June 20, 2024

Odia Express

Here, There and Everywhere

ନିଜ ରାଶି ଅନୁସାରରେ ଜାଣନ୍ତୁ କେଉଁ କ୍ଷେତ୍ରରେ ଆପଣ ହେବେ ସଫଳ…ସମସ୍ତେ ନିଶ୍ଚୟ ଜାଣିବା ଦରକାର

ବହୁତ ଲୋକ ନିଜ କ୍ୟାରିୟରକୁ ନେଇକରି ସବୁବେଳେ ଚିନ୍ତିତ ରୁହନ୍ତି , ତାଙ୍କୁ ବୁଝାପଡେନି କି ସେ କେଉଁ କ୍ଷେତ୍ରରେ ଆଗକୁ ବଢିବେ , କୁହାଯାଏ କି ଆପଣଙ୍କ ଦକ୍ଷତା ଓ ସ୍ୱଭାବର ଆଧାରରେ ନିଜ କ୍ୟାରିୟରକୁ ଚୟନ୍ କରିବା ଉଚିତ୍ , ଏହାଦ୍ୱାର ସେହି ଦିଗରେ ସଫଲ ହେବାର ଚ୍ୟାନ୍ସ ଅଧିକା ହୋଈଯାଏ , ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ରାଶିର ଅନୁସାରେ ବ୍ୟକ୍ତିର ସ୍ୱଭାବ ଓ ତାହାର ଲକି କ୍ୟାରିୟର ବିଷୟରେ କହିବୁ ।

ମେଷ ରାଶି : ଏହି ରାଶିର ଲୋକେ ଅଧିକା କ୍ରିଏଟିଭ୍ ହୋଇଥାଏ , ଏହି ଭାବନା ଅନ୍ୟଙ୍କୁ ହର୍ଟ୍ କରିଥାଏ , ଏହି କାରଣରୁ ଏହି ରାଶିର ଲୋକେ ଏକ ଭଲ ଲେଖକ, ଆର୍ଟିଷ୍ଟ୍, ଡିଜାଇନର୍ ହେବାର କ୍ଷମତା ବୃଦ୍ଧି ହୋଇଥାଏ ।

ବୃଷ ରାଶି : ଏହି ରାଶିର ଲୋକେ ନିଡର୍ ହୋଇଥାନ୍ତି , ଡର୍ ନାଁ ଏମାନଙ୍କ ମଧ୍ୟରେ ନଥାଏ , ଏହି ଖୁବି କାରଣରୁ ଏମାନେ ସେନା , ପୋଲିସ୍ ,ନେଭି , ସିକ୍ୟୁରିଟି ଆଦିରେ ଉନ୍ନତି କରନ୍ତି ।

ମିଥୁନ ରାଶି : ଏହି ରାଶିର ଲୋକେ ଏକ ଭଲ ସେଲ୍ସମ୍ୟାନ୍ ହୋଇଥାନ୍ତି , ନିଜ କଥାରେ ସମସ୍ତଙ୍କୁ ଇମ୍ପ୍ରେସ୍ କରିଥାନ୍ତି , ନିଜ ଏହି ଦକ୍ଷତା କାରଣରୁ ବେପାର କ୍ଷେତ୍ରରେ ବହୁତ ପଇସା ଓ ନାଁ କମାଇଥାନ୍ତି ।

କର୍କଟ ରାଶି : ଏହି ରାଶିର ଲୋକେ ଜ୍ଞାନୀ ହୋଇଥାନ୍ତି , ଏମାନଙ୍କୁ ଛୁଆଙ୍କ ସହ ଏକ ଭଲ ଲଗାଓ ଥାଏ , ଏମାନେ ନିଜ ଜ୍ଞାନ ଦ୍ୱାରା ସମସ୍ତଙ୍କ ମଙ୍ଗଲ କରନ୍ତି , ଏମାନେ ଶିକ୍ଷା କ୍ଷେତ୍ରରେ ସଫଳ କ୍ୟାରିୟର୍ ବନାଇଥାନ୍ତି , ଓ ଏମାନେ ଭଲ ଶିକ୍ଷକ ହୋଇଥାନ୍ତି ।

ସିଂହ ରାଶି : ଏହି ରଶିର ଲୋକେ ନିଜ କଥା ଅନ୍ୟଙ୍କ ଆଗରେ ରଖନ୍ତି , ଏହି ଲୋକଙ୍କର ପ୍ରଭାବିତ୍ କରିବାର ଭଲ ଭାବରେ ଆସିଥାଏ , ଏହି ଲୋକ ଏକ ଭଲ ଲିଡର୍ ହୋଇଥାଏ , ନିଜ ଏହି ଖୁବି ପାଇଁ ରାଜନୀତି କ୍ଷେତ୍ରରେ ଭଲ ନାଁ କମାଇଥାନ୍ତି ।

କନ୍ୟା ରାଶି : ଏହି ରାଶିର ଲୋକେ ହୃଦୟ ବହୁତ ବଡ ହୋଇଥଏ , ଏମାନେ ଅନ୍ୟଙ୍କ ସେବା କରିବାରେ ପଛଘୁଞ୍ଚା ଦିଅନ୍ତି ନାହୀଁ । ଏମାନେ ସମାଜରେ ଭଲ କାମକରିଥାନ୍ତି , ଏହି ରଶିର ଲୋକେ ଭଲ ଟିଚର୍ ଓ ସମାଜ ସେବି ହୋଇଥାନ୍ତି ।

ତୁଳା ରାଶି : ଏହି ରାଶିର ଜାତକ ନ୍ୟାୟପ୍ରିୟ ହୋଇଥାନ୍ତି , ସତ୍ୟତା ରାହରେ ଏମାନଙ୍କୁ ଚାଲିବା ଏମାନଙ୍କୁ ଭଲରେ ଆସିଥଏ , ଏହି ସବୁ ଲୋକ ବରାବରି ବ୍ୟବହାର କରିଥାନ୍ତି , ନିଜ ଏହି ଗୁଣ କୁ ନେଇ ଓକିଲ କିମ୍ବା ଜର୍ଜ ହୋଇଥାନ୍ତି ।

ବିଛା ରାଶି : ଏହି ରାଶିର ଲୋକେ ବହୁତ ସାଧାରଣ ହୋଇଥାନ୍ତି , ଏମାନେ ସାଧାରଣ ଜୀବନଜାପନ ବଞ୍ଚିବାରେ ପସନ୍ଦ କରିଥାନ୍ତି , ବିଛା ରଶିର ଲୋକେ ପ୍ରାଇଭେଟ୍ କମ୍ପାନୀ ଆଇଟିକମ୍ପାନୀ ଅଧିକା କାମ ପଇସା କମାଇଥନ୍ତି ।

ଧନୁ ରାଶି : ଧନୁ ରାଶିର ଲୋକେ ସେବା କରିବା ପସନ୍ଦ କରନ୍ତି , ନିଜ ଜୀବନରେ ଏମାନେ ବଡ ଖୁସି ରୁହନ୍ତି , ଓ ଲାଇଫ୍ ରେ ଆରାମରେ ବଞ୍ଚନ୍ତି , ଏହି ରାଶିର ଲୋକେ ସରକାରି ଚାକିରିରେ ଭଲ କ୍ୟାରିୟର୍ ବନାଇଥାନ୍ତି ।

ମକର ରାଶି : ଏହି ରଶିର ଲୋକେ ବିଜନେସ୍ କ୍ଷେତ୍ରରେ ବଡ୍ ନାଁ କମାଇଥାନ୍ତି , କେଉଁ ଜିନିଷକୁ ବିକ୍ରି କରିବା ବାଁ ହାତରେ ଖେଳ ହୋଇଥାଏ ।

କୁମ୍ଭ ରାଶି : ଏହି ରାଶିର ଲୋକେ ସମାଜରେ ହସ ଦେଇଥାନ୍ତି , ଏମାନେ ସମସ୍ତଙ୍କ ମୁହଁରେ ଖୁସି ଦେଖିବାକୁ ପସନ୍ଦ୍ କରନ୍ତି , ଓ ନିଜେ ଖୁସି ରୁହନ୍ତି , ଏହି ରାଶିର ଲୋକେ ଭଲ ଡାକ୍ତର ହୋଇଥନ୍ତି , ଚିକିତ୍ସା କ୍ଷେତ୍ରରେ ବହୁତ ନାଁ କମାଇଥାନ୍ତି ।

ମୀନ ରାଶି : ଏହି ରାଶିର ଲୋକେ ଜାତକରେ ଚଞ୍ଚଳ ସ୍ୱଭାବର ହୋଇଥାନ୍ତି , ଏମାନଙ୍କ ଏକ ଖସ୍ କଥା ହୋଇଥାଏ କି ଏମାନେ ସବୁ କ୍ଷେତ୍ରରେ ଜାଗା ବନାଇଦିଅନ୍ତି , ଓ ଏମାନେ ଏକ ନମ୍ବର ଯୋଗାଡ କରୁଥିବା ବ୍ୟକ୍ତି ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *