November 28, 2023

Odia Express

News For Public

ବାସ୍ତୁ ଦୋଷ ଘରକୁ ବନାଇଥାଏ କାଙ୍ଗାଳ , ଏହି କଥାକୁ ଧ୍ୟାନ ରଖିଲେ ହୋଇଯିବେ ମାଲାମାଲ୍….

1 min read

ଯେଉଁ ଘରେ ବାସ୍ତୁ ଦୋଷ ହୋଇଥାଏ ସେହି ଘରେ କେବେ ବି କାମ ସଠିକ୍ ତରିକାରେ ହୋଇପାରେ ନାହିଁ , ବାସ୍ତୁଦୋଷର କାରଣରୁ ଘରେ ନକରାତ୍ମକ ଉର୍ଜା ସଂଚାର ହୋଇଥାଏ , ଏହି ନକରାତ୍ମକ ଉର୍ଜା ଆପଣଙ୍କ ସବୁ କାମରେ ବାଧା ଦେଇଥାଏ , ଏହି କଥାରେ କିଛି ବି ଫରକ ପଡେ ନାହିଁ । ଆପଣ ନିଜ ଘରେ ରହୁଛନ୍ତି କି ଭଡା ଘରେ , ବାସ୍ତୁ ଦୋଷ ସବୁ ଜାଗା ସମାନ ରୁପରେ କାମ କରିଥାଏ , ବାସ୍ତୁ ଦୋଷ କାରଣରୁ ବ୍ୟକ୍ତି କେଉଁ କାମରେ ସଫଳତା ପାଇନଥାଏ , ଏହା ସହ ବ୍ୟକ୍ତି ଓ ତାର ପରିବାର ବାଲାଙ୍କ ଉପରେ ଗମ୍ଭିର ରୋଗ ଶିକାର ହୋଇଥାନ୍ତି , ବାସ୍ତୁ ଦୋଷ ଦୁର୍ କରିବାକ୍ ହେଲେ କିଛି ଉପାୟ କୁହାଯାଈଛି , ଏହି ସହଜ ଉପାୟକୁ ଆପଣାଇ ସହଜରେ ବାସ୍ତୁଦୋଷରୁ ମୁକ୍ତିପାଇପାରିବେ , କିଛି ଖାସ୍ କଥା ଅଛି ଯାହାକୁ ଧ୍ୟାନ ରଖିଲେ ପୁରା ପରିବାରକୁ ଶୁଭ ଫଳ ମିଳିଥାଏ , ଓ ସବୁ ଅଟକିଥିବା କାମ ପୁରା ହେବାକୁ ଲାଗେ , ଏଥିରେ ଭାଗ୍ୟ ବି ଖୋଲିଯାଏ , ଓ କିଛି ଦିନ ମଧ୍ୟରେ ମାଲାମାଲ୍ ହୋଇଯାଆନ୍ତି ।

ରଖନ୍ତୁ ଏହି ବାସ୍ତୁ ନିୟମଗୁଡିକ ସଠିକ୍ ପାଳନ :

୧) ଘରର ମୁଖ୍ୟ ଦ୍ୱାର ସବୁବେଳେ ସଫା ସୁତୁରା ରଖିବା ଉଚିତ୍ , ତାହା ସହ ରାତିରେ ପର୍ଯ୍ୟାପ୍ତ ରଶ୍ମୀ ଆସିବା ଉଚିତ୍ , ଏଥିରେ ସକରତ୍ମକ ଉର୍ଜା ପ୍ରବାହ ହୋଇପାରେ ।

୨) ଘରର ପ୍ରବେଶ ଦ୍ୱାରର କାଠର ଚଉକାଠ ଟିକିଏ ଉଚ୍ଚା ହେବା ଉଚିତ୍ , ଏହା ବାହାର ଆଡୁ ଅଳିଆ ଭିତରକୁ ଆସିପାରେ ନାହିଁ , ଅଳିଆ କାରଣରୁ ବାସ୍ତୁ ଦୋଷ ହୋଇଥାଏ ।

୩) ଘରର ମୁଖ୍ୟଦ୍ୱାରରେ ଗଣେଷଙ୍କ ଷ୍ଟିକର୍ ଲଗାନ୍ତୁ , ଏହା ଛଡା ଆପଣ କବାଟରେ ଓଁ ଲେଖିପାରିବେ , କବାଟରେ ଶୁଭ ଚିହ୍ନ ବନାଇଲେ ଦେବୀ ଦେବତାଙ୍କ କୃପା ମିଳେ ।

୪) ଘରର ନେତୃତ୍ୟ କୋଣ ମାନେ ଦକ୍ଷିଣ-ପଶ୍ଚିମ ଦିଗରେ କେବେ ବି ଅନ୍ଧଜାର ରଖିବେ ନାହିଁ , ସେମିତି ଘରର ବାୟବୟ କୋଣରେ ଆଲୋକର ବଲବ ଲଗାଇବା ଉଚିତ୍ ନୁହେଁ ।

୫) ଯେତେ ହୋଇପାରିବ ଘରେ ଶାନ୍ତି ବଜାୟ ରଖନ୍ତୁ , ଅଶାନ୍ତି ହେଲେ ନକରାତ୍ମକ ଉର୍ଜା ଆସିଯାଏ,  ଘରେ ଲଢେଇ ଝଗଡା କରିଲେ ବାସ୍ତୁ ଦୋଷ ବଢିଥାଏ ,

୬) ଘରର ପାଖରେ କେଉଁ ସୁଖିଲା କିମ୍ବା ଭଙ୍ଗା ଗଛ ଅଛି ଯଦି ତୁରନ୍ତ କାଟିଦିଅନ୍ତୁ , ଏହା କାରଣରୁ ବାସ୍ତୁଦୋଷ ଉପରେ ପ୍ରଭାବ ପଡିଥାଏ ।

Leave a Reply

Your email address will not be published. Required fields are marked *