March 3, 2024

Odia Express

News For Public

କେବଳ ୬ ମାସରେ ଏହି ଝିଅ ନିଜକୁ ମୋଟରୁ ଏପରି ପତଳା କରିଦେଲେ – ଜାଣି ରଖନ୍ତୁ କିପରି ହେଲା ସମ୍ଭବ ..

1 min read

ସବୁ ମୋଟା ବ୍ୟକ୍ତି ଲାଇଫ୍ ରେ ଆଉଥରେ ନିଶ୍ଚିତ ଭାବିଥାଏ କି ବାସ୍ ବହୁତ ହୋଇଗଲା , ଏବେ ନିଜ ଓଜନ କମାଇବି , ଓ ସମସ୍ତଙ୍କୁ ପତଳା ହୋଇ ଦେଖାଇବି , କିନ୍ତୁ ଅଧିକାଂଶ ଲୋକ ଏହି କଥା କେବଳ ଭାବିଥାନ୍ତି କି ଏଥିରେ କିଛି ହିଁ ଲୋକ ଓଜନ କମ୍ କରିବାରେ ସିରିୟସ୍ ହୋଇଥାନ୍ତି , କିନ୍ତୁ ଯେବେ ଆପଣ ସିରିୟସ୍ ହୋଇଥାନ୍ତି ଓ ଓଜନ କମ୍ କରିବାକୁ ଭାବିନେଇଥାନ୍ତି , ଓଜନ କମ୍ କରିବାରେ ଏକ ଅଦଭୁତ କାହାଣୀ ଆମେ ଆଜି ଆପଣଙ୍କୁ ଶୁଣାଇବାକୁ ଯାଉଛୁ । କଲେଜରେ ପଢୁଥିବା ୨୦ ବର୍ଷୀୟ ଅର୍ପିତା ଙ୍କ ଏକ ଖାସ୍ କଥା ଏହା କି ସେ ମାତ୍ର ୬ ମାସରେ ନିଜ ଓଜନ ୪୨ କେଜି କମ୍ କରିଦେଇଥିଲେ , ଯେପରି ଏହି ଫଟୋରେ ଦେଖିପାରିବେ କି ଅର୍ପିତା ବହୁତ ଲୁକ୍ ରେ ଅନ୍ତର ଥିଲା , ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଓଜନ କମ୍ କରିବାକୁ ଯାଇ ନିଜ ଫେବରାଇଟ୍ ଫୁଡ୍ ଚାଇନିଜ୍ , ପାଣିପୁରି,ଓ ଆଇସକ୍ରିମ୍ କୁ ଖାଇବା ଛାଡିନଥିଲେ , ତେବେ ଚାଳନ୍ତୁ ଜାଣିବା କିପରି ଅର୍ପିତା ଏହି ପରି ଚମତ୍କାର କରିଦେଖାଇଥିଲେ ।

ଅର୍ପିତା କହିଲେ କି ଆରମ୍ଭରୁ ତାଙ୍କର ଓଜନ ୯୬ କେଜି ଥିଲେ , ଏତିକି ଅଧିକା ଓଜନ କାରଣରୁ ସେ ଠିକ୍ ସେ ଚାଲିପାରୁନଥିଲେ , ଓ ଯେଉଁଆଡେ ଯାଉଥିଲେ ସେପଟେ ମଜାକ୍ ଉଡାଇଥିଲେ , ଯେବେ ସେ ସପିଙ୍ଗ୍ କରିବାକୁ ଯାଉଥିଲେ ତେବେ ଦୋକାନୀ କହୁଥିଲା କି ତାଙ୍କ ମାପର କପଡା ମିଳିବ ନାହିଁ , ଏହି ସବୁ କଥାରୁ ଅର୍ପିତା ବହୁତ ହତାଶ ହୋଇଥିଲେ , ଓ ସେ ନିଜ ଓଜନ କମ୍ କରିବାକୁ ଠିକ୍ କଲେ । ୯୬ କେଜି ଓଜନ କମ୍ କରିବାକୁ ଅର୍ପିତା ଜିମ୍ ଜଏନ୍ କଲେ , କିନ୍ତୁ କେବଳ ଜିମ୍ ଜଏନ୍ କଲେ ଓଜନ କମ୍ ହୁଏ ନାହିଁ , ଅର୍ପିତା କହନ୍ତି କି ବାୟ୍ୟାମ୍ ସହ ପ୍ରପର୍ ଡାଇଟ୍ ନେବାକୁ ପଡିଥିଲା

, ସେ ଡେଲି ରୁଟିନ୍ ରେ ଓଟ୍ସ, ଛାଛ, ପିନଟ୍ ବଟର୍ , ବାଲା ବ୍ରେଟ୍ ନେଉଥିଲେ , ତାପରେ ଲଞ୍ଚରେ ରୁଟି, ଡାଲି , ଦହି ,ସାଲାଡ୍ ଓ କିଛି ପରିବା ଖାଇଥିଲେ , ରାତିର ଡିନର୍ ରେ ସେ ହାଲକା ସୁପ୍, ସାଲାଡ୍, ଖାଉଥିଲେ , ୧୦-୧୫ ଦିନରେ ଥରେ ନିଜର ପସନ୍ଦର ଖାଇବା ଯେପରି ଚାଇନିଜ୍ , ପାଣିପୁରୀ , ଓ ଆଇସକ୍ରିମ୍ ଖାଉଥିଲେ । ଅର୍ପିତା କହନ୍ତି କି ବହୁତ ଲୋକ ଯେପରି ବସିକରି ଭାବୁଥିଲେ କି କେବେ କେଉଁ ଚମତ୍କାର ହେବ , ଓ ଓଜନ୍ କମ୍ ହୋଇଜିବ , କିନ୍ତୁ ଏପରି ନୁହେଁ , ଏହି ଚମତ୍କାର ହେବାପାଇଁ ତାଙ୍କୁ ନିଜ ସିଟ୍ ଛାଡିବାକୁ ହେବ ,ଓ କଡା ପରିଶ୍ରମ କରିବାକୁ ହେବ ,

ସକାଳୁ ଜଲଦି ଉଠିବାକୁ ହେବ , ବହୁତ ସାରା ଚାଳିବାକୁ ହେବ , ଯେତେ ଥକିବେ ଆହୁରି ପରିଶ୍ରମ କରିବେ ,ପରିବାର ଲୋକେ ମଜାରେ ଫାଷ୍ଟଫୁଡ୍ ଖାଉଥିବେ କିନ୍ତୁ ନିଜ ମନ ମାରି ସାଲାଡ୍ ରେ ନିଜ ମନକୁ ମାରିବାକୁ ହେବ । ଯେବେ ପର୍ଯ୍ୟନ୍ତ ଆପଣଙ୍କ ଓଜନ କମ୍ କରିବାପାଈଁ ପରିଶ୍ରମ, ଲଗନ୍ , ଓ ଇମାନଦାରି ରଖିବେ ନାହିଁ ତେବେ ପର୍ଜ୍ୟନ୍ତ ଆପଣଙ୍କ ଲାଇଫ୍ ରେ ଚମତ୍କାର ହେବ ନାହିଁ ।

Leave a Reply

Your email address will not be published. Required fields are marked *