March 3, 2024

Odia Express

News For Public

ଘରର ଏହି ଦିଗରେ ଭୁଲ୍ ରେ ବି ନ ରଖନ୍ତୁ ମାତା ରାଣୀଙ୍କର ପ୍ରତିମା , ହୋଇଥାଏ ବଡ ଅଲକ୍ଷଣ

ଯେପରି କି ସମସ୍ତେ ଜାଣିଛନ୍ତି କି ନବରାତ୍ରୀର ପାବନ ପର୍ବ ଆରମ୍ଭ ହୋଇସାରିଛି , ଏମିତିରେ ପୁରା ଦେଶ ଏହି ଉତ୍ସବକୁ ଧୁମ୍ ଧାମରେ ମନାଉଛନ୍ତି , ସମସ୍ତେ ମାତାରାଣୀଙ୍କୁ ପ୍ରସନ୍ନ କରିବାପାଇଁ ଲାଗିଛନ୍ତି , ଏମିତି କୁହାଯାଇଛି କି ଏହି ଦିନରେ ମାତାରାଣୀଙ୍କର ଖୁସି କରିଦେଲେ ତାଙ୍କୁ ବହୁତ ଲାଭ ହୋଇଥାଏ , ନବରାତ୍ରୀରେ ମାତାଙ୍କର ପୁଜା ବହୁତ ମହତ୍ତ୍ୱ ରଖିଥାଏ,  ଏହି ଦିନରେ ସକାଳୁ ଓ ସଂନ୍ଧ୍ୟାରେ ନିୟମିତ ରୁପରେ ମାତାଙ୍କର ଆରତୀ କରିବା ଉଚିତ୍ , ଆପଣଙ୍କ ଘରେ ମାତା ଯେତିକି ବି ଫଟୋ ଅଛି ତାହାକୁ ଫୁଲ ପିନ୍ଧାଇବେ , କିଛି ଲୋକ ନବରାତ୍ରିରେ ମାତାରାଣୀଙ୍କ ମୁର୍ତ୍ତିକୁ ସ୍ଥାପନା କରିପାରିବେ , ସେମିତି କିଛି ପୁର୍ବରୁ ଘରେ ଫଟୋ ଓ ପ୍ରତିମାକୁ ପୁନଃ ସ୍ଥାପିତ କରି ତାହାର ପୁଜା କରିଥାନ୍ତି ।

ଏମିତିରେ ଆପଣ ମାତାରାଣୀଙ୍କର ଫଟୋ କିମ୍ବା ପ୍ରତିମା ଘରର କେଉଁ ସ୍ଥାନର୍ ରଖୁଛନ୍ତି ତାହା ବଡ ମହତ୍ତ୍ୱ ହୋଇଥାଏ , ବାସ୍ତୁର ମାନିଲେ ଘରେ ଭୁଲ୍ ସ୍ଥାନରେ ରଖିଲେ ଭଗବାନଙ୍କ ପାଇଁ ଏକ ବଡ ଅଲକ୍ଷଣ ହୋଇଥାଏ , ଏଥିପାଇଁ ଭଗବାନଙ୍କୁ ସଠିକ୍ ଦିଗରେ ରଖିକରି ତାଙ୍କର ଆରାଧନା କରିବା ବହୁତ ଜରୁରୀ ଅଟେ,  ଏହି କାରଣରୁ ଆମେ ଆଜି ନବରାତ୍ରୀର ଦିନରେ ମାତା ରାଣୀଙ୍କର୍ ପ୍ରତିମାକୁ ସଠିକ୍ ଦିଗରେ ରଖିବାପାଇଁ କହୁଛୁ । ବାସ୍ତୁ ଅନୁସାରେ ଘରର ଦକ୍ଷିଣ ଆପଣ ଭୁଲରେ ମାତା ରାଣୀଙ୍କର ଫଟୋ ରଖିବା ଉଚିତ୍ ନୁହେଁ ,

ଏମିତି କୁହାଯାଉଛି କି ଏହି ଦିଗରେ ଘରର ସବୁଠାରୁ ଅଧିକା ନକରାତ୍ମକ ଉର୍ଜା ରହିଥାଏ , ଏମିତିରେ ଯେବେ ମାତାରାଣୀଙ୍କର ଫଟୋ କିମ୍ବା ପ୍ରତିମାକୁ ଏହି ଦିଗରେ ସ୍ଥାପନା କରିବେ ତେବେ ଆପଣଙ୍କ ଦ୍ୱାରା ପୁଜା ପାଠର ଫଳ ମିଳେ ନାହିଁ , ମାତା ରାଣୀ କେବଳ ପଜେଟିଭ୍ ଏନର୍ଜି ହିଁ ପସନ୍ଦ୍ କରିଥାନ୍ତି ନେଗେଟିଭ୍ ବାତାବରଣ ସେ ନିଜ ଭକ୍ତଙ୍କୁ କେବେ ଦିଅନ୍ତି ନାହିଁ , ଏହି କାରଣରୁ ଆମେ ଦକ୍ଷିଣ ଦିଗରେ କେଉଁ ବି ଭଗବାନଙ୍କ ଫଟୋ ରଖିବା ଉଚିତ୍ ନୁହେଁ । ଚାଲନ୍ତୁ ଏବେ ଜାଣିବା ଘରର କେଉଁ ଦିଗରେ ମାତାରାଣୀରେ ସ୍ଥାପନା କଲେ ସବୁଠାରୁ ଅଧିକା ଲାଭ ମିଳିଥାଏ , ବାସ୍ତୁ ଅନୁସାରେ ଘରର ପୁର୍ବ ଓ ଉତ୍ତର ଦିଗରେ ସବୁଠାରୁ ଅଧିକା ଶୁଭ ହୋଇଥାଏ ,

ଏହି ଦୁହେଁ ଦିଗରେ ସବୁଠାରୁ ଅଧିକା ସକରାତ୍ମକ ଉର୍ଜା ପ୍ରବାହିତ ହୋଇଥାଏ ଯାହାର କାରଣରୁ ଏହି ଦିଗରେ ମାତାଙ୍କୁ ରଖି ପୁଜା କରିବା ଶୁଭ ହୋଇଥାଏ,ମାତା ରାଣୀ ଙ୍କୁ ସକରାତ୍ମକ ମାହୋଲ୍ ଅଧିକା ପସନ୍ଦ ହୋଇଥାଏ , କାରଣ ଏହି ଦିଗରେ ଅଧିକା ପଜେଟିଭ୍ ଏନର୍ଜି ଭରିଥାଏ,  ଏଥିପାଇଁ ଆଖପାଖ ମାହୋଲ୍ ସବୁବେଳେ ସକରାତ୍ମକ ହିଁ ରହିଥାଏ , ଏତିକି ନୁହେଁ ଏହି ଦିଗରେ ପୁଜା କରୁଥିବା ବ୍ୟକ୍ତିର ମନ ପଜେଟିଭ୍ ରହିଥାଏ,  ଏମିତିରେ ମାତା ତାଙ୍କର ଗୁହାରି ଜଲଦି ଶୁଣିଥାନ୍ତି । ସେମିତି ଆପଣଙ୍କୁ କହିଦେବୁ କି ଘରର୍ ପଶ୍ଚିମ ଦିଗରେ ମାତାରାଣୀଙ୍କର ଫଟୋ କିମ୍ବା ପ୍ରତିମା ରଖିଲେ ନା କିଛି ଫାଇଦା ଅଛି ନା ହିଁ କିଛି କ୍ଷତି ଅଛ୍ , ଏଥିପାଇଁ ଏହି ଦିଗରେ ସବୁଠାରୁ ଶେଷ ଅପଶନ୍ ପରି ଦେଖନ୍ତୁ

Leave a Reply

Your email address will not be published. Required fields are marked *