March 3, 2024

Odia Express

News For Public

ଜୀବନସାଥୀ ଙ୍କୁ ସବୁବେଳେ ଖୁସିରେ ରଖନ୍ତି ଏହି ନାମର ଝିଅମାନେ , ପୁଅମାନେ ଜାଣିନିଅନ୍ତୁ ଏମାନଙ୍କ ନାଁ…

1 min read

ହିନ୍ଦୁ ଧର୍ମର ଶାସ୍ତ୍ରରେ ନାଁ ବହୁତ ବଡ ମହତ୍ତ୍ୱପୁର୍ଣ୍ଣ ହୋଇଥାଏ , କୁହନ୍ତି କି ବ୍ୟକ୍ତିର ସ୍ୱଭାବ ତାର ନାଁ ସହ ମିଶିଥାଏ , ଏମିତିରେ ନାଁର ଆପଣଙ୍କ ଉପରେ ବହୁତ ବଡ ପ୍ରଭାବ ପକାଇଥାଏ , ଆଜି ଆମେ ଆପଣଙ୍କୁ ସେହି ଝିଅମାନଙ୍କ ବିଷରେ କହିବାକୁ ଯାଉଛୁ , ଯିଏ ନିଜ ପ୍ରେମରୁ ପୁରା ପରିବାର ବାନ୍ଧିକରି ରଖନ୍ତି ।ମାନାଯାଏ କି ଏମିତି ଝିଅ ବହୁତ କମ୍ ଲୋକଙ୍କୁ ମିଳିଥାଏ , ଯାହାଙ୍କୁ ମିଳିଥାଏ ତାଙ୍କ ଜୀବନଶୈଳୀ ବଦଳିଯାଏ , ଶାସ୍ତ୍ରରେ କୁହାଯାଇଛି କି କେଉଁ ନାଁର ଝିଅ ଭାଗ୍ୟଶାଳି ହୋଇଥାନ୍ତି , ତେବେ ଆସନ୍ତୁ ଜାଣିବା କେଉଁ ଦୁଇ ରାଶିର ନାଁ ବାଲା ଝିଅ ଅଛନ୍ତି ଯାହାଙ୍କ ଭାଗ୍ୟରେ ବଦଳିଥାଏ ।

S ନାଁର ଝିଅମାନେ : ହଁ ଆଜ୍ଞା ଯେଉଁ ଝିଅମାନଙ୍କର ଏହି ଅକ୍ଷରରୁ ନାଁ ଆରମ୍ଭ ହୋଇଥାଏ , ସେମାନେ ପ୍ରେମର ମାମଲାରେ ବହୁତ ଗମ୍ଭିର ହୋଇଥାନ୍ତି , ଏମାନେ ନିଜ ପାର୍ଟନରକୁ ନେଇକରି ବହୁତ ପଜେଟିଭ୍ ରୁହନ୍ତି , ଯାହା ସହ୍ ସେମାନେ ରିଲେସନସିପ୍ ରେ ରୁହନ୍ତି , ସେମାନେ ଗମ୍ଭୀରତା ସହ ରୁହନ୍ତି , ଏମାନେ ନିଜ ଜୀବନସାଥୀର ବହୁତ ଦାୟିତ୍ୱ ନେଇଥାନ୍ତି କହିଦେବୁ କି ଏମିତି ଝିଅ ସୁନ୍ଦର ହେବା ସହ ଭାଗ୍ୟବାନ ହୋଇଥାନ୍ତି ।

A ନାମକ ଝିଅମାନେ : ଯେଉଁ ନାଁର ଝିଅମାନଙ୍କର ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ , ସେମାନେ ବହୁତ ଗମ୍ଭୀର ହୋଇଥାନ୍ତି , ଯେଉଁ ବ୍ୟକ୍ତିଙ୍କୁ ଭଲ ପାଆନ୍ତି , ସେମାନଙ୍କ ଜୀବନଶୈଳୀ ବଦଳିଯାଏ , ଏହି ଅକ୍ଷରର ଝି ନିଜ ପରିବାରର କଥା ମାନିବାର ଗୁଣ ଅଛି , ଏମାନେ ପ୍ରେମର ସହ ପରିବାର ଦାୟିତ୍ୱ ନେଇଥାଣ୍ତି । ଏହି ନାଁର ଝିଅମାନେ ବହୁତ ସୁନ୍ଦର ଓ ପ୍ରଭାବଶାଳୀ ହୋଇଥାନ୍ତି , ଏହି ଅକ୍ଷରର ଝିଅ ବହୁତ ରୋମାଣ୍ଟିକ୍ ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *