May 26, 2024

Odia Express

News For Public

୧୪ ମାର୍ଚ୍ଚ ୨୦୨୦ ଶନିବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ଆଜି ଶନି ରକ୍ଷା କରିବେ ଏହି ୪ ଟି ରାଶିର ଭାଗ୍ୟ , ସବୁ କାମରେ ମିଳିବ ଅପାର ସଫଳତା

ମେଷ ରାଶି : ଆଜି ଆପଣଙ୍କ ସହ କାମ କରିବା ଲୋକ ସାହାଯ୍ୟ କରିବେ , ଯଦି ଆପଣ କେଉଁ ବିଜନେସ୍ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ଆଜିର ଦିନ ଆପଣଙ୍କ ପାଇଁ ବହୁତ ଶୁଭ ରହିବ , ଗତ କିଛି ସମୟରୁ ଚାଲିଆସୁଥିବା ଅସୁବିଧା ଶେଷ ହୋଇଯିବ , ଆଖପାଖ କିଛି ଲୋକ ଆପଣଙ୍କ ବିରୋଧ କରିପାରିବେ , ବ୍ୟର୍ଥ ବାଦ ବିବାଦରୁ ବଞ୍ଚିବେ ତେବେ ଭଲ ରହିବ । ଆର୍ଥିକ ରୁପ ରୁ ଆପଣ ବହୁତ ସକ୍ଷମ ରହିବେ , କେଉଁ ମହତ୍ତ୍ୱପୁର୍ଣ୍ନ ବିଷୟରେ ଜୀବନସାଥୀ ଉପଦେଶ ନେଇପାରିବେ ।

ବୃଷ ରାଶି : ଆଜି ଆପଣଙ୍କ ପାଇଁ ସବୁ ଗ୍ରହ ଆପଣଙ୍କ ପକ୍ଷରେ ରହିବେ , କେଉଁ ନୁଆ ସଂବନ୍ଧ ହୋଇପାରେ , ଯାହା ଆପଣଙ୍କୁ ନୁଆ ଉର୍ଜା ଅନୁଭବ କରିବେ ,କାହା ସହ  ବାଦ ବିବାଦରେ ପଡନ୍ତୁ ନାହିଁ , ଘରେ ବ୍ୟର୍ଥ କଥାରୁ ଯୁକ୍ତି ହୋଇପାରେ,  ଯେଉଁଥିରେ ପରିଜନଙ୍କ ପ୍ରତି ମନ ଖରାପ ହେବ , ଆଜି ଛୁଆ ଖେଳକୁଦରେ ବ୍ୟସ୍ତ ହେବେ , ଅଲଗା ସମସ୍ୟା ବୁଝାମଣା କରିବାରେ ଖୁସି ଅନୁଭବ କରିବେ , ବିବାହର ପ୍ରସ୍ତାବ ରଖିପାରିବେ , ସ୍ୱାସ୍ଥ୍ୟକୁ ନେଇକରି ଚିନ୍ତିତ୍ ରହିବେ ।

ମିଥୁନ ରାଶି : ଆଜିର ଦିନ ସାମାନ୍ୟ ରହିବ । ଚାକିରି ସ୍ଥିତି ଭଲ ରହିବ , ଆପଣଙ୍କୁ ଆପଣଙ୍କ ବିଜନେସ୍ ରେ ଡିଲ୍ ପାଇଁ ଏପଟ ସେପଟ ହେବାକୁ ପଡିପାରେ , ବ୍ୟସ୍ତତାପୁର୍ଣ୍ଣ କାର୍ଯ୍ୟରେ କ୍ଷତି ହୋଇପାରେ , ଅଧିକା ପଇସା ଖର୍ଚ୍ଚ କରନ୍ତୁ ନାହିଁ , ମହିଳାଙ୍କ ଉପଦେଶ ମହତ୍ତ୍ୱପୁର୍ଣ୍ନ କାର୍ଯ୍ୟରେ ପ୍ରଭାବକାରୀ ରହିବ , ଆର୍ଥିକ ଲାଭ ପାଇବାପାଇଁ ଆପଣଙ୍କୁ ଅଧିକା ପରିଶ୍ରମ କରିବାକୁ ପଡିବ , ଆପଣଙ୍କ ପରିଶ୍ରମ ସଫଳ ହେବ , ଲଭ୍ ଲାଇଫ୍ ରେ କେଉଁ କଥାକୁ ନେଇକରି ମତଭେଦ ହୋଇପାରେ ।

କର୍କଟ ରାଶି : ଆଜି ପୁରୁଣା ବନ୍ଧୁଙ୍କ ସହାୟତାରେ ଆପଣ କେଉଁ ବଡ ସମସ୍ୟା ସହଜରେ ବାହାରିପାରିବେ , ଜୀବନସାଥିଙ୍କ ସ୍ୱାସ୍ଥ୍ୟକୁ ନେଇକରି ଚିନ୍ତିତ ରହିବେ , କାର୍ଯ୍ୟସ୍ଥଳରେ ଆପଣଙ୍କ ବଚସ୍ୱ ରହିବ , କିନ୍ତୁ ଏହି କଥାକୁ ଧ୍ୟାନ ରଖିବେ କି ଆପଣ ଅଡିଆଳପଣ ଆପଣାନ୍ତୁ ନାହିଁ , ବିଦ୍ୟାର୍ଥୀଙ୍କୁ କଡା ପରିଶ୍ରମ କରିବାକୁ ହେବ , ଭଲ ପରିଣାମ ପ୍ରାପ୍ତ କରିବେ , ମର୍ଣ୍ଣିଙ୍ଗ୍ ୱାର୍କ କରନ୍ତୁ , ସ୍ୱାସ୍ଥ୍ୟ ଭଲ ରହିବ , ସବୁ କ୍ଷେତ୍ରରେ ସଂଘର୍ଷ କରିବାକୁ ହେବ , ସଂଘର୍ଷ କରିବାକୁ ହେବ , ଆୟର ସାଧନ ଅସ୍ଥିର ରହିବ ।

ସିଂହ ରାଶି : ଆଜି ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ମିଳିବ , ଆଜି ବହୁତ ଆଶ୍ୱସ୍ତ ହେବେ , ଓ ନିଜ ଶକ୍ତିରେ ବୃଦ୍ଧି ଘଟିବ , ଆଜି ଆପଣ ନିଜ ଖାଦ୍ୟପେୟ ଉପରେ ଟିକିଏ କାବୁ କରନ୍ତୁ , କାମର ପ୍ରତି ସମର୍ପଣ ହେବାରୁ ଅଧିକାରୀ ଓ ବଡ ଲୋକ ବି ଇମ୍ପ୍ରେସ୍ ହେବେ , ଆଜି ଆପଣ କିଛି ଖାସ୍ ସଂମ୍ପର୍କକୁ ମଜବୁତ୍ କରିବାରେ ଚେଷ୍ଟା କରନ୍ତୁ , ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ଦିନ ପ୍ରଗତି କାରକ ଅଟେ, ସମାଜ ଓ କାର୍ଯ୍ୟ କ୍ଷେତ୍ରରେ ସମ୍ମାନ ମିଳିବ ।

କନ୍ୟା ରାଶି : ଆୟର ଅଭାବ ଓ ଖର୍ଚ୍ଚର ଅଧିକତା ସ୍ଥିତି ହୋଇପାରେ , ଜାଗା ସଂବନ୍ଧିତ ବିଜନେସ୍ କରୁଥିବା ଲୋକଙ୍କୁ ଫାଈଦା ହେବାର ଯୋଗ ହେବ , ନିଜ ଭାଇ ଭଊଣୀଙ୍କ କାରଣରୁ ଆର୍ଥିକ ଲାଭ ପ୍ରାପ୍ତ କରିବେ , ପ୍ରେମ ସଂବନ୍ଧରେ ସଫଳତା ମିଲିବ , ମନ୍ଦିରରେ ଘିଅର ଦିପ ଲଗାନ୍ତୁ , ଭାଗ୍ୟର ସହଯୋଗ ମିଳିବ , ରାଜନୀତି ଲୋକ ନିଜ କାର୍ଯ୍ୟରେ ଉଚ୍ଚ ନେତାଙ୍କୁ ଖୁସି କରାଇବେ , ମାତାଙ୍କ ଆଶିର୍ବାଦ ପ୍ରାପ୍ତି କରିବେ , ଆଶିର୍ବାଦରୁ କଲ୍ୟାଣ ହେବ ।

ତୁଳା ରାଶି : ଆଜି ଆପଣଙ୍କ ଜୀବନରେ ଅଚାନକ କିଛି ବଡ ପରିବର୍ତ୍ତନ ଆସିପାରେ , ଆପଣ ନିଜ ବୁଝାମଣାରୁ ସମସ୍ୟାର ସମାଧାନ ସହଜରେ କରିପାରିବେ , ନିଜ ବିଜନେସ୍ ପାର୍ଟନର ସହ ପାଟିତୁଣ୍ତ କାରଣରୁ ଚିଡଚିଡାପଣ ଅନୁଭବ କରିବେ , ଏହି ରାଶିର ଲୋକ ଆଗକୁ ଯାଇକରି ବହୁତ ସାରା ଖୁସି ମିଳିବ , ମନରେ ପ୍ରଶଂସା ପାଇବାର ଇଚ୍ଛା ଆସିପାରେ , ନିଜ କଥାକୁ ସଫା ଭାବରେ କହିବେ , ମାତାପିତାଙ୍କ ସଂବନ୍ଧରେ ସୁଧାର ଆସିବ ।

ବିଛା ରାଶି : ଆଜି ଆପଣ ଅନାବଶ୍ୟକ କଥାରେ ପଡନ୍ତୁ ନାହିଁ , ଆପଣଙ୍କ ସ୍ୱାସ୍ଥ୍ୟରେ ବହୁତ ସୁଧାର ଆସିବ , ଯଦି ଆପଣ ବହୁତ ଦିନରୁ କାମ କାର୍ଯ୍ୟରେ ଅସୁବିଧା ଅନୁଭବ କରୁଛନ୍ତି ତେବେ ଆଜିର ଦିନ ଆଶ୍ୱସ୍ତି ପାଇବେ , ରୋମାଣ୍ଟିକ୍ ସଂବନ୍ଧରେ ନୁଆ ଗତି ଆସିପାରେ , ବିଜନେସ୍ ରେ ଫାଇଦା ଓ ଚାକିରି ପେଶା ଲୋକଙ୍କୁ ଅଧିକାରୀ ସାହାଯ୍ୟ ମିଳିପାରେ , କୋର୍ଟ କଚେରି ମାମଲାରେ ଅସୁବିଧାର ସାମ୍ନା କରିବାକୁ ପଡିପାରେ , ଦାମ୍ପତ୍ୟ ଜୀବନରେ ମାଧୁର୍ଯ୍ୟତା ରହିବ ।

ଧନୁ ରାଶି : ବେପାର ଚାକିରି ଓ ଶିକ୍ଷା କ୍ଷେତ୍ରରେ ଆପଣଙ୍କୁ ନୁଆ ସଫଳତା ମିଳିବ , ଧନୁ ରାଶିର ଲୋକେ କମାଇବାପାଈଁ ନୁଆ ସ୍କିଲ୍ସ ଶିଖିବେ , କାର୍ଯ୍ୟକ୍ଷେତ୍ରରେ ଆପଣ ଭଲ କାମ କରିବେ , ଛୁଆଙ୍କ ସହ ସମୟ ଅତିବାହିତ କରିବେ , କେଉଁ କାମକୁ ଲିଡ୍ କରିବେ ତାହା ଆପଣଙ୍କ ପାଇଁ ଭଲ ରହିବ , ବଡ ଲୋକଙ୍କ ସହ ସାକ୍ଷାତ କରିବାର ଅବସର ଆସିବ ଯାହାର ଲାଭ ଭବିଷ୍ୟରେ ମିଲିବ , ଛୁଆଙ୍କ ସ୍ୱାସ୍ଥ୍ୟକୁ ନେଇକରି ଚିନ୍ତିତ୍ ରହିବ , ଆପଣଙ୍କ କାର୍ଯ୍ୟକ୍ଷମତାରେ ବୃଦ୍ଧି ରହିବ ।

ମକର ରାଶି : ଘର ପରିବାରର ସମସ୍ୟା ରହିବ , ଆପଣଙ୍କ ଆକ୍ରମକତା ଓ ରାଗର କାରଣରୁ ସମସ୍ୟା ଆସିପାରେ , ଆପଣଙ୍କୁ ଆର୍ଥିକ ରୁପରେ ମଜବୁତ୍ ହେବାରେ ସାହାଯ୍ୟ ମୀଳିବ , ସ୍ତ୍ରୀଙ୍କ ସହଯୋଗ ମିଳିବ , ନିଜ ଅଭ୍ୟାସ ସୁଧାରିବାକୁ ଚେଷ୍ଟା କରିବେ , ବିଗିଡିଥିବା ସଂମ୍ପର୍କରେ ସୁଧାର ଆସିବ , ଶନିଙ୍କ ସ୍ରୋତ୍ ପାଠ କରନ୍ତୁ , ଆପଣଙ୍କ ସହ ସବୁ ଭଲ ରହିବ , ଆପଣଙ୍କୁ ନିଜ ଖରାପ ଅଭ୍ୟାସରୁ ନିୟନ୍ତ୍ରଣ ରଖିବାକୁ ହେବ , ଦାମ୍ପତ୍ୟ ଜୀବନରେ କ୍ରୋଧର ସ୍ଥାନ ଆଣିବାକୁ ଦିଅନ୍ତୁ ନାହିଁ ।

କୁମ୍ଭ ରାଶି : ଶନିଦେବଙ୍କ କୃପାରୁ ଆଜି ଆପଣଙ୍କୁ ମନମୁତାବିକ ଇଚ୍ଛା ପୁରା ହେବାକୁ ଯାଉଛି , କେଉଁ ଅଦରକାରୀ ଖର୍ଚ୍ଚକାରଣରୁ ଚିଡଚିଡା ରହିବେ , ଆପଣଙ୍କ ବିଚାରରେ ସକରାତ୍ମକ ପରିବର୍ତ୍ତନ ଆସିବ , ଆଜିର କରାଯାଇଥିବା ଫଇସଲା ଲମ୍ବା ସମୟ ଯାଏଁ ପ୍ରଭାବ ଦେଖାଇବ , ଫାଇଦାଦାୟକ ଲୋକ ଆପଣଙ୍କୁ ଅଚାନକ ଦେଖା କରିପାରନ୍ତି । ଘରୋଇ ସାମାନ୍ କିଣାକିଣିରେ ସୁଖ ସୁବିଧା ବଢିଲେ ଖର୍ଚ୍ଚ ହେବ , ଅଶ୍ୱତଥ ଗଛକୁ ପ୍ରଣାମ କରନ୍ତୁ , ଆପଣଙ୍କ ଜୀବନରେ ବହୁତ ଲାଭ ପାଇବେ ।

ମୀନ ରାଶି : ଆଜି ଅଚାଣକ ଆପଣଙ୍କୁ ଭାରି ଧନ ଲାଭ ମିଳିବାର ସଂମ୍ଭାବନା ଅଛି , କାରୋବାରୀ ଲୋକଙ୍କୁ ଅଧିକା ପଇସା କମାଈବାର ନୁଆ ବେପାର ଖୋଜିବେ , ନିଜ ସଂମ୍ପର୍କୀୟଙ୍କ ମାଧ୍ୟମରେ ବଡ କାର୍ଯ୍ୟ ସଂମ୍ପାଦିତ କରିବେ , ଖର୍ଚ୍ଚ କରୁଥିବା ମାମଲାରେ ମନରେ ନିୟନ୍ତ୍ରଣ ରଖିବାରେ ଚେଷ୍ଟା କରିବେ , ସକରାତ୍ମକ ବିଚାରକୁ ବନାଇ ରଖନ୍ତୁ , ଓ ଆଜି ନକରାତ୍ମକ ରୁ ଦୁରେଇ ରହିବେ , ତେବ୍ ଭଲ ରହିବ , ମ୍ୟାଥ୍ ଷ୍ଟୁଡେଣ୍ଟଙ୍କ ପାଇଁ ଦିନ ଭଲ ଅଛି , କେଉଁ ପ୍ରଶ୍ନରେ ଆସୁଥିବା ସମସ୍ୟାର ସମାଧାନ ହୋଇଯିବ ।

Leave a Reply

Your email address will not be published. Required fields are marked *