March 3, 2024

Odia Express

News For Public

ନ୍ୟୁଜିଲାଣ୍ତ ଠାରୁ ମିଳିଥିବା ଲଜ୍ଜାଜନକ ହାର୍ ପରେ ମଧ୍ୟ ଏବେ ବି ଦୁନିଆଁର ସର୍ବଶ୍ରେଷ୍ଠ ଟିମ୍ ଅଟେ ଭାରତ – ଜାଣନ୍ତୁ କାହିଁକି ଏପରି କହିଲେ ବ୍ରିଏନ୍ ଲାରା

1 min read

ଏବେ କିଛି ଦିନ ହେବ ଭାରତୀୟ ଟିମ୍ ନ୍ୟୁଜିଲାଣ୍ତ ଗ୍ରସ୍ତରୁ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କରିଛି , ଏହି ଗ୍ରସ୍ତରେ ଟିମ୍ ଇଣ୍ତିଆ ବହୁତ ନୈରାଶ୍ୟଜନକ ପ୍ରଦର୍ଶନ୍ କରିଥିଲା,  ଟି ଟ୍ୱେଣ୍ଟି ସିରିଜ୍ ରେ ନ୍ୟୁଜିଲାଣ୍ତ ଟିମ୍ କ୍ଲିନ୍ ସ୍ୱିପ୍ କରିବାପରେ ଭାରତର ହାର୍ ର ସିଲସିଲା ଆରମ୍ଭ ହୋଇଯାଇଥିଲା,  ପରିଣାମସ୍ୱରୁପ ଟିମ୍ ଇଣ୍ତିଆ ସିରିଜ୍ ରେ ୩-୦ ଓ ଟେଷ୍ଟ ସିରିଜ୍ ରେ ୨-୦ ରୁ ହାର୍ ସାମ୍ନା କରିଥିଲା,  ଏହାକୁ ନେଇ ଭାରତୀୟ ଦଳରେ ବହୁତ ଆଲୋଚନା ହେଲା , କିନ୍ତୁ ଏହି ମଝିରେ ବ୍ରିଆନ୍ ଲାରା ଭାରତୀୟ ଟିମ୍ ର ପ୍ରଶଂସା କରି ବେଷ୍ଟ ଟ୍ରାଭେଲିଙ୍ଗ୍ ଟିମ୍ ବୋଲି କହିଥିଲେ । ଟିମ୍ ଇଣ୍ତିଆ ଗତ ୧୦ ବର୍ଷରେ ଭଲ ପ୍ରଦର୍ଶନ କରିଛି , ଜିତ୍ ଉପରେ ଜିତ୍ ଦର୍ଜ କରିଚି , କିନ୍ତୁ ନ୍ୟୁଜିଲାଣ୍ତ ଗ୍ରସ୍ତରେ ଭାରତୀୟ ଦଳର ପ୍ରଦର୍ଶନ୍ ନୈରାଶ୍ୟଜନକ ରହିଥିଲା ,

ଏହାକୁ ନେଇ ଖେଳାଳୀ ଟିମ୍ ଇଣ୍ତିଆ ବହୁତ ଆଲୋଚନା ସାମ୍ନା କରିବାକୁ ପଡିଥିଲା , କିନ୍ତୁ ଏବେ ଇଏସ୍ ପିଏନ୍ କ୍ରିକେଟ୍ ଇନଫୋ ୱେବସାଇଡ୍ ରେ ଦିଆଯାଇଥିବା ଇଣ୍ଟରଭ୍ୟୁରେ ୱେଷ୍ଟଇଣ୍ତିଜ୍ କ୍ରିକେଟ୍ ଟିମ୍ ର ପୁର୍ବତନ ଖେଳାଳୀ ବ୍ରିଆନ୍ ଲାରା ଭାରତୀୟ ଟିମ୍ କୁ ବେଷ୍ଟ ଟ୍ରାଭେଲିଙ୍ଗ୍ ଟିମ୍ ବୋଲି କହିଥିଲେ,  ସେ କହିଲେ କି ମୋତେ ଲାଗୁଛି କି ଗତ ଦଶ ବର୍ଷରେ ଭାରତୀୟ ଟିମ୍ ଭଲ ଗ୍ରସ୍ତ କରିଛି , ନ୍ୟୁଜିଲାଣ୍ତରେ ଯାହା ହେଲା ତାହାଦେଖି ମୋତେ ଲାଗିଛି କି ସେ ବହୁତ ସମୟରୁ ଟି ଟ୍ୱେଣ୍ଟି ମ୍ୟାଚ୍ ଖେଳୁଛନ୍ତି । ଏଥିପାଇଁ ଭାରତୀୟ ଟିମ୍ କୁ ଟେଷ୍ଟ କ୍ରିକେଟ୍ ଖେଲିବାରେ ଅସୁବିଧା ହେଉଛି , ଏମିତି ହେବା

କେଉଁ ବଡ କଥା ନୁହେଁ , ମୋତେ ଲାଗୁଛି କି ଭାରତୀୟ ଟିମ୍ ଏବେ ଦୁନିଆଁର ବେଷ୍ଟ ଟ୍ରାଭେଲିଙ୍ଗ୍ ଟିମ୍ ଅଟେ । ଭାରତ ବନାମ ନ୍ୟୁଜିଲାଣ୍ତ ମଧ୍ୟରେ ଖେଳାଯାଈଥିବା ଟେଷ୍ଟ ସିରିଜ୍ ରେ ଭାରତୀୟ ଟିମ୍ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା , ବିଶ୍ୱକପ୍ ଶାନଦାର୍ ଟିମ୍ ଇଣ୍ତିଆ ପ୍ରଥମ ମ୍ୟାଚ୍ ୧୦ ୱିକେଟ୍ ଓ ଦ୍ୱିତୀୟ ମ୍ୟାଚରେ ୭ ୱିକେଟ୍ ହରାଇଥିଲେ , ଦୁହେଁ ମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ନ୍ୟୁଜିଲାଣ୍ତର ପରିସ୍ଥିତିରେ ନିଜକୁ ଦୃଢ କରିପାରିଲେ ନାହିଁ ଓ ରନ୍ ବି କରିପାରିଲେ ନାହିଁ ।ଆପଣଙ୍କୁ କହିଦେବୁ କି ବିରାଟ କୋହଲି ବି ଭଲ ଖେଲିପାରିଲେ ନାହିଁ  ଟି ଟ୍ୱେଣ୍ଟି ସିରିଜ୍ ରେ୧୦୫ ୱାନ୍ ଡେ ମାତ୍ର ୭୫ ରନ୍ କରିପାରିଲେ , ଏହା ଛଡା ଟେଷ୍ଟ ରେ ସର୍ବଶ୍ରେଷ୍ଠ ଖେଲାଳୀ ରେ ସୁମାର୍ କୋହଲି ୩୮ ରନ୍ କରିଥିଲେ ।

ସେମିତି ନ୍ୟୁଜିଲାଣ୍ତ ଗ୍ରସ୍ତରେ ଭାରତୀୟ ଟିମ୍ ର ପ୍ରଦର୍ଶନ ଖରାପ ହୋଇଥିବା କିନ୍ତୁ କେଏଲ୍ ରାହୁଲ୍ ଙ୍କ ପ୍ରଦର୍ଶନ ବହୁତ ଭଲ ଥିଲା,  ରାହୁଲ୍ ଖେଳରେ ମୁରିଦ୍ ହୋଇଥିବା ପ୍ରଶଂସା କରି କହିଲେ ଭାରତୀୟ ଟିମ୍ ହାଲାତ୍ ମୁତାବିକ ଏତେ ଭଲ ପ୍ରଦର୍ଶନ୍ କରିପାରିନଥିଲା , ଏହି ସମୟରେ ରାହୁଲ୍ ଦୁନିଆଁର୍ ପରଫେକ୍ଟ ଖେଳାଳୀ ଅଟନ୍ତି , ତାଙ୍କୁ ଖେଲିବାର ଦେଖିବାର୍ ସୁଖଦ ଅନୁଭୁତି ଆଉ କିଛି ନାହିଁ , ଭାରତୀୟ ଟିମ୍ କୁ ଏହା ସ୍ୱିକାର୍ କରିବା ଉଚିତ୍ , ତାଙ୍କ ଟେକନିକ୍ ଗଜବର ଅଟେ , ସୌଭାଗ୍ୟବଶତଃ ଏହା ମୋର ପାଖରେ ଥାନ୍ତା , ତାଙ୍କ ମୁଣ୍ତ ସବୁବେଳେ ବଲ ଉପରେ ଥାଏ

Leave a Reply

Your email address will not be published. Required fields are marked *