March 3, 2024

Odia Express

News For Public

ଏହି କାମ କରିଲେ ଝିଅ ତୁରନ୍ତ କହିଦେବ – I Love You Too – ଏବେ ଜାଣିରଖନ୍ତୁ….

1 min read

ଭାରତରେ ସବୁଦିନ ହଜାର ପୁଅ ଝିଅ ଆଇ ଲଭ୍ ୟୁ କହିକରି ପ୍ରେମର ନିବେଦନ କରନ୍ତି , କିନ୍ତୁ ଏଥିରେ କେବଳ କିଛି ବଛାବଛା ଲୋକ ଝିଅର ମୁହଁରୁ ଆଇ ଲଭ୍ ୟୁ ଟୁ ଶୁଣୀବାକୁ ମିଳିଥାଏ , ଯେବେ କେଉଁ ଝିଅ ପ୍ରେମକୁ ପ୍ରତ୍ୟାଖାନ କରେ ତେବେ ପୁଅ ଉଦାସ ହୋଇଯାଏ , ଓ ଭାବିବାକୁ ଲାଗେ କି ତାର ମଧ୍ୟରେ ଏମିତି କଣ ଅଛି ଯାହାକି ଝିଅ ଆଇ ଲଭ୍ ୟୁ ଟୁ କହିଲା ନାହିଁ । ଆଜି ଆମେ ଆପଣଙ୍କୁ କିଛି ଏପରି ଟିପ୍ସ ଦେବୁ ଯାହା ଫଲୋ କରିବାପରେ ଝିଅ କେବେ ବି ପ୍ରେମର ନିବେଦନକୁ ପ୍ରତ୍ୟାଖାନ କରିବ ନାହିଁ ।

ଟିପ୍ସ ୧ : କେବେ ବି ଝିଅମାନେ ଆଇ ଲଭ୍ ୟୁ କରିବାରେ ବ୍ୟସ୍ତତା ରଖନ୍ତୁ ନାହିଁ , ବହୁତ ପୁଅ ଝିଅମାନଙ୍କୁ ଦେଖିବାକୁ ପାଗଳ ହୋଈଯାଆନ୍ତି , ଓ ବିନା ଭାବିଚିନ୍ତି ମୁହଁରେ ଆଇ ଲଭ୍ ୟୁ କହିଦିଅନ୍ତି , ଆପଣଙ୍କୁ ଏହା ବୁଝିବାକୁ ହେବ କି ଝିଅମାନେ ଆପଣଙ୍କ ଭଳି ଖୋଲା ବିଚାରର ନୁହନ୍ତି , ସେମାନେ ସବୁଜିନିଷ ଭାବିଚିନ୍ତି ଡିସିଜନ୍ ନିଅନ୍ତି , ଖାସ୍ କରି ଯେବେ ଆପଣଙ୍କ ଆଇ ଲଭ୍ ୟୁ ଶୁଣିବାର ଆଶା ନଥିବ , ସବୁଠାରୁ ପ୍ରଥମେ ଝିଅ ସହ ବନ୍ଧୁତାର ହାତ ବଢାନ୍ତୁ , ଓ ଯେବେ ଲାଗିବ କି ଝିଅ ଆପଣଙ୍କୁ ପସନ୍ଦ କରିବାକୁ ଲାଗିଲାଣି ତେବେ ଯାଇ ନିଜ ହୃଦୟର୍ କଥା କହିଦେବେ ।

ଟିପ୍ସ ୨  : ଝିଅମାନେ ଚାହଁନ୍ତି କି ଯେବେ କେଉଁ ପୁଅ ତାଙ୍କୁ ପ୍ରପୋଜ କରିବ ତେବେ ସେ ସମୟ ବହୁତ ସ୍ପେସାଲ୍ ହୋଇଥିବ , ଏମିତିରେ ଯଦି ଆପଣ ତାଙ୍କୁ ଫାଙ୍କା ସମୟରେ ଆଇ ଲଭ୍ ୟୁ କହିଦେଲେ ସେମାନେ ଭାବନ୍ତି କି ତାଙ୍କୁ ପ୍ରେମ ନିବେଦନ କରିବାରେ ସିରିୟସ୍ ନେସ୍ ନାହିଁ , ଏହାର ବିପରିତ ଯେବେ ଆପଣ କେଉଁ ଖାସ୍ ଅନ୍ଦାଜରେ ଯେପରି ବୋକେ ହେଉ କିମ୍ବା କିଛି ସ୍ପେଶାଲ୍ ଗିଫ୍ଟ ଦେଲେ ସେମାନେ ସେହି ରୋମାଣ୍ଟୀକ୍ ମାହୋଲ୍ ରେ ପ୍ରେମରେ ପଡିଯାଆନ୍ତି , ଓ ସେ ଆପଣଙ୍କୁ ଆଇ ଲଭ୍ ୟୁ ଠୁ କହିଦିଏ ।

ଟିପ୍ସ-୩ “ ଯେବେ କେଉଁ ଝିଅ ଆଇ ଲଭ୍ ୟୁ କହିବାକୁ ଚାହୁଁଛନ୍ତି ଏବେ ଏହି ବିଷୟରେ ହିଂଣ୍ଟ ଦିଅନ୍ତୁ , ତାହାର ଏକ୍ସଟ୍ରା ଦାୟିତ୍ୱ ରଖନ୍ତୁ କିମ୍ବା ସ୍ପେସାଲ୍ ଫିଲ୍ କରାନ୍ତୁ , କେବେ କେବେ ଉପହାର ଦିଅନ୍ତୁ , ଏହି ପରି ଆପଣ ଝିଅର ରିଆକ୍ସନ୍ ଷ୍ଟଡି କରିପାରିବେ , ଓ ସେହି ଅନୁସାରେ ଆଇ ଲଭ୍ ୟୁ କହିବାର ସଠିକ୍ ସମୟ ତୟ କରିପାରିବେ ।

ଟୀପ୍ସ-୪ : ଯଦି କେଉଁ ଝିଅ ଆପଣଙ୍କ ପ୍ରେମକୁ ପ୍ରତ୍ୟାଖାନ କରିଦିଏ ତେବେ ନାରାଜ୍ ହୁଅନ୍ତୁ ନାହିଁ , ବରଂ ତାହାର ସହ ଭଲ କଥାବାର୍ତ୍ତା ହୁଅନ୍ତୁ ଓ ମାନ ସମ୍ମାନ କରନ୍ତୁ , ଏମିତି କରିଲେ ସେ ଆପଣଙ୍କୁ ଖରାପ ଫିଲ୍ମ କରିବ ନାହିଁ , ଓ ହୋଇପାରେ ସେ ଭବିଷ୍ୟତରେ ଆପଣଙ୍କ ପ୍ରେମକୁ ବୁଝିପାରୁ ଓ ନିଜେ ଆସି କହିପାରେ ଆଇ ଲଭ୍ ୟୁ ।

 

 

Leave a Reply

Your email address will not be published. Required fields are marked *