February 22, 2024

Odia Express

News For Public

ଯଦି ଆପଣଙ୍କ ନାମରେ ମଧ୍ୟ ଏଥିମଧ୍ୟରୁ କୌଣସି ଅକ୍ଷରକୁ ରିପିଟ ହେଇଚି – ତେବେ ନିଶ୍ଚୟ ପଢନ୍ତୁ ଏହି ଖବର…

1 min read

ଯେବେ ଶିଶୁ ଜନ୍ମ ହୋଇଥାଏ ତ ସର୍ବପ୍ରଥମେ ତାହାର ନାମକରଣ କରାଯାଏ। ଧାର୍ମିକ ଲୋକ ଧର୍ମ ହିସାବରେ ନାମ ରଖନ୍ତି, ଯେବେ କି ଧର୍ମକୁ ନମାନୁଥିବା ଲୋକ ନିଜର ମନରୁ କୌଣସି ନାମ ରଖିଦିଅନ୍ତି। ହିନ୍ଦୁ ଧର୍ମରେ ପ୍ରାଚୀନ କାଳରୁ ଏହି ପରମ୍ପରା ଚାଲିଆସିଛି ଯେ ଶିଶୁ ଜନ୍ମ ହେବା ପରେ ତାହାର ଜନ୍ମକୁଣ୍ଡଳୀ ପ୍ରସ୍ତୁତ କରାଯାଏ। ସେହି ହିସାବରେ ଯେଉଁ ନାମ ସଠିକ ହୋଇଥାଏ ସେହି ନାମ ରଖାଯାଏ। କୌଣସି ବ୍ୟକ୍ତିଙ୍କର ନାମ ହିଁ ତାଙ୍କର ପରିଚୟ ହୋଇଥାଏ।ପ୍ରାୟତଃ ଅନେକ ଲୋକ ନାମରେ ଇଂରାଜୀର କିଛି ଅକ୍ଷରକୁ ଦୋହରେଇଥାନ୍ତି, ଯେବେ କି କିଛି ଲୋକଙ୍କ ନାମ ରେ ଅକ୍ଷର ଦୋହରା ହୋଇନଥାଏ। କଣ ଆପଣ ଜାଣନ୍ତି ଯେ ଏହା ଅପନକ ବ୍ୟକ୍ତିତ୍ବ ବିଷୟରେ ଜଣେଇଥାଏ। ଆଜି ଆମେ ଆପଣଙ୍କୁ ନାମ ସହିତ ଜଡିତ ଏକ ରହସ୍ୟ ବିଷୟରେ ଜଣେଇବାକୁ ଯାଉଛୁ, ଯାହାକୁ ଜାଣିଲେ ଆପଣ ବିସ୍ମିତ ହୋଇଯିବେ। ଏହି ଶବ୍ଦ ଆପଣଙ୍କ ଜୀବନରେ ଅନେକ ପ୍ରକାରରେ ପ୍ରଭାବ ପକେଇଥାଏ। ଆସନ୍ତୁ ଜାଣିବା ଅକ୍ଷରର ଦୋହରାକାରଣ ଦ୍ଵାରା ଆପଣଙ୍କ ଜୀବନରେ କଣ ପ୍ରଭାବ ପଡିଥାଏ।

ନାମରେ ଏହି ଅକ୍ଷରର ଦୋହରେଇବା ଦ୍ଵାରା ପଡିଥାଏ ଏହି ପ୍ରଭାବ:

– ଯଦି କୌଣସି ବ୍ୟକ୍ତିଙ୍କର ନାମରେ A,I,J,Y,Q ଅକ୍ଷର ଗୁଡିକ ଦୋହରା ହୋଇଥାଏ ତେବେ ଏହାର ଅର୍ଥ ଏହା ଯେ ସେହି ବ୍ୟକ୍ତି ବହୁତ ମହତ୍ଵାକାଙକ୍ଷୀ ଅଟନ୍ତି ଓ ତାଙ୍କୁ ନିଜର ସ୍ଵାଧୀନତା ବହୁତ ପସନ୍ଦ ଅଟେ।

– ଯେଉଁ ଲୋକଙ୍କ ନାମରେ B,R,K ଅକ୍ଷର ରିପିଟ ହୋଇଥାଏ ଏଭଳି ଲୋକମାନେ ବହୁତ ସଂବେଦନଶୀଳ ହୋଇଥାନ୍ତି, ଏପରି ଲୋକଙ୍କ ମନରେ ସବୁବେଳେ ଅସୁରକ୍ଷାର ଭାବନା ରହିଥାଏ।

– ଯଦି ଆପଣଙ୍କ ନାମରେ C,G,S,Lଅକ୍ଷର ଦୋହରା ଯାଇଥାଏ ତେବେ ଆପଣ ବୁଝି ଯାଅନ୍ତୁ ଯେ ଆପଣ ବହୁତ ଭଲ ମଣିଷ ଅଟନ୍ତି। ଏଭଳି ମାନ୍ୟତା ରହିଛି ଯେ ଏଭଳି ଲୋକମାନଙ୍କର ସ୍ଵଭାବ ବହୁତ ଭଲ ହୋଇଥାଏ। ଏହା ପ୍ରଭାବରେ ଏମାନେ ଶୀଘ୍ର ସମସ୍ତଙ୍କ ପ୍ରିୟପାତ୍ର ହୋଇଯାନ୍ତି ତାସହ ଏମାନେ ବହୁତ କୁଶଳୀ ହୋଇଥାନ୍ତି।

– ଯଦି କୌଣସି ବ୍ୟକ୍ତିଙ୍କ ନାମରେ D,M,T ଅକ୍ଷର କୁ ଦୋହରା ଯାଇଥାଏ ତ ଏହି ଲୋକମାନେ ବହୁତ ପରିଶ୍ରମୀ ହୋଇଥାନ୍ତି। ଏଭଳି ଲୋକଙ୍କୁ ନିଜର ବ୍ୟବସାୟ ଆରମ୍ଭ କରିବା ଉଚିତ। କାରଣ ଏଭଳି ମାନ୍ୟତା ଅଛି ଯେ ଏମାନଙ୍କୁ ନିଜର ବ୍ୟବସାୟରେ ବହୁତ ସଫଳତା ମିଳିଥାଏ।

– ଯଦି କୌଣସି ବ୍ୟକ୍ତିଙ୍କ ନାମରେ E,N,H,X ଅକ୍ଷରର ଦୋହରା ହୋଇଥାଏ ତେବେ ସେହି ଲୋକମାନ ଜୀବନରେ ବହୁତ ପଇସା ଆସିଥାଏ। ଆପଣାକୁ ଧନ ସମ୍ବନ୍ଧୀୟ କୌଣସି ଚିନ୍ତା କରିବାକୁ ପଡିନଥାଏ। କିନ୍ତୁ ଏପରି ଲୋକ ଅଦ୍ଭୁତ ପ୍ରକାରର ଓ ଯତ୍ନହୀନ ହୋଇଥାନ୍ତି ।

– ଯଦି କୌଣସି ବ୍ୟକ୍ତିଙ୍କର ନାମରେ V,U,W ଅକ୍ଷରର ଦୋହରା ଯାଇଥାଏ ତ ଏଭଳି ଲୋକଙ୍କୁ ମାନବତାର ଅର୍ଥ ଜଣା ଥାଏ। ଏଭଳି ଲୋକ ନିଜର ଦାୟିତ୍ଵରୁ କେବେ ପଛକୁ ହଟିନଥାନ୍ତି । ଏହି ଲୋକଙ୍କର ନିଜର ପରିବାର ସହିତ ବନ୍ଧନ ବହୁତ ଅଧିକ ହୋଇଥାଏ। ଏମାନଙ୍କର ଭାଗ୍ୟ ମଧ୍ୟ ଭଲ ହୋଇଥାଏ।

– ଯଦି ଆପଣଙ୍କ ନାମରେ O,Z ଅକ୍ଷର ଦୋହରା ଯାଇଥାଏ ତେବେ ଆପଣ ଜୀବନରେ ବହୁତ ଧାର୍ମିକ ବ୍ୟକ୍ତି ହେବେ ତାସହ ଆପଣଙ୍କ ଲେଖା ପଢାରେ ବହୁତ ମନ ଲାଗିବ। ଏହି ଲୋକମାନେ ଯାହା ଥରେ ସ୍ଥିର କରିଥାନ୍ତି , ନକରିବା ଯାଏ ମାନନ୍ତି ନାହିଁ ।

– ଯେଉଁ ବ୍ୟକ୍ତିଙ୍କ ନାମରେ P,F ଅକ୍ଷରର ଦୋହରା ଯାଇଥାଏ, ସେହି ଲୋକଙ୍କର ବ୍ୟବସାୟରେ ବହୁତ ସଫଳତା ମିଳିଥାଏ । ଏହି ଲୋକଙ୍କର ମସ୍ତିସ୍କ ବ୍ୟବସାୟ କରିବା ନିମନ୍ତେ ହିଁ ତିଆରି ହୋଇଥାଏ। ନିଜର ଏହି ଗୁଣ କାରଣରୁ ଏହି ଲୋକମାନେ ଭବିଷ୍ୟତରେ ବହୁତ ବଡ ଲୋକ ହୋଇଥାନ୍ତି।

Leave a Reply

Your email address will not be published. Required fields are marked *