February 26, 2024

Odia Express

News For Public

୨୩ ମାର୍ଚ୍ଚ ୨୦୨୦ ସୋମବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ମହାଦେବଙ୍କ କୃପାରୁ ଆଜି ଉନ୍ନତିର ପଥରେ ଆଗକୁ ବଢିବେ ଏହି ୫ ଟି ରାଶିର ଜାତକ

1 min read

୧-ମେଷ ରାଶି : ଆଜି ଆପଣଙ୍କ ଦୃଷ୍ଟିକୋଣରୁ ସକରାତ୍ମକ ରୁହନ୍ତୁ । ଘରୋଇ ମୋର୍ଚ୍ଚାରେ ବାଞ୍ଚିତ କାମ ସମୟରେ ପୁରା କରିବେ , ଆଜି କିଛି ନୁଆ କାମ କାର୍ଯ୍ୟ ଆପଣଙ୍କ ସାମ୍ନାକୁ ଆସିବ , ପ୍ରେମୀଙ୍କ ମଧ୍ୟ ନିକଟତା ବଢିବ , ଶତ୍ରୁ ଆପଣଙ୍କ କାର୍ଯ୍ୟରେ ବାଧା ଦେବାପାଇଁ ସଫଳ ହେବେ ନାହିଁ , କେଉଁ ପାରିବାରିକ ସମସ୍ୟା ପାଇଁ ସବୁ ଲୋକଙ୍କର ବିଚାରର ଗଭୀରତା ପାଇଁ ଚିନ୍ତା କରିବେ , ଦରକାରୀ ଲୋକଙ୍କୁ ଭୋଜନ କରାନ୍ତୁ , ସଫଳତା ଆପଣଙ୍କୁ ମିଳିବ , ଜୀବନସାଥୀଙ୍କ ଭରପୂର ସହଯୋଗ ମିଳିବ ।

୨-ବୃଷ ରାଶି : ପାର୍ଟନରଙ୍କ ଭାବନାକୁ ବୁଝିବାକୁ ଚେଷ୍ଟା କରନ୍ତୁ , ଆପଣଙ୍କ ସବୁ ପ୍ରୟାସରେ ସଫଳତା ମିଳିବ , ଓ କିଛି ମହତ୍ତ୍ୱକାଂକ୍ଷା ପୁରା ହେବ , ଶାରରୀକ ଓ ମାନସିକ ରୁପରେ ସୁସ୍ଥ୍ୟ ଅନୁଭବ କରିବେ , ବାହାନ ଚଲାଉଥିବା ସମୟରେ ସାବଧନତା ଅବଲମ୍ବନ କରନ୍ତୁ , ପ୍ରେମ ସଂବନ୍ଧରେ ନାରାଗି ରହିବ , କିନ୍ତୁ ସନ୍ତାନ ପକ୍ଷରୁ ଶୁଭ ସମାଚାର ପ୍ରାପ୍ତି ହେବ । ଆପଣ ଛୁଆଙ୍କ ସହ ଭଲ ସମୟ ଅତିବାହିତ କରିବେ , ଆପଣ ନୁଆ କାମ କରିବାରେ ଭାବିବେ ।

୩-ମିଥୁନ ରାଶି : ଆଜି ଆପଣଙ୍କ ମନ ପ୍ରସନ୍ନ ରହିବ , ଆପଣଙ୍କୁ ଦିଆଯାଇଥିବା ନୁଆ ପ୍ରୋଜେକ୍ଟ ଆପଣ ଇମାନଦାରୀରେ ସମର୍ପଣ କରିବେ , ଆପଣ ଅନ୍ୟ ପାଇଁ ସାହାଯ୍ୟ କରିବେ , ଏଥିପାଇଁ ବହୁତ ସମ୍ମାନ ପ୍ରାପ୍ତି କରିବେ , ଜରୁରୀ କାମରେ ଯୋଜନା ହେବ , କାର୍ଯ୍ୟକ୍ଷେତ୍ରରେ ସଂଘର୍ଷ ବଢିବ , ଚାକିରିରେ କଠିନତା ବଢିବ , ଲଭମେଟ୍ ପାଇଁ ଆଜିର ଦିନ ଉତ୍ତମ ଅଛି , ଆଜି ଉଧାର ଦିଅନ୍ତୁ ନାହିଁ , ନହେଲେ ଧନ ଫେରସ୍ତ ପାଇବେ ନାହିଁ ।

୪-କର୍କଟରାଶି : ଆଜିର ଦିନ ଶୁଭ ଅଛି , ମନରେ ଉର୍ଜା ଅନୁଭବ କରିବେ , ରୋଗର ଚିନ୍ତା ବଢିପାରେ , ଆପଣଙ୍କ କିଛି ଶତ୍ରୁ ମିତ୍ର ରୁପରେ ଭେଷ ବଦଳାଇ ଆପଣଙ୍କୁ କ୍ଷତି ପହଞ୍ଚାଇପାରନ୍ତି , ସାବଧାନ ରୁହନ୍ତୁ , କାର୍ଯ୍ୟାଳୟରେଅନୁକୁଲ ବାତାବରଣ ରହିବ , ଓଁ ନମଃ ଶିବାୟ ୧୧ ଥର ଜପ କରନ୍ତୁ , ଆପଣଙ୍କ ଯୋଜନା ସଫଳ ହେବ , ଧନ ପ୍ରାପ୍ତି ପାଇଁ କିଛି ନୁଆ ସ୍ରୋତ ବାହାରିବ , ଆଜି କେଉଁ ଅଜଣା ବ୍ୟକ୍ତିଙ୍କ ଉପଦେଶ ନିଅନ୍ତୁ ,ନହେଲେ କ୍ଷତି ସହିବାକୁ ପଡିପାରେ

୫-ସିଂହ ରାଶି : ଆଜି କେଉଁ ବିତ୍ତିୟ ସମସ୍ୟା ଚିନ୍ତା କରିପାରେ ,ପାରିବାରିକ ଜୀବନରେ ଆପଣ ସଦସ୍ୟଙ୍କ ପ୍ରତି ଝଗଡା କିମ୍ବା ଜିଦ୍ଧି ସ୍ୱଭାବ ଦେଖାଇପାରନ୍ତି , ସକାଳୁ ଉଠିକରି  ପ୍ରଣାମ କରନ୍ତୁ , ଆପଣଙ୍କ ପରିଶ୍ରମ କାମ ଦେବ , ଆପଣଙ୍କ ପୁରୁଣା କରଜ ଫେରିପାରିବେ , ଆଜିର ଦିନ ଛୋଟ ମୋଟ ଚିନ୍ତା ହୋଇପାରେ , ଆପଣଙ୍କ ମନ ଆପଣଙ୍କୁ ନିଜ କାର୍ଯ୍ୟରେ ନେଇକରି ଚିନ୍ତା ଦେବ , କାର୍ଯ୍ୟ ଯୋଜନା ପ୍ରତି ବିଚାର ବିମର୍ଶ କରିବାକୁ ହେବ ।

୬-କନ୍ୟା ରାଶି : ଆଜି ପ୍ରେମରେ ଧୋକା ଖାଇପାରନ୍ତି , ଆପଣଙ୍କ ଭାଇ ଭଉଣୀଙ୍କ ସ୍ୱାସ୍ଥ୍ୟର ସମସ୍ୟାରେ ପିଡିତ ହୋଇପାରନ୍ତି , ଆପଣଙ୍କ ପାରିବାରିକ ଜୀବନ ସୁଚାରୁ ରୁପେ ରହିବ । ଆପଣ ଶାନ୍ତି ଓ ଧୈର୍ଯ୍ୟ ବନାଇରଖନ୍ତୁ , ଆପଣଙ୍କୁ ଉପଦେଶ ଦିଆଯାଉଛି କି ଆପଣ ସାମାଜିକ କାର୍ଯ୍ୟରେ ମହତ୍ତ୍ୱ ଦିଅନ୍ତୁ , ଆଜିର ଦିନ କିଛି କରନ୍ତୁ ନାହିଁ , କେବଳ ଅସ୍ୱିତ୍ୱ ର ଆନନ୍ଦ ନିଅନ୍ତୁ , ଓ ଅହୋଭାବରେ ନିଜକୁ ସରୋବର ହୁଅନ୍ତୁ , ଆପଣଙ୍କ ଆର୍ଥିକ ପକ୍ଷ ଟିକିଏ ଦୁର୍ବଳ ହୋଇପାରେ ।

୭-ତୁଳା ରାଶି : ଆଜି ଆପଣଙ୍କୁ ନିଜ ପରିବାର ଆବଶ୍ୟକତାକୁ ଧ୍ୟାନ ଦେବାକୁ ହେବ , ଆପଣଙ୍କୁ ଶିଘ୍ର ପଇସା କମାଇବାର ଯୋଜନାରେ ନିବେଶ କରିବାରୁ ବଞ୍ଚିବାକୁ ହେବ , ବେପାରିଙ୍କ ପାଇଁ ଭଲଲାଭ ମିଳିପାରେ , ଛୋଟ ଭାଇଙ୍କ ଉପଦେଶରେ ଆପଣଙ୍କ ଜୀବନରେ ଅଧିକା ସଫଳତା ପାଇବେ , ନିଜ ଅମୁଲ୍ୟ ସମୟ ଅନ୍ୟଙ୍କ ପାଇଁ ଭାବିବା ଓ ପଛରେ କାମ କରିବାରେ ସମୟ କଟିବ ,କୁକୁରକୁ ରୁଟି ଖୁଆନ୍ତୁ , ଘରେ ସୁଖ ଶାନ୍ତି ରହିବ ।

୮-ବିଛା ରାଶି : ଆଜି ଆପଣଙ୍କୁ ଆମଦାନୀରେ ନୁଆ ରାସ୍ତା ମିଳିବ , ଆଜି ଆପଣ ଏକ ବଡ ଫଇସଲା ନେଇପାରନ୍ତି , ଯାହା ଆପଣଙ୍କ କ୍ୟାରିୟରରେ ଆଗକୁ ବଢିବାରେ ସହାୟକ ହେବ , ଭାଇ ଭଉଣୀ ଓ ବଡଙ୍କ ସହ ସଂବନ୍ଧ ପ୍ରେମରୁପ ରହିବ , ଖାଦ୍ୟପେୟ କୁ ନେଇ ସତର୍କ ରୁହନ୍ତୁ , ସନ୍ତାନ ପକ୍ଷରୁ ମତଭେଦ ହୋଇପାରେ , ଆଜିର ଦିନ ନିକଟ ବ୍ୟକ୍ତିଙ୍କ ଅଚାନକ ବିରୋଧଭାବ ହୋଇପାରେ , ଆପଣ ନିଜ ଦାୟିତ୍ୱ ପ୍ରତି ସଜାଗ ଓ ଗମ୍ଭୀର ରହିବେ ।

୯-ଧନୁ ରାଶି : ପରାକ୍ରମ ପ୍ରତିଷ୍ଠା ବଢିବ । ରାଜନୀତିରେ ଲାଭ ହେବ , ପରିବାର ସଦସ୍ୟଙ୍କ ଅହ କିଛି ଭୁଲ୍ ବୁଝାମଣା ଘରୋଇ ମାହୋଲ୍ ଚିନ୍ତାର ବିଷୟ ହେବ , ଅଧିକାରୀଙ୍କ କାର୍ଯ୍ୟରେ ଲାଭ ହେବ , ଆପଣଙ୍କ ନୁଆ ଓ ରଚନାତ୍ମକ ବିଚାର ଭରିବ , ସ୍ଥାୟୀ ସଂମ୍ପତ୍ତି ଭଲ ଯୋଗ ହେଉଛି  ପେଟ ସଂବନ୍ଧି ଅସୁବିଧା ଦେଖାଦେଇପାରେ , ଆଜି ଲୋକ ଆପଣଙ୍କ ପ୍ରଶଂସା କରିବେ , ଯାହା ଆପଣ ସବୁବେଳେ ଶୁଣିବାକୁ ଚାହୁଁଥିଲେ , ପଇସା ଲେଣଦେଣରେ ଆପଣଙ୍କୁ ବଞ୍ଚିବାକୁ ହେବ ।

୧୦-ମକର ରାଶି : ଆଜି ଆପଣଙ୍କୁନିଜ କାମ କାର୍ଯ୍ୟରେ ସଫଳତା ମିଳିବ , ଆପଣଙ୍କୁ ବରିଷ୍ଠ ସହଯୋଗୀଙ୍କ ପୁର୍ଣ୍ଣ ସହଯୋଗ ପ୍ରାପ୍ତି ହେବ , ଆପଣଙ୍କୁ ବହୁତ ଲୋକ ମିତ୍ରତା ସ୍ଥାପନ କରିବେ , ପୁରୁଣା ଚିନ୍ତା ଆଜି ଶେଷ ହେବ , ବନ୍ଧୁଙ୍କ ସହଯୋଗ ମିଳିପାରିବ , ମନରେ ଟିକିଏ ଚିନ୍ତା ରହିବ , ନିର୍ଣ୍ଣୟ ନେବା ପୁର୍ବରୁ କଠିନତା ଅନୁଭବ କରିବେ , ଆଜି ଆପଣଙ୍କ ନିଜ କଳ୍ପନା ଶକ୍ତି ଭଲ କାମରେ ଲଗାଇବେ , ଚାକିରିରେ ଆପଣଙ୍କ କାମକୁ ପ୍ରଶଂସା କରାଯିବ ।

୧୧-କୁମ୍ଭ ରାଶି : ଆଜି ଆର୍ଥିକ ମାମଲାରେ କିଛି କଠିନତା ସାମ୍ନା କରିବାକୁ ପଡିପାରେ , ଆଜି ଉଦ୍ଧମୀ ଓ ବ୍ୟବସାୟୀ ବ୍ୟସ୍ତ ରହିବେ , ମାତା ପିତାଙ୍କ ପୁରା ସହଯୋଗ ମିଳିବ , ଗୁପ୍ତ ଶତ୍ରୁଙ୍କ ଦ୍ୱାରା ଆପଣଙ୍କ ପରିବାରର କ୍ଷତି ହୋଇପାରେ , ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ , କ୍ରୋଧ ଓ ବାଣିରେ ସଂୟମତା ରଖନ୍ତୁ , ଅନ୍ୟତା ହାନି ହୋଇପାରେ , ଆପଣଙ୍କ ପାର୍ଟନର ସହ ସ୍ମରଣୀୟ ମୁହୁର୍ତ୍ତ ଅତିବାହିତ କରିବେ , ଆପଣଙ୍କ ସ୍ୱାସ୍ଥ୍ୟ ଉତ୍ତମ ରହିବ ।

୧୨-ମୀନ ରାଶି : ଆଜି କିଛି ନିର୍ଣ୍ଣୟ ନେବା ସମୟରେ ବ୍ୟସ୍ତତା ରୁହନ୍ତୁ ନାହିଁ , ଯେଉଁ ଲୋକ ସଂମ୍ପର୍କରେ ଅଛନ୍ତି , ସେ ବିବାହ କରିବାର ଫଇସଲା ନେଇପାରନ୍ତି , ପରିବାରର କାହାର ସ୍ୱାସ୍ଥ୍ୟ ବିଗଡିପାରେ , ଯାହାର କାରଣରୁ ଚିନ୍ତା ବଢିବ , ଓ ଆପଣଙ୍କ ଜରୁରୀ କାମ ପୁରା ହୋଇପାରିବ ନାହିଁ  ଆଜି ନିଜକୁ ଏକେଲା ଛାଡନ୍ତୁ ନାହିଁ , ନିଜ ବୈବାହିକ ଜୀବନରେ ଦାୟିତ୍ୱ କୁ ଭଲ ଭାବେ ବୁଝନ୍ତୁ , ପ୍ରେମ ସଂବନ୍ଧରେ ମଧୁରତା ବନାଇ ରଖନ୍ତୁ , ଅଧୁରା କାମ ପୁରା ହେବ , କାରୋବାରରେ କିଛି ଲୋକ ସାହାଯ୍ୟ କରିବେ

Leave a Reply

Your email address will not be published. Required fields are marked *