November 27, 2023

Odia Express

News For Public

ବେକରେ ଲଟକାନ୍ତୁ ତମ୍ବାର ଏହି ମୁଦ୍ରା, ତାପରେ ଦେଖନ୍ତୁ ଆଶ୍ଚର୍ଯ୍ୟ, ଏଭଳି ଭାଗ୍ୟ ଚମକିବ ଯେ ବିସ୍ମିତ ହୋଇଯିବେ…

ବନ୍ଧୁଗଣ ଏହି ଦୁନିଆରେ ଭାଗ୍ୟ ମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ଭାଗ୍ୟ ଭଲ ହେବ ତ ଏକ ଗରିବ ବ୍ୟକ୍ତି ମଧ୍ୟ କୋଟିପତି ହୋଇପାରେ ଓ ଯଦି ଭାଗ୍ୟ ଖରାପ ହେବ ତେବେ ସେହି କୋଟିପତି ରାସ୍ତାର ଭିଖାରି ହୋଇଯାଇପାରେ। ଭାଗ୍ୟ କେବଳ ପଇସା ଆୟ କରିବା ମାମଲାରେ ହିଁ ନିଜର ଭୂମିକା ନିର୍ବାହ କରିନଥାଏ ତାସହ ଅନେକ ସମୟରେ ଭାଗ୍ୟ କାରଣରୁ ଅନେକ ବ୍ୟକ୍ତି ମୃତ୍ୟୁ ମୁହଁରୁ ବର୍ତ୍ତୀ ଯାଇଥାନ୍ତି। ଏମିତିରେ ତ ଭାଗ୍ୟ ଉପରେ କାହାର ନିୟନ୍ତ୍ରଣ ନଥାଏ କିନ୍ତୁ କିଛି ଖାସ ଉପାୟ ଦ୍ଵାରା ଆପଣ ନିଜର ଭାଗ୍ୟକୁ ନିଶ୍ଚିତ ପ୍ରବଳ କରିପାରିବେ ।ନିଜର ଫୁଟା ଭାଗ୍ୟକୁ ଚମକେଇବା ପାଇଁ ଆପଣାକୁ ଇଣ୍ଟରନେଟରେ ହଜାରେ ଉପାୟ ମିଳିଯିବ। କିନ୍ତୁ ଆଜି ଯେଉଁ ଉପାୟ ଆମେ ଆପଣଙ୍କୁ ଜଣେଇବାକୁ ଯାଉଛୁ ତାହା ନା କେବଳ କରିବାରେ ବହୁତ ସହଜ ଅଟେ ତାସହ ଶତପ୍ରତିଶତ ସଫଳ ମଧ୍ୟ ଅଟେ। ଏହି ଉପାୟକୁ ପରୀକ୍ଷା କରିବା ପରେ ଆପଣଙ୍କ ଭାଗ୍ୟ ଏପରି ଚମକିଯିବ ଯେ ଆପଣ ନିଜେ ମଧ୍ୟ ବିସ୍ମିତ ହୋଇଯିବେ । ତେବେ ଆସନ୍ତୁ ଜାଣିବା ଯେ ଭାଗ୍ୟକୁ ଦୃଢ କରିବାର ଉପାୟ କିପରି କରିବାକୁ ହେବ ।

ତମ୍ବାର ମୁଦ୍ରା ଚମକେଇବ ଭାଗ୍ୟ

ବନ୍ଧୁଗଣ ତମ୍ବାକୁ ହିନ୍ଦୁଧର୍ମରେ ଏକ ପବିତ୍ର ଧାତୁର ମାନ୍ୟତା ରହିଛି। ତମ୍ବାନିର୍ମିତ ବସ୍ତୁର ଉପଯୋଗ ପ୍ରାଚୀନ ସମୟରେଉ ଭଗବାନଙ୍କ ପୂଜାପାଠରେ କରାଯାଏ। ଭଗବାନଙ୍କର ଘଣ୍ଟି, ଲୋଟା, ପୂଜା ଥାଳି, ଦୀପ, ସିଂହାସନ ଏସମସ୍ତ ଜିନିଷ ତମ୍ବାରେ ତିଆରି ହୋଇଥାଏ। ଏମିତିରେ ଆମେ ବୁଝିପାରୁ ଯେ ତମ୍ବାର ସମ୍ପର୍କ ଭଗବାନ ଓ ଆମର ଧର୍ମ ସହିତ ଅନେକ ବର୍ଷ ପୁରୁଣା ଅଟେ। ଏପରିକି ଭଗବାନଙ୍କର ପ୍ରାଚୀନ ପ୍ରତିମାରେ ମଧ୍ୟ ଆମେ ତାଙ୍କ ହାତରେ ତମ୍ବାର ପାତ୍ର ଦେଖିପାରିବା ।

ଏହି କାରଣ ଅଟେ ଯେ ଭାଗ୍ୟକୁ ଚମକେଇବା ନିମନ୍ତେ ତମ୍ବାର ନିର୍ମିତ ମୁଦ୍ରାର ବ୍ୟବହାର କରିବା। ତମ୍ବାର ମୁଦ୍ରା ଆପଣଙ୍କ ରାଶିରେ ବିରାଜମାନ ଖରାପ ଗ୍ରହଙ୍କ ପ୍ରଭାବକୁ ନଷ୍ଟ କରିବାରେ ସାହାଯ୍ୟ କରିଥାଏ। ତାଶା ଏହା ଆପଣଙ୍କ ଭାଗ୍ୟକୁ ସମୃଦ୍ଧ କରିଥାଏ। ଏହାକୁ ସବୁବେଳେ ନିଜ ପାଖରେ ରଖିବା ଦ୍ଵାରା ଆପଣଙ୍କ ଭାଗ୍ୟ ଆପଣଙ୍କ ଉପରେ ସବୁବେଳେ ଦୟାଳୁ ରହିବ ।

ଏପରି ଧାରଣ କରନ୍ତୁ ତମ୍ବା ମୁଦ୍ରା

ଆସନ୍ତୁ ଏବେ ଜାଣିବା ଯେ ଆପଣଙ୍କୁ ଏହି ତମ୍ବାର ମୁଦ୍ରାର ଉପଯୋଗ କେଉଁ ପ୍ରକାର କରିବାକୁ ହେବ । ସର୍ବପ୍ରଥମେ ଆପଣ ବଜାରରୁ ଏକ ତମ୍ବାର ଧାତୁରେ ନିର୍ମିତ ମୁଦ୍ରା ନେଇଆସନ୍ତୁ। ମୁଦ୍ରା ନମିଳିଲେ ତମ୍ବାର ଗୋଲ ଆକୃତିର ନିର୍ମିତ କୌଣସି ପେଣ୍ଡେଣ୍ଟ ମଧ୍ୟ ଚଳିବ। କେବଳ ଏତିକି ଧ୍ୟାନ ରଖିବେ ଯେ ଏହି ମୁଦ୍ରା କେଉଁଠାରୁ ଭାଙ୍ଗି ନଥିବ। ମାନେ ସମୁର୍ଣ୍ଣ ରୂପେ ଅକ୍ଷତ ଥିବ ନହେଲେ ଏହାର ପ୍ରଭାବ କମ ହୋଇଯିବ ।

ଏବେ କଳା ରଙ୍ଗର ଏକ ସୂତା ଆଣନ୍ତୁ ଏବଂ ତାହା ଭିତରେ ଏହି ତମ୍ବା ମୁଦ୍ରା ବାନ୍ଧିଦିଅନ୍ତୁ । ଏହି ପ୍ରକାର କଳା ସୂତା ଓ ତମ୍ବାର ଏକ ଲକେଟ ରୂପେ ପ୍ରସ୍ତୁତ ହୋଇଯିବ। ଆପଣଙ୍କୁ ଏହି ତମ୍ବାର ଲକେଟକୁ ସୋମବାର, ମଙ୍ଗଳବାର, କିମ୍ବା ଶନିବାର ଦିନ ସ୍ନାନ କରିବା ପରେ ସକାଳେ ଧାରଣ କରିବାକୁ ହେବ। ସାଧାରଣତଃ ଏହାକୁ ବେକରେ ପିନ୍ଧାଯାଏ । କିନ୍ତୁ ଆପଣ ଚାହିଁଲେ ଏହାକୁ ନିଜର ଡାହାଣ ବାହୁରେ ମଧ୍ୟ ବାନ୍ଧିପରିବେ। କେବଳ ଏଖି କଥାର ଧ୍ୟାନ ରଖିବେ ଯେ ଯେଉଁ ଦିନ ଆପଣ ଏହି ମୁଦ୍ରା ଧାରଣ କରିବେ ସେହିଦିନ ଆମିଷ ଖାଇବେ ନାହିଁ ଓ କୌଣସି ନିଶା ସେବନ କରିବେ ନାହିଁ । ଏହି ନିୟମର ପାଳନ ଆପଣଙ୍କୁ କେବଳ ମୁଦ୍ରା ଧାରଣ କରିଥିବା ଦିନ ହିଁ କରିବାକୁ ହେବ। ଏହି ଉପାୟର ଏକମାସ ଭିତରେ ଆପଣଙ୍କୁ ନିଜର ସମୃଦ୍ଧ ଭାଗ୍ୟର ଚମତ୍କାର ଦେଖିବାକୁ ମିଳିବ ।

Leave a Reply

Your email address will not be published. Required fields are marked *