March 2, 2024

Odia Express

News For Public

ଐଶ୍ୱର୍ଯ୍ୟା ରାୟ ଙ୍କ ସୁନ୍ଦରତା ଓ ପପୁଲାରିଟି ନୁହେଁ ବରଂ ଏହି କାରଣରୁ ଅଭିଷେକ ତାଙ୍କୁ ବିବାହ କରିଥିଲେ – ଏବେ ଜଣା ପଡିଲା ଅସଲ ସତ୍ୟତା…

ପ୍ରେମ ଏକ ଏପରି ଅନୁଭୁତି ହୋଇଥାଏ , ଯାହା ଦୁଇ ଲୋକଙ୍କର ମଧ୍ୟରେ ହୋଇଥାଏ , ତେବେ ସେହି ଲୋକ ଚିନ୍ତା ହୋଇନଥାଏ ଯେବେ ପ୍ରେମରେ କେବଳ ଲୋକ ଜଣେ ଅନ୍ୟଜଣଙ୍କ ସହ ସାଥିରେ ରହିବାକୁ ପସନ୍ଦ କରନ୍ତି , ଯଦି ଆପଣ କାହାକୁ ପ୍ରେମ କରନ୍ତି ତେବେ କଣ ସମାଜ ଓ କଣ ଦୁନିଆଁ ପ୍ରେମ କରିବା ଲୋକଙ୍କ ମନରେ କେବଳ ଗୋଟିଏ କଥା ଥାଏ କେଉଁଭଳି ହେଉ ପ୍ରେମକୁ ସାକାର୍ କରାଇବା , ଯେବେ ଲୋକେ ପ୍ରେମ କରନ୍ତି ତେବେ ସେ ନା କେବଳ ଉଭୟ ଉଭୟଙ୍କ ମନକୁ ଦେଖନ୍ତି , ନା ଜାତି ନା ହିଁ ଧର୍ମ । ଆମେ କଥା ଯଦି ହେବା ଇଣ୍ତଷ୍ଟ୍ରିର ହେଉ କିମ୍ବା ଟିଭି ଜଗତର ଏହି ଦୁହେଁଙ୍କ ଜାଗାରେ ବହୁତ ଏମିତି କପଲ୍ସ ଅଛନ୍ତି ଯାହାଙ୍କର ବୟସରେ ବହୁତ ଅଧିକା ଅନ୍ତର ଅଛି , କିନ୍ତୁ ଏହା ସତ୍ତ୍ୱେ ସେହି ଲୋକଙ୍କୁ ପ୍ରେମ ହେଇଛି , ଓ ନିଜ ପ୍ରେମକୁ ସଫଳ କରାଇବାପାଇଁ ସେମାନେ ବିବାହ କଲେ , ଏବେ ସେମାନେ ଉଭୟ ଭଲ ସୁଖି ଜୀବନ ଅତିବାହିତ୍ କରୁଛନ୍ତି ,

ଆଜି ଆମେ ଆପଣଙ୍କୁ ଏକ କପଲଙ୍କ ବିଷୟରେ କହିବାକୁ ଯାଉଛୁ , ଯିଏ ନିଜ ସ୍ତ୍ରୀଙ୍କ ବୟସ ନିଜ ସ୍ୱାମୀଙ୍କ ବୟସରୁ ଅଧିକା ଅଟେ,  କିନ୍ତୁ ଏହା ସତ୍ତ୍ୱେ ତାଙ୍କ ପ୍ରେମରେ କେଉଁ ବି କମି ନାହିଁ ।କୁହନ୍ତି କି ସ୍ତ୍ରୀର ବୟସ ଯଦି ସ୍ୱାମୀ ଠୁ ଅଧିକା ହୋଇଥାଏ ତେବେ ସେ ଭାଗ୍ୟଶାଳୀ ହୋଇଥାଏ , ସ୍ୱାମୀ ପାଇଁ ସ୍ତ୍ରୀର୍ ବୟସ ଅଧିକା ହେବା ଭାଗ୍ୟଶାଳୀ ହୋଇଥାଏ , କହିଦେବୁ କି ଅଭିଷେକ ଓ ଐଶ୍ୱର୍ଯ୍ୟାଙ୍କ ବିବାହ ୧୦ ବର୍ଷ ହୋଇସାରିଛି , ଓ ଐଶ୍ୱର୍ଯ୍ୟା ଅଭିଷେକଙ୍କ ବୟସରେ ୩ ବର୍ଷ ବଡ ଅଟନ୍ତି , ଯେଉଁଠି ଐଶ୍ୱର୍ଯ୍ୟା ଙ୍କ କ୍ୟାରିୟର ଫିଲ୍ମରେ ଭଲ ରହିଛି , ସେମିତି ଅଭିଷେକ ଫିଲ୍ମରେ କିଛି ଖାସ୍ ପ୍ରଭାବ କରିପାରିଲେ ନାହିଁ । କିନ୍ତୁ ଏହା ସତ୍ତ୍ୱେ ତାଙ୍କ ମଧ୍ୟରେ ପ୍ରେମ ହେଲା , ଓ ଦୁହେଁ ବିବାହ କଲେ

ଏବେ ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଆସୁଛି କି ଅଭିଷେକ ବାହା ହେବା ପାଇଁ ଐଶ୍ୱର୍ଯ୍ୟାଙ୍କୁ କଣ ପାଇଁ ବାଛିଲେ , ଏହାର ଜବାବ୍ ଅଭିଷେକ ଦେଇସାରିଛନ୍ତି । ଅଭିଷେକ ଏକ ଇଣ୍ଟରଭ୍ୟୁରେ କହିଲେ କି ସେ ଐଶ୍ୱର୍ଯ୍ୟାନୁ ବିବାହ୍ କରିବାର କାରଣ ତାଙ୍କର ସୁନ୍ଦରତା ନୁହେଁ ବରଂ କିଛି ଅଲଗା ଥିଲା , ସେ କହିଲେ କି ଐଶ୍ୱ ନା କେବଳ ତାଙ୍କୁ ବିବାହ କରିଛନ୍ତି ସେ ବଲିଉଡ୍ ରେ ଜଣେ ସଫଳତମ ଅଭିନେତ୍ରୀ ବି ଅଟନ୍ତି , ସେ ମିସ୍ ୱାର୍ଲଡ୍ ବି ରହିସାରିଛନ୍ତି ,  ସେ କହିଲେ କି ସେ ଐଶ୍ୱଙ୍କୁ ଏଥିପାଇଁ ଭଲ ପାଆନ୍ତି କାରଣ ସେ ରାତିରେ ବିନା ମେକଅପ୍ ରେ ରୁହନ୍ତି ।

କହିଦେବୁ କି ଐଶ୍ୱଙ୍କ ସୁନ୍ଦରତା ପୁରା ଦୁନିଆଁ ବିଖ୍ୟାତ ଅଟେ,  ଓ ଏହି ସୁନ୍ଦରତା ଆହୁରି ଜଣେ ଭଲ ବ୍ୟକ୍ତିତ୍ୱ ବି ସେ ଅଟନ୍ତି , କହିଦେବୁ କି ଅଭିଷେକ ଓ ଐଶ୍ୱର୍ଯ୍ୟା ୨୦ ଅପ୍ରେଲ୍ ୨୦୦୭ ରେ ବିବାହ କରିଥିଲେ,  ଦୁହେଁଙ୍କ ଗୋଟେ ଝିଅ ଅଛି ତାର ନାଁ ଆରାଧ୍ୟା ଅଟେ ।  ଐଶ୍ୱର୍ଯ୍ୟା ସବୁବେଳେ ନିଜ ଝିଅଙ୍କ ସହ ରୁହନ୍ତି ତେବେ ଏଥିରୁ ଜଣାପଡୁଛି କି ସେ ଜଣେ ଅଭିନେତ୍ରୀ ହୋଇ ନିଜ ପର୍ସନାଲ୍ ଓ ପ୍ରଫେସନାଲ୍ ଲାଇଫ୍ ଭଲରେ ଚଳି ପାରିଛନ୍ତି , କିନ୍ତୁ ପରିଶେଷରେ ଏକ ମା ହୋଇ ନିଜ ଝିଅର ବହୁତ ଭଲ ଯତ୍ନ ସେ ନେଇପାରୁଛନ୍ତି ।

Leave a Reply

Your email address will not be published. Required fields are marked *