସନ୍ ଭଲ ରନ୍ କରି ପ୍ରଦର୍ଶନ ଦେଖାଇଥିଲେ,  ଏବେ ମହେନ୍ଦ୍ର ସିଂ ଧୋନୀ ଏଥିରେ କେଉଁ ଦୁଇଟି ଖେଳାଳୀଙ୍କୁ ବାଛିବାକୁ ହେବ , ଯାହାର କାରଣ୍ ଏବେ ଟୀମ୍ ରେ ସ୍ୟାମ୍ କରଣ ରହିପାରିବେ , ସ୍ୟାମ୍ କରନ ଗତ ସିଜିନ୍ ରେ କିଙ୍ଗ୍ ଇଲେଭେନ୍ ପଞ୍ଜାବରେ ଭଲ ପ୍ରଦର୍ଶନ କରିଥିଲେ,  ବ୍ୟାଟ୍ ଓ ବଲ୍ ରୁ ଭଲ ଖେଳନ୍ତି , ଯାହାର କାରଣାରୁ ଧୋନୀ ତାଙ୍କୁ ପ୍ଲେଇଙ୍ଗ୍ ଇଲେଭେନ୍ ରେ ଖେଳିବାର ମଉକା ଦେଇପାରେ , ଯାହାର କାରଣରୁ ସେନ୍ ୱାଟସନ୍ କିମ୍ବା ଫାଡ୍ ଡୁ ପ୍ଲେସିସ୍ ରୁ କେଉଁ ଗୋଟେ ଙ୍କୁ ବାଛିବାକୁ ହେବ । ଯାହାର ସବୁଠାରୁ ବଡ କାରଣ ଇମରାନ୍ ତାହିର୍ ଓ ଡେଭେନ୍ ବ୍ରାଭୋ ଙ୍କ ଜାଗା ପକ୍କା ଅଛି  ସେ ସେହି ସମୟର୍ ବାହାର ହୋଇପାରନ୍ତି , ଯେବେ ପୁରା ଭାବେ ଫିଟ୍ ନାହାନ୍ତି , ଏଥିରେ କିଛି ଗୋଟେ ଫଇସଲା ନେବାକୁ ମହେନ୍ଦ୍ର ସିଂ ଧୋନୀଙ୍କ ପାଇଁ ଅଧିକା ମୁସକିଲ୍ ହୋଇପାରେ , ଯାହା ରୋମାଞ୍ଚକର ହେବ ।

Leave a Reply

Your email address will not be published. Required fields are marked *