May 20, 2024

Odia Express

News For Public

୧୦ ମାର୍ଚ୍ଚ ୨୦୨୦ ମଙ୍ଗଳବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ଏହି ୪ଟି ରାଶିବାଲାଙ୍କ ଜୀବନରେ ଖୁସିର ରଙ୍ଗ ଭରିଦେବ ଏହି ଦିନ , ଆସିବ ଖୁସି ଓ ସମୃଦ୍ଧି

ମେଷ ରାଶି : ଆଜି ଆପଣ ବୁଝାମଣାର ଗତିବିଧିଗୁଡିକରେ ନଜର ରଖିବେ , ବିବାହିତଙ୍କ ପାଇଁ ଆଜିର ଦିନ ସ୍ମରଣୀୟ ରହିବ , ଆପଣଙ୍କ ପାଇଁ ଆଜିର ଦିନ କର୍ମବ୍ୟସ୍ତ ହୋଇପାରେ , ଯାହା ଦ୍ୱାରା ଆପଣ ଥକା ଅନୁଭବ କରିବେ , ଆପଣଙ୍କ ଅଧିକାଂଶ ସମୟ ନିଜ ଜୀବନସାଥୀ ସହ କଟିବ , କିଛି ନୁଆ ଶିଖିବାପାଇଁ ଉତ୍ସାହିତ ରହିବେ , ଛୁଆଙ୍କ ଉନ୍ନତିରୁ ମନ ପ୍ରସନ୍ନ ରହିବ , ଆପଣଙ୍କ ପାଇଁ କାର୍ଯ୍ୟରେ ପ୍ରଶଂସା ହେବ , ହୋଲିର ଖୁସିରେ ସବୁ ଦୁଃଖ ଦୂର ହୋଇପାରେ ।

ବୃଷ ରାଶି : ହୋଲିର ଉତ୍ସବରେ ବୃଷ ରାଶିର ସଂମ୍ପର୍କରେ ମଧୁରତା ଆସିଯିବ,  ବାହାନ ପ୍ରୟୋଗରେ ସାବଧନତା ରୁହନ୍ତୁ , କାମର ବୋଝ ରହିବ , ଚିନ୍ତା ଆଣିବାକୁ ଦେବେ ନାହିଁ , ଭବିଷ୍ୟ ବିଷୟରେ ଚିନ୍ତା କରି ଚିନ୍ତିତ ହୋଇପାରନ୍ତି , ସ୍ୱାସ୍ଥ୍ୟ ସଂବନ୍ଧି ମାମଲାରେ ଚିନ୍ତା କମ୍ ହୋଇଯିବ , ସ୍ତ୍ରୀଙ୍କ ଉପଦେଶରେ ମହତ୍ତ୍ୱପୁର୍ଣ୍ଣତା ରହିବ । ସମାଜର କାର୍ଯ୍ୟରେ ଆଗୁଆ ରହିବେ , ମିତ୍ର ଓ ସହକର୍ମୀଙ୍କ ସହଯୋଗ ମିଳିବ , ଧାର୍ମିକ ଗତିବିଧିଗୁଡିକ ସାମିଲ୍ ହେବ ।

ମିଥୁନ ରାଶି : ଆଜି ହୋଲିର ଦିନ ମିଥୁନ ରାଶିର ଲୋକଙ୍କ ଜୀବନରେ ସକରାତ୍ମକ ଉର୍ଜା ସଂଚାର ହେବ , ଆପଣଙ୍କ କିଛି ବାଧାଗୁଡିକ ସାମ୍ନା କରିବାକୁ ପଡିପାରେ , ଆପଣଙ୍କ କାର୍ଯ୍ୟସ୍ଥଳରେ ଆପଣଙ୍କ ବରିଷ୍ଠଙ୍କ ସମର୍ଥନ ହାସିଲ୍ କରିବେ , ଧର୍ମର ପ୍ରତି ଶ୍ରଦ୍ଧା ରହିବ , ଆଜି ଆପଣ କେଉଁ ବିବାଦରେ ପଡନ୍ତୁ ନାହିଁ , ପୁରୁଣା କାମ ନିପଟାଇବା ପାଇଁ ଅଧିକା ଧ୍ୟାନ ଦିଅନ୍ତୁ , ଯେଉଁ ଲୋକ ଅବିବାହିତ ଅଛନ୍ତି , ତାଙ୍କ ପାଇଁ ଦିନ ଶୁଭ ରହିବ ।

କର୍କଟ ରାଶି : ରଙ୍ଗର ଉତ୍ସବରେ କର୍କଟ ରାଶିର ଲୋକଙ୍କର ଘର ପରିବାର ଚିନ୍ତାରେ ପଡିପାରେ , ପ୍ରେମରେ ସଂବନ୍ଧ ମଧୁର ରହିବ , କାର୍ଯ୍ୟ ଓ ବିଚାରରେ ଏକାଗ୍ରତା ଓ ଶାନ୍ତି ରହିବ , ଆର୍ଥିକ ଲାଭର ଭଲ ସଂଯୋଗ ଅଛି , ଆଜି ଆପଣ କେଉଁ ଅଜଣା ବ୍ୟକ୍ତିଙ୍କ ଉପରେ ବିଶ୍ୱାସ କରନ୍ତୁ ନାହିଁ , ରାଜକୀୟ କାର୍ଯ୍ୟ ସହଜରେ ନିପଟାଇପାରିବେ , ଅତିଥିଙ୍କ ଆଗମନ ହେବ , ଆପଣ ଉତ୍ସୁକତା ରଖିବେ , ଆଜି ଆପଣ ନୁଆ ଲୋକଙ୍କର ସହ ସଂମ୍ପର୍କ ସ୍ଥାପିତ କରିବେ , ବଡ ବୟସ୍କ ସ୍ନେହ ମିଳିବ ।

ସିଂହ ରାଶି : ସିଂହ ରାଶି ବାଲାଙ୍କର ଆଜି ବନ୍ଧୁଙ୍କ ସହ ହୋଲିର ମଜା ନେବେ , ବୈବାହିକ ଜୀବନରେ ସୁଧାର ଆସିପାରେ , ବେପାରରେ ପ୍ରଗତି ହେବ , ପ୍ରେମୀଙ୍କ ସହ ଦେଖାକରିବାକୁ ହେଲେ ଟିକିଏ ହଇରାଣ ହେବାକୁ ପଡିପାରେ , ସମୟର ଉପଯୋଗିତା ଧ୍ୟାନରେ ରଖି କାମ କରିବେ , କାର୍ଯ୍ୟକ୍ଷେତ୍ରରେ ଚିହ୍ନାପରିଚିତ ଲୋକ ସାହାଯ୍ୟ କରିବେ , ନୁଆ ସଉଦା ଆପଣଙ୍କ ପାଇଁ ଫାଈଦାଦାୟକ ହୋଇପାରେ , ଆଜି ସ୍ୱାସ୍ଥ୍ୟରେ ହ୍ରାସ ହୋଇପାରେ । ଭୌତିକ ସାଧନରେ ବୃଦ୍ଧି ହେବ ।

କନ୍ୟା ରାଶି : ଆଜି କନ୍ୟା ରାଶିର ଲୋକ ମନରେ ନୁଆ ଆଶା ନେଇ ଆସିବେ । ଆପଣଙ୍କ ବୌଦ୍ଧିକତାପୁର୍ଣ୍ଣ କଥାକୁ ସବୁ ଲୋକ ପ୍ରଭାବିତ ହେବେ । ଆପଣଙ୍କ ସେଭିଙ୍ଗ୍ ରେ ପଇସା ଖର୍ଚ୍ଚ ହେବାର ଯୋଗ ଅଛି , ଆଜି ଆପଣଙ୍କ ନିଜ କ୍ୟାରିୟରରେ ଆଗକୁ ବଢିବାରେ ପ୍ରେରିତ କରିବେ , ସାମୁହିକ ଓ ସାମାଜିକ କାମ ପାଇଁ ଦିନ ଭଲ ଅଛି , ପରିବାର ଅଧିକାଂଶ କାମ ନିପଟାଇବାକୁ ପଡିପାରେ , କେଉଁ ପୁରୁଣା ସାଙ୍ଗ ସାକ୍ଷାତ ହୋଇପାରେ , ସନ୍ତାନ ସୁଖ ପ୍ରାପ୍ତି ହୋଇପାରେ ।

ତୁଳା ରାଶି : ଲେଖା ପଢା ମାମଲାରେ ଲାଭ ହେବ , ବାୟାମ କରିବାର ଅଭ୍ୟାସ ଆପଣଙ୍କୁ ଫିଟ୍ ଓ ଉର୍ଜାବାନ ବନାଇ ରଖିବାର ସାହାଯ୍ୟ କରିବ , ସାମାଜିକ ଦାୟିତ୍ୱ ପୁର୍ତ୍ତି ହେବ , ସବୁଦିନ କାମରେ ଫାଇଦା ହେବ , ପ୍ରୋପଟି କାମ ପୁରା ହୋଇପାରେ,  ଆଜି ବନ୍ଧୁଙ୍କ ସାହାଯ୍ୟରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ତୁଳା ରାଶିର ଲୋକେ ଆଜି ସବୁ ଭୁଲ୍ ବୁଝାମଣା ଭୁଲି ବନ୍ଧୁତା ସ୍ଥାପନ କରିବାକୁ ହେବ ।

ବିଛା ରାଶି : ଖର୍ଚ୍ଚର ଅଧିକା ଯୋଗୁଁ ଚିନ୍ତା ହେବ , ଆପଣଙ୍କୁ ଅଚାନକ ନିଜ ଜୀବନରେ ବଡ ପରିବର୍ତ୍ତନ କରିବାରେ ପ୍ରେରିତ କ୍ରିବ , ଲେଖାନାଦି ବୌଦ୍ଧିକ କାର୍ଯ୍ୟରେ ମାନ ସମ୍ନାନ ବୃଦ୍ଧି ହେବ , ଆର୍ଥିକ ସ୍ଥିତିରେ କିଛି ପରିବର୍ତ୍ତନ ହେବାର ଯୋଗ ଅଛି , ଯେଉଁଥିରେ ଖୁସି ରହିବେ , ଆପଣଙ୍କ ବ୍ୟବହାର ଲୋକ ପ୍ରଭାବିତ ହୋଇପାରେ , ବେରୋଜଗାର ଆଜି ରୋଜଗାର ମିଳିପାରେ , ହୋଲିର ମଉଜ ମସ୍ତି ସମୟରେ ଆଖିରେ ଖତରନାକ ରଙ୍ଗରୁ ବଞ୍ଚନ୍ତୁ ।

 

ଧନୁ ରାଶି : ଆଜି ଚାକିରି କରିବା ବାଲାଙ୍କ ଲୋକଙ୍କୁ ଟିକିଏ ସଂୟମ ରଖିବାର ଅଛି , ଆପଣଙ୍କୁ ଅଚାନକ ଧନ ଲାଭ ହୋଇପାରେ , ଆପଣଙ୍କୁ ଭୌତିକ କିମ୍ବା ଶାରରୀକ ଉର୍ଜା ଅଧିକା ରହିବ , ବନ୍ଧୁ ଆପଣଙ୍କୁ ସମସ୍ୟା ବାହାରକୁ ବାହାରିବାର ସାହାଯ୍ୟ ମିଳିବ , କାମ କାର୍ଯ୍ୟ ସଂବନ୍ଧିତ ଭଲ ଓ ବ୍ୟବହାରିକ ଆଇଡିଆ ଆପଣଙ୍କୁ ଦିମାଗରେ ଆସିବ , ଉଚ୍ଚଅଧିକାରୀରୁ ପ୍ରାପ୍ତ ସହଯୋଗ ଆପଣଙ୍କୁ ପ୍ରୋତ୍ସାହିତ କରିବ , ହୋଲି ଖେଳୁଥିବା ସମୟରେ ନ୍ୟାଚୁରାଲ୍ ରଙ୍ଗର ବ୍ୟବହାର କରନ୍ତୁ  କେମିକାଲ୍ ଯୁକ୍ତ ରଙ୍ଗରୁ ବଞ୍ଚନ୍ତୁ ।

ମକର ରାଶି : ଆଜି ବୋନସ୍ ରୁପରେ କେଉଁ ଗିଫ୍ଟ ମିଳିପାର୍ , ଆପଣ ବୁଦ୍ଧିରେ ନିଜ କାମ ପୁରା କରିପାରିବେ , ଆଜି ଆପଣଙ୍କୁ ନିଜକୁ ପ୍ରମାଣିତ କରିବାର ଦେଖାଜିବ  , ଯଦି ଆପଣ କେଉଁ ଆଡେ ଯାତ୍ରା କରୁଛନ୍ତି , ତେବେ ଜରୁରୀ ଜିନିଷ , ଜରୁରି ମେଡିସିନ୍ ସହ୍ ସାଥିରେ ନେଇକି ଯିବେ , ବୌଦ୍ଧିକ କ୍ଷମତା ବିକାଶ ହେବ , ନୁଆ ନିବେଶରେ ଆଗକୁ ଯାଇକରି ଲାଭ ହେବ , ଯଦି କେଉଁ ରଙ୍ଗ ଖେଳିବାର ନାହିଁ ତେବେ ତାଙ୍କ ସହ ଜବରଦସ୍ତି କରନ୍ତୁ ନାହିଁ , ନହେଲେ ଝଗଡା ହୋଇପାରେ ।

କୁମ୍ଭ ରାଶି : ଆଜି ଏକେଲାପଣରୁ ବଞ୍ଚିବାପାଇଁ ବ୍ୟର୍ଥରେ ବ୍ୟସ୍ତ ରୁହନ୍ତୁ ନାହିଁ । ଆପଣଙ୍କୁ ସକରାତ୍ମକ ତରିକାରେ ଭାବିବା ହେବା , ଆପଣଙ୍କୁ ନିଜ କ୍ୟାରିୟରରେ ପ୍ରଗତି କରିବାର ମଉକା ମିଳିବ , ଇନକମ୍ ଓ ଖର୍ଚ୍ଚରୁ ମାମଲାରେ ଆପଣଙ୍କୁ ଧ୍ୟାନ ଦେବାକୁ ହେବ , ସଫଳତା ପାଇଁ ଧୈର୍ଯ୍ୟ ଜରୁରୀ ଅଟେ , ଗୁପ୍ତ କଥା ଉଜାଗର ହୋଇପାରେ , ହଳଦିଆରଙ୍ଗର ହୋଲି ଖେଳିଲେ ନିଜ ଲୋକଙ୍କର ନିକଟରେ ସ୍ନେହ ରହିବ , ଆପଣଙ୍କ ଘର ଖୁସିମୟ ପରିବେଶ ହେବ , ଧନ ସଂବନ୍ଧି ସୁଧାର ଆସିପାରେ ।

ମୀନ ରାଶି : ଆଜି ଗୃହ ସଂବନ୍ଧି ବସ୍ତୁଗୁଡିକ ପ୍ରତି କଠିନତା ଆସିବ , ମାତାପିତାଙ୍କ ଭଲ ସ୍ୱାସ୍ଥ୍ୟ ଆନନ୍ଦ ନେବେ , କିନ୍ତୁ ଏବେ ସ୍ୱୟଂର ଦେଖାଶୁଣା କରିବାର ଦରକାର ଅଛି , ମାନସିକ ଚିନ୍ତା ବଢିପାରେ,  ଅଫିସ୍ ରେ ଟିକିଏ ଶାନ୍ତି ରହିବ , ଯାତ୍ରାରେ କେଉଁ  କାର୍ଯ୍ୟକ୍ରମ ହୋଇପାରେ , ପରିସ୍ଥିତି ନିପଟାଇବାପାଇଁ ପ୍ଲାନିଙ୍ଗ୍ ବନାଇବେ , ମୀନ ରାଶିର ଲୋକ ଆଜି ଲାଲ ରଙ୍ଗର କପଡା ପିନ୍ଧିକରି ହୋଲି ଖେଳନ୍ତୁ , ଲାଲ ରଙ୍ଗ ପ୍ରେମ ଓ ସତ୍ୟତା ପ୍ରତିକ ଅଟେ ।

Leave a Reply

Your email address will not be published. Required fields are marked *