December 5, 2023

Odia Express

News For Public

JCB ରେ ଫସି ନାଗ ସାପ ମରିଗଲା, ନାଗୁଣି ନେଲା ଏପରି ପ୍ରତିଶୋଧ, ଜାଣିଲେ ଆପଣ ବି ଚକିତ ହୋଇଯିବେ..

ଆମେ ସମସ୍ତେ ନାଗୁଣିର କାହାଣୀ ଛୁଆବେଳରୁ ଶୁଣି ଆସୁଛେ , କେବେ ଫିଲ୍ମରେ କେବେ ପୁସ୍ତକରେ ଯେଉଁଥିରେ ଦେଖାଯାଏ କି କେଉଁ ନାଗ ସାପ ଯଦି କେଉଁ ମଣିଷ ଦ୍ୱାରା ମୃତ୍ୟୁ ବରଣ କରେ ତେବେ ନାଗୁଣି ତାର ବଦଲା ନେବାପାଈଁ ୧୦୦ ଜନ୍ମ ପର୍ଯ୍ୟନ୍ତ ପିଛା ଛାଡେ ନାହିଁ ,। ଏହା ବି କୁହାଯାଏ କି ନାଗୁଣିର ବଦଲା ବହୁତ ଖତରନାକ ହୋଇଥାଏ ।କିଛି ଜାଗାରେ କୁହାଯାଏ କି ସାପ ନିଜେ ମରିବାପରେ ତାର ଫଟୋ ନିଜ ଆଖିରେ ଫଟୋ ନେଇଥାଏ , ଯାହା ଦ୍ୱାରା ସାପର ଆଖିରୁ ନାଗୁଣି ଦେଖିପାରେ କି ମାରିବା ବାଲା କିଏ , ତାହାପରେ ସେ ବଦଲା ନେବାପାଇଁ ପିଛା କରିଥାଏ , ଯେବେ ପର୍ଯ୍ୟନ୍ତ୍ ବଦଲା ନେଇନଥାଏ ତେବେ ଯାଏଁ ଅଟକେ ନାହିଁ , ଆପଣଙ୍କୁ ଲାଗୁଥିବ କି ଏହା କେବଳ ଫିଲ୍ମରେ ହେଉଛି , କିନ୍ତୁ ଏହା ସତ ଘଟଣା ,

ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ କହିବୁ , ଯାହାକୁ ଜାଣିଲା ପରେ ଆପଣ ଏହି କଥାଗୁଡୀକ ଉପରେ ବିଶ୍ୱାସ କରିବାକୁ ଲାଗିବେ । ଆମେ ଯେଉଁ ଘଟଣା ବିଷୟରେ କହୁଛୁ ତାହା କିଏ ଜାଣିକରି ନୁହେଁ ବରଂ ଭୁଲ୍ ରେ ଏକ ସାପକୁ ମାରିଦେଇଥିଲା , ଏମିତି ହୋଇଥିଲା କି ଗୋଟେ ଜାଗାରେ ଗାତ ଖୋଳା ଚାଲିଥିଲା , ଓ ଜେସିବି ଖୋଳୁଥିବା ସମୟରେ ଏକ ସାପ ସେହି ଜେସିବି ଚାପାରେ ମୃତ୍ୟୁ ହୋଇଗଲା, ଯାହାପରେ ମୁଲିଆ ମାନେ ମରିଯାଇଥିବା ସାପକୁ ପାଖରେ ପକାଈଦେଲେ , ତାହାପରେ ମୁଲିଆ ଖାଇବାକୁ ଚାଲିଗଲେ , ତେବେ ସେହି ସମୟରେ ଏମିତି କିଛି ହେଲା ଯାହାକୁ ଦେଖିକରି ସମସ୍ତେ ଆବାକ୍ ହୋଇଗଲେ , ସେଠାରେ ଏକ ନାଗୁଣି ନିଜ ଫେଣା ଦେଖାଇବସିଥିଲା ,

ଏହା ଦେଖିକରି ମୁଲିଆ ସବୁ ଭୟରେ ଦୌଡିପଳାଇଲେ , କିନ୍ତୁ ନାଗୁଣି ଜେସିବି ପାଖରୁ ହଟିଲା ନାହିଁ , ଏହାପରେ ଏହି ଖବରରେ ସମସ୍ତେ ଡରିଗଲେ , ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ନାଗୁଣି ସେହି ଜାଗାରେ ବସିଥିଲା , ଏହି ସମୟରେ ସେଠାରେ ଭିଡ ହୋଇଗଲା , ତାପରେ ଜନପତ ମୁରାଦାବାଦ ଥାନା ଠାକୁରଦ୍ୱାରାରୁ କରନପୁର ଡିଲାସୀ ନିବାସୀ ଚାଷୀ ପୁଅ ରାମ ସିଂ ଙ୍କୁସେହି ନାଗୁଣିକୁ ଧରିବାପାଇଁ ଡକାଗଲା , ଓ ବହୁତ ପ୍ରଚେଷ୍ଟାରେ ସେ ନାଗୁଣୀକୁ ନିଜ ବଶରେ କରିନେଲା , ପ୍ରାୟ ଦେଢ ଘଣ୍ଟା ସମୟ ଲାଗିଥିଲା ସେହି ନାଗୁଣିକୁ ଧରିବାପାଇଁ , କହିଦେବୁ କି ରାମ ସିଂ ସାପକୁ ଧରିବା ସହ ତାର ବିଷ ଝଡାଇବାରେ ମହାରଥ ହାସିଲ୍ କରି ସେହି ସ୍ଥାନର ଲୋକପ୍ରିୟ କେଳା ହୋଇଛନ୍ତି , ସେ ଏହି କାମକୁ ଦୀର୍ଘ ୨୦ ବର୍ଷ ହେଲା କରିଆସୁଛନ୍ତି ।

Leave a Reply

Your email address will not be published. Required fields are marked *