June 20, 2024

Odia Express

Here, There and Everywhere

ଯାହା ପାଇଁ ଛାଡିଲେ ପୁରା ଦୁନିଆଁର୍ ସାଥ୍ , ସେହି ଜୁଲି ମଟୁକନାଥଙ୍କୁ କରିଦେଲା ପର – ଆସନ୍ତୁ ଜାଣିବା ପୁରା କାହାଣୀ – ଜାଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ…

ମଟୁକନାଥ ଓ ଜୁଲିଙ୍କ ପ୍ରେମ କଥା ବହୁତ ଲୋକପ୍ରିୟତା ପାଇଥିଲା , ଯେବେ ଗୋଟେ ଝିଅକୁ ନିଜ ପ୍ରଫେସର ସହ ପ୍ରେମ ହୋଇଥିଲା , ଓ ଦୁହେଁ ଏକାଠି ରହିବାର ଫଇସଲା ନେଲେ ତେବେ ସମସ୍ତେ ଏଇ କଥାକୁ ବିରୋଧ କରିଥିଲେ , ବହୁତଚର୍ଚ୍ଚିତ ମଟୁକନାଥ ଓ ଜୁଲିଙ୍କ ପ୍ରେମକଥା ଏବେ ଏକ ବଡ ମୋଡ ନେଇଛି , ଗୋଟେ ସମୟରେ ମଟୁକନାଥ ପ୍ରେମରେ ଦିୱାନୀ ହୋଇଥିଲେ ଜୁଲି , କିନ୍ତୁ ଏବେ ସେ ତାଙ୍କ ସାଥ୍ ଛାଡିଦେଇଛନ୍ତି , ଓ ମଟୁକନାଥା ଏବେ ବିଲକୁଲ୍ ଏକେଲା ହୋଇଯାଇଛନ୍ତି , ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ , କିପରି ମଟୁକନାଥ ସହ ଜୁଲି ଛାଡିଯାଇଥିଲେ ଓ କେଉଁଆଡେ ଗଲେ ।ଆପଣଙ୍କୁ କହିଦେବୁ କି ପ୍ରାୟ ଦଶ ବର୍ଷ ପୁର୍ବରୁ ପାଟନାର ବିଏନ୍ କଲେଜରେ ୫୧ ବର୍ଷୀୟା ହିନ୍ଧୀ ପ୍ରଫେସର ନିଜ ୨୧ ବର୍ଷିୟ ଷ୍ଟୁଡେଣ୍ଟ ଜୁଲିଙ୍କୁ ନିଜ ପ୍ରେମ ନିବେଦନ କରିଲେ

ଏହାପରେ ଦୁହେଁ ବାକି ଜୀବନ ସାଥିରେ ବଞ୍ଚିବାର ଫଇସଲା ନେଇଥିଲେ , ଯାହାପରେ ମଟୁକନାଥଙ୍କ ସ୍ତ୍ରୀ ଦୁହେଁଙ୍କୁ ଖରାପ ବୋଲି କହିଥିଲେ , ଓ ସମସ୍ତଙ୍କ ସାମ୍ନାରେ ବାଡେଇଥିଲେ,  ଏହାପରେ ଏହି ଖବର ମିଡିଆରେ ନଜର ଆସିଥିଲା,  ଏତେ ବେଇଜ୍ଜତ ହେବାପରେ ମଟୁକନାଥ ଓ ଜୁଲି ଜଣେ ଆଉଜଣଙ୍କ ସାଥ୍ ଛାଡିନଥିଲେ,  କିନ୍ତୁ ଏବେ ଏମିତି ଖବର ଆସୁଛି କି ମଟୁକନାଥଙ୍କ ସାଥ୍ ଏବେ ଜୁଲି ଛାଡିଦେଇଛନ୍ତି , ବଡ ପ୍ରଶ୍ନ ଏହା କି ଗୋଟେ ସାଥେ ରହିବାପାଇଁ ଏହି ଦୁହେଁ ସମାଜକୁ ଭୁଲିଯାଇଥିଲେ,  କିନ୍ତୁ ଏବେ ଜୁଲି ମଟୁକନାଥଙ୍କ ସହ ସବୁ ସଂମ୍ପର୍କ ଭାଙ୍ଗିଦେଇ କୁଆଡେ ଚାଲିଯାଇଛନ୍ତି , ସୁତ୍ରରୁ ଜଣାଯାଏ କି ପାଟନାର ବିଏନ୍ କଲେଜରୁ ବାହାରିବାପରେ ମଟୁକନାଥ ଜୁଲିଙ୍କୁ ବନାରସ ହିନ୍ଦୁ ୟୁନିଭରସିଟି ବିଏଚ୍ ୟୁ ରେ ଆଡମିଶନ୍ କରାଇଥିଲେ,

ଏହାପରେ ପ୍ରାୟ ଚାରିବର୍ଷ ଜୁଲି ମଟୁକନାଥ ସହ ରହୁନଥିଲେ,  କାରଣ ଏବେ ସେ ଏବେ ଅଧ୍ୟାମ ଆପଣାଇନେଇଥିଲେ,  ଓ ସେ ବହୁତଥର ହରିଦ୍ୱାର ରିଷିକେଶ, ଓ ପଣ୍ତିଚେରି ର ଓଶୋ ଆଶ୍ରମରେ ନିଜ ସମୟ ଅତିବାହିତ କରୁଥିଲେ,  କହିଦେବୁ କି ଯେବେ ମଟୁକନାଥ ଜୁଲିଙ୍କୁ ଏମିତି ଛାଡିଚାଲିଯିବାପରେ ତାଙ୍କୁ ପଚାରାଗଲା ତେବେ ସେ କହିଲେ କି ତାଙ୍କ ମନ ପ୍ରକୃତରେ ଅଧ୍ୟାମରେ ଲାଗିଯାଇଥିଲା,  ଓ ଏହି ରାସ୍ତାରେ ସେ ବାଧା ହେବାକୁ ଚାହୁଁନଥିଲେ , ସେ ନିଜ ସଂମ୍ପର୍କରୁ ମୁକ୍ତ କରିଦେଲେ , ମଟୁକନାଥ ଏହା ବି କହିଲେ କି କେବେ ଜୁଲି ଏବେ ତାଙ୍କୁ ଦେଖାକରିବାକୁ ପାଟନା ଆସୁଥିଲେ ।

ଏବେ ଏମିତି ପ୍ରେମକୁ କଣ କହିବେ ଜୀବନସାରା ଜଣେ ଅନ୍ୟଙ୍କ ସହ ସାଥ୍ ଦେବା ଓ ଜଣେ ଅନ୍ୟଜଣଙ୍କ ସହ ରହିବାର ବାଦା ଦେଇଥିବା ମଟୁକନାଥ ଓ ଜୁଲିଙ୍କ ପ୍ରେମକାହାଣୀ ଏବେ ଏପରି ଅନ୍ତ ହେବ କିଏ ବି ଭାବିନଥିଲେ,  ଯେଉଁ ପ୍ରେମ ପାଇଁ ଦୁହେଁ ସାରା ଲୋକଙ୍କ ଅପବାଦ ଲାଞ୍ଛନା ଶୁଣି ଏତେ ବେଇଜ୍ଜତ ହୋଇ ମଧ୍ୟ ଏବେ ସେ ଦୁହେଁ ଅଲଗା ହୋଇସାରିଛନ୍ତି , ସେଥିପାଇଁ କହନ୍ତି କି କେବେ ବି କେଉଁ ଫଇସଲା ଜୋଶ୍ ରେ ଆସିନୁହେଁ ବରଂ ସଠିକ୍ ବୁଝାମଣା ଦ୍ୱାରା ନେବା ଉଚିତ୍ ।

Leave a Reply

Your email address will not be published. Required fields are marked *