June 19, 2024

Odia Express

News For Public

ଶନିଦେବଙ୍କ କୃପାରୁ ଏହି ରାଶିଗୁଡିକ ମିଳିବ କଷ୍ଟରୁ ମୁକ୍ତି , ଗ୍ରହ ନକ୍ଷତ୍ରର ଶୁଭ ସଙ୍କେତରୁ ମିଳିବ ଲାଭ…

ଜ୍ୟୋତିଷ୍ୟଶାସ୍ତ୍ର ଅନୁସାରେ ମନୁଷ୍ୟର ଜୀବନରେ ହେବାକୁ ଥିବା ଘଟଣାର ପଛରେ ଗ୍ରହର ଚାଲିଚଳଣ ମୁଖ୍ୟ ଦାୟୀ ହୋଇଥାଏ , ସବୁଦିନ ଗ୍ରହର ସ୍ଥିତି ବହୁତ ପରିବର୍ତ୍ତନ ହୋଇଥାଏ , ଯାହାର କାରଣରୁ ରାଶିର କିଛି ନା କିଛି ପ୍ରଭାବ ପଡିଥାଏ , ଯାହାର କାରଣରୁ ରାଶିର କିଛି ନା କିଛି ପ୍ରଭାବ ପଡିଥାଏ , ଯାହାର କାରଣରୁ କିଛି ନା କିଛି ପ୍ରଭାବ ପଡିଥାଏ , ଗ୍ରହରେ ହେଉଥିବା ଛୋଟ ମୋଟ ପରିବର୍ତ୍ତନ ମନୁଷ୍ୟ ଜୀବନରେ ବହୁତ ଗଭୀର ପ୍ରଭାବ ପକାଇଥାଏ , ଯଦି ଗ୍ରହର ସ୍ଥିତି ବ୍ୟକ୍ତିର ରାଶି ଠିକ୍ ଅଛି ତେବେ ଏହାର କାରଣରୁ ବ୍ୟକ୍ତିକୁ ଶୁଭ ପରିଣାମ ମିଳିଥାଏ , କିନ୍ତୁ ଗ୍ରହର ଚାଲି ଚଳଣ ଠିକ୍ ନହେବା କାରଣରୁ ଜୀବନରେ କଠିନତା ହୋଇଯାଏ । ଓ ଜୀବନରେ ବହୁତ ଅସୁବିଧା ଉତ୍ପନ୍ନ ହେବାକୁ ଲାଗିଥାଏ ।

ଜ୍ୟୋତିଷ୍ୟ ଗଣନା ଅନୁସାରେ କିଛି ରାଶିଗୁଡିକର କୁଣ୍ତଳୀରେ ଗ୍ରହ ନକ୍ଷତ୍ର ଶୁଭ ସଙ୍କେତ ମିଳୁଛି , ଶନିଦେବଙ୍କ କୃପାରୁ ଏହି ରାଶିର ନିଜ କଷ୍ଟରୁ ମୁକ୍ତି ପ୍ରାପ୍ତ ହେବ , ଓ ଏହାର ଲାଭ ଅବସର ପ୍ରାପ୍ତି ହେବ , ଏହି ଭାଗ୍ୟଶାଳି ରାଶିଗୁଡିକ ଲୋକ କିଏ କିଏ ଅଛନ୍ତି , ଆଜି ଆମେ ସେହି ବିଷୟରେ କହିବୁ ।

୧) ମେଷ ରାଶି : ମେଷ ରାଶିର ଲୋକଙ୍କୁ ଶନିଦେବଙ୍କ କୃପାରୁ ଅପ୍ରତ୍ୟକ୍ଷ ତରିକାରେ ଲାଭ ମିଳିବାର ଯୋଗ ହେଉଛି , ଆପଣ ସମୟର ପୁରା ଉପଯୋଗ କରିବେ , ଆପଣଙ୍କ ସବୁ ଅଟକିଥିବା କାମ ସମୟରେ ପୁରା କରିପାରିବେ , ଆପଣଙ୍କ ଭବିଷ୍ୟରେ ଲାଭ ଭଲ ମାର୍ଗ ହାସିଲ୍ କରିପାରିବାର ଯୋଗ ଅଛି , ଜୀବନସାଥୀଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ , ଦାନ ଧର୍ମ କାର୍ଯ୍ୟରେ ଆପଣଙ୍କ ରୁଚି ବଢିବ , ଆର୍ଥିକ ରୁପରେ ମଜବୁତ୍ ହେବେ , ଧନ ସଂବନ୍ଧିତ ମାମଲାରେ ଆପଣ ଭାଗ୍ୟଶାଳୀ ହୋଇପାରିବେ , କାର୍ଯ୍ୟସ୍ଥଳରେ ପରିସ୍ଥିତି ଆପଣଙ୍କ ପକ୍ଷରେ ରହିବ ।

୨) ମିଥୁନ ରାଶି : ଏହି ରାଶିର ଲୋକଙ୍କୁ ସମୟ ଶୁଭ ରହିବ , ଶନିଦେବଙ୍କ କୃପାରୁ ଛାତ୍ରମାନଙ୍କ ପ୍ରତିଯୋଗି ପରୀକ୍ଷାରେ ଭଲ ଫଳାଫଳ ରହିବ , ପାରିବାରିକ ଜୀବନରେ ଠିକ୍ ପ୍ରକାରର ବ୍ୟତିତ ହେବ , ବାହାନ ସୁଖ ପ୍ରାପ୍ତି ହେବ , ବେପାରରେ ଯୋଡି ହୋଇଥିବା ଲୋକଙ୍କୁ ଅନେକ ଫାଈଦା ମିଳିପାରେ , ଚାକିରି ପେଶା ଲୋକଙ୍କୁ ଉନ୍ନତି ହେବ , କାମ କାର୍ଯ୍ୟରେ ପ୍ରେସର୍ ରହିବ , ଆପଣଙ୍କ କାର୍ଯ୍ୟକ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ , ଘର ପରିବାରରେ ଶୁଭ ସୁଚନା ମିଳିପାରେ , ମାନସିକ ଚିନ୍ତା କମ୍ ରହିବ , ଛୁଆଙ୍କ ସହ ଆନନ୍ଦଦାୟକ ସମୟ ବ୍ୟତିତ କରିବେ ।

୩) କନ୍ୟା ରାଶି : ଏହି ରାଶିର୍ ଲୋକଙ୍କୁ ବେପାର ଓ ଚାକିରି କ୍ଷେତ୍ରରେ ସୁଧାର ଆଣିବାର ସଂମ୍ଭାବନା ଅଛି , ଶନିଦେବଙ୍କ କୃପାରୁ ମୁସକିଲ୍ ପରିସ୍ଥିତି ଦୁର ହେବ , ମାନସିକ ଚିନ୍ତା ଶେଷ ହେବ , ଆତ୍ମବିଶ୍ୱାସ ଭରପୁର୍ ରହିବ , ଆପଣ ନିଜ ସାହାସରେ ଭଲ ଲାଭ ଅର୍ଜନ କରିବେ , ପରିବାର ସହ ହସଖୁସିରେ ସମୟ ଅତିବାହିତ କରିବେ , ଯଦି କେଉଁ ଅସୁବିଧା ଅଛି ତେବେ ଦୁର ହୋଇଯିବ , ଯଦି କିଛି କାମ ଆରମ୍ଭ କରୁଛନ୍ତି ତେବେ ଆସୁଥିବା ସମୟରେ ତାହା ଫାଈଦା ଯୋଗାଇଦେବ ।

୪) ତୁଳା ରାଶି : ଆଜି ନିଜ ଯୋଜନାର ଭଲ ପରିଣାମ ପାଇବେ , ଏହି ରାଶିର ଲୋକେ ଶନିଦେବଙ୍କ କୃପାରୁ ଆର୍ଥିକ ଲାଭ ମିଳିବାର ଶୁଭ ସଙ୍କେତ ହେଉଛି , ଆପଣଙ୍କ ଉଧାର ଦେଇଥିବା ପଇସା ଫେରିପାରିବେ , କୋର୍ଟ କଚେରି ମାମଲାରେ ସଫଳ ହେବେ , ବେରୋଜଗାର ଲୋକଙ୍କୁ ଭଲ ଚାକିରି ମିଳିବ , କାର୍ଯ୍ୟସ୍ଥଳରେ ବଡ ଅଧିକାରୀଙ୍କର ପୁରା ସହଯୋଗ ମିଳିବ , ସାମାଜିକ ଦାୟରା ମଜବୁତ୍ ହେବ , ନୁଆ ବନ୍ଧୁ ହୋଇପାରିବ , ଖାଦ୍ୟପେୟରେ ଅଧିକା ରୁଚି ବଢିବ , ଧନ କମାଇବାର ଯୋଜନା ପୁରା ହୋଇପାରେ ।

୫) ବିଛା ରାଶି : ପାରିବାରିକ ଜୀବନ ଖୁସିମୟ ହେବ , ଶନିଦେବଙ୍କ କୃପାରୁ ଆୟରେ ବୃଦ୍ଧି ହେବ , ଆପଣଙ୍କ ସ୍ୱାସ୍ଥ୍ୟ ଉତ୍ତମ ରହିବ , ନିଜ ଜୀବନରେ ସୁଧାର ଆସିବାର ଯୋଗ ଅଛି , ନିଜ କାମ କାର୍ଯ୍ୟରେ ସନ୍ତୁଷ୍ଟ ରହିବେ , ବନ୍ଧୁ ଓ ସଂମ୍ପର୍କୀୟ ସହ ସଂବନ୍ଧରେ ସୁଧାର ଆସିବ , ପ୍ରଭାବଶାଳୀ ଲୋକଙ୍କର ସାହାଯ୍ୟରେ ଆପଣଙ୍କୁ ନିଜ କ୍ୟାରିୟରରେ ନୁଆ ଅବସର ପ୍ରାପ୍ତି ହେବ , ଆପଣ ସବୁ କାର୍ଯ୍ୟ ଯୋଜନା ପୁରା କରିପାରିବେ , ଘର ପରିବାରରେ ଆପଣଙ୍କ ମହତ୍ତ୍ୱ ବଢିବ ।

୬) ମୀନ ରାଶି : ଶନିଦେବଙ୍କ କୃପାରୁ ଭାଗ୍ୟଶାଳୀ ଏହି ରାଶି ଭଲ ରହିବ । ଭାଇ ଭଉଣୀଙ୍କ ସହ ଚାଲୁଥିବା ମତଭେଦ ଦୁର ହୋଈଯିବ , ପ୍ରେମ ସଂବନ୍ଧରେ ମଜବୁତି ଆସିବ , ଆପଣଙ୍କୁ ନିଜ ପରିଶ୍ରମର ପୁରା ଲାଭ ମିଳିବ , କାର୍ଯ୍ୟସ୍ଥଳରେ ବଡ ଅଧିକାରୀଙ୍କ ସହ ଖୁସି ରହିବେ , ଆପଣଙ୍କ ନିଜ ଜୀବନରେ ପରିବର୍ତ୍ତନ ଆସିବ , ଆପଣ ଇମାନଦାରିରେ ନିଜ ସବୁ କାର୍ଯ୍ୟ ପୁରା କରିପାରିବେ , ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ପ୍ରତିଷ୍ଠା ଲାଭ କରିବେ , ଆର୍ଥିକ ଲାଭ ମିଳିବାର ଯୋଗ ଅଛି ।

Leave a Reply

Your email address will not be published. Required fields are marked *