June 20, 2024

Odia Express

News For Public

ସାହିଦ୍ ଙ୍କ ଗାର୍ଲଫ୍ରେଣ୍ତ ଲିଷ୍ଟରେ ଏହି ୯ ସେଲିବ୍ରିଟି ଝିଅଙ୍କର ନାମ ସାମିଲ ଅଛି – ଜଣକ ସହିତ ତ…

ବଲିଉଡ୍ ଆଫେୟାର୍ ଓ ବ୍ରେକ୍ ଅଫ୍ ହେବା ସାଧାରଣ କଥା ହୋଇସାରିଛି , ଓ ଆହୁରି କହିଦେବୁ କି ଇଣ୍ତଷ୍ଟ୍ରିରେ ଚକଲେଟ୍ ହିରୋ ନାଁରୁ ଜଣାଯାଉଥିବା ସାହିଦ୍ କାପୁରଙ୍କୁ କିଏ ବା ନଜାଣେ , ସେମିତି ଏହି କଥା ସତ କି ସାହିଦ୍ ନିଜ କ୍ୟାରିୟରର ଆରମ୍ଭ କରିଥିଲେ,  ସେହି ସମୟରେ ସମସ୍ତେ ତାଙ୍କୁ ପସନ୍ଦ କରୁଥିଲେ,  ତାଙ୍କ ସହ ସବୁ ଅଭିନେତ୍ରୀ କାମ କରିବାକୁ ଏମିତି ପାଗଳ ହେଉଥିଲେ କି ତାଙ୍କର ଗୋଟେ ନୁହେଁ ୯ ଜଣ ଗାର୍ଲଫ୍ରେଣ୍ତ ଥିଲେ,  ଏହି କାରଣ ଥିଲା ସାହିଦ୍ ନିଜ ଫିଲ୍ମ ଅପେକ୍ଷା ଆଫେୟାର୍ସ ଖବର ଅଧିକା ଚର୍ଚ୍ଚାରେ ରହିଛନ୍ତି , ସେ ଯେଉଁ ଅଭିନେତ୍ରୀଙ୍କ ସହ କାମ କରୁଥିଲେ ତାଙ୍କ ସହ ବହୁତ ନାଁ ଯୋଡା ଯାଉଥିଲା , ତେବେ ଆଜି ଆମେ ଆପଣଙ୍କୁ ସେହି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ ସହ ସାହିଦ୍ ଙ୍କ ଆଫେୟାର୍ ଅଧିକା ରହିଥିଲା  ।

୧) ସାହିଦ୍ କାପୁର ଓ କରୀନା କାପୁର : ସାହିଦ୍ ଓ କରୀନା ଙ୍କ ସହ ଆଫେୟାର୍ ଖବର ବହୁତ ଅଧିକା ସାମ୍ନାକୁ ଆସିଥିଲା , ଦୁହେଁ ଲମ୍ବା ସମୟ ଯାଏଁ ଆଫେୟାର୍ ରେ ଥିଲେ,  କିନ୍ତୁ ବହୁତ କମ୍ ଲୋକ ଜାଣିଛନ୍ତି କି ସାହିଦ୍ ଫିଲ୍ମରୁ ଆସିବା ପୁର୍ବରୁ ଅଭିନେତ୍ରୀ ହିର୍ଷିତା ଭଟ୍ଟଙ୍କ ସହ ଆଫେୟାର୍ ରଖିଥିଲେ,  ସେମିତି ବ୍ରେକ୍ ଅଫ୍ କାରଣରୁ ଆଜି ପର୍ଯ୍ୟନ୍ତ ଜଣାପଡିଲା ନାହିଁ , ଯେବେ ସାହିଦ୍ ୨୦୦୩ ରେ ଇସ୍କ ବିକ୍ସ ରେ ଡେବ୍ୟୁ କରିଥିଲେ ତେବେ ସେ ସିଙ୍ଗଲ୍ ଥିଲେ ।

୨) ଆପଣଙ୍କୁ କହିଦେବୁ କି ଫିଲ୍ମ ଜଗତରେ ଆସିବାର କିଛି ସମୟ ପରେ ୨୦୦୪ ରେ ରିଲିଜ୍ ହୋଇଥିବା ଫିଦାରେ ପ୍ରଥମ ଥର କରିନା ଙ୍କ ସହ କାମ କରିଥିଲେ , ଓ ଏହି ସମୟରେ ସେ ଚର୍ଚ୍ଚିତ ହୋଇଥିଲେ ନିଜ ଆଫେୟାର୍ ପାଇଁ , ତାଙ୍କର ସଂମ୍ପର୍କରେ ଖାସ୍ କଥା ଏହା ଥିଲା କି ସାହିଦ୍ କରୀନାଙ୍କୁ ନୁହେଁ ବରଂ କରୀନା ସାହିଦ୍ ଙ୍କୁ ପ୍ରପୋଜ କରିଥିଲେ , ଏହି କଥାର ଖୁଲାସା ନିଜେ କରିନା କରିଥିଲେ ।

୩) ଏହାପରେ ସାହିଦ୍ ଅମୃତାଙ୍କ ସହ ଫିଲ୍ମ ଇସ୍କ ବିକ୍ସରେ କାମ କରିଥିଲେ , ଓ ତାପରେ ୨୦୦୫ ରେ ଆସିଥିବା ଫିଲ୍ମ ଶିଖର୍ ଓ ତାପରେ ୨୦୦୬ ରେ ଆସିଥିବା ଫିଲ୍ମ ବିବାହ ରେ ସାଥିରେ କାମ କରିଥିଲେ,  ଗୋଟେ ପରେ ଗୋଟେ ଫିଲ୍ମ ଦେବାପରେ ଲୋକେ ତାଙ୍କ ଯୋଡିଙ୍କୁ ବହୁତ ପସନ୍ଦ କରିଥିଲେ,  ତାଙ୍କର ପ୍ରେମ ବହୁତ ଚର୍ଚ୍ଚା ହୋଇଥିଲା,  ସାହିଦ୍ ଅମୃତାଙ୍କୁ ଡେଟ୍ କରିବା ଆରମ୍ଭ କରିଦେଇଥିଲେ , କୁହାଯାଏ କି ସାହିଦ୍ ଥିଲେ ଯିଏକି କରିନାଙ୍କ ସହ ବ୍ରେକ୍ ଅଫ୍ କରିବାକୁ ଚାହୁଁଥିଲେ ଯେବେ କି କରୀନା ନିଜ ୩ ବର୍ଷ ସଂମ୍ପର୍କକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ।

୪) ଏହାପରେ ସାହିଦ୍ ବିଦ୍ୟା ବାଲନଙ୍କ ସହ କାମ କରିଥିଲେ,  ଯେବେ ଫିଲ୍ମ କିସମତ୍ କନେକ୍ସନ୍ ସମୟରେ ଦୁହେଁ ପାଖାପାଖି ହୋଇଥିଲେ , ସେମିତି ଏହି ଦୁହେଁଙ୍କ ଯୋଡିଙ୍କୁ ଏତେ ପସନ୍ଦ କରାଯାଇନଥିଲା,  ବିଦ୍ୟା ଓ ସାହିଦ୍ କିଛି ସମୟ ପର୍ଯ୍ୟନ୍ତ ଥିଲେ କିନ୍ତୁ ପରେ ବ୍ରେକ୍ ଅଫ୍ ହୋଇଗଲା ଓ ଏହା କାହାକୁ ବି ଜଣାପଡିଲା ନାହିଁ , ଦୁହେଁ ଦୁହେଁଙ୍କୁ ଦୁରେଇ ଗଲେ ।

୫) ଆପଣଙ୍କୁ ଏହା ଶୁଣିକରି ବିଶ୍ୱାସ ନହୋଇପାରେ କିନ୍ତୁ କହିଦେବୁ କି ୨୦୦୯ ରେ ଆସିଥିବା ଫିଲ୍ମ କମିନେ ର ସୁଟିଙ୍ଗ୍ ସମୟରେ ଟେନିସ୍ ଖେଳାଳୀ ସାନିଆ ମିର୍ଜାଙ୍କ ସହ ସାହିଦ୍ ଙ୍କ ଜବରଦସ୍ତ ଆଫେୟାର୍ ଥିଲା , କୁହାଯାଏ କି ସାନିଆ ପ୍ରାୟ ସବୁଦିନ କମିନେ ର ସୁଟିଙ୍ଗ୍ ସେଟ୍ ରେ ସାହିଦ୍ ଙ୍କୁ ଭେଟୁଥିଲେ , ଏତିକି ନୁହେଁ ଥରେ ସେ ଦୁହେଁ ଯଦି ଏକାଠି ହୋଇଯାଇଥାନ୍ତେ ତେବେ ବୋଧେ କେହି ବି ତାଙ୍କ ସଂମ୍ପର୍କକୁ ଭାଙ୍ଗିପାରିନଥାନ୍ତେ ।

୬) ସେମିତି ଆପଣଙ୍କୁ କହିଦେବୁ କି ସାନିଆଙ୍କ ପରେ ସାହିଦ୍ ଙ୍କ ନାଁ ପ୍ରିୟଙ୍କା ଚୋପ୍ରାଙ୍କ ସହ ଯୋଡା ଯାଇଥିଲା , ଆପଣଙ୍କୁ କହିଦେବୁ କି ଦୁହେଁ କରନ୍ ଜୋହର୍ ଙ୍କ ଶୋ କଫି ୱିଥ୍ କରନ୍ ଶୋରେ ଆସିଥିଲେ , ଓ ଗୋଟିଏ ପାର୍ଟିରେ ଏକା ସାଙ୍ଗେ ଗୋଟେ କାରରେ ଆସିବାର ବି ଦେଖାଯାଇଥିଲା , କିନ୍ତୁ କିଛି ସମୟ ପରେ ତାଙ୍କର ସଂମ୍ପର୍କ ଭାଙ୍ଗିଗଲା , ଦୁହେଁ ରହିବା ଚଳିବା ବହୁତ ଅଲଗା ଥିଲା , ପ୍ରିୟଙ୍କାଙ୍କୁ ପାର୍ଟିରେ ଯିବା ବହୁତ ପସନ୍ଦ ଥିଲା,  ସାହିଦ୍ ଙ୍କୁ ଘରେ ବସିବା ସ୍ତ୍ରୀ ଦରକାର ଥିଲା ସେଥିପାଇଁ ତାଙ୍କ ସଂମ୍ପର୍କ ବେଶୀ ଦିନ ତିଷ୍ଟି ପାରିଲା ନାହିଁ ।

୭)  ଏହା ସହ ସାହିଦ୍ ଙ୍କ ନାଁ ବଲିଉଡ୍ ର ହିରୋଇନ୍ ଅନୁଷ୍କାଙ୍କ ସହ ଯୋଡା ଯାଇଥିଲା , ଏହି ଆଫେୟାର୍ ବହୁତ ଚର୍ଚ୍ଚା ହୋଇଥିଲା , ଏହି ଦୁହେଁ ୨୦୧୦ ରେ ଆସିଥିବା ବଦମାସ୍ କମ୍ପାନୀରେ ଏକା ସାଙ୍ଗେ କାମ କରିଥିଲେ ।

୮) ସେମିତି ଆପଣଙ୍କୁ କହିଦେବୁ କି ସାହିଦ୍ ଙ୍କ ଗାର୍ଲଫ୍ରେଣ୍ତ ଲିଷ୍ଟରେ ସୋନାକ୍ଷୀ ସିହ୍ନା ବି ସାମିଲ୍ ଅଛନ୍ତି ଏହିଦୁହେଁ ୨୦୧୩ ରେ ଆସିଥିବା ଆର୍ ରାଜକୁମାର ଯାହାକି ବହୁତ ହିଟ୍ ହୋଇଥିଲା ତାପରେ ସୋନାକ୍ଷୀ ସିହ୍ନା ଙ୍କ ଜନ୍ମ ଦିନ ବି ସାହିଦ୍ ବହୁତ ଆଡମ୍ବରରେ ମନାଇଥିଲେ,  ସେ ପୁର୍ବରୁ ନିଜ୍ ବନ୍ଧୁଙ୍କ ସହ ପାର୍ଟିକରି ଆସିଥିଲେ,  ଓ ସେ ସାହିଦ୍ ଙ୍କ ସହ ଲଙ୍ଗ୍ ଡ୍ରାଇଭ୍ ରେ ଯାଇଥିଲେ ।

୯) ସୋନାକ୍ଷୀ ଙ୍କ ସହ ତାଙ୍କ ସଂମ୍ପର୍କ ବହୁତ ଦିନ ଯାଏଁ ରହିପାରିଲା ନାହିଁ , ଓ ଶେଷରେ ସାହିଦ୍ ଜୁନ୍ ୨୦୧୫ ରେ ଦିଲ୍ଲୀର ଝିଅ ମୀରା ରାଜପୁତ୍ ଙ୍କୁ ଆରେଞ୍ଜ ମ୍ୟାରେଜ୍ କଲେ , ଦୁହେଁ ରାଧା ସ୍ୱାମୀ ସତସଙ୍ଗ୍ ରେ ଦେଖା ହୋଇଥିଲେ,  ଓ ଦୁହେଁ ପରିବାର ସଂମ୍ପର୍କ ତୟ ହେଲା ।

Leave a Reply

Your email address will not be published. Required fields are marked *