June 21, 2024

Odia Express

Here, There and Everywhere

ହାର୍ଟ ଆଟାର୍କ ଲକ୍ଷଣ ଅନୁଭବ ହେଲେ ତୁରନ୍ତ କରନ୍ତୁ ଏହି ୮ ଟି କାମ , ରକ୍ଷା କରିପାରିବେ ଆପଣଙ୍କ ଜୀବନ – ନିଶ୍ଚୟ ସେୟାର କରିବେ…

1 min read

ମଣିଷ ଜୀବନରେ ବହୁତ ମହତ୍ତ୍ୱପୁର୍ଣ୍ଣ ହୋଇଥାଏ , ଓ ଏହାଠୁ ବଢିକରି କିଛି ହେବା ଉଚିତ୍ ନୁହେଁ । ମଣିଷ ନିଜ କାମରେ ଏତେ ବ୍ୟସ୍ତ ହୋଇଯାଆନ୍ତି କି ଆଖପାଖ କଣ ହେଉଛି ତାହା ବିଷୟରେ କିଛି ବି ଜଣା ପଡେନାହିଁ , ହାର୍ଟ ଆଟାକ୍ ନାଁ ଶୁଣିଲେ ଲୋକେ ଭୟଭୀତ ହୋଇଯାଆନ୍ତି କିନ୍ତୁ ଆରମ୍ଭରୁ ଯଦି ଭଲ ଡାକ୍ତର ମିଳିଯାଏ ତ ଏହାର ଚିକିତ୍ସା ହୋଇଯାଏ , ହାର୍ଟ୍ ଆଟାକ୍ ନାଁରେ ଯିଏ ଶୁଣିଥାଏ ତେବେ ସେ ଭୟଭୀତ ହୋଈଯାଏ , କାରଣ ହାର୍ଟ ଆଟାକ୍ ରେ ଶତାଧିକ ଲୋକ ମୃତ୍ୟୁ ବରଣ୍ କରନ୍ତି , କିନ୍ତୁ ଯଦି ହାର୍ଟ ଆଟାକ୍ ର ଲକ୍ଷଣ ଜଣା ପଡେ ତେବେ ତୁରନ୍ତ କରନ୍ତୁ ଏହି କାମ । ଏହା ଦ୍ୱାରା ଆପଣଙ୍କ ଜୀବନ ବଞ୍ଚିଯାଇପାରିବ ।

୧) ହାର୍ଟ ଆଟାକ୍ ଆସିବା ପୁର୍ବରୁ ଛାତିରେ କଷ୍ଟ ହୋଇଥାଏ , ଓ ବହୁତଥର ଛାତିରେ କଷ୍ଟ ହେବା ସହ କାନ୍ଧ ଓ ମାଢି ପର୍ଯ୍ୟନ୍ତ ପହଞ୍ଚିଯାଏ ଏହା ଛଡା ପିଠି ମଧ୍ୟରେ ବହୁତ କଷ୍ଟ ଅନୁଭବ ହୋଇଥାଏ , ଓ ଅଚାନକ ଆଖିର ସାମ୍ନାରେ ଅନ୍ଧାର ଆସିଯାଏ , ଓ ବୋହୋସ୍ ହେବାର ଚାନ୍ସ ବଢିଯାଇଥାଏ ।

୨)ଯଦି ବ୍ୟକ୍ତି ଚାଲୁଛି ଓ ହଠାତ୍ ଠିଆ ହୋଇଗଲେ ସେ ତଳେ ପଡିପାରେ , ଅଧିକା କଷ୍ଟ ସହ ଚେହେରା ଓ ଶରୀରରେ ଝାଳ ଆସିଯାଏ ।

୩) ଲକ୍ଷଣ ବୁଝିଗଲେ ପ୍ରଥମେ ଆମ୍ବୁଲାନ୍ସ କୁ କଲ୍ କରନ୍ତୁ , ଏହାର ନ୍ୟାଶନାଲ୍ ଏମରଜେନ୍ସି ଏମରଜେନ୍ସି ନମ୍ବର ୧୦୨ ଅଛି , ଓ ଏହି ନମ୍ବରରେ କଲ୍ କରନ୍ତୁ , ନିଜ ରାଜ୍ୟର ଏମରଜେନ୍ସି ଆମ୍ବୁଲାନ୍ସ ସେବା ନମ୍ବର ପତ୍ତା କରି ଏହି ଫୋନ୍ ରେ ସେବ୍ କରି ନିଅନ୍ତୁ , କାରଣ ଏମିତି ସ୍ଥିତିରେ ସାମ୍ନା ହୋଇପାରେ ।

୪) ଆପଣ ଯେଉଁଠି ଯେଉଁ ସ୍ଥିତିରେ ଅଛନ୍ତି ସେଠାରେ ବସି ପଡନ୍ତୁ , ଯଦି ଆପଣଙ୍କ ଆଖପାଖରେ ଚେୟାର୍ ଅଛି ତେବେ ସେଠାର୍ ବସି ପଡନ୍ତୁ , କିଛି ନ ଥିଲେ ତଳେ ବସି ପଡନ୍ତୁ , ଯଦି କପଡା ଟାଇଟ୍ ଅଛି ତେବେ ତୁରନ୍ତ ଢିଲା କରିଦିଅନ୍ତୁ , ସର୍ଟର ଉପର ବଟନ ଖୋଲିଦିଅନ୍ତୁ , ଓ ଗଳାର ଟାଇ ପିନ୍ଧିଥିଲେ ବାହାର କରିଦିଅନ୍ତୁ ।

୫) ହାର୍ଟ ଆଟାକ୍ ଅନୁଭବ କଲେ ଜୋର୍ ଜୋର୍ ରେ ଗଭୀର ନିଶ୍ୱାସ ନିଅନ୍ତୁ , ଯେତେ ଗଭୀର ନିଶ୍ୱାସ ନେବେ ସେତେ ଆପଣଙ୍କୁ ଆରାମ୍ ମିଲିବ । ଓ ଅକ୍ସିଜେନ୍ ସେତିକି ମିଳିପାରିବ ।

୬) ୩୦୦ ଏମ୍ ଜି ଏସ୍ପ୍ରିନ୍ ଟାବଲେଟ୍ ତୁରନ୍ତ ଚୋବାଇନିଅନ୍ତୁ , ଓ ଯଦି କେଉଁ ବ୍ୟକ୍ତିକୁ ପ୍ରଥମ ହାର୍ଟ ଆଟାକ୍ ଆସୁଛି , ତେବେ ବ୍ଲଡ୍ ପ୍ରେସର୍ ରୋଗୀ ହୋଇଥିଲେ ତାକୁ ୨-୩ ଟି ଏସ୍ପ୍ରିନ୍ ଟାବଲେଟ୍ ରଖିବା ଜରୁରୀ , ଯଦି ଆପଣଙ୍କ ପାଖରେ ସେହି ଟାବଲେଟ୍ ନାହିଁ , ତେବେ ଆଖପାଖ ଲୋକଙ୍କୁ ତୁରନ୍ତ ସାହାଯ୍ୟ ମାଗିନିଅନ୍ତୁ ।

୭) ଏସ୍ପ୍ରିନ୍ ତୁରନ୍ତ ପରେ ନାଇଟ୍ରୋଗ୍ଲୋସରିନ୍ ୧ ଟାବଲେଟ୍ ନିଜ ଜିଭର ତଳେ ରଖନ୍ତୁ , ଓ ତାକୁ ଚୁସନ୍ତୁ ,

୮) ଯଦି କଷ୍ଟ ଅଧିକା ହେଉଛି ତେବେ ୧୫ ମିନିଟ୍ ରେ ନାଇଟ୍ରୋଗ୍ଲିସରିନ୍ ଗୋଟେ ଟାବଲେଟ୍ ନେବା ସଠିକ୍ ହୋଇଥାଏ ।

Leave a Reply

Your email address will not be published. Required fields are marked *