February 24, 2024

Odia Express

News For Public

୧୪ ବର୍ଷ ପରେ ଏହି ୩ ଟି ରାଶି ଉପରେ ପ୍ରସନ୍ନ ହେବେ ଭଗବାନ ଶ୍ରୀକୃଷ୍ଣ, ମିଳିବ ବହୁତ ସାରା ପ୍ରେମ ଓ ପଇସା…

ଶ୍ରୀକୃଷ୍ଣ ଭଗବାନ ବିଷ୍ଣୁଙ୍କ ଅବତାର ବୋଲି ଜଣାଯାଏ , ଶ୍ରୀକୃଷ୍ଣ ଯେଉଁଠି ନଟଖଟିଆ ଥିଲେ ସେମିତି ଅନ୍ୟ ପଟେ ବି ବହୁତ ଦୟାଳୁଥିଲେ,  ସେ କେବେ ବି ନିଜ ଭକ୍ତଙ୍କୁ ନିରାଶ କରୁନଥିଲେ , ଏମିତିରେ ଆଜି ଆମେ ସେହି ତିନୋଟି ରାଶିମାନଙ୍କର ଜାତକ ବିଷୟରେ କହିବୁ ଯାହାଙ୍କ ଉପରେ ଭଗବାନ ଶ୍ରୀକୃଷ୍ଣ ୧୪ ବର୍ଷ ପରେ ମେହେରବାନ୍ ହୋଇଛନ୍ତି , ଯାହାର କାରଣରୁ ଏହି ରାଶିର ଜାତକରେ ବହୁତସାରା ପଇସା ଓ ପ୍ରେମ ମିଳିବାର ଅଛି , ଏହି ତିନି ରାଶିର ଉପରେ ଭଗବାନ ଶ୍ରୀକୃଷ୍ଣଙ୍କ କୃପା ବରଷିବାର ଅଛି ।

୧) ମିଥୁନ ରାଶି : ଏଇ ରାଶି ଉପରେ ଭଗବାନ କୃଷ୍ଣଙ୍କର କୃପା ବୃଷ୍ଟି ହେବାର ଅଛି , ଯାହାର କାରଣରୁ ଆପଣ ଆର୍ଥିକ ଦାୟିତ୍ୱ ପ୍ରତି ସଜାଗ ରହିବେ , କେଉଁ ଶୁଭ କାର୍ଯ୍ୟ ଆୟୋଜନ କରିପାରନ୍ତି , ନିଜ ବିଜନେସ୍ ରେ ଆର୍ଥିକ ଲାଭ ପ୍ରାପ୍ତି ହେବ , ଆପଣଙ୍କ ମନରେ ଏକ ନୁଆ ଉତ୍ସାହ ରହିବ ତଥା ନୁଆ ବିଚାର ସ୍ଥିରତା କାରଣରୁ ନିଜ ମଧ୍ୟରେ ସବୁ କାର୍ଯ୍ୟ ଭଲ ଭାବରେ କରିପାରିବେ , ଆପଣଙ୍କ ପକେଟ୍ ରେ ଉପରେ ଭାରି ପଡିବ , ଅର୍ଥାତ୍ ଆପଣ ମନୋରଞ୍ଜନ, ସୌଦର୍ଯ୍ୟ ପ୍ରସାଧନ , ଆଭୁଷଣ ପଛରେ ପଇସା ଖର୍ଚ୍ଚ କରିପାରନ୍ତି , ପରିବାର ବାଲାଙ୍କ ସହ କିଛି ସମୟ ଅତିବାହିତ କରିବେ , ଘରେ ସୁଖଶାନ୍ତି ରହିବ ।

୨) ସିଂହ ରାଶି : ଭଗବାନ ଶ୍ରୀକୃଷ୍ଣ ଏହି ରାଶିର ଜାତକ ଉପରେ ୧୪ ବର୍ଷ ପରେ ପ୍ରସନ୍ନ ହେବାକୁ ଯାଊଛନ୍ତି , ଯାହା କାରଣରୁ ଏମାନଙ୍କ ସମୟ ଭଲ ରହିବାର ଅଛି , ଆଜି ଆପଣଙ୍କ ଅଫିସ୍ ରେ ଆପଣଙ୍କ ପ୍ରଭାବ ରହିବ , ଆପଣଙ୍କ କାର୍ଯ୍ୟର ପ୍ରଭାବ ଆପଣଙ୍କ ସିନିୟର୍ ଅଫିସ୍ ରେ ପଡିବ , ଯାହାର କାରଣରୁ ଆପଣଙ୍କୁ ପ୍ରଶଂସା ମିଳିବ , ଓ ଏହାର୍ କାରଣରୁ ମନ ପ୍ରସନ୍ନ ରହିବ , କେଉଁ କାର୍ଯ୍ୟ ଆପଣଙ୍କୁ ନୁଆ ଉର୍ଜାର ସହ ପ୍ରାରମ୍ଭ କରିବେ , ମାତା ପିତାଙ୍କ ପ୍ରତି ଆପଣଙ୍କ ଭଲ ବ୍ୟବହାର ରହିବ , ଜମି ବାହାନ , ସଂମ୍ପତ୍ତି ସହ ଯୋଡି ହୋଇଥିବା କାର୍ଯ୍ୟ ସଂପନ୍ନ କରିବାପାଇଁ ଶୁଭ ଅଛି ।

୩) ବୃଷ ରାଶି : ବୃଷ ରାଶି ଉପରେ ଭଗବାନ ଶ୍ରୀକୃଷ୍ଣ ମେହେରବାନ ହେବାର ଅଛି , ବୃଷ ରାଶି ବାଲାଙ୍କ ଆଜି ନିଜ କାର୍ଯ୍ୟରେ ଆତ୍ମବିଶ୍ୱାସ ଓ ମନୋବଳ ସହ ପୁରା କରିବେ , ଯାହାର କାରଣରୁ ତାଙ୍କୁ ନିଜ କାମରେ ସଫଳତା ମିଳିବ , ଏହି ରାଶିର ଲୋକେ ନିଜ ବାପାଙ୍କ ତରଫରୁ ଉପହାର ପ୍ରାପ୍ତି କରିବେ , ବାପାଙ୍କ ଦ୍ୱାରା ମିଳିଥିବା ଉପହାରରୁ ଆପଣଙ୍କ ମନ ପ୍ରସନ୍ନ ହେବ , ଯିଏ ବି ଅଭିନୟ କରୁଛନ୍ତି , ତାଙ୍କୁ ନିଜ ଖେଳ ଓ ପ୍ରତିଭା ଦେଖାଇବାରେ ଅବସର ମିଳିବ ।

ଆପଣଙ୍କୁ କେଉଁ ପ୍ରକାରର ସରକାରୀ ଲାଭ ପ୍ରାପ୍ତି ହୋଇପାରେ , ଆପଣଙ୍କୁ କାହାର ସହାୟତାରେ ଆଶା ଅଛି , ଆପଣଙ୍କୁ ସହାୟତା ନିଶ୍ଚିତ ମିଳିବ , ଆପଣଙ୍କ ଜୀବନରେ ଯେଉଁ ଲୋକ ମହତ୍ତ୍ୱପୁର୍ଣ୍ଣ ଅଛନ୍ତି ତାଙ୍କ ସଂବନ୍ଧ ସୁଧାରିବା , କେଉଁ ଯୁକ୍ତି କରୁଥିବା ଲୋକଙ୍କ ସହ ପଡନ୍ତୁ ନାହିଁ , ଯଦି ଆପଣ କାହା ସହ ଯୁକ୍ତି କରୁହ୍ଚନ୍ତି ତେବେ ଆଜି କରନ୍ତୁ ନାହିଁ , ବରଂ କାଲି ପାଇଁ ଛାଡିଦିଅନ୍ତୁ ।

Leave a Reply

Your email address will not be published. Required fields are marked *