March 2, 2024

Odia Express

News For Public

ମଜାଳିଆ ଜୋକ୍ସ – ପିଙ୍କି – ମୋ ସ୍ୱାମୀ ମୋତେ ରାତି ସାରା ଶୋଇବାକୁ ଦେଉ ନାହାନ୍ତି ,ନୀଲମ୍ : କଣ ପାଇଁ ? ପିଙ୍କି – କାରଣ ସେ ଅସୁସ୍ଥ ଅଛନ୍ତି ଆଉ ମୁଁ ….

ଆଜିର ସମୟରେ ବୋଧେ କେହି ଏମିତି ବ୍ୟକ୍ତି ଥିବେ ଯିଏ କେବେ ବି ବିଚଳିତ ହେଉନଥିବେ । ଏହା ମଧ୍ୟ ସତ୍ୟ କି ଏହି ଅସୁବିଧାରେ ଏକ କ୍ଷଣର ସୁଖ ଅନୁଭବ କରିପାରନ୍ତି ନାହିଁ । ସେମିତି ଆପଣଙ୍କୁ କହିଦେବୁ କି ଜୀବନର ଏକ ସତ୍ୟତା ଅଛି ଯାହା ସମସ୍ତଙ୍କ ଜୀବନରେ ସମସ୍ୟା ଆସେ , ଏମିତିରେ ଆପଣଙ୍କୁ ଏହି ଖରାପ ପରିସ୍ଥିତିରେ ନିଜକୁ ସଂମ୍ଭାଳିବାକୁ ହେବ , ଯାହା ଫଳରେ ଉଦାସିନତା ଆସିବ ନାହିଁ , ଆପଣଙ୍କୁ କହିଦେବୁ କି ଏହି ଟେନସନ୍ ଭରା ଜୀବନରେ ବ୍ୟକ୍ତିକୁ ଟିକିଏ ଖୁସି ଦେବାପାଇଁ ଆସିବା ଦିନରୁ ବହୁତ ସାରା ଚୁଟକୁଲା ସାମ୍ନାକୁ ଆସିଥାଏ , ଯାହା ବ୍ୟକ୍ତିର ଟେନସନ୍ କୁ ଦୁର କରିବାରେ ବଡ ଉପଯୋଗୀ ହୋଇଥାଏ , ସେମିତି ଆପଣଙ୍କୁ ଏହା ବି କହିଦେବୁ କି ଏହି ମଜାଳିଆ ଜୋକ୍ସ ପଢିକରି ସମସ୍ତେ ହସିବେ , ଏହି ଜୋକ୍ସର ଏକ ଖାସିୟତ୍ ଏହା କି ସମସ୍ତେ ଏହାକୁ ଉପଭୋଗ କରିପାରିବେ , ଏହା କୌଣସି ବୟସ କିମ୍ବା କୌଣସି ବ୍ୟାକ୍ ଗ୍ରାଉଣ୍ତରୁ ହୋଇଥାଉ ଏହି ମଜାଳିଆ ଜୋକ୍ସ ସମସ୍ତଙ୍କୁ ହସାଇବ , ଖାସ୍ କରି ଇଣ୍ଟରନେଟ୍ ଓ ସୋସିଆଲ୍ ମିଡିଆରେ ଏହା ଅଧିକା ଦାୟିତ୍ୱ ବହନ କରିଛି ।

୧) କିଛି ଧନୀକ ଲୋକଙ୍କ ବିଷୟରେ ଚର୍ଚ୍ଚା : କେହି ଜଣେ କହିଥିଲେ ଯେ ମୋର ବାଥରୁମ୍ ମୁଲ୍ୟ ୧୦ ଲକ୍ଷ ତ କିଏ କହିଲେ ୨୦ ଲକ୍ଷ , କେହି ଜଣେ କହିଲେ ୫୦ ଲକ୍ଷ , ଯେବେ କି ସମାନ କଥା ଏକ ଗାଁର ବ୍ୟକ୍ତିକୁ ପଚାରାଗଲା ତ ସେ କହିଲା କି ସକାଳୁ ମୁଁ ଢାଳ ଧରିକି ଯାଉଛି , ସେହି କ୍ଷେତର ମୁଲ୍ୟ ୭ କୋଟି ଅଟେ,  ଏମିତିରେ ଆମେ ପ୍ରତିଦିନ ବାଥରୁମ୍ ବଦଳାଇଥାଉ ।

୨) ପ୍ରଧାନଶିକ୍ଷକ ବିଦ୍ୟାଳୟ ପଛରେ ନଦୀରେ ବୁଡିଯାଉଥିଲେ , ପପୁ ଦେଖି ଉଚ୍ଚ ସ୍ୱରରେ ଚିଲ୍ଲାଇକରି ଦୌଡିଲା , କହିଲା କାଲି ଛୁଟିରେ , କାଲି ଛୁଟି ଅଛି ।

୩) ଥରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଗଲା,  ଯେତେବେଳେ ଝଗଡା ବହୁତ ଉଗ୍ର ରୁପ ନେଲା ସ୍ୱାମୀ କ୍ରୋଧକୁ ନିୟନ୍ତ୍ରଣ କରି କହିଲା , ଏବେ ତୁମେ ଗୋଟିଏ ଶବ୍ଦ କୁହନାହିଁ , ମୋର ଭିତରେ ପଶୁ ବସିଛି ଉଠିପଡିବ , ସ୍ତ୍ରୀ କହିଲା , ଉଠିଯାଉ ତୁମ ପଶୁକୁ ,ସେମିତି ମୂଷାକୁ କିଏ ବା ଡରେ ।

୪) ସ୍ୱାମୀ ସ୍ତ୍ରୀ ଝଗଡାରେ ସ୍ତ୍ରୀ କିଛି ବଢେଇକରି କହିଲା , ସ୍ୱାମୀ ନିଜ ଅଧିକାର ଦେଖାଇକହିଲା ,ମୁଁ କହୁଛି , ନିଜ ଶବ୍ଦ ଫେରାଇନିଅ , ସ୍ତ୍ରୀ କହିଲା ନା ମୁଁ ନେବି ନାହିଁ , ସ୍ୱାମୀ ପୁଣି ରାଗିକରି କହିଲା,  ଶେଷଥର କହୁଛି ନିଜ ଶବ୍ଦ ଫେରାଇନିଅ ତୁମକୁ ପାଞ୍ଚ ମିନିଟ୍ ଦେଉଛି , ସ୍ତ୍ରୀ ଶାନ୍ତ ଭାବରେ କହିଲା ଯଦି ପାଞ୍ଚ ମିନିଟ୍ ର ଭିତରେ ନିଜ ଶବ୍ଦ ଫେରାଇବିନି ତ , ସ୍ୱାମୀ କହିଲେ , ଆଚ୍ଛା ତୁମକୁ କେତେ ସମୟ ଦରକାର ।

୫) ଟିଙ୍କୁ ବୁଦ୍ଧୁ କୁ : ବୁଦ୍ଧୁ ,କେଉଁ ଜିନିଷ ବେଶୀ ଲମ୍ବା ଅଟେ କହ ତ?, ବୁଦ୍ଧୁ ରବର , ଟିଙ୍କୁ : ଏହା ତ ବହୁତ ଛୋଟ ଅଟେ,  ବୁଦ୍ଧୁ : କିନ୍ତୁ ଏହାକୁ ଟାଣିଲେ ଯେତେ ଚାହିଁବ ଲମ୍ବା କରିପାରିବ ।

୬) ପିଙ୍କି : ମୋର ସ୍ୱାମୀ ମୋତେ ରାତିସାରା ଶୋଇବାକୁ ଦେଉନାହାନ୍ତି , ନିଲମ୍ କଣ ପାଇଁ ? ପିଙ୍କି ମୋର  ସ୍ୱାମୀ ରୋଗରେ ପଡିଛନ୍ତି ଏଥିପାଇଁ , ନିଲମ୍ : ତେବେ କାହିଁକି ଗୋଟେ ନର୍ସ ରଖିଦେଉନୁ , ପିଙ୍କି : ନର୍ସ ରଖିଛି ଏଥିପାଇଁ ତ ଅନେଇ ବସୁଛି ।

୭) ଗୋଟେ ବ୍ୟକ୍ତି ନିଜ ସାଙ୍ଗକୁ ପଚାରିଲା , ସ୍ତ୍ରୀ ଦ୍ୱାରା ଛାଡପତ୍ର ଦିଆଗଲା ପରେ ଏବେ ଆପଣଙ୍କୁ ବହୁତ ଅସୁବିଧା ହେଉଥିବ , ସାଙ୍ଗ କହିଲା , ନାଁରେ ଏବେ ତ ଅଧିକା ସୁଖି ହୋଇଯାଇଛି , ପ୍ରଥମେ ଦୁଇଟି ଲୋକଙ୍କ କାମ କରିବାକୁ ପଡୁଥିଲା , ଏବେ ଜଣଙ୍କର କରିବାକୁ ପଡୁଛି ।

୮) ଶୀଲା ନିଜ ସାଙ୍ଗ ମୀନା କୁ : ମୋର ସ୍ୱାମୀ ବହୁତ ସାଧାସିଧା ଅଟନ୍ତି , ମୋର ଛଡା କାହାକୁ ଆଖି ଉଠାଇ ଦେଖନ୍ତି ନାହିଁ , ମୀନା : ମୋର ସ୍ୱାମୀ ତୋ ସ୍ୱାମୀଠୁ ଚାରିପାଦ ଆଗରେ ଅଛନ୍ତି , ପର ସ୍ତ୍ରୀ କଣ ମୋର ଆଡକୁ ଆଖି ଉଠାଇଦେଖନ୍ତି ନାହିଁ ।

Leave a Reply

Your email address will not be published. Required fields are marked *