June 21, 2024

Odia Express

Here, There and Everywhere

ଯଦି ଆପଣ ଫ୍ରିଜ୍ ରେ ରଖିଥିବା ଅଟାର ରୁଟି ଖାଉଛନ୍ତି , ତେବେ ନିଶ୍ଚିତ ଜାଣିନିଅନ୍ତୁ ନହେଲେ ହେଇପାରନ୍ତି ହଇରାଣ…

ଆପଣ ଦେଖିଥିବେ ବହୁତ ମହିଳାମାନେ ଘରେ ଯେବେ ଚକଟିଥିବା ଅଟା ବଞ୍ଚିଯାଏ ତେବେ ତାକୁ ଫ୍ରିଜ୍ ରେ ରଖିଦିଅନ୍ତି , ଓ ଦ୍ୱିତୀୟ ଦିନ ସେହି ଚକଟା ଅଟାକୁ ରୁଟି ତିଆରି କରିଦିଅନ୍ତି , ବହୁତ ୱାର୍କିଙ୍ଗ୍ ମହିଳାମାନେ ପାଖରେ କମ୍ ସମୟ ଥିବା କାରଣରୁ ଅଧିକା ଅଟା ଦଳି ପରିବା କାଟି ଫ୍ରିଜ୍ ରେ ରଖିଦିଅନ୍ତି , ଯାହା ଦ୍ୱାରା ଅଫିସ୍ ରୁ ଫେରିଲା ପରେ ସାଙ୍ଗେ ସାଙ୍ଗେ ରୁଟି ପରିବା ତରକାରି କରିପାରିବେ , ଏଥିରୁ ଆପଣଙ୍କ ସମୟ ବଞ୍ଚେ କିନ୍ତୁ ଫ୍ରିଜ୍ ରେ ରଖିଥିବା ଏହି ଜିନିଷଗୁଡିକ କମ୍ ତାପମାତ୍ରାରେ ରହୁଥିବାରୁ ଓଦା ଅଟାରେ ଫର୍ମମେସନ୍ ପ୍ରକିୟା ଆରମ୍ଭ ହୋଇଯାଏ , ଏଥିପାଇଁ ପାଇଁ ଅଟାରେ ବହୁତ ପ୍ରକାରର ବ୍ୟାକ୍ଟେରିଆ ଓ ହାନିକାରକ କେମିକାଲ୍ ଜନ୍ମ ନେଇଥାନ୍ତି , ଯାହା ଦ୍ୱାରା ଫ୍ରିଜ୍ ରୁ କାଢି ତାହାର ସେବନ କରିଲେ ଆପଣଙ୍କ ସ୍ୱାସ୍ଥ୍ୟ ପୁରା ଖରାପ ପ୍ରଭାବ ପକାଇଥାଏ , ଯଦି ଆପଣଙ୍କୁ ସବୁଦିନ ଅଟା ଫ୍ରିଜ୍ ରେ ରଖୁଥାନ୍ତି , ତେବେ ଏମିତି କରନ୍ତୁ ନାହିଁ , କହିଦେବୁ କି ଏହା ପେଟ ସଂବନ୍ଧି ନାନାଦି ରୋଗ ଗ୍ରାସ କରିଥାଏ  ।

୧) ପେଟ ପୀଡା : ବାସି ଅଟାରେ ତିଆରି ରୁଟି, ପୁରି , ପରଟା ଆଦି ବାସି ହିଁ ହୋଇଥାଏ , ଏହାର ଦ୍ୱାରା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଏ , ଯାହା ପେଟ ପିଡା ପରି ସମସ୍ୟା ଦେଖାଦିଏ , ଏହା ଦ୍ୱାରା ବାନ୍ତି ଓ ପତଳା ଝାଡା ହୋଇଯାଏ ।

୨) କବଜ୍ ର ସମସ୍ୟା : ଗହମର ଅଟା ମୋଟା ଧାନ ସଦୃଶ ହୋଇଥାଏ , ଯାହାକୁ ପଚାଇବା ପାଇଁ ବହୁତ ସମୟ ଲାଗିଯାଏ , ଏମିତିରେ କବଜ୍ ରୋଗୀଙ୍କୁ ରୁଟି ଖାଇଲେ ମନାକରାଯାଏ , ବାସି ଅଟାର ରୁଟି ଖାଇଲେ ସାମାନ୍ୟ ଲୋକଙ୍କୁ କବଜ୍ ପରି ସମସ୍ୟା ଆସିଯାଏ , ଯେଉଁ ଲୋକଙ୍କର କବଜ୍ ଅସୁବିଧା ଅଛି , ଏହାର ସେବନ କରନ୍ତୁ ନାହିଁ , ପାଚନ କ୍ରିୟାରେ ଖରାପ ହେବା ସହ ଇମ୍ୟୁନୋ ସିଷ୍ଟମ ଦୁର୍ବଳ କରିଦିଏ ,

୩) ଥକାପଣା ଓ ଅଳସୁଆ ଲାଗିବା : ବାସି ଖାଦ୍ୟ ଖାଇଲେ ଆପଣଙ୍କୁ ଅଳସୁଆ ଓ ଥକା ଲାଗେ,  ଯେବେ ଆପଣ ଖାଦ୍ୟକୁ ଫ୍ରିଜ୍ ରେ ଖାଇବା ଉଦ୍ଧେଶ୍ୟରେ ରଖନ୍ତି ତାହା ତାପମାତ୍ରା କମ୍ ହେବାରୁ ଖାଇବା ସଢିଯାଏ , ଓ ସେଥିରୁ ପୋଷକ ତତ୍ତ୍ୱ ନଷ୍ଠ ହେବାକୁ ଲାଗେ , ଖାଦ୍ୟର ମୁଖ୍ୟ ଉଦ୍ଧେଶ୍ୟ ନୁହେଁ କି ଏହା ପୋଷକ ତତ୍ତ୍ୱ ମିଳିଥାଏ , ଯାହା ଦିନ ସାରା କାମ କରିବାରେ ଉର୍ଜା ଦିଏ , ଏମିତିରେ ବାସି ଖାଦ୍ୟ ଖାଇଲେ ଆଳସ ଓ ଥକାପଣ ଆସିବା ସ୍ୱାଭାବିକ ହୋଇଥାଏ ।

Leave a Reply

Your email address will not be published. Required fields are marked *