June 20, 2024

Odia Express

Here, There and Everywhere

କଣ ଆପଣ ଜାଣିଛନ୍ତି ସକାଳୁ ଖାଲି ପେଟରେ ହଲଦି ବାଲା ପାଣି ପିଇଲେ ହୋଇଥାଏ ବହୁତ ସାରା ଆଶ୍ଚର୍ଯ୍ୟଜନକ ଫାଈଦା – ଏବେ ଜାଣିରଖନ୍ତୁ …

1 min read

ଆଜି ପର୍ଯ୍ୟନ୍ତ ଆପଣ ହଲଦିର ପ୍ରୟୋଗ କେବଳ ଖାଇବାର ସ୍ୱାଦ ବଢାଇବାରେ କରିଆସିଥିବେ , କିନ୍ତୁ କଣ ଆପଣ ଜାଣିଛନ୍ତି ଏହା ସାଧାରଣ ଦେଖାଯାଉଥିବା ହଲଦି ଆପଣଙ୍କୁ ବହୁତ ସାରା ରୋଗରୁ ରକ୍ଷା କରିବାରେ ସମୟ ହୋଇଥାଏ , ଏହାପାଇଁ ଆପଣଙ୍କୁ ସକାଳୁ ଖାଲି ପେଟରେ ହଲଦିବାଲା ପାଣି ପିଇବାର ଅଛି , ଆଜି ପର୍ଯ୍ୟନ୍ତ ଆପଣ ଖାଲିପେଟରେ ସକାଳୁ ଲେମ୍ବୁ ପାଣି କିମ୍ବା ମହୁ ପାଣିରେ ପିଇଥିବାର ଶୁଣିଥିବେ କିନ୍ତୁ ବହୁତ କମ୍ ଲୋକ ଜାଣିଛନ୍ତି ହଲଦି ବାଲା ପାଣିପିଇଲେ ଶରୀରକୁ କେତେ ଫାଇଦା ଯୋଗାଇଥାଏ ।

ସାମଗ୍ରୀ : ଗୋଟେ ଗିଲାସରେ ଗରମ୍ ପାଣି , ଅଧା ଲେମ୍ବୁ, ଏକ ଚତୁର୍ଥାଶ ହଳଦୀ , ଓ ଅଧା ଚାମଚ ମହୁ ।

ବନାଇବାର୍ ବିଧି : ହଲଦି ବାଲା ପାଣି ବନାଇବାକୁ ହେଲେ ସବୁଠାରୁ ପ୍ରଥମେ ପାଣିକୁ ଗରମ କରିଦିଅନ୍ତୁ , ଏବେ ଏଥିରେ ଅଧା ଲେମ୍ବୁ ଚିପୁଡିଦିଅନ୍ତୁ , ଏହାପରେ ଏଥିରେ ଗୋଟେ ଚତୁର୍ଥାଂଶ ହଲଦି ଚାମୁଚରେ ମିଶାଇ ଭଲ ଭାବରେ ମିକ୍ସ କରିଦିଅନ୍ତୁ , ଯେବେ ପାଣି ଥଣ୍ତା ହୋଇଯିବ , ତେବେ ଏଥିରେ ଅଧା ଚାମଚ ମହୁ ମିଶାଇଦିଅନ୍ତୁ , ଏବେ ଏହି ହଲଦି ଡ୍ରିଙ୍କ୍ ପିଇବାପାଇଁ ପ୍ରସ୍ତୁତ ହୋଇସାରିଛି , ଧ୍ୟାନ ରଖନ୍ତୁ କି ଆପଣଙ୍କୁ ଏହା ସବୁଦିନ ଖାଲି ପେଟରେ ପିଇବାର ଅଛି ।

ବିଧି ପ୍ରୟୋଗ :-

୧) ହଲଦି ବାଲା ପାଣି ପିଇଲେ ତେଜ୍ ଦିମାଗ ହୋଇଥାଏ,  ଯଦି ଆପଣଙ୍କୁ ବାରମ୍ବାର ଭୁଲିବାର ଅଭ୍ୟାସ ଅଛି ତେବେ ଏହି ପାଣିକୁ ପିଇଲେ ଆପଣଙ୍କ ସବୁ ରୋଗ ଦୂର ହୋଇଯିବ ।

୨) ହଲଦି ବାଲା ପାଣି ପିଇଲେ ଶରୀର ଫୁଲା କମ୍ ହୋଇଥାଏ , ଯଦି ଆପଣଙ୍କ ହାତ ପାଦ, ଓ ଶରୀରରେ କେଉଁ ଅଙ୍ଗ କଷ୍ଟ ଦେଉଛି ,କିମ୍ବା ଫୁଲିଯାଉଛି , ତେବେ ହଲଦିରେ ମହଜୁଦ୍ ପୋଷକ ତତ୍ତ୍ୱ ଏହି ଫୁଲାକୁ କମ୍ କରିଦିଏ ।

୩) ଯଦି ଆପଣଙ୍କ ଆଣ୍ଠୁ ଗଣ୍ଠିରେ ପୀଡା ହେଉଛି ତେବେ ସବୁଦିନ ଖାଲିପେଟରେ ହଲଦି ବାଲା ପାଣି ପିଇଲେ ଆରାମ ଲାଗିବ ।

୪) ହଲଦି ବାଲା ପାଣି ପିଇଲେ ଲିଭର ମଜବୁତ୍ ହୋଇଥାଏ , ଏହି ପାଣି ଆମର ଶରୀରରେ ଟକ୍ସିନ୍ କୁ ବାହାର୍ କରିଦିଏ , ଓ ଲିଭରକୁ ସୁସ୍ଥ୍ୟ ରଖେ ।

୫) ହଲଦି ବାଲା ପାଣି ଆମର ବଢୁଥିବା ବୟସ ଯେପରି ବୟସ ଦାଗ ବାହାରିବା , ବାଳ ଧଳା ହେବା ଇତ୍ୟାଦି କମ୍ କରିଥାଏ ।

୬) ହଲଦି ବାଲା ପାଣିପିଇଲେ ଗାଲରେ ବ୍ଲାଡର୍ ସଠିକ୍ କାର୍ଯ୍ୟ କରିଥାଏ , ଓ ଏଥିରେ ସଂବନ୍ଧିତ୍ କିଛି ବି ରୋଗ ହୁଏ ନାହିଁ ।

୭) ହଲଦିରେ ଆଣ୍ଟିଏକ୍ସିଡେଣ୍ଟ ତତ୍ୱ ରହିଥାଏ , ଯାହା କାନ୍ସର ସୃଷ୍ଟିକରୁଥିବା କୋଷିକାକୁ ନଷ୍ଟ କରିଦିଏ,  ମତଲବ ସବୁଦିନ ଖାଲି ପେଟରେ ହଲଦି ବାଲା ପାଣି ପିଇଲେ କ୍ୟାନ୍ସର ହେବାର ବିପଦ ଦୁରେଇ ପାରିବେ ।

Leave a Reply

Your email address will not be published. Required fields are marked *