March 3, 2024

Odia Express

News For Public

ଏହି ଅଭ୍ୟାସ ବନାଇଥାଏ ମୋଟାପାର କାରଣ , ଏହାକୁ ଆଜି ହିଁ ଛାଡିଦିଅନ୍ତୁ ନହେଲେ ହୋଇପାରନ୍ତି ଆହୁରି ମୋଟା…

ମୋଟାପା ଏପରି ଏକ ଜିନିଷ ହୋଇଥାଏ ଯାହା କେବଳ ଭାରତୀୟ ନୁହେଁ ବରଂ ଦୁନିଆଁର ବହୁତ ଦେଶରେ ଲୋକେ ଚିନ୍ତିତ ଅଛନ୍ତି , ମୋଟା ଶରୀରରେ ରୋଗର ଜଡ ହୋଇଥାଏ , ଶରୀରରେ ଜମା ହୋଇଥିବା ଏକ୍ସଟ୍ରା ଫ୍ୟାଟ୍ ନୁଆ ନୁଆ ରୋଗକୁ ନିଜ ଆଡକୁ ଡାକିଥାଏ , ଯେବେ କେଉଁ ବ୍ୟକ୍ତି ମୋଟା ହୋଇଯାଏ , ତେବେ ତାର ଜୀବନଶୈଳି ବି ବହୁତ ପରିବର୍ତ୍ତନ ହୋଇଥାଏ , ମୋଟା ହେଲେ ମଣିଷର ବେଗ କମ୍ ହୋଇଯାଏ , ତାହାର ଫୁର୍ତ୍ତିରେ ହ୍ରାସ ଦେଖାଯାଏ , ଏମିତିରେ ବହୁତ ଲୋକ ଭାବିବାକୁ ପଡନ୍ତି କି ଏମିତି କଣ କରିଦେଲେ କି ମୋଟାପା ପ୍ରତିଦିନ ତାଙ୍କୁ ଘେରେଇଯାଇଛି , ଯଦି ପରିବାରରେ ମା ବାପା ମୋଟା ଅଛନ୍ତି ତେବେ ଏହି କଥାର ଚ୍ୟାନ୍ସ ଅଛି କି ଆପଣ ହିଁ ମୋଟା ଜନ୍ମ ନେବେ , କିନ୍ତୁ ଆମେ ସେହି ଲୋକଙ୍କର ବିଷୟରେ କହିବୁ ଯିଏ ଅଧିକାପତଲା ଅଛନ୍ତି , କିନ୍ତୁ ସମୟକୁ ଦେଖି ସେମାନେ ମୋଟାପାରେ ଶିକାର ହୋଇଥାନ୍ତି ,

ଏବେ ଏକ ସର୍ଭେରେ ମାନିଲେ ପ୍ରାୟ ୧୪ ପ୍ରତିଶତ ଲୋକଙ୍କ ଜନସଂଖ୍ୟା ଏମିତି ହୋଇଥାଏ ଯାହାର ବଡିର ଫ୍ୟାଟ୍ ନର୍ମାଲ୍ ହୋଇଥାଏ , ଯେବେ ବ୍ୟକ୍ତିର ଶରୀରରେ ଅବଡୋମିନାଲ୍ ଫ୍ୟାଟ୍ ବଢିଯାଏ , ତେବେ ବୁଝିଯିବେ କି ମୋଟା ହେଉଛନ୍ତି , ଏହି ଫ୍ୟାଟ୍ କାରଣରୁ କାର୍ଡିଆ, ବେସ୍କୁଲର୍ , ଓ ମେଟାବଲିକ୍ ନକରାତ୍ମକ ପ୍ରଭାବ ପକାଇଥାଏ , ଏହି ମୋଟାପା କାରଣରୁ କୋଲେଷ୍ଟ୍ରୋଲ୍ , ବ୍ଲଡ୍ ସୁଗାର୍ , ଓ ହାଇପରଟେନସନ୍ ପରି ରୋଗ ଶରୀରରେ ଜଲଦି ଘର ବନାଇଦିଏ , ରିସର୍ଚ୍ଚରେ ଏହା ଜଣାଯାଇଛି କି ମଣିଷର କିଛି ଖରାପ ଅଭ୍ୟାସ କାରଣରୁ ତାର ଶରୀରରେ ଏକ୍ସଟ୍ରା ଚର୍ବି ଏକତ୍ରିତ ହୋଇଯାଏ , ଏକ୍ସଟ୍ରା ଚର୍ବି , ଓ ଖରାପ ଅଭ୍ୟାସ ରୁ ଅସଲରେ ମୋଟାପାର କାରଣ ହୋଇଯାଏ , ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ ଏମିତି କିଛି ଅଭ୍ୟାସ କହିବୁ ଯାହା ମୋଟାପାର କାରଣ ହୋଇପାରେ ।

୧) ଖାଇବା ଓ ଟିଭି ଦେଖିବା : ବହୁତ ଲୋକଙ୍କର ଏହି ଅଭ୍ୟାସ ହୋଇଥାଏ କି ଯେବେ ଖାଇବା ଖାଇଥାଉ ତେବେ ଆମେ ତା ସହ ଟିଭି ବି ଦେଖିଥାଉ , ଆଜିକାଲି ଯୁବା ଖାଇବା ଖାଉଖାଉ ଲ୍ୟାପଟପ୍ ଫିଲ୍ମ ଲଗାଇଦିଅନ୍ତି , ଏହି ଅଭ୍ୟାସରୁ ଛୁଆ ଓ ବଡଙ୍କର ଦ୍ୱାରା କ୍ଷତିକାରକ ହୋଇଥାଏ , ଯଦି ଆପଣ ନୋଟିସ୍ କରିଥିବେ ଯେବେ ଆପଣ ଟିଭି ଦେଖୁ ଦେଖୁ ଖାଇବା ଖାଆନ୍ତି ତେବେ ଏହା ଏକ ଖୁରାକ୍ ହୋଇଯାଏ , ଏହାର କାରଣ ଏହାକି ଏହି ସମୟରେ ପୁରା ଧ୍ୟାନ ଟିଭିର ପୋଗ୍ରାମ୍ ଉପରେ ହୋଇଥାଏ , ଏମିତିରେ ଭୋକର ଆକଳନ ସଠିକ୍ କରିପାରିନଥାଉ , ଏହିକାରଣରୁ ଏହି ଭୋକ ଦ୍ୱାରା ପେଟରେ ଚର୍ବି ବଢାଇଥାଏ ।

୨) ନିଦ ପୁରା ନ ହୋଇପାରିବା : ଏହା ବି ଶୁଣିବାକୁ ଟିକିଏ ଅଜବ ଲାଗିପାରେ କି ମୋଟାପା ବଢିବାର ଏକ ମୁଖ୍ୟ କାରଣ ହୋଇଥାଏ ଅନିଦ୍ରା , ଏକ ରିସର୍ଚ୍ଚରୁ ଜଣାଯାଏ କି ଯେଉଁ ବ୍ୟକ୍ତି ରାତିରେ ବହୁତ ବିଳମ୍ବ ସମୟଯାଏଁ ଅନିଦ୍ରା ରୁହନ୍ତି , କିମ୍ବା ସକାଳ ଡେରିରେ ଉଠନ୍ତି , ତାଙ୍କୁ ମୋଟାପାର ଶିକାର ହୋଇଥାଏ , ଏହି ଅଭ୍ୟାସକୁ ବଦଳାଇଦିଅନ୍ତୁ ନହେଲେ ଏହା ଘାତକ ହୋଇପାରେ ।

୩) ସକାଳ ଜଳଖିଆ ନକରିବା : ବ୍ରେକ୍ ଫାଷ୍ଟ କୁ ଦିନର ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ମିଲ୍ ବୋଲି ଜଣାଯାଏ , କିନ୍ତୁ ବହୁତଥର ଅଫିସ୍ କିମ୍ବା ସ୍କୁଲ୍ ଜଲଦି ଯିବା କାରଣରୁ ଆମେ ବ୍ରେକ୍ ଫାଷ୍ଟ ମିସ୍ କରିଦେଉ , ଏମିତିରେ ଦିନ ସାରା ଖାଇବାର ରୁଟିନ୍ ରେ ପରିବର୍ତ୍ତନ ହୋଇଯାଏ , ଓ ଲଞ୍ଚରେ ଯାହାପାଇଲେ ଖାଇଦେଉ , ଏହି କାରଣରୁ ମୋଟାପା ଜଲଦି ବୃଦ୍ଧି ହୋଈଯାଏ ।

Leave a Reply

Your email address will not be published. Required fields are marked *