March 3, 2024

Odia Express

News For Public

ମହାଭାରତରେ ଏହି ଉପାୟ ଉପଯୋଗ କରିଥିଲେ ଅର୍ଜୁନ, ଏପରି କଲେ ଆପଣଙ୍କ ସମସ୍ତ ଶତ୍ରୁ ଏହାଦ୍ବାରା ଧୁଳି ଚାଟିବେ…

ଯଦି କେବେ ମଧ୍ୟ ମନୁଷ୍ୟ କୌଣସି ବି ବିପଦ କିମ୍ବା କୌଣସି ବି ଦ୍ଵିଧାରେ ଥାଏ ତେବେ ସେ ସବୁବେଳେ ଭଗବାନଙ୍କୁ ସ୍ମରଣ କରିଥାଏ ଓ ଭଗବାନଙ୍କୁ ପ୍ରାର୍ଥନା କରିଥାଏ ଯେ ହେ ଭଗବାନ ଆପଣ ମୋତେ ଏହି ବିପଦରୁ ଉଦ୍ଧାର କରନ୍ତୁ କିମ୍ବା କୌଣସି ରାସ୍ତା ଦେଖନ୍ତୁ ଯାହାଦ୍ଵାରା ଆମର ବିପଦ ଟଳିଯିବ। ଲୋକଙ୍କୁ ଏଥିରେ ପୂର୍ଣ୍ଣ ବିଶ୍ଵାସ ଅଛି ଯେ ପ୍ରାର୍ଥନା ଦ୍ଵାରା ତାଙ୍କର ସମସ୍ୟା ଠିକ ହୋଇଯିବ।ଭାରତରେ ରୁଟିର ବଡ ମହତ୍ଵ ଅଛି। ଗରିବ ବ୍ୟକ୍ତି ହୁଅନ୍ତୁ କି ଧନୀ ବ୍ୟକ୍ତି, ସମସ୍ତଙ୍କ କ୍ଷୁଧା ସେତେବେଳେ ଶାନ୍ତ ହୋଇଥାଏ । ଯେବେ ସେ ଭୋଜନରେ ରୁଟି ଖାଆନ୍ତି । ରୁଟି ଦ୍ଵାରା ଆପଣଙ୍କ ଘରେ ସୁଖ ଶାନ୍ତି ତ ରହିଥାଏ ତାସହ ଆପଣଙ୍କ ଶତ୍ରୁ ମଧ୍ୟ ପରାଜିତ ହୋଇଥାନ୍ତି।

ଆଜି ଆମେ ଆପଣଙ୍କୁ ଏପରି ଉପାୟ ଜଣେଇବୁ, ଯାହାଦ୍ଵାରା ଆପଣଙ୍କ ସମସ୍ତ ଶତ୍ରୁ ନଷ୍ଟ ହୋଇଯିବେ । କିନ୍ତୁ ଏହି ବିଧିର ଉପଯୋଗ ସେତେବେଳେ କରିବେ, ଯେବେ ଆପଣଙ୍କ ସମସ୍ତ ମାର୍ଗ ବନ୍ଦ ହୋଇଯାଇଥିବ । ସର୍ବପ୍ରଥମେ ଆମେ ଆପଣଙ୍କୁ ସେହି ଉପାୟ ଜଣେଇବୁ, ଯାହାଦ୍ଵାରା ଆପଣଙ୍କ ଘରେ ନଷ୍ଟ ହୋଇଥିବା ସୁଖ ଶାନ୍ତି ଫେରି ଆସିବ ।

ଯଦି ଆପଣଙ୍କ ଘର ଆଖପାଖରେ କୌଣସି ଗାଈ ଅଛି ତେବେ ତାକୁ ପ୍ରତିଦିନ ରୁଟି ଦିଅନ୍ତୁ। କାରଣ ଗାଈକୁ ସାକ୍ଷାତ ମାତା ଲକ୍ଷ୍ମୀଙ୍କ ଅବତାର କୁହାଯାଏ। ଯଦି ପାଣଆଁ ପ୍ରତିଦିନ ଏହାକୁ ରୁଟି କିମ୍ବା କିଛି ଖାଇବାକୁ ଦିଅନ୍ତୁ ତେବେ ସେ ଆପଣଙ୍କ ଘରକୁ ଖୁସିରେ ଭରିଦେବ । କିନ୍ତୁ ଧ୍ୟାନ ରହେ ଯେ ଗାଈ କୁ ରୁଟି ଦେଇ ତାକୁ ତଡିବେ ନାହିଁ । ଯଦି ଆପଣ ଏପରି କରିବେ ତେବେ ଆପଣଙ୍କ ଦ୍ଵାରା କରାଯାଇଥିବା ଏହି ଧର୍ମ, ବିଫଳ ହୋଇଯିବ ଓ ଆପଣ ଆଗ ଭଳି କଙ୍ଗାଳ ହୋଇ ରହିବେ ।

ଏହା ଅତିରିକ୍ତ ଯଦି ଆପଣଙ୍କୁ କୌଣସି ଶତ୍ରୁ ହଇରାଣ କରୁଛି ତେବେ ଆପଣ ବୁଝି ଯାଅନ୍ତୁ ଆପଣଙ୍କ କୁଣ୍ଡଳୀରେ ରାହୁ ଓ କେତୁକୁ ଦୂରେଇବା ନିମନ୍ତେ ଆପଣ ପ୍ରତିଦିନ ଏକ କଳା କୁକୁରକୁ ସୋରିଷ ତେଲରେ ପ୍ରସ୍ତୁତ ରୁଟି ଦିଅନ୍ତୁ। ଏହାଦ୍ବାରା ଆପଣଙ୍କ କୁଣ୍ଡଳୀରେ ଲାଗିଥିବା ରାହୁ ଓ କେତୁ ଦୋଷ ଦୂର ହୋଇଯିବ ।

କିନ୍ତୁ ଧ୍ୟାନ ରଖିବେ ଯେ ସାତ ଶନିବାର ପର୍ଯ୍ୟନ୍ତ ଏହି କର୍ମ କରିବେ ଓ କେବଳ କଳା କୁକୁରକୁ ହିଁ ନିଜର ରୁଟି ଦେବେ। କାରଣ କଳା କୁକୁର ଭଗବାନ ଶିବଙ୍କ କାଳଭୈରବ ରୂପର ବାହନ ଅଟେ। ଏହା ଆପଣଙ୍କ ସମସ୍ତ ବାଧାକୁ ସମାପ୍ତ କରିଦେଇଥାଏ । ଏପରି କୁହାଯାଏ ଯେ ଅର୍ଜୁନ ଯୁଦ୍ଧକୁ ଯିବା ସମୟରେ ଏହି କର୍ମ କରିଥିଲେ। ଏହି କାରଣରୁ ସେ ମହାଭାରତର ଯୁଦ୍ଧରେ ଅପରାଜିତ ରହିଥିଲେ। କିନ୍ତୁ ଏହି କଥାର ବର୍ଣ୍ଣନ ମହାଭାରନ୍ତରେ କରାଯାଇନଥିଲା। ଏହି କଥା କେବଳ ଦନ୍ତକଥାରେ ହିଁ ପ୍ରଚଳିତ ଅଟେ ।

କିନ୍ତୁ ଯଦି ତଥାପି ଆପଣଙ୍କ ଘରେ ସୁଖ ଶାନ୍ତି ଆସିଲା ନାହିଁ କିମ୍ବା ଆପଣଙ୍କ ଶତ୍ରୁ ଆପଣଙ୍କ ପିଛା ଛାଡୁ ନାହିଁ ତେବେ ହୋଇପାରେ ଯେ ଆପଣଙ୍କ ଘରେ କୌଣସି ବ୍ୟକ୍ତି ଗୁଣିଗାରେଡି କରିଥାଇପାରେ । ଏଥିରୁ ରକ୍ଷା ପାଇବା ନିମନ୍ତେ ସବୁଠାରୁ ଭଲ ଉପାୟ ଏହା ଯେ ଅପ୍ନା ନିଜର ଘରେ ଭଗବତଗୀତାର ପଠନ କରେଇବେ। କାରଣ ଭଗବତଗୀତା ସମସ୍ତ କୁଶକ୍ତିକୁ ନାଶ କରିବା ବାଲା ଭଗବାନ ଶ୍ରୀକୃଷ୍ଣଙ୍କ ମୁଖରୁ ବାହାରିଥିବା ବଚନ ଅଟେ। ଏହା ଅବଶ୍ୟ ଆପଣଙ୍କ ଘରର ଦୁଃଖକୁ ମଧ୍ୟ ନାଶ କରିଦେବ ।

Leave a Reply

Your email address will not be published. Required fields are marked *