March 3, 2024

Odia Express

News For Public

ମଜାଦାର ଓଡ଼ିଆ ଜୋକ୍ସ: ପତ୍ନୀ- ବିବାହ ପୂର୍ବରୁ ତ ତୁମେ କହୁଥିଲା ଯେ ବିବାହ ପରେ ମୁଁ ତୁମକୁ ବହୁତ ଭଲ ପାଇବି – କିନ୍ତୁ ଏବେ କଣ ହେଲା ? ସ୍ୱାମୀ – କଥା କଣ କି ମୁଁ ଜାଣିନଥିଲି ଯେ ମୋ …

1 min read

ଯେବେ ମଧ୍ୟ ଆମେ ହସ ବିଷୟରେ ଭାବୁ ଆମର ମନକୁ ସର୍ବପ୍ରଥମେ ଜୋକ୍ସ ଆସିଥାଏ। ଜୋକ୍ସ ହସିବା ଓ ହସେଇବାର ଏକ ମାଧ୍ୟମ ଅଟେ ଯାହା ସହଜରେ ଇଣ୍ଟରନେଟ ଓ ସୋସିଆଲ ମିଡିଆରେ ଉପଲବ୍ଧ ଅଟେ। ମୁଡ ଅଫ ହେବାରେ କିମ୍ବା ଅବସାଦ ସମୟରେ ଜୋକ୍ସ ପଢିନେବା ଦ୍ଵାରା ଆପଣଙ୍କ ମସ୍ତିସ୍କ ସତେଜ ହୋଇଯାଏ। ଆଜିକାଲି ତ ହ୍ଵାଟସଆପରେ ମଧ୍ୟ ଲୋକମାନେ ପରସ୍ପରକୁ ଜୋକ୍ସ ପଠାଉଛନ୍ତି । ଯଦି ଆପଣ ମଧ୍ୟ ସାରାଦିନର କ୍ଳାନ୍ତି ଦ୍ଵାରା ଚିନ୍ତିତ ଅଛନ୍ତି ଓ କିଛି ସମୟ ମନଖୋଲି ହସିବାକୁ ଚାହାନ୍ତି ତେବେ ଆଜି ଆମେ ଆପଣଙ୍କ ନିମନ୍ତେ କିଛି ମଜାଦାର ଜୋକ୍ସ ନେଇ ଆସିଛୁ। ଏହି ଜୋକ୍ସ କୁ ପଢି ନିଶ୍ଚିତ ଆପଣଙ୍କ ମୁଡ ଠିକ ହୋଇଯିବ ଓ ଆପଣ ହସିବାକୁ ବାଧ୍ୟ ହୋଇଯିବେ। ତେଣୁ ବିଳମ୍ବ କାହିଁକି, ଆସନ୍ତୁ ଆରମ୍ଭ କରିବା ହସିବା ଓ ହସେଇବାର ଏହି ସୁନ୍ଦର ପ୍ରକ୍ରିୟା।

1 – ବସରେ ଗୋଟିଏ ପୁଅ ଏକ ଝିଅ ପାଖରେ ଠିଆ ହୋଇଥିଲାଅଚାନକ ପୁଅ ଝିଅକୁ ଚିଡେଇବାରେ ଲାଗିଲା | ପୁଅ- କିପରି ଅଛ ପ୍ରିୟେ? ଝିଅ- ତୋ ଘରେ ମାଆ ଭଉଣୀ ନାହାନ୍ତି କି? ପୁଅ – ନାହିଁ | ଝିଅ- ତେବେ ଘରକୁ ନେଇଯାଅ ନା ପାଗଳ, ଏଠାରେ କାହିଁକି ଟାଇମ ଖରାପ କରୁଛ!

2 – ପତ୍ନୀ ବ୍ୟସ୍ତ ହୋଇ ଘରକୁ ଆସିଲେ ଓ ସ୍ଵାମୀଙ୍କୁ କହିଲେ… ପତ୍ନୀ- ଶୁଣୁଛ କି, ଆଜି ପୁରା ବସରେ ମୋର ଅପମାନ ହେଇଗଲା | ସ୍ଵାମୀ- କିପରି? ପତ୍ନୀ- ଯେମିତି ମୁଁ ଓହ୍ଲେଇଲି ତ ମୋର ପଚ୍ଛରୁ କଣ୍ଡକ୍ଟର କହିଲା, ଏବେ ତିନି ଜଣ ଯାତ୍ରୀ ଏହି ସିଟରେ ବସି ଯାଆନ୍ତୁ…

3 – ସାନ୍ତା ହେଲମେଟ ପିନ୍ଧି ଘରୁ ବାହାରିଲା ରାସ୍ତାରେ ପୋଲିସ ଅଟକେଇ ଚାଲାଣ କଟିଦେଲେ। ପୋଲିସ ବାଲା – ବାହାର କର 1000ଟଙ୍କା | ସାନ୍ତା- କିନ୍ତୁ ମୁଁ ତ ହେଲମେଟ ପିନ୍ଧିଛି | ପୋଲିସ- ତାହା ତ ଠିକ ଅଛି କିନ୍ତୁ ସ୍କୁଟର କଉଠି?ବିନା ଗାଡ଼ିରେ ହେଲମେଟ ପିନ୍ଧିବାରୁ ଫାଇନ କଟାଯିବ

4 – ଓକିଲ- ହତ୍ୟା ରାତିରେ ତୁମ ସ୍ଵାମୀଙ୍କର ଅନ୍ତିମ ଶବ୍ଦ କଣ ଥିଲା ? ପତ୍ନୀ- ମୋର ଚଷମା କଉଠି ସଂଗୀତା ? ଓକିଲ- ତ ଏଥିରେ ମାରିବାର କଥା କଣ ଥିଲା? ପତ୍ନୀ- ମୋ ନାମ ରଞ୍ଜନା ଅଟେ! ପୁରା କୋର୍ଟ ନିସ୍ତବ୍ଧ

5 – ପତ୍ନୀ ନିଜର ସ୍ଵାମୀଙ୍କୁ କହିଲେ- ରାତିରେ ତୁମେ ସ୍ଵପ୍ନରେ ମୋତେ ଗାଳି ଦେଉଥିଲା ଓ ମୋର ମା-ବାପାଙ୍କୁ କଟୁକଥା କହୁଥିଲ, କାହିଁକି? ସ୍ଵାମୀ କହିଲେ- ମିଛ କହୁଛ ତୁମେ! ମୁଁ ସେତେବେଳେ ଶୋଇନଥିଲି।

6 – ଜଣେ ବନାରସୀର ତପସ୍ୟାରେ ପ୍ରସନ୍ନ ହୋଇ ଭଗବାନ | ତାହାକୁ ଅମୃତ ଦେଲେ, କିନ୍ତୁ ସେ ମନା କରିଦେଲା। ଭଗବାନ- କାହିଁକି ବତ୍ସ ଅମୃତ କାହିଁକି ପିଉନ? ବନାରସୀ- ବର୍ତ୍ତମାନ ଏହି ପାନ ଖାଇଛି ପ୍ରଭୁ!

7 – ଜଣେ ମଦୁଆ ଛାତରୁ ତଳକୁ ଗଳିପଡିଲା | ସବୁ ଲୋକ ଆସିଲେ ଓ ପଚାରିବାରେ ଲାଗିଲେ ଯେ କଣ ହେଲା? ମଦୁଆ- ଜଣା ନାହିଁ ଭାଇ…. ମୁଁ ବର୍ତ୍ତମାନ ତଳକୁ ଆସିଲି

8 –  ଜଣେ ମୋଟୀ ସ୍ତ୍ରୀ ଲୋକ ଡାକ୍ତରଙ୍କ ପାଖକୁ ଗଲା ଓ କହିଲା- ଡାକ୍ତର ସାହେବ ଆପଣ ତ କହିଥିଲେ ଯେ ଖେଳିବା ଦ୍ଵାରା ମୋଟା କମ ହୋଇଥାଏ, କିନ୍ତୁ ମୋର ତ ବିଲକୁଲ କମ ହୋଇନାହିଁ, ଡାକ୍ତର- କଉ ଖେଳ ଖେଳୁଛ? ମୋଟୀ ସ୍ତ୍ରୀ ଲୋକ- CandyCrush! ଡାକ୍ତର ବେହୋଶ

9 – ପତ୍ନୀ- ଶୁଣୁଛ କି, ଯଦି ମୁଁ ସମୟ ହୋଇଥାନ୍ତି ତ ବୋଧହୁଏ ସମସ୍ତଙ୍କୁ ମୋର ବହୁତ ଅଧିକ ଆଦର ହୋଇଥାନ୍ତା ନା? ସ୍ଵାମୀ- ହଁ ପ୍ରିୟତମା, ତୁମର ଆତଙ୍କ ହୋଇଥାନ୍ତା ଚତୁର୍ଦ୍ଦିଗରେ! ପତ୍ନୀ- ଆତଙ୍କ କାହିଁକି ହେଇଥାନ୍ତା? ସ୍ଵାମୀ- ଆରେ, ତୁମକୁ ଦେଖିବା ମାତ୍ରେ ଲୋକମାନେ ଚମକି ଯାଆନ୍ତେ ଓ କୁହନ୍ତେ ଦେଖ ଖରାପ ସମୟ ଆସିଗଲା…!!!

10 – ପତ୍ନୀ- ବିବାହ ପୂର୍ବରୁ ତ ତୁମେ କହୁଥିଲ ଯେ ବିବାହ ପରେ ତୁମକୁ ବହୁତ ପ୍ରେମ କରିବି। ଏବେ କଣ ହେଲା? ସ୍ଵାମୀ- ସତ କହିବି ଜାନୁ…? ପତ୍ନୀ(ଖୁସି ହୋଇ)- ହଁ କୁହ… ସ୍ଵାମୀ- ସେତେବେଳେ ମୋତେ ଜଣା ନଥିଲା ଯେ ଆମର ବିବାହ  ହୋଇଯିବ ବୋଲି…!!!

11 – ପତ୍ନୀ- ହେଇଟି ଶୁଣୁଛ, ଯଦି ଆପଣଙ୍କ କେଶ ଏହି ଗତିରେ ଝଡି ଚାଲିବ ତେବେ ମୁଁ ତୁମକୁ ଛାଡପତ୍ର ଦେଇଦେବି….! ସ୍ଵାମୀ- ହେ ଭଗବାନ, ମୁଁ ପାଗଳ ଏମାନଙ୍କୁ ରକ୍ଷା କରିବାର ଚେଷ୍ଟା କରୁଥିଲି

12 – ସାନ୍ତା ଭଗବାନଙ୍କୁ ପ୍ରାର୍ଥନା କରୁଥିଲା… ସାନ୍ତା- ପ୍ଳିଜ କଟକ କୁ ଓଡ଼ିଶାର ରାଜଧାନୀ କରିଦିଅ, ପ୍ଳିଜ ଭଗବାନ ଏହା ଶୁଣିଲେ ଓ ଆଶ୍ଚର୍ଯ୍ୟ ହୋଇ ପ୍ରକଟ ହେଲେ ଓ ପଚାରିଲେ – କାହିଁକି ଭାଇ? ସାନ୍ତା- କାରଣ ମୁଁ ପରୀକ୍ଷା ପେପର ରେ ଓଡିଶା ରାଜଧାନୀ କଟକ ଲେଖିକି ଆସିଛି ଭାରି

Leave a Reply

Your email address will not be published. Required fields are marked *