ଭାରତୀୟ ଦଳର ସଫଳ ବୋଲର ବୁମରାଙ୍କ ପ୍ରେମରେ ପାଗଳ ଅଟନ୍ତି ଏହି ପ୍ରସିଦ୍ଧ ଅଭିନେତ୍ରୀ – ନାମ ଜାଣିଲେ ଚମକି ପଡିବେ ଆପଣ…
1 min read
ବଲିଉଡ ଓ କ୍ରିକେଟର ଦୁନିଆ କିଛି ଏପରି ଅଟେ ଯେ ଅନେକ ସମୟରେ ଖବର ସାମନାକୁ ଆସିଥାଏ । ଫିଲ୍ମ ଜଗତ ପରେ ଏବେ କ୍ରିକେଟ ଜଗତରୁ ମଧ୍ୟ ଅନେକ ଏପରି ଖବର ଆସେ ଯାହା ଅନେକ ଦିନ ପର୍ଯ୍ୟନ୍ତ ମୁଖ୍ୟ ଖବର ହୋଇଥାଏ। ଏମିତିରେ ଆପଣ ଏପରି ଅନେକ ଯୋଡି ଦେଖିଥିବେ ଯାହା ବଲିଉଡର ସୁନ୍ଦରୀମାନେ କ୍ରିକେଟର୍ସଙ୍କର ହୃଦୟ ଜିତି ନେଇଥାନ୍ତି । ଆପଣଙ୍କୁ ଏହାର ଉଦାହରଣ ଗତ 2017ରେ ମିଳିଯାଇଥିବ । ହଁ ଆଜ୍ଞା ଆମେ କହୁଛୁ ବିରାଟ-ଅନୁଷ୍କାଙ୍କର ବିବାହ ଯାହା ସାରା ଦେଶରେ ଚହଳ ପକେଇଥିଲା ।ବଲିଉଡ ଅଭିନେତ୍ରୀଙ୍କର ଜାଦୁ ପରଦାରୁ ଆରମ୍ଭ କରି କ୍ରିକେଟର୍ସ ଜଗତ ପର୍ଯ୍ୟନ୍ତ କାୟମ ରହିଥାଏ। ଆଜି ଆମେ ଆପଣଙ୍କୁ ଭାରତୀୟ ଦଳର ଏକ ବୋଲରଙ୍କ ବିଷୟରେ କିଛି ଏପରି କଥା କହିବାକୁ ଯାଉଛୁ ଯାହା ବିଷୟରେ ହୁଏତ ଆପଣ ଜାଣିଥିବେ । ଜସପ୍ରିତ ବୁମରା ଜଣେ ଶୃଙ୍ଖଳିତ କ୍ରିକେଟ ଖେଳାଳି ଜିଏକି ରାଇଟ-ଆର୍ମ-ଫାଷ୍ଟ- ମିଡିଅମ ବୋଲର ଅଟନ୍ତି, ଯିଏ 2013ରେ ଆଇପିଏଲରେ ଖେଳିବା ଆରମ୍ଭ କରିଥିଲେ ।
ଆଇପିଏଲ 2013ରେ ଜସପ୍ରିତ ବୁମରା ମୁମ୍ବାଇ ଇଣ୍ଡିଆନ୍ସ ଦଳ ତରଫରୁ ଖେଳିଥିଲେ ଓ ନିଜର ପ୍ରଥମ ମ୍ୟାଚରେ ଉଚ୍ଚକୋଟିର ପ୍ରଦର୍ଶନ କାରଣରୁ ସମସ୍ତଙ୍କର ଦୃଷ୍ଟିରେ ଆସିଥିଲେ କିନ୍ତୁ ଆଜି ଆମେ ଜସପ୍ରିତ ବୁମରାଙ୍କ ସହିତ ଜଡିତ କିଛି ଏପରି କାହାଣୀ କହିବାକୁ ଯାଉଛୁ ଯାହାକୁ ହୁଏତ ଜସପ୍ରିତ ମଧ୍ୟ ଜାଣିନଥିବେ । ଜସପ୍ରିତଙ୍କର ଜନ୍ମ ଗୁଜୁରାଟର ଅହମଦାବାଦରେ 6ଡିସେମ୍ବର 1993ରେ ହୋଇଥିଲା। ତାଙ୍କର ପରିବାର ଶିଖ ରମଗଢିଆ ପରିବାରରୁ ଆସିଛନ୍ତି। ଜସପ୍ରିତଙ୍କର ବାପାଙ୍କ ନାମ ଜସବିର ବୁମରା ଅଟେ। ଜସବିର ବୁମରା ଏକ ଛୋଟ ସ୍ତରର ଉଦ୍ୟୋଗପତି ଥିଲେ। ଜସପ୍ରିତଙ୍କର ମାଆ ଦଲଜିତ କୌର ଏକ ସ୍କୁଲରେ ପ୍ରିନ୍ସିପାଲ ଥିଲେ। ହଁ ଆଜ୍ଞା ଆଶ୍ଚର୍ଯ୍ୟ ହୋଇଗଲେ ନା ତାଙ୍କ ପାଇଁ ବଲିଉଡର ଏହି ଅଭିନେତ୍ରୀ ପାଗଳ ହୋଇଛନ୍ତି ।
ଟି-20କ୍ରିକେଟରେ ଜସପ୍ରିତ ନିଜର ପ୍ରଥମ ମ୍ୟାଚ ମହରାଷ୍ଟ୍ର ବିରୁଦ୍ଧରେ 2012-13ର ମୋହିତ କୁମାର ଟ୍ରଫିରେ ଗୁଜୁରାଟ ନିମନ୍ତେ ଖେଳିଥିଲେ। ବୁମରାଙ୍କ ଦଳ ଫାଇନାଲରେ ପହଞ୍ଚିଲା ଓ ଏଠାରେ ପଞ୍ଜାବ ବିପକ୍ଷରେ ଖେଳି ବୁମରା ମାତ୍ର 14ରନ ଦେଇ ଗୁଜୁରାଟକୁ ଟ୍ରଫି କବ୍ଜା କରିବାରେ ସହାୟତା କରିଥିଲେ। ଘରୋଇ ସ୍ତରରେ ଜସପ୍ରିତ ଗୁଜୁରାଟ ରାଜ୍ୟର ରଣଜୀ ଦଳ, ପଶ୍ଚିମୀ କ୍ଷେତ୍ର, ଇଣ୍ଡିଆ ଏ ଓ ଇଣ୍ଡିଆ ଗ୍ରୀନ ନିମନ୍ତେ ମଧ୍ୟ ଖେଳି ସାରିଛନ୍ତି । ଇନିଦାନ ପ୍ରିମିଅର ଲିଗ-ଆଇପିଏଲରେ ସେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରମୁଖ ବୋଲରର ଭୂମିକା ନେଇଥାନ୍ତି । ଅନ୍ତିମ ଓଭରମାନଙ୍କରେ ନିଜର କଞ୍ଜୁସ ଓ ଘାତକ ବୋଲିଂ କାରଣରୁ ଜସପ୍ରିତ ବୁମରାଙ୍କୁ ଡେଥ ଓଭରରେ ସର୍ବଶ୍ରେଷ୍ଠ ବୋଲରର ମାନ୍ୟତା ମିଳିଛି ।
ଜଣେଇଦେବୁ ଯେ ଏହି ଖେଳାଳିଙ୍କ ଉପରେ ଯେଉଁ ଅଭିନେତ୍ରୀଙ୍କର ହୃଦୟ ଆସିଛି ସେ କୌଣସି ସାଧାରଣ ଅଭିନେତ୍ରୀ ନୁହନ୍ତି କିନ୍ତୁ ସାଉଥର ଅଭିନେତ୍ରୀ ଅଟନ୍ତି। ରାଶି ଖାନ୍ନା ଏକ ଭାରତୀୟ ଅଭିନେତ୍ରୀ ଓ ମଡେଲ ଅଟନ୍ତି ଯିଏ ମୁଖ୍ୟତଃ ତେଲୁଗୁ ଫିଲ୍ମ ଉଦ୍ୟୋଗରେ କାର୍ଯ୍ୟ କରନ୍ତି । ସେ ହିନ୍ଦୀ ଫିଲ୍ମ ମାଦ୍ରାସ କାଫେରେ ଏକ ଅଭିନେତ୍ରୀ ରୂପେ ଶୁଭାରମ୍ଭ କରିଛନ୍ତି ଓ ତେଲୁଗୁ ଫିଲ୍ମରେ ସଫଳତା ପୂର୍ବକ ଓହେଲୁ ଗୁସାଗୁଲାଦେଡ(2014)ଫିଲ୍ମ ସହିତ ଶୁଭାରମ୍ଭ କରିଥିଲେ ।
ରାଶି ଜସପ୍ରିତଙ୍କ ନିମନ୍ତେ ପାଗଳ ଅଟନ୍ତି ତାଙ୍କୁ ସେ ଏତେ ପସନ୍ଦ କରନ୍ତି ଯେ ସେ ଭାରତୀୟ ଦଳର କୌଣସି ମ୍ୟାଚ ଦେଖିବା ଛାଡନ୍ତି ନାହିଁ । ଏହା ଆମେ କହୁ ନାହୁଁ କିନ୍ତୁ ରାଶି ନିଜେ ଏକଥା କହିଛନ୍ତି। ପ୍ରକୃତରେ ତାଙ୍କର ସୋସିଆଲ ମିଡିଆରେ ଜସପ୍ରିତ ବୁମରାଙ୍କର ପ୍ରଶଂସା କରନ୍ତି। ଏବେ ଦେଖିବା ଏହା ଯେ କଣ ଜସପ୍ରିତ ରାଶିଙ୍କ ହୃଦୟର କଥା ଶୁଣିପାରିବେ କଣ ରାଶିଙ୍କର ମନକଥା ଜସପ୍ରିତଙ୍କ ପାଖରେ ପହଞ୍ଚି ପାରିବ।