June 20, 2024

Odia Express

News For Public

୨୫ ମାର୍ଚ୍ଚ ୨୦୨୦ ବୁଧବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ନବରାତ୍ରୀ ପୂର୍ବ ଦିନ ଏହି ୬ ଟି ରାଶିର ଭାଗ୍ୟ ରହିବ ମଜବୁତ୍ , ଦୁର ହେବ ସବୁ ମତଭେଦ

୧)ମେଷ ରାଶି : ଆଜି ଆପଣଙ୍କ ସବୁ ମନୋକାମନା ପୁରା ହେବାର ନଜର ଆସୁଛି , ଭାଇ ଭଉଣୀଙ୍କର ଓ ବଡଙ୍କର ସହ ସଂବନ୍ଧ ସୌହାର୍ଦପୁର୍ଣ୍ଣ ଓ ପ୍ରେମପୁର୍ଣ୍ଣ ରହିବ , ନିଜ ଖର୍ଚ୍ଚ ଉପରେ କାବୁ କରନ୍ତୁ ଓ ହାତଖୋଲା ଖର୍ଚ୍ଚ କରିବାରେ ବଞ୍ଚନ୍ତୁ , ଘରର ବଡ ବୟସ୍କ ଲୋକଙ୍କ ରାୟ ନେବା ଆପଣଙ୍କ ପାଇଁ ହିତରେ ରହିବ , ଯେବେ ମଉକା ମିଳିବ , ବଡଙ୍କ ଅନୁଭବର ଜ୍ଞାନ ଲାଭ କରନ୍ତୁ , ସଂମ୍ପର୍କରେ ମଧୁରତା ଆସିବ , ମହିଳାଙ୍କୁ ଅଧିକାରୀଙ୍କ ସହଯୋଗ ମିଳିବ , ଜୀବନସାଥୀ ସହ ବୈଚାରିକ ମତଭେଦ ହୋଇପାରେ ।

୨)ବୃଷ ରାଶି : ଲଭ ପ୍ରପୋଜାଲ୍ ଦେବାପାଇଁ ଦିନ ଠିକ୍ ଅଛି , ମାନସିକ ଚିନ୍ତା ହୋଇପାରେ , ଜୀବନସାଥୀ ସହ ବ୍ୟବହାରକୁ ନେଇ ପାରିବାରିକ ଜୀବନ ଅଶାନ୍ତିପୁର୍ଣ୍ଣ ହୋଇପାରେ , ବାହାନ , ଭୁମି, ସଂବନ୍ଧିତ ଆପଣଙ୍କୁ କିଛି କାମ ଅଟକିପାରେ , ଭାବୁକତା ଉପରେ ନିୟନ୍ତ୍ରଣ ରଖନ୍ତୁ , ଜବାନ ହୋଇ ଛୁଆଙ୍କ ସହ ଯୁକ୍ତି କରିବେ , ରଚନାତ୍ମକ ପ୍ରୟାସ ଫଳିଭୁତ ହେବ , ସନ୍ତାନର ଉଚିତ୍ ମାର୍ଗ ଦର୍ଶନ ଦେଇକରି ତାଙ୍କର ସଫଳତା ସୁନିଶ୍ଚିତ କରିବେ ।

୩) ମିଥୁନ ରାଶି : ମାତା ପିତାଙ୍କ ଓ ଗୁରୁଜନଙ୍କ ସଂବନ୍ଧ ମଧୁର ହେବ , ଆୟରେ ବୃଦ୍ଧି ଘଟିବ , ଜମିକରି ପଇସା ଖର୍ଚ୍ଚ କରିବାପରେ ଆପଣ ବ୍ୟୟରେ ସନ୍ତୁଳନ ରଖିବାରେ ସଫଳ ହେବେ , ନିଜ ଫିଟନେସ୍ କୁ ଦାୟିତ୍ୱ ନେବେ , ଅନ୍ୟଙ୍କ ସ୍ୱାସ୍ଥ୍ୟମୟ ଜୀବନ ବଞ୍ଚିବାକୁ ପ୍ରୋତ୍ସାହିତ କରନ୍ତୁ , ଆଜି କେଉଁ ବଡ ଫଇସଲା ନେବାର ପୁର୍ବରୁ ଭାବିଚିନ୍ତି ନିଅନ୍ତୁ , ହାଡ ଓ ଆଣ୍ଠୁଗଣ୍ଠି ପୁରୁଣା ରୋଗରୁ ଆରାମ ମିଳିବ , ଭବିଷ୍ୟକୁ ନେଇକରି ମନରେ ଚିନ୍ତା ରହିବ ।

୪) କର୍କଟ ରାଶି : ଆପଣ ଭାବନାତ୍ମକ ରୁପରେ ଅଲଗା ଅଲଗା ଅନୁଭବ କରିବେ , ଅସ୍ଥିରତା ରହିବ , କାର୍ଯ୍ୟ ସଂବନ୍ଧି ମାମଲାରେ ନିଜ ଦିମାଗରେ ଚିନ୍ତା ଆସିପାରେ , କିନ୍ତୁ ଏଥିରେ ଲୁଚିଥିବା ମୁଦ୍ଧା ଅଛି ଯାହା ଚିନ୍ତା ଦେଇପାରେ ,  ନେଇକରି ବହୁତ ଅଧିକା ଚିନ୍ତା କରିବେ , ଏହି ସମୟରେ ଯୋଗ୍ୟତା ବଢାଇବାକୁ ହେବ , ଦ୍ୱିତୀୟ କାମ ଛାଡନ୍ତୁ ନାହିଁ , ନିଜେ ତାହା ଉପରେ କାମ କରନ୍ତୁ , ଖାଇବା ପିଇବା ଜିନିଷକୁ ବିଶେଷ ଧ୍ୟାନ ଦିଅନ୍ତୁ , ବାହାର ଜିନିଷର ବ୍ୟବହାର କମ୍ କରନ୍ତୁ ।

୫) ସିଂହ ରାଶି : ଇମାନଦାରୀରୁ ଆଜି ଯାହା କରୁଛନ୍ତି ମନରେ ଚିନ୍ତା ବଢିବ , ଆପଣଙ୍କୁ ଏକ ନୁଆ ଦୃଷ୍ଟିକୋଣ ଆପଣାଇବାକୁ ହେବ  ଓ ବାଞ୍ଚିତ ପରିଣାମ ପାଇଁ କଡା ପରିଶ୍ରମ କରିବାକ୍ ଉହେବ , ପରିବାର ସହାନୁଭୁତି ଚର୍ଚ୍ଚା ହୋଇପାରେ , ଯୁବା କାହାର ପ୍ରେସରରେ ଆସନ୍ତୁ ନାହିଁ , ନିଜ ପରିସ୍ଥିତିକୁ ନେଇ ଭବିଷ୍ୟର ଯୋଜନା ବନାନ୍ତୁ , ଆଜି ଆପଣଙ୍କ ଧୈର୍ଯ୍ୟ ହରାନ୍ତୁ ନାହିଁ ନାହିଁ ଆଜି ଆପଣଙ୍କ ଭାଗ୍ୟରେ ବହୁତ କିଛି ନୁଆ ଅଛି ।

୬)କନ୍ୟା ରାଶି : ନୁଆ କାର୍ଯ୍ୟ କରିବାପାଇଁ ପ୍ରେରିତ ହେବେ , ବେପାର ଧନ୍ଦାରେ ହ୍ରାସ ଆସିପାରେ । ଆପଣଙ୍କୁ ସ୍ୱାସ୍ଥ୍ୟ ସଂବନ୍ଧି କିଛି ମାମୁଲି ଅସୁବିଧା ଆସିପାରେ । ଆଜି ବୁଝି ସୁଝିକରି କୁହନ୍ତୁ , ଆପଣ ନିଜ କାମକୁ ଜଲଦି ବନାଇବାକୁ ଲାଗିବେ , ଆପଣଙ୍କ ସେୟାରିଙ୍ଗ୍ ଓ କେୟାରିଙ୍ଗ୍ ବ୍ୟବହାର ଜୀବନସାଥୀର ହୃଦୟ ଜିତିନେବ , ଛୋଟ ଛୋଟ କଥାର ମୁଦ୍ଧା ଉଠାନ୍ତୁ ନାହିଁ । ଆଜିର ଦିନ ଖେଳ ସହ ଯୋଡି ହୋଇଥିବା ଲୋକଙ୍କୁ ବହୁତ ଫାଇଦା ହେବ , ପରିବାରରେ କେଉଁ କଥାକୁ ନେଇ ବିବାଦ ହୋଇପାରେ ।

୭) ତୁଳା ରାଶି : ଆପଣଙ୍କୁ ବହୁତ ପରିଶ୍ରମ କରିବାକୁ ହେବ , ଏକାଗ୍ରତାର କମି ହେବ , ବାଣିରେ ସଂୟମତା ରଖନ୍ତୁ , ବୈବାହିକ ଜୀବନରେ କିଛି ଚିନ୍ତା ଦେଖାଦେଇପାରେ , ଯଦି କିଏ ଆପଣଙ୍କୁ ସାହାଯ୍ୟ କରିବାକୁ ଚାହୁଁଛି ତେବେ ସ୍ୱିକାର କରିନେବା ଉଚିତ୍ , ଶର୍ଟକଟ୍ ନ୍ଲେ ଆପଣଙ୍କୁ ହଇରାଣ ହେବାକୁ ପଡିପାରେ , ପରିବାରରେ କାହାର ନୁଆ ଖବର କୁ ନେଇ ଚର୍ଚ୍ଚା ହେବ , ବିବାହିତ ଲୋକ ପରିବାର ସହ ସମୟ ଅତିବାହିତ କରନ୍ତୁ ।

୮) ବିଛା ରାଶି : ଆଜି ଦାମ୍ପତ୍ୟ ଜୀବନରେ ଛୋଟ ଛୋଟ କଥାକୁ ନେଇ ଚିନ୍ତା ବଢିପାରେ , ଖର୍ଚ୍ଚରେ ବୃଦ୍ଧି ହେବ , ଆପଣଙ୍କ ପଇସାର ବର୍ବାଦି କରିବାରେ ବଞ୍ଚିବେ , ବିବାହିତ ଲୋକ ଚିନ୍ତା ଅନୁଭବ କରିବେ ଅବସ୍ଥାକୁ ସଂମ୍ଭାଳିବା  ଆପଣଙ୍କ ଦୟିତ୍ୱ ହେବ , ଲୋକ ପୁରୁଣା କରଜ ଫେରାଇବେ , କିମ୍ବା ନୁଆ ପରିଯୋଜନା ଉପରେ ଲଗାଇଲେ ଧନ ଅର୍ଜନ କରିବା ପାଇଁ ହେବେ , ଗତ ସମୟରୁ ଆସୁଥିବା ସବୁ ଅସୁବିଧା ଦୂର ହୋଇଯିବ ।

୯) ଧନୁ ରାଶି : ଆଜି ଆପଣଙ୍କୁ ସତର୍କ ରହିବାକୁ ପଡିବ । କିଛି ଘରୋଇ ବୁଝାମଣାରେ ଅସୁବିଧା କୁ ଦୁର କରିପାରିବେ , ଆପଣ ପରିବାରରେ ଓ ବନ୍ଧୁଙ୍କ ସମର୍ଥନ ଆନନ୍ଦ ନେବେ , ବ୍ୟସ୍ତତା ପାଇଁ ନିର୍ଣ୍ଣୟ ପାଇଁ ଆପଣଙ୍କୁ ହଇରାଣ ହେବାକୁ ପଡିପାରେ , ସାମାଜିକ ସ୍ତରରେ ନିଜ ଆଖପାଖ ଲୋକଙ୍କ ହୃଦୟ ଜିତିବାରେ ସଫଳତା ହାସିଲ୍ କରିବେ , ପରିବାରର କେଉଁ ଲୋକଙ୍କ ଆଗମନ ହେବ , ମାତା ଙ୍କ ଅନ୍ୟ ଭାଇଙ୍କ ଉପରେ ବିଶ୍ୱାସ ଅଧିକା ହେବ , ଯାହାର କାରଣରୁ ଆପଣଙ୍କ ମନରେ ଚିନ୍ତା ରହିବ ।

୧୦) ମକର ରାଶି : ବିଦ୍ୟାର୍ଥିଙ୍କ ପାଠ ପଢାରେ ମନ ଲାଗିବ , କରଜରୁ ମୁକ୍ତି ମିଳିବ , ବିତ୍ତିୟ ମାମଳାରେ ସହଜରେ ଆଗକୁ ବଢିବେ , ପ୍ରତିଧ୍ୱନ୍ଧୀଙ୍କ ଗତି ବିଧି କ୍ଷତି ପହଞ୍ଚାଇବ ନାହିଁ , ଆପାଣ ଯେତେ ପରିଶ୍ରମ କରିବେ ସେତେ ଅଧିକା ଫାଈଦା ହେବ , ବ୍ୟବସାୟିକ ଓ ବ୍ୟକ୍ତିଗତ ଜୀବନରେ ତାଳମେଳ ବସାଇବା ମୁସକିଲ୍ ହେବ , ଯେତେ ସଂମ୍ଭବ ହୋଇପାରୁଛି ନିଜକୁ ଆବେଶରେ ଆଣିବାକୁ ବଞ୍ଚାନ୍ତୁ ।

୧୧) କୁମ୍ବ ରାଶି : ଆଜି ନୁଆ କାମ ବିଚାର କରିପାରିବେ , ପୁରୁଣା ଦେଇଥିବା ଧନ ଫେରିପାରିବେ , ବ୍ୟସ୍ତତାରେ କିଛି ବିପଦପୁର୍ଣ୍ଣ କାର୍ଯ୍ୟ କରନ୍ତୁ ନାହିଁ , ବଡଙ୍କ ଆଶିର୍ବାଦରେ କାମ ଆପଣଙ୍କୁ ସଫଳତା ଦେବ , ଆପଣଙ୍କ ରୁତବା ଦେଖିକରି ଲୋକଙ୍କର ସଂବନ୍ଧ ସ୍ଥାପନ କରିବାକୁ ଚାହିଁବେ , ଆଜି ଅଧିକା ସତର୍କ ରୁହନ୍ତୁ , ଦିମାଗ ଅଧିକା ସକ୍ରିୟ ରହିବ ।

୧୨) ମୀନ ରାଶି : ଆଜିର ଦିନ ଆପଣଙ୍କ ଜୀବନରେ ସ୍ମରଣୀୟ ରହିବ , ଆପଣଙ୍କ ଅଟକିଥିବା କାର୍ଯ୍ୟ ପୁରା ହେବ , ପରିବାର ସହ କଟାଇଥିବା ସମୟ ଅପେକ୍ଷା ଅଧିକା ଆନନ୍ଦମୟ ରହିବ , ଚାକିରି କାର୍ଯ୍ୟକ୍ଷେତ୍ରରେ ପଦ ପ୍ରତିଷ୍ଠା ସହ ଆୟରେ ବୃଦ୍ଧି ହେବ , ସାମାଜିକ ରୁପରେ ଆପଣ ସକ୍ରିୟ ରହିବେ , ଆପଣଙ୍କ ସ୍ୱାସ୍ଥ୍ୟ ଠିକ୍ ରହିବ , ସଂବନ୍ଧକୁ ନେଇକରି ମନରେ ସନ୍ଦେହ ଆସିବାକୁ ଦିଅନ୍ତୁ ନାହିଁ । ଆଜି ଆପଣଙ୍କ ପରିଶ୍ରମ ବଢିଥିବାର ଦେଖାଦେବ ।

Leave a Reply

Your email address will not be published. Required fields are marked *