June 20, 2024

Odia Express

Here, There and Everywhere

ମୁହଁରେ କ୍ୟାନ୍ସର ହେବା ପୁର୍ବରୁ ମିଳିଥାଏ ଏହି ସଙ୍କେତଗୁଡିକ , ଯିଏ ଅଣଦେଖା କରିଦେଲା ତ ଚାଲିଯାଏ ଜୀବନ…

କ୍ୟାନ୍ସର ବହୁତ ପ୍ରକାରର ହୋଇଥାଏ । କ୍ୟାନ୍ସର ଯଦି ମୁହଁର ଭିତରେ ହୋଇଥିବ , ତେବେ ମୁହଁର କ୍ୟାନ୍ସର କୁହାଯାଏ , ଯାହା ବିଷୟରେ ଆଜି ଆମେ କଥା ହେବାକୁ ଯାଊଛୁ , ଯଦି ମୁହଁର କ୍ୟାନ୍ସର ପତ୍ତା ପ୍ରାରମ୍ଭିକ ଅବସ୍ଥାରେ ଜଣାପଡିଯାଏ , ତେବେ ଏହାର ଚିକିତ୍ସା ସହଜରେ କରାଯାଇପାରିବ , କିନ୍ତୁ ଆରମ୍ଭରେ ଏହାର ପତ୍ତା ତେବେ ଜଣାପଡିଯାଏ ଯେବେ ଲୋକଙ୍କୁ ଏହାର ଲକ୍ଷଣ ବିଷୟରେ ଜଣାଥିବ  ଏହାର ଲକ୍ଷଣକୁ ଠିକ୍ ସେ ବୁଝନ୍ତୁ , ତେବେ ଆସନ୍ତୁ କ୍ୟାନ୍ସର ସହ ସେହି ସଙ୍କେତ ବିଷୟରେ ଜାଣିବା ଯାହା ଶରୀରରେ ପ୍ରଥମରୁ ସଙ୍କେତ ଦେଇଥାଏ , ଏଥିରେ ପ୍ରଥମ ସଙ୍କେତ ଅଟେ ।

ବେକ ପାର୍ଶ୍ୱରେ ଏକ ଗଣ୍ଠି ସଦୃଶ ଗୋଲାକାର ଗଣ୍ଠି ବାହାରିବା : ମୁହଁର ଭିତରେ କେଉଁ ଅଂଶରେ ଯେପରି ଗାଲ ଓ ଓଠର ଉପରେ ଏକ ଗଣ୍ଠି ନଜର ଆସିଲେ ତେବେ ଶିଘ୍ର କେଉଁ ଚିକିତ୍ସକଙ୍କ ପାଖକୁ ଯାଆନ୍ତୁ , ଓ ଏହି ଗଣ୍ଠିକୁ ଯାଞ୍ଚ କରନ୍ତୁ , ଏହି ଗଣ୍ଠି ମୁହଁର କ୍ୟାନ୍ସର ଯୋଗୁଁ ହୋଇଥାଏ ,

ମୁହଁ ସୁନ୍ନ ହୋଇଯିବା : ବହୁତଥର ମୁହଁର ଛାଲକୁ ଠିକ୍ କରିବାପାଇଁ ଚିକିତ୍ସକ ମୁହଁକୁ ସୁନ୍ନ କରିବାର ମେଡିସିନ୍ ଦିଅନ୍ତି , କିନ୍ତୁ ଯଦି ବିନା ମେଡିସିନ୍ ମୁହଁରେ ବାରମ୍ବାର ସୁନ୍ନ ହୋଇଯାଏ , ତେବେ ଯାଞ୍ଚ କରିନେବା ଉଚିତ୍ , କାରଣ ଏହା କ୍ୟାନ୍ସର ଲକ୍ଷଣ ବି ହୋଇପାରେ ,

ଲାଲ ଧଳା ଛାଲ : ବନ୍ଧୁ ଯଦି ଆପଣଙ୍କ ମୁହଁରେ ବାରମ୍ବାର ଲାଲ ଓ ଧଳା ରଙ୍ଗର ଛାଲ ବାହାରୁଛି , ତେବେ ଏହା ଲମ୍ବା ସମୟ ଠିକ୍ ହୋଇପାରୁନାହିଁ ତେବେ ଏହାର କାରଣ ମୁହ୍ଁରେ କ୍ୟାନ୍ସର ବି ହୋଇପାରେ , ଏହାପାଇଁ ତୁରନ୍ତ ଚିକିତ୍ସକଙ୍କୁ ଦେଖାନ୍ତୁ , ଓ ଏହାର ଯାଞ୍ଚକରନ୍ତୁ ।

Leave a Reply

Your email address will not be published. Required fields are marked *