December 4, 2023

Odia Express

News For Public

ସକାଳୁ ସକାଳୁ ତମ୍ବା ବାସନରେ ରଖିଥିବା ପାଣି ପିଇବାର ଲାଭ ଜାଣିଲେ ବିସ୍ମିତ ହୋଇଯିବେ ଆପଣ – ଏବେ ଜାଣିରଖନ୍ତୁ …

1 min read

ବନ୍ଧୁଗଣ ଆମେ ସମସ୍ତ ସମୟ ସହିତ ଚାଲି ଆଧିନିକ ଜିନିଷ ଆଡକୁ ଅଧିକ ଆକର୍ଷିତ ହେଉଛି। କିନ୍ତୁ ଆମର ପୁରାତନ ସମୟରେ କିଛି ଜିନିଷ ଏଭଳି ମଧ୍ୟ ଥିଲା ଯାହା ଆମ ପାଇଁ ବହୁତ ଲାଭଜନକ ହେଉଥିଲା। ଉଦାହରଣ ନିମନ୍ତେ ପୁରାତନ ସମୟରେ ଅଧିକତର ତମ୍ବା ବାସନରେ ପାଣି ପିଆଯାଉଥିଲା । ଏପରିକି ଲୋକମାନେ ଖାଦ୍ୟ ମଧ୍ୟ ତମ୍ବା ବାସନରେ ହିଁ ଖାଉଥିଲେ । କିନ୍ତୁ ନିଜର ରସୋଇକୁ ସୁନ୍ଦର ଦେଖାଇବା ଚକ୍କରରେ ଆମେ ଲୋକମାନେ ଆଜି କେବଳ ଷ୍ଟିଲ ବାସନର ଉପଯୋଗ କରୁଛୁ ।କିନ୍ତୁ ଆଜି ଆମେ ଆପଣଙ୍କୁ ତମ୍ବାର ବାସନରେ ପାଣି ପିଇବାର ଏକ ଏଭଳି ସ୍ଵତନ୍ତ୍ର ଫାଇଦା ଜଣେଇବୁ ଯାହାକୁ ଜାଣି ଆପଣ ତୁରନ୍ତ ବଜାର ଯାଇ ତମ୍ବାର ଗ୍ଲାସ କ୍ରୟ କରିବା ପାଇଁ ଚାଲିଯିବେ ଓ ପ୍ରତିଦିନ ସେଥିରେ ପାଣି ପିଇବେ । ଆୟୁର୍ବେଦ ସହିତ ବିଜ୍ଞାନ ମଧ୍ୟ ଏକଥା ମାନୁଛି ଯେ ତମ୍ବା ବାସନରେ ଖାଦ୍ୟ ଖାଇବା ଓ ପିଇବା ଦ୍ଵାରା ସ୍ୱାସ୍ଥ୍ୟ ଲାଭ ହୋଇଥାଏ ।

ପିତଳରେ ନିର୍ମିତ ବାସନରେ କିଛି ଏପରି ସ୍ଵତନ୍ତ୍ରତା ଅଛି ଯାହା ଆପଣଙ୍କ ସ୍ୱାସ୍ଥ୍ୟକୁ ଲାଭ ଆଣିଦିଏ । ପିତଳ ନିର୍ମିତ ବାସନ ରେ କିଛି ଏଭଳି ସ୍ଵତନ୍ତ୍ରତା ଅଛି ଯାହା ଆପଣଙ୍କ ସ୍ୱାସ୍ଥ୍ୟ କୁ ଲାଭ ପହଞ୍ଚାଏ।

ତମ୍ବା ବାସନରେ ପାଣି ପିଇବାର ବିଧି – ପ୍ରତିଦିନ ରାତିରେ ତମ୍ବା ବାସନରେ ପରିଷ୍କାର ପାନୀୟ ଜଳ ଭରିନିଅନ୍ତୁ। ଏହି ପାତ୍ରକୁ ଢାଙ୍କିବାକୁ ଭୁଲିବେ ନାହିଁ। ଏହାପରଦିନ ତମ୍ବା ପାତ୍ରରେ ରଖିଥିବା ପାଣି ସକାଳେ ଖାଲି ପେଟରେ ପିଇ ନିଅନ୍ତୁ । ଆପଣ ଚାହିଁବେ ତ ଦିନର ଆଗାମୀ ସମୟରେ ମଧ୍ୟ ଏହି ପାଣି ପିଇ ପାରିବେ । ଆପଣଙ୍କୁ ଦିନକୁ ପ୍ରାୟ ଅଧ ଲିଟରରୁ ଏକ ଲିଟର ତମ୍ବା ପାତ୍ରର ପାଣି ପିଇବା ଉଚିତ। ଯଦି ଆପଣ ଏହି ଉପାୟ ପ୍ରତିଦିନ କରିବେ ତେବେ କବ୍ଜର ସମସ୍ୟା ସହିତ ଅନେକ ରୋଗ ନିର୍ମୂଳ ହୋଇଯିବ ।

ତମ୍ବା ପାତ୍ରରେ ପାଣି ପିଇବାର ଫାଇଦା – ତମ୍ବା ଯାହା ପ୍ରକୃତରେ କପର ହୋଇଥାଏ, ଆମର ଶରୀରରେ କପର ର ଅଭାବକୁ ପୂରଣ କରିଠେ। ଏହାର ପାଣି ପିଇବା ଦ୍ଵାରା ଶରୀରରେ ସୃଷ୍ଟି ହେଉଥିବା କୀଟାଣୁ ଅଧିକ ସମୟ ପର୍ଯ୍ୟନ୍ତ ଜୀବିତ ରହିପାରନ୍ତି ନାହିଁ ।ତମ୍ବାର ପାଣି ଶୁଦ୍ଧ ହୋଇଥାଏ। ଡାଇରିଆ ଓ ପିଲିଆରେ ଏହି ପାଣି ପିଇବା ଲାଭଜନକ ହୋଇଥାଏ । ରୋଗୀଙ୍କ ପାଇଁ ତମ୍ବାର ପାଣି ଲାଭଦାୟକ ହୋଇଥାଏ। ଏଥିରେ ଉପସ୍ଥିତ ଆଣ୍ଟି-ଇନଫ୍ଲାମେଟୋରି ଗୁଣ ହାତ ଓ ପାଦର ଗଣ୍ଠି ଓ ଫୁଲାକୁ କମ କରିଥାଏ। ତମ୍ବାର ପାଣି ରେ କ୍ୟାନ୍ସର ବିରୋଧୀ ତତ୍ଵ ଥାଏ। ଏଥିପାଇଁ ଏହା କ୍ୟାନ୍ସରର ପ୍ରାରମ୍ଭ ରୋକିବା ନିମନ୍ତେ ସଫଳ ସିଦ୍ଧ ହୋଇଥାଏ।

ପେଟ ଯନ୍ତ୍ରଣା ଓ ଏସିଡିଟି ଭଳି ସମସ୍ୟା ହେବାରେ ପ୍ରତିଦିନ ସକାଳେ ତମ୍ବା ପାତ୍ରରେ ରଖାଯାଇଥିବା ପାଣି ପିଇଲେ ଲାଭ ହୋଇଥାଏ ।ତମ୍ବାର ପାଣି କିଡ୍ନି ଓ ଲିଭରକୁ ସ୍ଵାସ୍ଥ୍ୟବାନ ହୋଇଥାଏ । ତମ୍ବାର ପାଣି ଯେକୌଣସି ପ୍ରକାର ସଂକ୍ରମଣକୁ ହେବାରୁ ବା ବୃଦ୍ଧି ଘଟିବାରୁ ରୋକିଥାଏ । ତମ୍ବାର ପାତ୍ରର ଜଳ ପିଇଲ୍ଲେ ତ୍ଵଚ ଉପରେ ବ୍ରଣ ଇତ୍ୟାଦି ହୋଇନଥାଏ ।

ଏନିମିଆର ରୋଗୀଙ୍କ ପାଇଁ ତମ୍ବାର ପାଣି ପିଇବା ଲାଭଜନକ ହୋଇଥାଏ। ଏହା ଖାଦ୍ୟରୁ ଆଇରନକୁ ଶୋଷଣ କରିବାର କାର୍ଯ୍ୟ କରିଥାଏ ଯାହା ଏନିମିଆ ଠିକ କରିବାରେ ଜରୁରୀ ହୋଇଥାଏ ।

Leave a Reply

Your email address will not be published. Required fields are marked *