March 3, 2024

Odia Express

News For Public

୧୦୦୦ କୋଟିରେ ତିଆରି ହେବ ମହାଭାରତ – ଜାଣନ୍ତୁ କେଉଁ ହିରୋ ଓ ହିରୋଇନ ଏହା ପାଇଁ ହେବେ ଫିଟ୍ – କୃଷ୍ଣ କିଏ ହେବେ ଜାଣିଲେ ଆପଣ ଖୁସି ହେଇଯିବେ…

1 min read

ହିନ୍ଦୁ ଧର୍ମରେ ଦୁଇଟି ଗ୍ରନ୍ଥ ବହୁତ ଅଧିକା ବଡ ମାନାଯାଏ , ପ୍ରଥମେ ରାମାୟଣ ଓ ଦ୍ୱିତୀୟଟି ହେଲା ମହାଭାରତ , ଏହି ଦୁହେଁଙ୍କ ମଧ୍ୟରେ ରାମାୟଣରେ ବହୁତ ସାରା ଫିଲ୍ମ ତିଆରି ହୋଇସାରିଛି , କିନ୍ତୁ ଯଦି ମହାଭାରତ କଥା କହିବା ତେବେ ଏବେ ପର୍ଯ୍ୟନ୍ତ କେବଲ ଟିଭି ସିରିଆଲ୍ ହୋଇଛି , ଫିଲ୍ମ ଏହି ଟପିକ୍ ରେ ବଡ ଆକାରରେ ନିର୍ମିତ ହୋଇନାହିଁ , ଏମିତିରେ ଭାରତୀୟ ମୁଳ ନିବାସୀ ଦୁବାଇରେ ରହୁଥିବା ପ୍ରସିଦ୍ଧ କାରୋବାରୀ ବି ଆର୍ ସେଟ୍ଟି ମହାଭାରତ ଉପରେ ଫିଲ୍ମ କରିବାକୁ ମନ କରିଛନ୍ତି ଏହାପାଇଁ ସେ ଘୋଷଣାକରିଛନ୍ତି , ଏହି ଫିଲ୍ମକୁ ତିଆରି କରିବାପାଇଁ ପ୍ରାୟ ୧ ହଜାର କୋଟି ଖର୍ଚ୍ଚ ହେବ , ଏହା ଅନୁମାନ କରାଯାଉଛି । ସୁତ୍ରରୁ ଜଣାଯାଉଛି କି ଏହି ଫିଲ୍ମ ଜଣାଶୁଣା ଆଡ୍ ଗୁରୁ ବିଏ ଶ୍ରୀକୁମାର ମେନନ୍ ନିର୍ଦ୍ଧେଶିତ କରିବେ , ଯଦି ସବୁ କିଛି ଠିକ୍ ରହିଲା ତେବେ ଏହି ଫିଲ୍ମର ସୁଟିଙ୍ଗ୍ ୨୦୨୦ ରେ ଆରମ୍ଭ ହୋଇଯିବ , କାରଣ ଏହି ଫିଲ୍ମର ବାୟୋପିକ୍ ବହୁତ ବଡ୍ ଅଟେ , ଫିଲ୍ମ ଜଲଦି ରିଲିଜ୍ ହେବାର୍ ଆଶା ଅଛି , ଏହି ଫିଲ୍ମ କୁ ମାଲାୟଲମ୍ ଅଭିନେତା ମୋହନଲାଲ୍ ହେବାର ଖବର ଅଛି ।

ତେବେ ଆସନ୍ତୁ ଏକ ନଜର ପକାଇବା ମହାଭାରତର ବଲିଉଡ୍ ଭର୍ସନ ଉପରେ , ଆମେ କହିବୁ ଏହି ତାରକା ଏହି ଭୁମିକା ପାଇଁ ଫିଟ୍ ହେଉଛନ୍ତି କିପରି । ଯଦି ଆପଣଙ୍କୁ ମନେ ଅଛି କିଛି ବର୍ଷ ପୁର୍ବରୁ ପ୍ରସିଦ୍ଧ ଟିଭି ସିରିଆଲ୍ ମହାଭାରତ ଦେଖାଯାଉଥିଲା , ଏହି ସିରିଆଲ୍ କୁ B R ଚୋପ୍ରା ବନାଇଥିଲେ,  ଏହି ସିରିଆଲ୍ ସେହି ସମୟରେ ପ୍ରସିଦ୍ଧ ସିରିଆଲ୍ ହେଉଥିଲା,  ଏବେ ସେମିତି ଏହି ଫିଲ୍ମରେ ଯଦି ସୁପରଷ୍ଟାର୍ ଅଭିନୟ କରିବେ ,ତେବେ ଏହା ସୁପରହିଟ୍ ହେବ , ଏହି କଥାକୁ ଧ୍ୟାନରେ ରଖି ଆମେ ମହାଭାରତ ଉପରେ ତିଆରି ହେଉଥିବା ଫିଲ୍ମ ପାଇଁ କିଛି କଳାକାରଙ୍କୁ ମନୋନିତ କରିଛୁ , ଯାହା ଆପଣଙ୍କୁ ସଠିକ୍ ଲାଗିପାରେ । ଆସନ୍ତୁ ନଜର ପକାଇବା

କୃଷ୍ଣ : ଟିଭି ସିରିଆଲ୍ ମହାଭାରତରେ ଶ୍ରୀକୃଷ୍ଣ ରୋଲ୍ ନିଭାଇଥିବା ନିତୀଶ ଭରତ୍ୱାଜ ଥିଲେ , କିନ୍ତୁ ଯଦି ଏହାର ଫିଲ୍ମ ସଂସ୍କରଣ ହେଲା ତେବେ ଏହି ବଲିଉଡ୍ ରେ ଅକ୍ଷୟ କୁମାର ସଠିକ୍ ହେବେ ।

କର୍ଣ୍ଣ : ଟିଭି ସିରିଆଲ୍ ରେ ପଙ୍କଜ ଧୀର ଥିଲେ ଏହି ଫିଲ୍ମ ଭର୍ସନରେ ଅଜୟ ଦେବଗନ ସଠିକ୍ ବସିବେ ।

ଦ୍ରୋପଦି : ରୁପା ଗାଙ୍ଗୁଲି ସିରିଆଲ୍ ରେ ଦ୍ରୋପଦି ଅଭିନୟ କରିଥିଲେ , କିନ୍ତୁ ଏହାର ଫିଲ୍ମ ଭର୍ସନରେ ବିଦ୍ୟା ବାଳନ ଫିଟ୍ ହେବେ ।

ଭୀଷ୍ମ : ଏହି ଅଭିନୟକୁ ଟିଭିରେ ମୁକେଶ ଖାନ୍ନା କରିଥିଲେ , ଫିଲ୍ମ ସଂସ୍କରଣରେ ମହାନାୟକ ଅମିତାଭ ବଚ୍ଚନଙ୍କ ଠାରୁ ଆଉ କେହି କରିପାରିବେ ନାହିଁ ।

ଯୁଧିଷ୍ଠିର : ଏହି ଟିଭି ସିରିଆଲ୍ ରେ ଗଜେନ୍ଦ୍ର ଚୌହାନ ଅଭିନୟ କରିଥିଲେ । କିନ୍ତୁ ଫିଲ୍ମରେ ଅନିଲ୍ କାପୁର ସଠିକ୍ ବସିବେ ।

ଅର୍ଜୁନ : ଟିଭି ସିରିଆଲ୍ ରେ ଏହି ରୋଲ୍ କୁ ଫିରୋଜ୍ ଖାନ୍ କରିଥିଲେ , ଫିଲ୍ମରେ କିନ୍ତୁ ହ୍ରିତିକ୍ ରୋଶନ୍ ପରଫେକ୍ଟ ହେବେ ।

ଗାନ୍ଧାରୀ : ରେଣୁକା ଇସରାନୀ ଦ୍ୱାରା ଏହି ରୋଲ୍ ନିଭାଯାଇଥିଲା , ଯାହାକୁ ଡିମ୍ପଲ୍ କାପଡିଆ ଫିଟ୍ ବସିବେ ।

ସକୁନି ମାମା : ଏହାକୁ ଗୁଫି ପଟେଲ୍ କରିଥିଲେ,  କିନ୍ତୁ ଫିଲ୍ମରେ ଆଶୁତୋଷ ରାଣା ସଠିକ୍ ରହିବେ ।

ଦୂର୍ଯ୍ୟୋଧନ : ଏହି ରୋଲ୍ ପାଇଁ ପୁନିତ୍ ଇସ୍ସର୍ ଦ୍ୱାରା ଅଭିନିତ ହୋଇଥିଲା , କିନ୍ତୁ ଫିଲ୍ମ ପାଇଁ ମନୋଜ ବାଜପେୟୀ ଫିଟ୍ ହେବେ ।

ଦୁଶାଃଶନ : ବିନୋଦ କାପୁର ଏହି ଅଭିନୟରେ ଇମରାନ୍ ହାସମି ଭଲ ନଜର ଆସିବେ ।

ଦ୍ରୋଣାଚାର୍ଯ୍ୟ : ଏହାକୁ ସୁରେନ୍ଦ୍ର ପାଲ ଅଭିନୟ କରିଥିଲେ ,କିନ୍ତୁ ଏହାକୁ କମଲ ହାସନଙ୍କ ଠାରୁ ଭଲ କିଏ ବି କରିପାରିବ ନାହିଁ ।

କୁନ୍ତି : ଏହାକୁ ନାଜନିନ କରିଥିଲେ , କିନ୍ତୁ ଫିଲ୍ମରେ ରେଖା ବହୁତ ଭଲ ଭାବେ ନିଭାଇପାରିବେ ।

ଭୀମ : ଏହାକୁ ପ୍ରବୀଣ କୁମାର ନିଭାଇଥିଲେ , କିନ୍ତୁ ଏହି ଫିଲ୍ମ ନିଭାଇବା ପାଇଁ ସନି ଦେଓଲ ଫିଟ୍ ବସୁଛନ୍ତି ।

Leave a Reply

Your email address will not be published. Required fields are marked *