March 3, 2024

Odia Express

News For Public

ସୁନାରୁ ଦାମିକା ଏହି ଜିନିଷକୁ ସମସ୍ତେ ଭାବନ୍ତି ଅଳିଆ , କିନ୍ତୁ ସତ୍ୟତା ଜାଣିଲେ ଆପଣ ଚମକି ଉଠିବେ…

କମଳାକୁ ସମସ୍ତେ ପସନ୍ଦ କରନ୍ତି , କିନ୍ତୁ ଅଧିକାଂଶ ଲୋକ ଏହାକୁ ଖାଇକରି ଏହାର ଚୋପାକୁ ଫିଙ୍ଗିଦିଅନ୍ତି , କାରଣ ସେ ଜାଣନ୍ତି ନାହିଁ  ଏଥିରେ କିପରି ଗୁଣ ଅଛି । ଏହାର ସତ୍ୟତା ଏହା କି ଏଥିରେ ଏତେ ଫାଇଦା ଅଛି ଯାହା ସମସ୍ତେ ଏହି କଥାକୁ ଶୁଣିକରି ଚୁପ୍ ହୋଇଯିବ , ଏକ ପ୍ରକାରର ଏହି ଚୋପାକୁ ସୁନାର ଦାମ୍ ରୁ କମ୍ ନୁହେଁ । ଆସନ୍ତୁ ଜାଣିବା କିପରି ।କମଲାର ଚୋପା ଆପଣଙ୍କ ପାଚନକ୍ରିୟା ଭଲ କରିବାର ସହ ମେଟାବଲିଜିମ୍ ଗତି ବଢାଇଥାଏ , ଯାହା ମୋଟାପା ଓ କୋଲେଷ୍ଟ୍ରୋଲ୍ ଆଦି ସମସ୍ୟାରୁ ଦୁରେଇ ରଖେ , କମଳାର ଚୋପା ଏସିଡିଟି ,ହାର୍ଟବର୍ଣ୍ଣ , ମତଲି, ବାନ୍ତି ଆସିବାର ସମସ୍ୟାକୁ ଦୁର କରିଥାଏ , ଏହି ଚୋପା ଆଷ୍ଟିୟୋପୋରେସିସ୍, କୋଲୋନ୍, କ୍ୟାନ୍ସର ପରି ରୋଗ ସହ ଲଢିବାରେ ସାହାଯ୍ୟ୍ କରେ,  ତାହା ସହ ଲିଭରକୁ ସୁସ୍ଥ୍ୟ ରଖିକରି ଭଲ କାର୍ଯ୍ୟ କରିଥାଏ , କମଲାର ଚୋପାରେ ଫ୍ଲେବେନୋଇଡସ୍ ପ୍ରଚୁର ମାତ୍ରା ମିଳିଥାଏ ।

ଏଥିରେ ଭିଟାମିନ୍ ସି ହେବା କାରଣରୁ ରୋଗ୍ ପ୍ରତିରୋଧକ କ୍ଷମତା ବଢାଇଥାଏ , ତାହା ସହ ତ୍ୱଚାପାଇଁ ଭଲ ହୋଇଥାଏ , ଯଦି ଆପଣଙ୍କ ଚେହେରାରେ କଳାଦାଗ ଅଛି ତେବେ କମଳାର ଚୋପାକୁ ସୁଖାଇକରି ରଗିଡିବା ଦରକାର,  ଏହା ଦ୍ୱାରା ତ୍ୱଚା ସଫା ବିନା ଦାଗ ଓ ଚମକଦାର ହୋଇପାରିବ,

ନୋଟ୍ : ଏହି ଆର୍ଟିକିଲ୍ ରେ ଦିଆଯାଇଥିବା ତଥ୍ୟ ରିସର୍ଚ ଉପରେ ଆଧାରିତ ଅଛି , ଏହାକୁ ନେଇକରି ଆମେ ଦାବି କରୁନୁ କି ପୁରା ତଥ୍ୟ ସଠିକ୍ ଅଛି,  ଏହାକୁ ଆପଣାଇ ବା ପୁର୍ବରୁ ସଂବନ୍ଧିତ କ୍ଷେତ୍ରର ବିଶେଷଜ୍ଞଙ୍କ ଉପଦେଶ ନିଅନ୍ତୁ ।ତେବେ ଏହି ପରି ସବୁଦିନ ଖବର ଜାଣିବା ପାଇଁ ଆମକୁ ଲାଇକ ଓ ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *