April 11, 2024

Odia Express

News For Public

ଜନ୍ମର ସମୟ ଅନୁସାରେ ଜାଣନ୍ତୁ ବ୍ୟକ୍ତିର ସ୍ୱଭାବ , ରାତିରେ ଜନ୍ମ ହୋଇଥିବା ଛୁଆ ହୋଇଥାନ୍ତି ବହୁତ…

ହିନ୍ଦୁ ଧର୍ମରେ ଜ୍ୟୋତିଷ୍ୟ ଶାସ୍ତ୍ରକୁ ଅଧିକା ମହତ୍ତ୍ୱ ଦିଆଯାଇଥାଏ , ଏଥିରୁ ଏକ ମଜାଦାର୍ କଥା ଏହା କି ଆପଣ ଦିନରେ କେଉଁ ସମୟରେ ଜନ୍ମ ନେଇଛନ୍ତି ଓ ଏହା ଆପଣଙ୍କ ନେଚର୍ ଉପରେ ଗଭୀର ପ୍ରଭାବ ପକାଇଥାଏ , ଆପଣଙ୍କୁ ଜନ୍ମ ନେଇତିବା ସମୟ ଅନୁସାରେ ଆପଣଙ୍କ ରାଶି ଓ ସ୍ଥାନ ଗ୍ରହ ନକ୍ଷତ୍ର ଆପଣଙ୍କ ସ୍ୱଭାବ ବିଷୟରେ ବହୁତ କିଛି କହିଥାଏ , ଏଥିରେ ଆପଣଙ୍କ ସମୟ ମାନେ ସକାଳ, ଦ୍ୱିପହର , ରାତି ଇତ୍ୟାଦି କେବେ ଜନ୍ମ ନେଇଥାନ୍ତି ତାହାର ଉପରେ ଖାସ୍ ପ୍ରଭାବ ପକାଇଥାଏ , ଏଇ କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ ଜନ୍ମର ସମୟ ଅନୁସାରେ ଲୋକଙ୍କ ନେଚର୍ ବିଷୟରେ କହିବାକୁ ଯାଉଛୁ ।

୧) ସକାଳ ୫ ଟାରୁ ୮ ମଧ୍ୟରେ ଜନ୍ମ) : ଏହି ସମୟରେ ଜନ୍ମ ନେଇଥିବା ଛୁଆ ବହୁତ ଫୁର୍ତିଳା ଓ ଆକ୍ଟିଭ୍ ନେଚର୍ ର ହୋଇଥାନ୍ତି । ଏମାନଙ୍କ ଦିମାଗ ବହୁତ ତିକ୍ଷଣ୍ ହୋଇଥାଏ , ଏମାନେ ବହୁତ ଜଲଦି ବହୁତ କିଛି ଶିଖିଯାଆନ୍ତି  ଏହା ଭବିଷ୍ୟରେ ନିଜ କ୍ଷେତ୍ରରେ ବହୁତ ଉନ୍ନତି କରିଥାନ୍ତି , ଏମାନେ ସ୍ୱଭାବରେ ଇମାନଦାର୍ ହୋଇଥାନ୍ତି , ଏମାନଙ୍କ ସମାଜରେ ମାନ ସମ୍ମାନ ବହୁତ ଅଧିକା ରହିଥାଏ ।

୨) ସକାଳ ୮ ରୁ ୧୨ ଟା ମଧ୍ୟରେ ଜନ୍ମ ) ଏହି ସମୟରେ ଜନ୍ମ ନେଇଥିବା ଜାତକର ଶିଶୁ ବହୁତ ଅଳସୁଆ ହୋଇଥାନ୍ତି , ଏମାନଙ୍କ କାମ ସବୁ ଧୀମା ହୋଇଥାଏ , ବହୁତ ଲୋକ କାମ ଚୋରି ବି କରିଥାନ୍ତି , ଏମାନଙ୍କ ଭବିଷ୍ୟ ସାଧାରଣତଃ ବହୁତ ସାମାନ୍ୟ ହୋଇଥାଏ , ଏଥିରେ ବହୁତ କମ୍ ଲୋକ ଏମିତି ହୋଇଥାନ୍ତି ଯେଉଁମାନେ ଜୀବନରେ ବଡ କାମ କରିପାରନ୍ତି ।

୩) ଦ୍ୱିପହର ୧୨ ଟାରୁ ୫ ଟା ମଧ୍ୟରେ ଜନ୍ମ ) ଏହି ସମୟରେ ଜନ୍ମ ନେଇଥିବା ଶିଶୁ ବହୁତ ପରିଶ୍ରମୀ ହୋଇଥାଏ , ଏହି ଲୋକଙ୍କୁ କିଛି ବି ଡର ନଥାଏ  ଏମାନେ ନିଜ କାମକୁ ଭଲରେ କରିଥାନ୍ତି , ଏମାନଙ୍କ ମନ ବହୁତ ସଫା ହୋଇଥାଏ , ଏମାନେ କାହାସହ ଅଧିକା ଲଢେଇ ଝଗଡା ବି କରନ୍ତି ନାହିଁ , ଅଧିକାଂଶ ସମୟରେ ଖାଲି ଏମାନଙ୍କୁ କାମରେ ମତଲବ ହୋଇଥାଏ ।

୪) ସଂନ୍ଧ୍ୟା ୫ ଟାରୁ ୮ ମଧ୍ୟରେ ଜନ୍ମ ) ଏହି ସମୟରେ ଜନ୍ମ ନେଇଥିବା ଛୁଆ ବହୁତ କ୍ରିଏଟିଭ୍ ନେଚରର ହୋଇଥାନ୍ତି , ଏମାନେ ବହୁତ ଶାନ୍ତ ସ୍ୱଭାବର ହୋଇଥାନ୍ତି , ଏମନଙ୍କ ଦିମାଗ ବହୁତ ତେଜ୍ ଚାଲିଥାଏ ଲାଇଫ୍ ରେ ଆଗକୁ ଯାଈକରି ଏମାନେ ସେ ସବୁ ମୁକାମ୍ ହାସିଲ୍ କରନ୍ତି କେବେ କେବେ ଏମାନଙ୍କୁ ବହୁତ ରାଗ ଆସିଥାଏ କିନ୍ତୁ ଜଲଦି ଶାନ୍ତ ହୋଇଯାଆନ୍ତି ।

୫) ରାତି ୮ ଟାରୁ ୧୨ ଟା ମଧ୍ୟରେ ଜନ୍ମ) ଏହି ସମୟରେ ଜନ୍ମନେଇଥିବା ଛୁଆ ବହୁତ ମଜାଳିଆ ନେଚର୍ ର ହୋଇଥାନ୍ତି , ଏମାନେ ବହୁତ କଥାବାର୍ତ୍ତା କରନ୍ତି , ଏମାନଙ୍କୁ ବୁଲାବୁଲି କରିବା ପସନ୍ଦ ହୋଇଥାଏ , ଏମାନେ ନିଜ ଲାଇଫ୍ ରେ କିଛି ବି କରିଥନ୍ତି , ଏମାନେ ଅଧିକା ସମୟ ଖାଲି ବସିବା ପସନ୍ଦ୍ ଲାଗେ ନାହିଁ , ଲାଇଫ୍ ରେ ଆଗକୁ ଯାଇକରି ଏହି ଲୋକ ନିଜ ବାପା ମାଙ୍କ ନାଁ ଉଜ୍ଜଳ କରନ୍ତି ।

୬) ରାତି ୧୨ ରୁ ସକାଳ ୫ ମଧ୍ୟରେ ଜନ୍ମ ) ଏହି ସମୟରେ ଜନ୍ମ ନେଇଥିବା ଛୁଆ ବହୁତ ଯୋଗାଡ ନେଚର୍ ର ହୋଇଥାନ୍ତି , ଏମାନେ ନିଜ କାମକୁ କିପରି ବାହାର୍ କରିବାର ଅଛି ଏମାନଙ୍କୁ ଭଲ ଭାବେ ଜଣାଥାଏ , ବହୁତ ଥର ଏମାନେ ନିଜ କାମ ଜଲଦି କରିବା ଚକ୍କରରେ ଅନ୍ୟଙ୍କୁ ବୋକା ବନାଇଦିଅନ୍ତି , ଆପଣ ବି କହିପାରିବେ କି ଏମାନେ ବହୁତ ବଡ ମିଛୁଆ ବି ହୋଇଥାନ୍ତି , ଓ ସବୁବେଳେ ନିଜ ବିଷୟରେ ଭାବିଥାନ୍ତି ।

ଏହା ହେଲା ଜନ୍ମ ସମୟ ମୁତାବିକ ବ୍ୟକ୍ତିର ସ୍ୱଭାବ , ଯଦି ଆର୍ଟିକିଲ୍ ପସନ୍ଦ ଲାଗେ ତେବେ ସେୟାର୍ କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *