February 21, 2024

Odia Express

News For Public

ଏହି ଲୋକ ଭଉଣୀ କୁ ବିବାହ କଲେ ୧୦୦୦ କୋଟି ଯୌତୁକରେ ଦେବ ନାନାଶାହ କିମ୍ ଜଙ୍ଗ୍ – କିନ୍ତୁ ରଖିଛନ୍ତି ଏହି ସର୍ତ୍ତ ଯାହାକୁ ଶୁଣିବା ମାତ୍ରେ ହୋଇଯିବେ ଚକିତ…

ଭଉଣୀ ଓ ଝିଅର ବିବାହର ଚିନ୍ତା କେବଳ ଭାରତରେ ନୁହେଁ ବରଂ ଦୁନିଆଁର ସବୁ ମଣିଷକୁ ହୋଇଥାଏ , ସେ ଧନୀ ହେଉ କିମ୍ବା ଗରିବ , ସବୁ ନିଜ ଭଉଣୀ ଓ ଝିଅର ପାଇଁ ଭଲ ଅପସନ୍ ଅପେକ୍ଷାରେ ଥାନ୍ତି , ଯାହା ଦ୍ୱାରା କିଛି ବି କଥାରେ ଚିନ୍ତା ନଥାଉ , କିଛି ଏପରି କଲେ ଉତ୍ତର କୋରିଆର ତାନାଶାହ ଜଣାଯାଉଥିବା କିମ୍ ଜଙ୍ଗ୍ ସେ ଯେବେ ନିଜ ୨୯ ବର୍ଷିୟ ଭଉଣୀର ବିବାହ କରିବାକୁ ଚାହିଁଲେ ତେବେ ନିଜ ଭିଣେଇଙ୍କୁ ୧୦୦୦ କୋଟି ଯୌତୁକ ଦେବ , କିନ୍ତୁ ଏହାପଛରେ ଏକ ସର୍ତ୍ତ ଅଛି , ଯଦି ଆପଣ ତାଙ୍କର ପୁରା ସର୍ତ୍ତ ପୁରା କରିବେ , ତେବେ ଆପଣ ଏହି ସ୍ୱୟଂବରରେ ଭାଗନେଇପାରିବେ , ଚାଲନ୍ତୁ ଜାଣିବା ଏହି କ୍ରୁର ତାନାଶାହ ନିଜ ଭଉଣୀ ପାଇଁ କେଉଁ ପୁଅ ଖୋଜୁଚି  । ଉତ୍ତର କୋରିଆର୍ କ୍ରୁର ତାନାଶାହ କିମ୍ ଜଙ୍ଗ୍ ନିଜ ଭଉଣୀ ପାଇଁ ପୁଅ ଖୋଜୁଛନ୍ତି , ସେ ନିଜ ଭଉଣୀ ପାଇଁ ବିବାହରେ ଦେବାକୁ ଥି୍ବା ଯୌତୁକ ଦେବାରେ ଘୋଷଣା କରିଛନ୍ତି ,

ଏବେ କିମ୍ ଜଙ୍ଗ୍ ନିଜ ଭଉଣୀକୁ ବାହା ହେବାପାଇଁ ଯେଉଁ ସର୍ତ ରଖିଛନ୍ତି ତାହା ପୁରା କରିବାକୁ ହେବ,  ଏହା ସହ ଯେତେ ବି ସର୍ତ୍ତ ଅଛି ତାହା ସବୁ କିମ୍ ଜଙ୍ଗ୍ ରଖିଛନ୍ତି , ତେବେ ଆସନ୍ତୁ ଜାଣିବା ସେହି ସର୍ତ୍ତ ଗୁଡିକ ଉପରେ ,ବରକୁ ୧୦୦୦ କୋଟି ଟଙ୍କା ନଗଦ ମିଳିବ , କିମ୍ ବିବାହରେ ନିଜ ଭୀଣେଇଙ୍କୁ କାର୍ ଉପହାର ବି ଦେବ , ନିଜ ଭିଣେଇଙ୍କୁ ସୁନାର କାର୍ ରେ ଉପହାର ଦେବ , ବରଯାତ୍ରୀଙ୍କୁ ମିଳିବ ସୁନାର ପଇସା , କନ୍ୟାର ବିଦାଇ ସୁନାର  ଡୋଲିରେ ହେବ , ରହିବାପାଇଁ ଏକ ଆଲିଶାନ୍ ମହଲ୍ ହେବ , ବରର କପଡା ସୁନାରେ ଜଡିତ ହେବେ , ଯୌତୁକରେ ମିଳିବ ସୁନାର ବାସନ ।

ପୁଅଟି ପ୍ୟାଙ୍ଗୟାଙ୍ଗରେ ବିଶ୍ୱବିଦ୍ୟାଳୟରେ ସ୍ନାତକ ହେବା ଆବଶ୍ୟକ , ଲମ୍ବା ୫ ଫୁଟ୍ ୧୦ ଇଞ୍ଚ ହେବା ଆବଶ୍ୟକ,  ପୁଅ ସେନାର ପୃଷ୍ଠଭୁମି ହେବା ଆବଶ୍ୟକ , ସେନାରେ ଚାକିରି କରିଥିବେ , ପୁଅ ରଙ୍ଗ ଗୋରା ଓ ସିକ୍ସ ପ୍ୟାକ୍ ଆବସ୍ ହେବା ଜରୁରି , ଚେହେରାରେ କେଉଁ ଦାଗ କିମ୍ବା ଆଘାତ ହୋଇନଥିବ , ଶରୀରର ଓଜନ ୬୪ କେଜି ହେବା ଦରକାର,  ପୁଅର କାହା ସହ କିଛି ଚକ୍କର ଚାଲିବ ନାହିଁ , ଏବେ ଯଦି କେଉଁ ପୁଅ କ୍ରୁର  ତାନାଶାହ ଙ୍କ ଭଉଣୀଙ୍କୁ ଲଭିଙ୍ଗି ଓ କେୟାରିଙ୍ଗ୍ ସ୍ୱାମୀ ଛଡା କିଙ୍ଗ୍ ଜନ୍ ସର୍ତ୍ତମାନିବାକୁ ପ୍ରସ୍ତୁତ ଅଛି , ତେବେ ଏହି ବିବାହ ଏଲିଜିବେଲ୍ ବାଦଶାହ ଅଟେ,  ତୁରନ୍ତ ଏହି ବାହାଘର ପାଇଁ ଆପ୍ଲାଇ କରନ୍ତୁ ।

 

Leave a Reply

Your email address will not be published. Required fields are marked *