December 4, 2023

Odia Express

News For Public

ସକାଳୁ ଖାଲି ପେଟରେ ମହୁ ସହିତ ରସୁଣ ବୁଡାଇ ଖାଇଲେ ତାହାର ଫାଇଦା ଜାଣିଲେ ଆପଣ ବି ହୋଇଯିବେ ଚକିତ..

1 min read

ରସୁଣ ଭାରତୀୟ ମସଲାରେ ସବୁଠାରୁ ଅଧିକା ମାତ୍ରାରେ ବ୍ୟବହାର କରାଯାଏ , ଏହାର ବିନା ଛୁଙ୍କ ମାରିବା ମଜା ଆସେ ନାହିଁ , କିନ୍ତୁ କଣ ଆପଣ ଜାଣିଛନ୍ତି କି ରସୁଣ ଭୋଜନ ସ୍ୱାଦ ବଢାଇବାରେ ସ୍ୱାସ୍ଥ୍ୟ ପାଇଁ ବି ବହୁତ ଫାଇଦା ଦାୟକ ହୋଇଥାଏ , ଏହାର ଗୁଣ ଓ ବି ଅଧିକା ବଢିଯାଇଥାଏ , ଯେବେ ଆପଣ ଏହାକୁ ମହୁ ସହ ବ୍ୟବହାର କରିଥାନ୍ତି , ମହୁ ଓ ରସୁଣର ସେବନ ବହୁତ ଲାଭକାରୀ ହୋଇଥାଏ , ଏହା ସହ ସେବନ କଲେ ବହୁତ ସାରା ଫାଇଦା ହୋଇଥାଏ , ତେବେ ଆସନ୍ତୁ ଜାଣିବା ଏହାକୁ କିପରି ତିଆରି କରିବେ ଓ ଖାଇବେ , ଆମେ ଏହି ପ୍ରକିୟାରୁ ହେବାକୁ ଥିବା ଫାଈଦା ବିଷୟରେ ଜାଣିବା ।

ବନାଇବା ବିଧି  :- ଏହାକୁ ବନାଇବାକୁ ହେଲେ ଆପଣଙ୍କୁ ରସୁଣର ୫-୬ ଟା ପାଖୁଡା ନେଇ ଯାଆନ୍ତୁ , ଏହାପରେ ଏକ କପ୍ ରେ ପାଣିନିଅନ୍ତୁ , ଓ ଏହି କପରେ ଏତେ ମହୁ ପକାନ୍ତୁ ଯାହାଦ୍ୱାରା ରସୁଣ ବୁଡିଯାଉ , ଆପଣ ଚାହିଁଲେ ରସୁଣକୁ ଛୋଟ ଛୋଟ ଖଣ୍ତ କରିପାରିବେ । ରସୁଣକୁ ମହୁରେ ମିଶାଇବା ପରେ କମ୍ ସେ କମ୍ ଅଧ ଘଣ୍ଟାରୁ ଏକ ଘଣ୍ଟା ଏହାକୁ ରଖିବାକୁ ଦିଅନ୍ତୁ । ଯାହା ଦ୍ୱାରା ଦୁହେଁ ଏକା ସାଙ୍ଗରେ ମିକ୍ସ ହୋଇଯିବ । ଏହାର ସେବନ ଆପଣଙ୍କୁ ସକାଳୁ ଖାଲି ପେଟରେ ନେବାର ଅଛି ଆପଣଙ୍କୁ ଗୋଟେ ଥରରେ ଦୁଇଟୀ ମହୁରେ ବୁଡାଇକରି ରସୁଣକୁ ଖାଆନ୍ତୁ , ଏହାପରେ ଆପଣ ପାଣି ପିଇପାରିବେ , କିନ୍ତୁ କହିଦେବୁ କି ପାଣି ନପିଇଲେ ଭଲ , ତାହା ସହ ଏହାର ସେବନ ପରେ ଅଧା ଘଣ୍ଟା ପାଇଁ କିଛି ବି ଖାଆନ୍ତୁ ନାହିଁ ।

୧) ଆୟୁର୍ବେଦ ଅନୁସାରେ ବଢୁଥିବା ବୟସରେ ରସୁଣର ନିୟମିତ ଉପଯୋଗରେ ଆପଣଙ୍କୁ ବୁଢାପାର ଅନୁଭବ ହେବ ନାହିଁ , ଏହାର ନିୟମିତ ଉପଯୋଗରେ ଚେହେରାରୁ ବୟସ ଦାଗ ଦୂର ହୋଇଯିବ ।

୨) ରସୁଣରେ ମହୁ ମିଶାଇ ନିୟମିତ ଖାଇଲେ ଏହାର ସେବନ ଦ୍ୱାରା ଆଣ୍ଟିବାୟୋଟିକ୍ କାମ କରିଥାଏ , ତାହା ସହ ଏହା ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବା ଇମ୍ୟୁନୋ ସିଷ୍ଟମ୍ ମଜବୁତ୍ କରିଥାଏ , ଏହାର ସେବନରେ ଆପଣଙ୍କୁ କେଉଁ ରୋଗ ହେବାର ଚ୍ୟାନ୍ସ ରହେ ନାହିଁ ।

୩) ଯଦି ଆପଣଙ୍କୁ ଥକା ଲାଗୁଛି ତେବେ ଆପଣଙ୍କ ଶରୀରରେ କିଛି ଅସୁବିଧା ଲାଗୁଛି ତେବେ ରସୁଣ ଓ ମହୁର ସେବନ କଲେ ତାହା ସମାଧାନ ହୋଇଯିବ ।

୪) ରସୁଣ ଓ ମହୁର କମ୍ବିନେଶନ୍ ପେଟର ଅନ୍ତରେ ପଡିଥିବା ପୋକ ଶରୀରରୁ ବାହାର କରିଦିଏ ।

୫) ଦମା ରୋଗୀଙ୍କ ପାଇଁ ରସୁଣ ଓ ମହୁର ସେବନ ବହୁତ ଫାଇଦା ହୋଇଥାଏ ,

୬) ହୃଦୟ ପାଇଁ ରସୁଣ ଓ ମହୁର ଉପଯୋଗୀ ହୋଇଥାଏ , ଏହା ଆମର ହୃଦୟ ପର୍ଯ୍ୟନ୍ତ ରକ୍ତ ପ୍ରବାହିତ କରିବା ସହ ଧମନିକୁ ଜମା ହୋଇଥିବା ଚର୍ବିକୁ ବାହାର କରିଦିଏ , ଏହି ପରି ହୃଦୟକୁ ରକ୍ତ ପହଞ୍ଚାଇଥାଏ , ଓ ହୃଦୟ ସୁସ୍ଥ୍ୟ ରହିଥାଏ , ଓ ହାର୍ଟଆଟାକ୍ ପରି ବିପଦ ଆସେ ନାହିଁ ।

୭) ଏହାର ପ୍ରୟୋଗରେ ଗଳାରେ ହେଉଥିବା ସଂକ୍ରମଣ ଶେଷ ହୋଇଯାଏ , ଗଳାରେ କର୍କଶ ହେଲେ ଏହାକୁ ନେଇପାରିବେ ।

୮) ଡାଇରିଆ ସମସ୍ୟା ହେଲେ ଏହି ନୁସକା ରାମବାଣ ପରି କାର୍ଯ୍ୟ କରିଥାଏ , ଓ ରୋଗୀଙ୍କୁ ଆରାମ ଦେଇଥାଏ ।

୯) ଏହା ଦ୍ୱାରା ପାଚନ ତନ୍ତ୍ର ମଜବୁତ୍ ହୋଇଥାଏ , ପେଟ ସଂବନ୍ଧିତ ଅସୁବିଧାରୁ ମୁକ୍ତି ଦେଇଥାଏ ।

୧୦) ଥଣ୍ତା ହେଲେ ଏହାର ସେବନରୁ ଆରାମ ଦେଇଥାଏ ।

Leave a Reply

Your email address will not be published. Required fields are marked *