June 19, 2024

Odia Express

News For Public

ସଞ୍ଜୟ ଦତ୍ତଙ୍କ ଝିଅର ଲାଟେଷ୍ଟ ଫୋଟୋ ଦେଖିଲେ ଆପଣ ବି ହୋଇଯିବେ ଚକିତ – ବଡ ବଡ ହିରୋଇନ ତାଙ୍କ ଆଗେ ଫିକା ପଡିଯିବେ – ଏବେ ଦେଖିନିୟନ୍ତୁ..

ବଲିଉଡ୍ ର ଦିଗଜ୍ ଅଭିନେତା ସଞ୍ଜୟ ଦତ୍ତଙ୍କୁ କେଉଁ ପରିଚୟର ଆବଶ୍ୟକତା ଦରକାର ପଡୁନି , ବାସ୍ତବ,, ମୁନ୍ନା ଭାଇ ଏମ୍ ବିବିଏସ୍, ଅଗ୍ନିପଥ ପରି ଫିଲ୍ମରେ ନିଜ ଅଭିନୟ ଦ୍ୱାରା ସମସ୍ତଙ୍କ ଆଗରେ ନିଜ ଅଭିନୟର ଯାଦୁ ଦେଖାଇ ସଞ୍ଜୟ ଦତ୍ତ ଆଜି ସମସ୍ତଙ୍କ ହୃଦୟରେ ରାଜ୍ କରନ୍ତି , ସଞ୍ଜୟ ଦତ୍ତଙ୍କ ପରି ତାଙ୍କ ବାପା ସୁନିଲ୍ ଦତ୍ତ ଓ ମା ନର୍ଗିସ୍ ଦତ୍ତ ବି ବଲିଉଡ୍ ରେ ବହୁତ ନାଁ କମାଇଥିଲେ , ଓ ଲୋକେ ତାଙ୍କୁ ଭଲ ଭାବେ ଜାଣିଛନ୍ତି , କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ଲୋକଙ୍କ ସହ ସାକ୍ଷାତ କରିବାକୁ ଯାଉଛୁ ତାଙ୍କୁ ବହୁତ କମ୍ ଲୋକ ଜାଣିଛନ୍ତି , ଏହି ବ୍ୟକ୍ତି ସଞ୍ଜୟ ଦତ୍ତଙ୍କ ପରିବାରର ଆଗାମୀ ପୀଢି ତାଙ୍କ ଝିଅ ତ୍ରିଶାଳା ଦତ୍ତ ଅଟନ୍ତି ।

ତ୍ରିଶାଳା ସଞ୍ଜୟ ଦତ୍ତଙ୍କ ପ୍ରଥମ ସ୍ତ୍ରୀ ରିଚା ଶର୍ମାଙ୍କ ଝିଅ ଅଟନ୍ତି , ସଞ୍ଜୟ ଦତ୍ତ ଓ ରିଚା ୧୯୮୭ ରେ ବିବାହ କରିଥିଲେ ,, କିନ୍ତୁ ଦୁର୍ଭାଗ୍ୟବଶତଃ ବ୍ରେନ୍ ଟ୍ୟୁମର୍ ହେବା କାରଣରୁ ତ୍ରିଶାଳାଙ୍କ ମା ରିଚା ୧୯୯୬ରେ ମୃତ୍ୟୁ ହୋଇଗଲା,  ତ୍ରିଶାଳା ଙ୍କ ଜନ୍ମ ୧୯୮୮ ରେ ହୋଇଥିଲା,  ଆଜି ସେ ପୁରା ୨୯ ବର୍ଷର ହୋଇସାରିଛନ୍ତି । ପୂର୍ବରୁ ତ୍ରିଶାଳା ବହୁତ ସାଧାରଣ ଦେଖାଯାଉଥିଲେ,  ଓ ମିଡୀଆର ଖବରରେ ଅଧିକା ରହୁନଥିଲେ , କିନ୍ତୁ ଏବେ ତ୍ରିଶାଳା ନିଜ ସୋସିଆଲ୍ ମିଡିଆରେ ହଇଚଇ ମଚାଇଦେଇଛନ୍ତି , ତ୍ରିଶାଳା ନିଜ ଇନଷ୍ଟାଗ୍ରାମ ଏକାଉଣ୍ଟରେ ନିଜ ଲାଟେଷ୍ଟ ଫଟୋ ପ୍ରସଂଶକ ସହ ସେୟାର୍ କରିଛନ୍ତି ।

ଏହି ଫଟୋ ତ୍ରିଶାଳା ଲାଟେଷ୍ଟ ଲୁକ୍ ଦେଖିବାକୁ ମିଳିଛି , ତ୍ରିଶାଳାଙ୍କ ନୁଆ ଲୁକ୍ ବହୁତ ହଟ୍ ଓ ବୋଲ୍ଡ ନଜର୍ ଆସିଛି । ଫଟୋକୁ ସେୟାର୍ କରିବାପରେ କିଛି ଘଣ୍ଟାରେ ତ୍ରିଶାଳାଙ୍କ ଲୁକ୍ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଗଲା , ତ୍ରିଶାଳାଙ୍କ୍ ହଟ୍ ଫଟୋ ଦେଖିକରି ଲୋକ ଚକିତ ହୋଇଗଲେ , ସଞ୍ଜୟ ଦତ୍ତଙ୍କ ଝିଅଙ୍କୁ ଏପରି ଲୁକ୍ ରେ ସେ ପ୍ରଥମ ଥର ଦେଖିଲେ , ଯଦି ଆପଣ ସେହି ଲୋକଙ୍କ ମଧ୍ୟରେ ଅଟନ୍ତି ଯାହାଙ୍କୁ ତ୍ରିଶାଳାଙ୍କବିଷୟରେ ଅଧିକା ଜଣାନାହିଁ ତେବେ ଆସନ୍ତୁ ଜଣାଇବୁ ତ୍ରିଶାଳାଙ୍କ ସହ ଯୋଡି ହୋଇଥିବା କିଛି ମଜାଦାର୍ କଥା ।

ତ୍ରିଶାଳା ଏବେ ଆମେରିକାରେ ରହୁଛନ୍ତି , ସେ ସବୁବେଳେ ଫିଲ୍ମ ଇଣ୍ତଷ୍ଟ୍ରିରୁ ଦୁରେଇ ରହିଛନ୍ତି , ସେ ଫିଲ୍ମ ଇଣ୍ତଷ୍ଟ୍ରିରେ ସେମିତି ଖାସ୍ କମାଲ୍ ଦେଖାଇପାରିନାହାନ୍ତି , କିନ୍ତୁ ଏହି କାରଣରୁ ସେ ସୋସିଆଲ୍ ମିଡିଆର ନଜରରୁ ନିଜକୁ ଲୁଚାଇକରି ଆସିଛନ୍ତି , କିନ୍ତୁ ଯେପରି ଆପଣ ସମସ୍ତେଜାଣିଛନ୍ତି କି ଷ୍ଟାର୍ କିଡସ୍ ବଲିଉଡ୍ ରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି , ଏବେ ତ ତ୍ରିଶାଳା ଙ୍କ ନୁଆ ଲୁକ୍ ବହୁତ ମଜାଦାର୍ ନଜର ଆସିଥିଲା,  ଓ ଏହି ସମୟରେ ତେଜିରେ ସୋସିଆଲ୍ ମିଡିଆରେ ତହା ଭାଇରାଲ୍ ହେଉଛି ।

ତ୍ରିଶାଳା ନିଜ ବାପାଙ୍କ ବହୁତ ଘନିଷ୍ଠ ଅଟନ୍ତି , ସେମିତି ସଞ୍ଜୟ ଦତ୍ତ ବହୁତଥର ତ୍ରିଶାଳା ଙ୍କୁ ଦେଖାକରିବାକୁ ଆମେରିକା ଯାଇଥାନ୍ତି ,କିନ୍ତୁ ଯେବେ କିଛି ମାସ ଜେଲ୍ ରେ ଥିଲେ ,ତେବେ ତ୍ରିଶାଳା ନିଜ ବାପାଙ୍କୁ ଦେଖାକରିବାକୁ ଇଣ୍ତିଆ ଆସିଥିଲେ । ସଞ୍ଜୟ ଦତ୍ତ ଏବେ ଭୁମି ଫିଲ୍ମରେ ଏକ ବାପାଙ୍କ ଅଭିନୟରେ ନଜର ଆସିଥିଲେ ଯେପରି ଦର୍ଶକଙ୍କୁ ଏହା ବହୁତ ପସନ୍ଦ ଆସିଥିଲା,  ଆପଣଙ୍କ ସଞ୍ଜୟ ଦତ୍ତଙ୍କ ଝିଅ ତ୍ରିଶାଳାଙ୍କୁ ନେଇକରି କଣ ରାୟ ଅଛି କଣ ତଙ୍କୁ ଫିଲ୍ମରେଏଣ୍ଟ୍ରି କରିବା ଉଚିତ୍ , କମେଣ୍ଟ ବକ୍ସରେ ନିଜ ମତାମତ ଦିଅନ୍ତୁ ,

Leave a Reply

Your email address will not be published. Required fields are marked *