May 26, 2024

Odia Express

News For Public

ଭୁବନେଶ୍ୱର ରେ ପୁଣି ୧୬ ଜଣ କରୋନା ଚିହ୍ନଟ – ଓଡ଼ିଶାରେ ସମୁଦାୟ ୩୯ କରୋନା ଆକ୍ରାନ୍ତ ରେ ପହଁଚିଲା

1 min read

ବର୍ତମାନ ସାରା ବିଶ୍ୱ କରୋନା ସହ ଲଢେଇ କରୁଛି | ଏଥିରେ ଭାରତ ମଧ୍ୟ ନିଜର ଲଢେଇ ଜାରି ରଖିଛି | ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଏଠି ପାଇଁ ଅନେକ ଉପାୟ ଅବଲମ୍ବନ କରିଲେଣି | ତେବେ ବର୍ତମାନ ଏହାର କାୟା ସାରା ଓଡିଶାକୁ ମଧ୍ୟ ଲମ୍ବିଚି | ଓଡ଼ିଶାରେ ପ୍ରାଥମିକ ପର୍ଯ୍ୟରେ କମ ଆକ୍ରାନ୍ତ ଦେଖିବା ପାଇଁ ମିଳିଥିଲା | ମାତ୍ର ବର୍ତମାନ ଏହାର ସ୍ତିତି ଓଡ଼ିଶାରେ ମଧ୍ୟ ଗମ୍ଭୀର ହେବାରେ ଲାଗିଛି | ଦିନକୁ ଦିନ କରୋନା ଆକ୍ରାନ୍ତ ସଂକ୍ଷତା ବଢ଼ିବାରେ ଲାଗିଛି | ତେବେ ବର୍ତମାନ ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ୩୯ ରେ ପହଂଚିଛି

ତେବେ ଆଜି ଗୋଟିଏ ଦିନରେ ଭୁବନେଶ୍ୱର ର ୧୮ ଜଣ କରୋନା ଆକ୍ରାନ୍ତ ହେଇଛନ୍ତି | ବର୍ତମାନ ସ୍ୱାସ୍ଥ୍ୟ ବିଭାଗ ଏହାର ରିପୋର୍ଟ ଟୁଇଟ କରିଛନ୍ତି |ଆଜି ୩ଟା ବେଳେ ୨ ଜଣ ଆକ୍ରାନ୍ତ ହେଇଥିଲେ ବୋଲି ଜଣ ପଡିଥିଲା | ଓ ବର୍ତମାନ ଆଉ ୧୬ ଜଣ ଏହି କରୋନା ମହାମାରୀ ରେ ଆକ୍ରାନ୍ତ ହେଇଛନ୍ତି | ତେବେ ସାରା ଓଡିଶା ଲୋକ ଏଠି ପାଇଁ ଭୟ ନ କରି ସଚେତନ ହେବା ନିହାତି ଜରୁରୀ

ସଚେତନ ହେଲେ କରୋନା ଆମର କିଛି ଖ୍ୟାତି କରି ପାରିବ ନାହିଁ | ଦୟାକରି ଘରୁ ବାହାରନ୍ତୁ ନାହିଁ | ନିଜେ ସତର୍କ ହେବା ସହ ଅନ୍ୟ ଲୋକଙ୍କୁ ସତର୍କ କରନ୍ତୁ | ତେବେ ପୂର୍ବରୁ ୨ ଜଣ କରୋନା ଆକ୍ରାନ୍ତ ସମ୍ପୂର୍ଣ ସୁସ୍ତ ହେଇ ଘରକୁ ଫେରି ସାରିଛନ୍ତି | ଆମେ ଆଶା ଲରୁଛୁ ଭଗଵଂ ଆମକୁ ଆଗାମୀ ଦିନରେ ସହାୟକ ହେବେ | ସତର୍କ ହୁଅନ୍ତୁ ସୁରକ୍ଷିତ ହୁଅନ୍ତୁ | ତେବେ ଏହି ପୋଷ୍ଟ କୁ ସେୟାର କରି ଲୋକଙ୍କୁ ସଚେତନ କରନ୍ତୁ | ଦୟାକରି ଆଉ ଘରୁ ବାହାରନ୍ତୁ ନାହିଁ

Leave a Reply

Your email address will not be published. Required fields are marked *