୩୬ ଇଞ୍ଚର ଅଣ୍ଟା ହୋଇଯିବ ୨୬ ଇଞ୍ଚ , ମହିଳାଙ୍କ ପାଇଁ ଏହା ହେଲା ଏକ ସ୍ପେଶାଲ୍ ଡ୍ରିଙ୍କ୍ ନିଶ୍ଚୟ ଜାଣିରଖନ୍ତୁ..

ଆଜି କାଲି ଏହି କର୍ମବ୍ୟସ୍ତ ଭରା ଜୀବନ ଭିତରେ ଆମେ ମାନେ ନିଜ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେଇନଥାଉ , ଯାହାର ପରିଣାମ ଆମକୁ ପରେ ଭୋଗିବାକୁ ପଡିଥାଏ , ଅଧିକାଂଶ ଲୋକ ନିଜ ବଢୁଥିବା ଓଜନ କାରଣରୁ ଚିନ୍ତିତ ଅଛନ୍ତି ଯାହାକୁ କମ୍ କରିବାପାଇଁ ସେମାନେ ଜିମ୍ ରେ ଘଣ୍ଟା ଘଣ୍ଟା ଝାଳ ବୁହାଇଥାନ୍ତି , ତାପରେ ଓଜନ କମ୍ ହେବାର ନାଁ ନିଏ ନାହିଁ । କିନ୍ତୁ ଏବେ କେଉଁଆଡେ ଯିବାକୁ ପଡିବ ନାହିଁ , ଆଜି ଆମେ ଆପଣଙ୍କୁ କହିବୁ କିପରି ସହଜରେ ଆପଣ ଘରେ ବସି ଓଜନ କମ୍ କରିପାରିବେ , ତାହା ପୁଣି ବହୁତ ସହଜରେ । ଝିଅ ମାନେ ବେଶୀ ଚିନ୍ତାରେ ରୁହନ୍ତି କି କିପରି ତାଙ୍କର ଶରୀରରୁ ବଢୁଥିବା ଚର୍ବିକୁ କମାଇବେ , ଏମିତିରେ ସେମାନେ ଚିନ୍ତାରେ ରହି ନିଜ କାମକୁ ଫୋକସ୍ କରିପାରନ୍ତି ନାହିଁ , ଯାହାର କାରଣରୁ ତାଙ୍କୁ ବହୁତ କିଛି ଶୁଣିବାକୁ ପଡିଥାଏ ,
ଆଜି ଆମେ ଆପଣଙ୍କୁ ଏକ ଖାସ୍ ଡ୍ରିଙ୍କ୍ ନେଇକରି ଆସିଛୁ , ଯାହାକୁ ପିଇଲେ ଆପଣଙ୍କ ସମସ୍ୟା ବିନା କେଉଁ ପରିଶ୍ରମରେ ଦୂର୍ ହୋଈଯିବ , ଏହାପାଇଁ ଅଧିକା ଦିନ ଅପେକ୍ଷା କରିବାକୁ ପଡିବ ନାହିଁ କିଛି ଟା ମିନିଟ୍ ରେ ଏହା ଦୂର ହୋଇଯିବ । କହିଦେବୁ କି ଏହି ଡ୍ରିଙ୍କ୍ ଆପଣଙ୍କୁ ବିନା କେଉଁ ଗ୍ୟାପ୍ ରେ ପିଇବାର ଅଛି , ଯାହାର ପ୍ରଭାବ ଅତିଶିଘ୍ର ଦେଖିବାକୁ ପାଇବେ , ତେବେ ଆସନ୍ତୁ ଜାଣିବା ସେହି ଡ୍ରିଙ୍କ୍ ବିଷୟରେ , କଣ କଣ ସାମଗ୍ରୀ ଦରକାର । ଏହି ଖାସ୍ ସାମଗ୍ରୀକୁ ବନାଇବାକୁ ହେଲେ ଆପଣଙ୍କୁ କିଛି ଆବଶ୍ୟକ ସାମଗ୍ରୀ ଦରକାର , ଯାହାକି ନିମ୍ନରେ ପ୍ରଦତ୍ତ :
୧) ୩ ଟି ଲେମ୍ବୁ, ୨) ୧ ଇଞ୍ଚର ଅଦା, ୩) ଏକ ଚାମଚ, ୪) ୨ ଗିଲାସ ପାଣି ।
ବନାଈବାର ବିଧି ବା ପ୍ରଣାଳୀ :
୧) ସବୁଠାରୁ ପ୍ରଥମେ ଏହି ଲେମ୍ବୁକୁ ଛୋଟ ଛୋଟ ଆକାରରେ କାଟିନିଅନ୍ତୁ , ଏହାପରେ ଅଦାକୁ ଭଲ ଭାବରେ ସ୍ଲାଇସର୍ ଦ୍ୱାରା ଘସିଦିଅନ୍ତୁ , ଯାହା ଦ୍ୱାରା ଦୁହେଁ ମିକ୍ସ ହୋଇଯାଉ ,
୨) ଏବେ ଦୁଇ ଗିଲାସ ପାଣିକୁ ସିଝାଇଦିଅନ୍ତୁ , ଓ ଏଥିରେ ଲେମ୍ବୁ ଓ ଅଦାକୁ ଭଲ ଭାବରେ ପକାଇଦିଅନ୍ତୁ , ୨ ମିନିଟ୍ ପର୍ଯ୍ୟନ୍ତ ଏପରି ଚଲାଇ ଚାଲନ୍ତୁ , ଏଥିରେ ଲେମ୍ବୁ ଓ ଅଦାର ପାଣି ଭଲ ଭାବରେ ମିଶିଯାଏ , ଏବେ ଏହି ଡ୍ରିଙ୍କ୍ ପ୍ରସ୍ତୁତ ହେଲା , ୩) ଏବେ ଏହି ଡ୍ରିଙ୍କ୍ କୁ ଏକ କିମ୍ବା ଦୁଇ ମିନିଟ୍ ରଖିଦିଅନ୍ତୁ , ଏହାପରେ ଛାଣିନିଅନ୍ତୁ , ଯାହା ଦ୍ୱାରା ଡ୍ରିଙ୍କ୍ ପିଇଲା ବେଳେ କିଛି ଅସୁବିଧା ନ ଆସେ , ମନେ ରଖନ୍ତୁ ଏହାକୁ ଥଣ୍ତା ହେଲାପରେ ଏହାକୁ ଛାଣିବେ ,
୪) ଏବେ ଏହି ଡ୍ରିଙ୍କ୍ ରେ ଏକ ଚାମଚ ମହୁ ମିଶାନ୍ତୁ , ମହୁ ସ୍କିନ୍ କୁ ସଫା କରିଥାଏ , ଏଥିରେ ଚର୍ବି କମିଥାଏ , ଏବେ ଆପଣଙ୍କ ଡ୍ରିଙ୍କ୍ ପ୍ରସ୍ତୁତ ହୋଇଛି , ଆପଣ ଏହାକୁ ସକାଳୁ ପିଇଲେ ଅଧିକା ଫାଈଦା ହେବ ।
ଏବେ ଆପଣ ଭାବୁଥିବେ କି ଏହାକୁ ପିଇଲେ ଏମିତି କଣ ଫାଈଦା ହେବ , ତେବେ ଆପଣଙ୍କୁ କହିଦେବୁ କି ଲେମ୍ବୁ ଦ୍ୱାରା ଅତ୍ୟାଧିକ ମୋଟାପା ହ୍ରାସ କରିଥାଏ, ଏହାର ପାଣି ବଡିରେ ସଫା କରିଦିଏ , ଓ ଅଦା ହେଲଥ୍ କୁ ଠିକ୍ ରଖିଥାଏ , ଏମିତିରେ ସବୁ ଜିନିଷ ସହ ମିକ୍ସ କରିବେ ,ତେବେ ସବୁ ସମସ୍ୟା ଦୁର ହୋଇଯିବ ।