June 20, 2024

Odia Express

News For Public

ରାହୁ କେତୁ ୪୦୦ ବର୍ଷ ପରେ ହେଲେ ପ୍ରସନ୍ନ , ଚମକାଇଦେବେ ଏହି ରାଶିବାଲାଙ୍କ ଭାଗ୍ୟ…

ଯେପରିକି ଆପଣ ସମସ୍ତେ ଜାଣିଛନ୍ତି କି ରାହୁ କେତୁଙ୍କ ଛାୟା ଗ୍ରହର ନାଁରୁ ଜଣାଯାଏ , ଜ୍ୟୋତିଷ୍ୟଶାସ୍ତ୍ର କଥା ମାନିଲେ ଏହି ଗ୍ରହ ପାପି ଗ୍ରହ ହୋଇଥାଏ , କିନ୍ତୁ ଏହି ଦୁହେଁଙ୍କୁ ନେଇକଇର୍ ଏମିତି ସଂଯୋଗ ହେଉଛି ଯାହା ପୁରା ୪୦୦ ବର୍ଷ ପରେ ହେଉଛି , ଓ ଏହାର ପ୍ରଭାବ ୩ ଟି ରାଶି ଉପରେ ପଡିଛି , ରାହୁ କେତୁ ଏହି ମହାସଂଯୋଗରେ ବହୁତ ଖୁସ୍ ନଜର ଆସୁଛନ୍ତି , ଓ ନିଜ କୃପା ଏଇ ରାଶିର ଉପରେ ବୃଷ୍ଟି କରିବେ , ଆସନ୍ତୁ ଜାଣିବା ସେହି ୩ଟି ରାଶି କିଏ କିଏ , ଯାହାଙ୍କ ଉପରେ ଏହି ଦୁହେଁ ଗ୍ରହ ନିଜର କୃପା ବୃଷ୍ଟି କରିବେ , ଓ ତାଙ୍କ ଜୀବନ ବଦଳିବାରେ ଅବସର ପ୍ରାପ୍ତି କରିବେ । କହିଦେବୁ କି ଏହିଥର ରାହୁ କେତୁ ବହୁତ ଖୁସି ଅଛନ୍ତି , ଏହି ସଂଯୋଗ ପୁରା ୪୦୦ ବର୍ଷ ପରେ ଆସିଛି , ନିଜ ଖୁସିରେ ତିନୋଟୀ ରାଶି ଉପରେ ପଡିବ , ଏହି ମହାସଂଯୋଗରେ ରାହୁ କେତୁ ଜାତକରେ ବେପାରରେ ବୃଦ୍ଧି କରିବେ,  ଧନ ବୃଦ୍ଧି ହେବ , ଯଦି କେଉଁ ବ୍ୟକ୍ତି ରୋଜଗାରର ସନ୍ଧାନରେ ଅଛନ୍ତି ତେବେ ତାଙ୍କ ଭାଗ୍ୟଦୋୟ ହେବ । ଚାକିରି ପ୍ରାପ୍ତ ହେବ ।

ଏହି ସମୟରେ ଏହି ରାଶିଗୁଡିକୁ ସୌଭାଗ୍ୟ ପ୍ରାପ୍ତି ହେବ,  ଏବଂ ଯେଉଁ ବ୍ୟକ୍ତି ନିଜ କ୍ୟାରିୟରକୁ ନେଇକରି ଚିନ୍ତିତ ଅଛନ୍ତି , କିମ୍ବା ଆରମ୍ଭ କରିବାକୁ ଯାଉଛନ୍ତି ସେମାନଙ୍କ ପାଇଁ ଉଚିତ୍ ସମୟ ଅଟେ , ପ୍ରେମ ସଂବନ୍ଧି ଜୀବନରେ ଏହି ଲୋକଙ୍କ ପାଇଁ ବହୁତ ସମୟ ବ୍ୟତିତ ହେବ,  ପାରିବାରିକ ସଂମ୍ପର୍କରେ ମଜବୁତ୍ ଆସିବ , ଘରେ ଜୀବନରେ ସୁଖ ଶାନ୍ତିର ମାହୋଲ୍ ହେବ ।

ଯେଉଁ ରାଶିର ଏହି ସବୁ ପ୍ରାପ୍ତି ହେବ , ସେ ରାଶିଗୁଡିକ ହେଲା , ସିଂହ ରାଶି , ତୁଳା ରାଶି , କୁମ୍ଭ ରାଶି  ,ଏହି ତିନୋଟି ରାଶିରେ ରାହୁ କେତୁ ବହୁତ ଖୁସି ଅଛନ୍ତି , ଏହି ରାଶିର ଜାତକରେ ଏହି ସମୟ ବହୁତ ଭାଗ୍ୟଶାଳି ପ୍ରମାଣିତ ହେବ । ଯଦି ଆପଣ ଏହି ରାଶିର ମଧ୍ୟରୁ ଗୋଟେ ଅଟେ, ତେବେ କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ନିଶ୍ଚିତ ଲେଖନ୍ତୁ ,

Leave a Reply

Your email address will not be published. Required fields are marked *