March 3, 2024

Odia Express

News For Public

୫ ଏପ୍ରିଲ ୨୦୨୦ ରବିବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ରବିବାରକୁ ହେଉଛି ମହାସଂଯୋଗ , ଏହି ଚାରୋଟି ରାଶିଗୁଡିକ ଭାଗ୍ୟ ହେବ ବହୁତ ମଜବୁତ୍

୧)ମେଷ ରାଶି : ଆପଣଙ୍କ ପାଇଁ ଏହା ଏକ ଲାଭଦାୟକ ଦିନ ଅଟେ, ଦିନର ଆରମ୍ଭ ବହୁତ ସତେଜତା ଫୁର୍ତ୍ତି ହେବ , କିନ୍ତୁ ତାପରେ ଅଚାନକ ଆପଣ ଟିକିଏ ସଂକୋଚ ଓ ଶାନ୍ତ ହୋଇଯିବେ , ଆଜି ଭଲ ଅବସର ଆପଣଙ୍କୁ ଅପେକ୍ଷା କରୁଛି , କିନ୍ତୁ ଆପଣଙ୍କ ଗୁପ୍ତ ଶତ୍ରୁ ଆପଣଙ୍କ ଛବିକୁ ଧୁଳିସାତ କରିବାପାଇଁ ସକ୍ରିୟ ରୁପରେ ଆପଣଙ୍କ ବିପକ୍ଷରେ କାମ କରିବେ , କେଉଁ ନୁଆ ରୋମାଣ୍ଟିକ୍ ସଂମ୍ପର୍କର ଆଘାଜ୍ ହେବ , ଯାହାକୁ ନେଇ ମନରେ ଖୁସି ହେବ , ସଂନ୍ଧ୍ୟା ପର୍ଯ୍ୟନ୍ତ ଆପଣଙ୍କୁ ଭଲ ଖବର ମିଳିପାରେ ।

୨)ବୃଷ ରାଶି : ଆଜି ଆପଣଙ୍କ ସହ ଚିନ୍ତା ନାମକ ମାତ୍ର ଅଛି , ଓ ପୁରା ଦିନ ଆନନ୍ଦ ଓ ପ୍ରସନ୍ନତାରେ କଟିବ , ଅଟକିଥିବା କାମରେ ଗତି ଆସିବ , ପୈତୃକ ମାମଲାର ସଂବନ୍ଧିତ ଝଗଡା ହୋଇପାରେ , ଯଦି ଆପଣ ଦୁରେଇ ରହିବେ ତେବେ ପ୍ରସନ୍ନ ରହିବେ , କାମରେ ଆପଣଙ୍କ ବ୍ୟସ୍ତ କାର୍ଯ୍ୟକ୍ରମ ଆପଣଙ୍କ ମାନସିକ ଚିନ୍ତା ବଢାଇପାରେ , ନୁଆ ସଂମ୍ପର୍କ ଆରମ୍ଭ ହେବାର ଆଶାର ଅଛି , ପରିବାର କେଉଁ ସଦସ୍ୟଙ୍କ ସଫଳତାରେ ବହୁତ ଖୁସି ହେବେ , ସେ ସଦସ୍ୟ ଆପଣଙ୍କୁ କିଛି ଉପହାର ଦେଇପାରେ ।

୩)ମିଥୁନ ରାଶି : ଆଜି ଆପଣ କାହା ଉପରେ ବିଶ୍ୱାସ କରିବା ମୁଡ୍ ରେ ନାହାନ୍ତି , ସୁଖ ସୁବିଧାର ଲାଭ ମିଳିବ , ଜୀବନରେ ନୁଆ କରିବାର ପ୍ରେରଣା ମିଳିବ , ସୁନିଶ୍ଚିତ କରନ୍ତୁ କି କେହି ଆପଣଙ୍କ ବିରୋଧ ନ କରନ୍ତୁ , ଅନ୍ୟଥା କଠିନ ନିର୍ଣ୍ଣୟ ଆପଣଙ୍କ ପ୍ରଗତିରେ ଅବରୁଦ୍ଧ କରିପାରେ,  ବିଚାରରେ ଉଗ୍ରତା ଓ ଅଧିକାର ଭାବନା ବଢିବ , ମନ ଓ ମସ୍ତିକ ସତେଜତା ରହିବ , ସମୟ ଆପଣଙ୍କ ପାଇଁ ମାନସିକ ଓ ଶାରରୀକ ଦୁହେଁ ଢଙ୍ଗରେ ବହୁତ ଭଲ ରହିବ ।

୪) କର୍କଟ ରାଶି : ପରିବାରକୁ ଏକ ବଡ ଖୁସି ଖବର ମିଳିବାର ଅଛି , ଆପଣଙ୍କ ନିୟମ ପାଳନ କରିବାରେ ବାଧ୍ୟ ରହିବେ , ଆପଣଙ୍କ କିଛି ବରିଷ୍ଠ ଖୋଲା ହିସାବରେ ଅନୈତିକ ହୋଇପାରନ୍ତି , କାରୋବାରକୁ ବଢାଇବାରେ ପ୍ରୟାସ କରିବେ , ଖର୍ଚ୍ଚ ଅଧିକ ନ ହେଉ ଧ୍ୟାନ ରଖିବେ , ଘରର ମାହୋଲ୍ ଠିକ୍ ରହିବ , କାମ କାର୍ଯ୍ୟକୁ ନେଇ ଫୋକସ୍ ବଢାଇବାର ଦରକାର ଅଛି , ନିଜ ଧୈର୍ଯ୍ୟ ଓ କୁଶଳତା ପ୍ରୟୋଗ କରନ୍ତୁ , ଆପଣଙ୍କ ଜୀବନରେ ବଡ ପରିବର୍ତ୍ତନ ଆଣିବାରେ ଉତ୍ସୁକ ରହିବେ ।

୫)ସିଂହ ରାଶି : ଆଜିର ଦିନ ଆରମ୍ଭ ରଚନାତ୍ମକ ମୁଡ୍ ରେ ରହିବ , ପାର୍ଟନର ଭାବନାକୁ ବୁଝିବେ ଓ ସଂମ୍ପର୍କ ଆହୁରି ଅଧିକା ମଜବୁତ୍ ହେବ , ବ୍ୟସ୍ତତାରେ କିଛି କାର୍ଯ୍ୟ କରନ୍ତୁ ନାହିଁ , ସ୍ତ୍ରୀମାନେ ସାବଧାନ ରୁହନ୍ତୁ , ପ୍ରଭାବଶାଳୀ ବାଣି ହେବା କାରଣରୁ କିଛି ଲୋକ ଆପଣଙ୍କୁ ମତାନ୍ତର କରିପାରନ୍ତି । ଆପଣଙ୍କୁ ନିଜ ଭାଗ୍ୟର ପୁରା ସାଥ୍ ମିଳିବ , ରଚନାତ୍ମକ ଉର୍ଜା ଅଧିକତା ରହିବ , ଏହାକୁ ଉଚିତ୍ ଦିଗ ପ୍ରଦାନ କରିବାରେ ଲାଭ ହେବ ।

୬)କନ୍ୟା ରାଶି : ରବିବାର ଦିନ ମଜାଦାର୍ ହେବ , ଖୁସି ପାଇବାପଇଁ ନିଜ ଇଚ୍ଛାକୁ ପ୍ରକାଶ କରନ୍ତୁ , ଆୟର ନୁଆ ସ୍ରୋତ ପ୍ରାପ୍ତି ହେବ , ଆପଣଙ୍କ ଦିନ ମଉଜ ମସ୍ତିରେ କଟିବ , ସମୟ ଅନୁକୁଳ ଅଛି , ବିର୍ତ୍ତିୟ ରୁପରେ ଏକ ଭଲ ଦିନ ଅଛି , ପାରିବାରିକ ଦୃଷ୍ଟିରୁ ଦେଖିବାକୁ ଗଲେ ଆଜିର ସୁଖ ଶାନ୍ତି ଓ ଖୁସି ଦାୟକ ମାହୋଲ୍ ରହିବ , ବହୁତ ସମୟରୁ ଚାଲି ଆସୁଥିବା ଚିନ୍ତାର ସମାଧାନ ଦୁର ହୋଇଯିବ , ଗାଇର ଚରଣ ସ୍ପର୍ଶ କରନ୍ତୁ , ଆପଣଙ୍କୁ ଲାଭର ଅବସର ପ୍ରାପ୍ତି ହେବ

୭)ତୁଳା ରାଶି : ଥକା ଲାଗିପାରେ , ଶାନ୍ତି ଭାବେ ସ୍ଥିତିକୁ ସଂମ୍ଭାଳିବାରେ ଆପଣଙ୍କ ବୁଦ୍ଧିମତା ହୋଇପାରେ , ଅପରିଚିତଙ୍କ ଉପରେ ଅଧିକା ବିଶ୍ୱାସ କରନ୍ତୁ ନାହିଁ , ନିଜ ଖାଦ୍ୟପେୟରେ ଦିନ ଚର୍ଚ୍ଚା ପ୍ରତି ସଜାଗ ରହିବେ , ବନ୍ଧୁଙ୍କ ସହଯୋଗରେ ଆପଣଙ୍କୁ ଫାଈଦା ମିଳିବ , ବଡ ସଫଳତା ପାଇବା ପରିବର୍ତ୍ତେ ଛୋଟ ପଦକ୍ଷେପ ଉଠାନ୍ତୁ , କିଛି ଛୋଟ୍ ବ୍ୟବସାୟ ଆରମ୍ଭ କରିବାର ଯୋଜନା କରିବେ , ପୁରୁଣା ଭୁଲ୍ କାରଣରୁ ଚିନ୍ତା ଉଠାଇବାକୁ ପଡିପାରେ ।

୮)ବିଛା ରାଶି : ଆଜିର ଦିନ ସରଳ, ସହଜ , ସୁଖପୁର୍ଣ୍ଣ ରହିବ , କାମରେ ସଫଳତା ମିଳିବ , ସ୍ୱାସ୍ଥ୍ୟ ଭଲ ରହିବ , ଆବଶ୍ୟକ ବସ୍ତୁ ହଜି ପାରେ , ଅନାବଶ୍ୟକ କ୍ରୋଧ ଯୋଗୂଁ କଥା ବିଗଡିପାରେ , ଆପଣଙ୍କ ବ୍ୟକ୍ତିଗତ ଜୀବନରେ ଚିନ୍ତା ବଢିପାରେ , ଆପଣଙ୍କ ପାରିବାରିକ ଜୀବନର ପୁର୍ଣ୍ଣ ଆନନ୍ଦ ଉଠାଇପାରିବେ , ଆପଣଙ୍କ ଯୋଗ୍ୟତା ଉପରେ ପୁରା ଧ୍ୟାନ ଦିଅନ୍ତୁ , ନିଜ କୌଶଳରୁ ନିଖାରିବାର ଉଚିତ୍ , କେଉଁ ନୁଆ ବଡ ପରିଯୋଜନା ରେ ଧନ ନିବେଶ କରିବାରେ ସଫଳ ହେବେ ।

୯)ଧନୁ ରାଶି : ଆଜି ଅଳ୍ପ ପ୍ରୟାସରୁ କିମ୍ବା ବିନା ପ୍ରୟାସ ରୁ ଧନ ଆସିବାର ଯୋଗ ରହୁଛି , ଉତ୍ସାହବର୍ଦ୍ଧକ ସୁଚନା ପ୍ରାପ୍ତି ହେବ , ଆତ୍ମସମ୍ମାନ ରହିବ , ଭାଗ୍ୟର ଏହି ସମୟରେ ଆପଣଙ୍କ ସାଥିରେ ଅଛି ,ଉତ୍ସାହରେ ବୃଦ୍ଧି ହେବ , ପଇସାର ମାମଲାରେ ଆପଣ ଅନ୍ୟଙ୍କ ଉପଦେଶରେ ମନରେ କଥାକୁ ଶୁଣିବେ , ଯଦି କିଛି କଥା ଉଚିତ୍ ନ ଲାଗେ ତେବେ ମାନିବାର ଆବଶ୍ୟକତା ନାହିଁ ।

୧୦)ମକର ରାଶି : ଆଜି ଆସ୍ଥା ଓ ଆତ୍ମବିଶ୍ୱାସ ସବୁ କ୍ଷେତ୍ରରେ ଆଶାରେ ଭଲ କରିବେ , ଶତ୍ରୁତା କମ୍ ହେବ , ଉତ୍ତେଜନା ଓ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ , ଆଜି ବହୁତ ଭଲ ସମାଚାର ଆପଣଙ୍କ ଅପେକ୍ଷା କରୁଛି , ବାଣୀରେ ସଂଯମତା ରଖନ୍ତୁ , ସଂବେଦନଶୀଲତା ଓ ଭାବୁକତା ରହିବ,  ବ୍ୟର୍ଥ ଚିନ୍ତା ଯୋଗୁଁ ଆପଣଙ୍କ ଦିନ ଖରାପ କରନ୍ତୁ ନାହିଁ , ଆପଣଙ୍କୁ ନିଜ କଥା ରଖିବାରେ ବହୁତ ମନ କରିବେ , ଦାମ୍ପତ୍ୟ ଜୀବନରେ ପ୍ରେମପୁର୍ବକ ବ୍ୟତିତ ହେବ , ଦରକାର କରୁଥିବା ଲୋକଙ୍କୁ ଭୋଜନ କରାଇଲେ ଆପଣ ସଫଳ ହେବେ ।

୧୧)କୁମ୍ଭ ରାଶି : ବିଦ୍ୟାର୍ଥୀଙ୍କ କ୍ୟାରିୟର ସହ ଯୋଡି ହୋଇଥିବା କିଛି ବଡ ଫଇସଲା ନେବାର ପଡିପାରେ , ଅଧ୍ୟୟନରେ ମନ ଲାଗିବ , ଆପଣଙ୍କ ସହ ହେବାକୁ ଥିବା ସବୁ ଚିନ୍ତା ଦୂର ହୋଇଯିବ , ଅଟକିଥିବା କାମ ପୁରା ହୋଇଯିବ , ସ୍ୱାସ୍ଥ୍ୟର ଦାୟିତ୍ୱ ରଖନ୍ତୁ , ଆକସ୍ମିକ ଧନ ଲାଭ ହେବାର ସଂମ୍ଭାବନା ଅଛି , ପରିବାର ସଂମ୍ପତ୍ତିକୁ ନେଇ କିଛି ବିବାଦ ହୋଇପାରେ , ଏହା ଦ୍ୱାରା ପ୍ରଭାବିତ ନ ହୋଇ ନିଜ ସଂଯମତା ରକ୍ଷା କରନ୍ତୁ , ଆଜି ପଇସା ଖର୍ଚ୍ଚ କରିବାରେ ଟିକିଏ ଧୈର୍ଯ୍ୟ ରଖିବାର ଅଛି ।

୧୨)ମୀନ ରାଶି : ଆଜି ଆପଣଙ୍କ ବୌଦ୍ଧିକ କ୍ଷମତାର କମିରେ ଲଢିବାରେ ସହାୟତା କରିବ , ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ , ଓ ସାମାଜିକ ଛବି ରହିବ , କେଉଁ ଜିନିଷକୁ ନେଇ ପୁର୍ବର ଲକ୍ଷ୍ୟକୁ ଗୁରୁତ୍ୱ ଦିଅନ୍ତୁ  କେହି ନିଜ ଲୋକର୍ ବ୍ୟବହାରରେ ମନକୁ ଆଘାତ ଲାଗିପାରେ , ଦୂଃଖଦ ସମାଚାର ମିଳିପାରେ , ଯଦି ଆପଣଙ୍କ କିଛି ସ୍ୱପ୍ନ ଅଛି ତେବେ ତାହାକୁ ପୁରା କରିବାରେ ଆଜି ନିଶ୍ଚିତ ପଦକ୍ଷେପ ଉଠାନ୍ତୁ , ସେ ଯେତେ ବି ଛୋଟ ହୋଇଥାଉ ।

Leave a Reply

Your email address will not be published. Required fields are marked *