March 2, 2024

Odia Express

News For Public

ଏବେ ପର୍ଯ୍ୟନ୍ତ ଭୁଲ୍ ତରିକାରେ ବନାଉଥିଲେ ଲେମ୍ବୁ ପାଣି , ଏହା ହେଲା ସଠିକ୍ ତରିକା , ଯେଉଁଥିରେ ହୋଇଥାଏ ଅଧିକା ଫାଇଦା..

ଲେମ୍ବୁ ପାଣି ଏପରି ଏକ ପାନୀୟ ଅଟେ ଯାହା ବହୁତ ଯୁଗରୁ ପିଇକରି ଆସୁଛନ୍ତି , ଧନୀ ହେଉ କିମ୍ବା ଗରିବ କିମ୍ବା ମଧ୍ୟମ ବର୍ଗ ସମସ୍ତଙ୍କୁ ଲେମ୍ବୁର ପାଣି ପସନ୍ଦ ହୋଇଥାଏ , ଏହା ନା କେବଳ ଟେଷ୍ଟ ହିସାବରେ ଭଲ ହୋଇଥାଏ , ଏହା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ , ଲେମ୍ବୁ ପାଣି ପିଇଲେ ଆପାଣଙ୍କ ପାଚନ ତନ୍ତ୍ର ଭଲ ରହିଥାଏ , ଏହା ଆପଣଙ୍କ ସ୍କିନ୍ ବି ବେନିଫିଟ୍ ଦେଇଥାଏ , ଏହା ସହ ସେବନରୁ ଆପଣଙ୍କ ରୋଗ ପ୍ରତିରୋଧକ କ୍ଷମତା ବଢିଯାଇଥାଏ , ଏହାର ସେବନରେ  ବଡିରେ ପିଏଚ୍ ଲେବୁଲ୍ ସନ୍ତୁଳିତ ରହିଥାଏ , ତାହା ସହ ଏହାକୁ ପିଇଲେ ବ୍ଲଡ୍ ପ୍ରେସର୍ ଇତ୍ୟାଦି ରୋଗୀଙ୍କୁ ଫାଈଦା ଦେଇଥାଏ , ସବୁ ମିଶାଇକରି ଆମେ କହିପାରିବା କି ଲେମ୍ବୁ ପାଣିକୁ ଶସ୍ତା ଓ ସାଧାରଣ ଡ୍ରିଙ୍କ୍ ହିସାବରେ ବହୁତ ସାରା ଫାଇଦା ଅଛି ।

କିନ୍ତୁ ଆଜି ଆମେ ଏହାର ଫାଇଦା ବିଷୟରେ ନୁହେଁ ବରଂ ବନାଇବାର ବିଧି ବିଷୟରେ କହିବୁ , ଲେମ୍ବୁ ପାଣି ବନାଇବା ବହୁତ ସହଜ ଅଟେ , ଏଥିରେ କଣ ଶିଖିବାର ଅଛି ଆଜି ଆମେ ଆପଣଙ୍କୁ କହିବୁ , ଆମର ବିଧି ଅନୁସାରେ ଲେମ୍ବୁ ପାଣି ବନାଇଲେ ଅନ୍ତରେ ଆମକୁ ଲେମ୍ବୁ ପାଣି ପିଇଲେ ବହୁତ ହିତକର ହୋଇଥାଏ , ଏଥିପାଇଁ ଆଜି ଏହି ବିଷୟରେ ଆଲୋଚନା କରିବୁ । ଆପଣ ଲେମ୍ବୁ ପାଣି ବନାଇଲେ ଚିନି, ଲୁଣ ମହୁ ମିଶାଇବା ଦ୍ୱାରା କିଛି ଫର୍କ ପଡେ ନାହିଁ , ବରଂ ଏହା ଅହମ ଅଟେ  ଆପଣ ଲେମ୍ବୁ କୁ କିପରି କାଟିକରି ବନାଉଛ , ସାଧାରଣତଃ ଲୋକେ ଲେମ୍ବୁକୁ ଅଧାରୁ କାଟି ସେଥିରୁ ରସ କାଢି ଲେମ୍ବୁ ପାଣି ବନାଇଥାତ୍ନି , କିନ୍ତୁ ସୁଚେଇ ଦେବୁ କି ଏହି ଲେମ୍ବୁ ଚୋପା ସବୁଠାରୁ ଅଧିକା ଭିଟାମିନ୍ ଥାଏ , ଏମିତିରେ ଲେମ୍ବୁ ପାଣି ରେ ଏହାକୁ ସାମିଲ୍ କରିବା ଉଚିତ୍ ।

ସବୁଠାରୁ ପ୍ରଥମେ ଏକ ଲେମ୍ବୁ ନିଅନ୍ତୁ , ତାହା ବାହାର ଚୋପାକୁ ଏକ ଚପର୍ ସାହାଯ୍ୟରେ ବାହାର କରିଦିଅନ୍ତୁ , ମନେ ରଖନ୍ତୁ କେବଳ ଲେମ୍ବୁକୁ ବାହାର ଚୋପାକୁ ଚପରରେ ବାହାର କରିବାର ଅଛି , ଏହାପରେ ଏକ ଗ୍ଲାସରେ ପାଣି ନିଅନ୍ତୁ , ଓ ଏଥିରେ ଲେମ୍ବୁର ଚୋପା ମିକ୍ସ କରିଦିଅନ୍ତୁ , ଏହାପରେ ଚୋପା ବାହାର କରି ଲେମ୍ବୁର ରସ ପାଣିରେ ମିଶାଇଦିଅନ୍ତୁ , ଏବେ ଆପଣଙ୍କ ମଧ୍ୟରେ ଚିନି କିମ୍ବା ଲୁଣ କିମ୍ବା ମହୁ ପରି ନିଜ ସ୍ୱାଦନୁସାରେ ପକାଇପାରିବେ,  ସେମିତି ଚିନି ଓ ଲୁଣ ଅଧିକା କ୍ୟାଲୋରି ହୋଇଥା , ଏଥିପାଇଁ ଲେମୁ ପାଣି ଅଧିକା ଫାଇଦା ପାଇଁ ଏଥିରେ ଲୁଣ ଓ ଚିନି କମ୍ ଦିଅନ୍ତୁ ନହେଲେ ପକାନ୍ତୁ ନାହିଁ  ।

ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ୍ ଲାଗିବ କି ଲେମ୍ବୁ ପାଣିରେ ଏକ ସଠିକ୍ ତରିକା ହୋଇଥାଏ,  ଅଧିକାଂଶ ଲୋକେ ଡାଇରେକ୍ଟ ଗ୍ଲାସକୁ ମୁହଁରେ ଲଗାଇକରି ଲେମ୍ବୁ ପାଣି ପିଇଦିଅନ୍ତି , କିନ୍ତୁ ଲେମ୍ବୁ ପାଣିରେ ଅଧିକା ଅମ୍ଲିୟ ପଦାର୍ଥ ହୋଇଥାଏ , ଯାହା ଦାନ୍ତକୁ ଖରାପ କରିଦିଏ , ଏଥିପାଇଁ ପିଇବା ସମୟରେ ଷ୍ଟ୍ର ଲଗାଇକରି ପିଅନ୍ତୁ ।

Leave a Reply

Your email address will not be published. Required fields are marked *